ସମ୍ପର୍କୀୟଙ୍କ ଶେଷ କୃତ୍ୟରୁ ଫେରୁଥିବା ବେଳେ ଅଘଟଣ: ଅଟୋ ଓଲଟି ୪ ଆହତ, ୪ ଗୁରୁତର
ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜନ୍ଦରିଗୁଡ଼ା ଗ୍ରାମ ନିକଟରେ ଏକ ଅଟୋ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡିବାରୁ ସେଥିରେ ବସି ଥିବା ସମସ୍ତ ଯାତ୍ରୀ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ୪…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...