Daily Archives

October 3, 2019

୨ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରାକୁ କେମିତି ରୋକିବେ? ବିଗ୍‌ ବିଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଲେ ପ୍ରତିଯୋଗୀ

ନୂଆଦିଲ୍ଲୀ : ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ଏକ ଖାସ୍‌ ଅଧ୍ୟାୟ ନେଇ ଆସିଥିଲା କୁଇଜ୍‌ ସୋ’ କୌନ୍‌ ବନେଗା କରୋଡପତି । ଏହି ଅଧ୍ୟାୟରେ ବିଭିନ୍ନ ମାଧ୍ୟମରେ ସମାଜସେବା କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବିଗ୍‌ ବି ଜଣେ ସମାଜସେବୀଙ୍କୁ ଏକ ଅଜବ ପ୍ରଶ୍ନ କରିଥିଲେ…
ଅଧିକ ଖବର ଦେଖନ୍ତୁ...

ଡିୟୁଟି ସମୟରେ ଫିଲ୍ମ ସାୟରା ନରସିହ୍ମା ରେଡ୍ଡୀ ଦେଖିବାକୁ ଚାଲି ଯାଇଥିଲେ ୭ଜଣ ସବ୍‌ଇନ୍‌ସ୍ପେକ୍ଟର, ମିଳିଲା ଏଭଳି…

କୁର୍ଣ୍ଣୁଲ : ଫିଲ୍ମ ରିଲିଜ୍‌ ହେବାର ପ୍ରଥମ ଦିନ ପ୍ରଥମ ସୋ’ ଦେଖିବାର ସଉକ ଏବେ ୭ଜଣ ସବ୍‌-ଇନ୍ସପେକ୍ଟରଙ୍କୁ ଭାରି ପଡ଼ିଛି । ବିଭିନ୍ନ ପୁଲିସ ଷ୍ଟେସନର ୭ଜଣ ସବ୍‌-ଇନ୍ସପେକ୍ଟର ଭଲ ବନ୍ଧୁ ହୋଇଥିବା ବେଳେ ଡିୟୁଟି ସମୟରେ ଫିଲ୍ମ ଦେଖିବାକୁ ଯିବା ସେମାନଙ୍କୁ ଭାରି ପଡ଼ିଛି । ଫିଲ୍ମ ଦେଖୁଥିବା…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ‘ଲକ୍ଷ୍ମୀ ବମ୍ବ’ର ପ୍ରଥମ ଝଲକ୍‌, ଚର୍ଚ୍ଚାରେ ଅକ୍ଷୟଙ୍କ ଲୁକ୍‌

ମୁମ୍ବାଇ : ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ଓ କାହାଣୀରେ କାମ କରିବାକୁ ପସନ୍ଦ କରିଥାନ୍ତି ଅଭିନେତା ଅକ୍ଷୟ କୁମାର । ଆଗାମୀ ଫିଲ୍ମ ‘ହାଉସ୍‌ଫୁଲ୍‌-୪’ ରିଲିଜ୍‌ ଅପେକ୍ଷାରେ ଥିବା ବେଳେ ଫିଲ୍ମ ଲକ୍ଷ୍ମୀ ବମ୍ବକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅକ୍ଷୟ କୁମାର । ଏହି ଫିଲ୍ମରେ ସେ ଜଣେ ମହିଳାଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ୟାରିସ୍‌ର ପୁଲିସ ମୁଖ୍ୟାଳୟରେ ୪ଜଣ ପୁଲିସକର୍ମୀଙ୍କୁ ଛୁରୀ ଭୁସି ହତ୍ୟା

gନୂଆଦିଲ୍ଲୀ : ପ୍ୟାରିସ୍‌ରେ ଥିବା ପୁଲିସ ମୁଖ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ୪ ଜଣ ପୁଲିସକର୍ମୀଙ୍କୁ ଜଣେ ପ୍ରଶାସକ ଛୁରୀ ଭୁସି ହତ୍ୟା କରିବା ଖବର ଏବେ ଆଲୋଚନାର ବିଷୟ ପାଲଟିଛି । ଘଟଣାସ୍ଥଳରେ ୪ଜଣ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗୁଳି କରି…
ଅଧିକ ଖବର ଦେଖନ୍ତୁ...

‘ମୋ ସରକାର’ ପ୍ରଭାବ: ମହିଳାଙ୍କୁ କମେଣ୍ଟ ମାରି ଛେଚା ଖାଇବା ପରେ ଗିରଫ ହେଲେ କନେଷ୍ଟବଳ

ଫୁଳବାଣୀ: ‘ମୋ ସରକାର’ର ପ୍ରଭାବ ଗୁରୁବାର କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ପୁଲିସ ଭଲ କାମ କଲେ ଆଗୁଆ ପଦୋନ୍ନତି ଓ କାମରେ ଖିଲାପ କଲେ ଦଣ୍ଡ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ‘ମୋ ସରକାର’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ଅବସରରେ କହିଥିଲେ। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୮। ବୃଷ: ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ ରହିବ। ସୁସମ୍ବାଦ ପାଇବେ। ଲୋକ ମାନଙ୍କ ସହିତ ଘନିଷ୍ଠତା…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ୍‌ ଆରୋହୀ ମୃତ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଲାମୁଣ୍ଡାକଟା ନୂଆବସାଣ ନିକଟରେ ଗୁରୁବାର ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ନିର୍ମାଣ କାମରେ ନିୟୋଜିତ ଏକ ଟ୍ରାକ୍ଟରକୁ ପଛପଟରୁ କୁସୁମବଂଧ ଫଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଗୃହବନ୍ଦୀ ଥିବା କଶ୍ମୀର ରାଜନେତାଙ୍କୁ ଜଣ ଜଣ କରି ମୁକ୍ତ କରାଯିବ : ରାଜ୍ୟପାଳଙ୍କ ପରାମର୍ଶଦାତା

ଶ୍ରୀନଗର : ଗତ ଅଗଷ୍ଟ ୫ରେ ଭାରତ ସରକାର କଶ୍ମୀର ଉପରୁ ଧାରା ୩୭୦ ଉଠାଇବା ପରେ ଗୃହବନ୍ଦୀଥିବା କଶ୍ମୀରର ନେତାମାନଙ୍କୁ ଜଣ ଜଣ କରି ମୁକ୍ତ କରାଯିବ ବୋଲି ଜମ୍ମୁ ଓ କଶ୍ମୀର ରାଜ୍ୟପାଳଙ୍କ ପରାମର୍ଶଦାତା ଫାରୁକ ଖାଁ କହିଛନ୍ତି । ସେ କହିଛନ୍ତି ଯେ ପ୍ରତି ବ୍ୟକ୍ତିଙ୍କ ଉପରେ ବିଚାରବିମର୍ଷ…
ଅଧିକ ଖବର ଦେଖନ୍ତୁ...

ଗଛ ଉପରେ ମାଙ୍କଡ଼ ବସି ଉଡାଉଛି ଟଙ୍କା, ତଳେ ପଡିଥିବା ଟଙ୍କାକୁ ଖୁସିରେ ଗୋଟାଉଛନ୍ତି ଲୋକେ

ଲକ୍ଷ୍ମୌ: ଆପଣ ସର୍ବଦା ଶୁଣିଥିବେ ଟଙ୍କା ଗଛରେ ଫଳେ ନାହିଁ କି ଆକାଶରୁ ପଡେ ନାହିଁ। କିନ୍ତୁ ଉତ୍ତରପ୍ରଦେଶର ବନ୍ଦାୟୁଁରୁ ଯେଉଁ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି ତାହାକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଇଯାଉଛି। ଭିଡିଓ ଓ ଫଟୋରେ ଦେଖିବାକୁ ମିଳୁଛି କି ଗଛ ଉପରୁ ଟଙ୍କା ପଡ଼ୁଛି ଓ ଲୋକମାନେ…
ଅଧିକ ଖବର ଦେଖନ୍ତୁ...

ବିହାରରେ ବନ୍ୟା: ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ବିଗତ କିଛି ଦିନ ହେବ ବିହାରରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା ପରିସ୍ଥିତି ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି। ନବୀନ ବିହାରରେ ବନ୍ୟା ପରିସ୍ଥିତି କେମିତି ଅଛି ସେ…
ଅଧିକ ଖବର ଦେଖନ୍ତୁ...