Daily Archives

October 4, 2019

ହ୍ଵାଟ୍‌ସଆପ୍‌ରୁ ଜିଆଇଏଫ୍‌ ପଠାନ୍ତୁ ନାହିଁ, ପଡ଼ିପାରନ୍ତି ଅସୁବିଧାରେ

ମୁମ୍ବାଇ: ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀ ସାବଧାନ! ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆପଣ ଯଦି ଆପଣଙ୍କ ଆଣ୍ଡ୍ରଏଡ୍‌ ଫୋନ୍‌ରୁ ଜିଆଇଏଫ୍‌ ପଠାଇବେ ତେବେ ହ୍ୟାକର୍ସମାନେ ଆପଣଙ୍କ ଫୋନ୍‌କୁ ହ୍ୟାକ୍‌ କରିପାରିବେ। ହ୍ୟାକର୍ସମାନେ ଜିଆଇଏଫ୍‌ ଫାଇଲ୍‌ରେ ଏକ କୋର୍ଡ…
ଅଧିକ ଖବର ଦେଖନ୍ତୁ...

ଭିଡ଼ ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଥିବା ୫୦ଜଣ ବ୍ୟକ୍ତିତ୍ୱଙ୍କ ବିରୋଧରେ ଏତଲା ରୁୁଜୁ

ମୁମ୍ବାଇ : ଭିଡ଼ ହିଂସାକୁ ବିରୋଧ କରି ବଲିଉଡ୍‌ ଏବଂ ଅନ୍ୟ ପେସାର ବଡ଼ ବଡ଼ ବ୍ୟକ୍ତିତ୍ୱ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୋଲା ଚିଠି ଲେଖିଥିଲେ । ପ୍ରାୟ ୫୦ଜଣ ଏହି ଚିଠି ଲେଖିଥିବା ବେଳେ ଏବେ ସେମାନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିବା ଜଣା ପଡ଼ିଛି । ଏଥିରେ ମଣି ରତ୍ନମ୍‌, ଅନୁରାଗ କଶ୍ୟପ,…
ଅଧିକ ଖବର ଦେଖନ୍ତୁ...

ଭାରତ ପିଆଜ ରପ୍ତାନି ବନ୍ଦ କରିବା ପରେ ନିଜ ରୋଷେଇଆକୁ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଶେଖ୍‌ ହସିନା

ନୂଆଦିଲ୍ଲୀ : ଆଜିଠୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ୪ଦିନିଆ ଭାରତ ଗସ୍ତ ଆରମ୍ଭ ହୋଇଛି । ଭାରତ ଗସ୍ତ ସମୟରେ ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଶେଖ୍‌ ହସିନା ଭାରତ ଗସ୍ତରେ ଆସିଥିବା…
ଅଧିକ ଖବର ଦେଖନ୍ତୁ...

ଏହି ମାସରେ ଜନ୍ମ ହୋଇଥିଲେ ମାଧୁରୀ ପଠାଇବେ ଆପଣଙ୍କୁ ଜନ୍ମଦିନ ଶୁଭେଚ୍ଛା

ମୁମ୍ବାଇ: ଆପଣ ଅକ୍ଟୋବର ମାସରେ ଜନ୍ମଗ୍ରହଣ କରିଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସିର ଖବର | ଯାହାକୁ ଶୁଣିଲେ ଆପଣଙ୍କ ଛାତି କୁଣ୍ଢେମୋଟ ହୋଇଯିବ | କାରଣ ଅକ୍ଟୋବରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ପାଖକୁ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ ଜନ୍ମଦିନ ଶୁଭେଚ୍ଛା ପଠାଇବାକୁ ଯାଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦେବୀମାତାଙ୍କ ଧୢାନରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ଆପଣଙ୍କୁ ବଡ଼ ଗାୟକଙ୍କର ସହଯୋଗ ମିଳିବ। ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୮। ବୃଷ: ପୁରୁଣା କଥାକୁ ନେଇ ଟିକେ ଅଶାନ୍ତ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟଥା…
ଅଧିକ ଖବର ଦେଖନ୍ତୁ...

୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ ବିଜେପି ପରାଜୟ ପଛର କାରଣ କହିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସମ୍ବାଦ ଓ କନକ ନ୍ୟୁଜର ଜନ୍ମଦିନ ଉତ୍ସବରେ ମୁଖ୍ୟବକ୍ତା ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ ବିଜେପି ପରାଜୟ ପଛର କାରଣ କହିଛନ୍ତି। ସମ୍ବାଦ ଗ୍ରୁପର…
ଅଧିକ ଖବର ଦେଖନ୍ତୁ...

ଏତଲାକାରୀଙ୍କୁ ଅଣ୍ଡା ମାଗିବା ମହଙ୍ଗା ପଡ଼ିଲା: ନିଲମ୍ବିତ ହେଲେ ସଇଁତଳା ଥାନା ଏଏସ୍‌ଆଇ

ସଇଁତଳା: ଏତଲାକାରୀଙ୍କୁ ଆଣ୍ଡା ମାଗିବା ଅଭିଯୋଗରେ ବଲାଙ୍ଗୀର ଜିଲ୍ଲାର ସଇଁତଳା ଏଏସ୍‌ଆଇ ଜଗଦୀଶ ମହାନନ୍ଦ ଶୁକ୍ରବାର ନିଲମ୍ବିତ ହୋଇଛନ୍ତି। ‘ମୋ ସରକାର’ କାର୍ଯ୍ୟକ୍ରମରେ ଘଟଣାର ତଦନ୍ତ କରି ବଲାଙ୍ଗୀର ଏସ୍‌ପି ମଡକର ସନ୍ଦୀପ ସଂପଦ ଆଜି ଜଗଦୀଶଙ୍କୁ ନିଲମ୍ବନ କରିଛନ୍ତି। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ନିଲମ୍ବିତ ପିଏମ୍‌ସି ପରିଚାଳନା ନିର୍ଦ୍ଦେଶକ ଜୟ ଥୋମାସଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ୍‌ର ଆର୍ଥିକ ଅପରାଧ ଶାଖା

ମୁମ୍ବାଇ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କେୋପେୋରେଟିଭ ଟିଭ୍‌ ବ୍ୟାଙ୍କ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଜୟ ଥୋମାସଙ୍କୁ ଶୁକ୍ରବାର ମୁମ୍ବାଇ ପୁଲିସ୍‌ର ଆର୍ଥିକ ଅପରାଧ ଶାଖା ଗିରଫ କରିଛି। ୪,୩୩୩ କୋଟି ଟଙ୍କାର ବ୍ୟାଙ୍କ୍‌ ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗରେ ପୂର୍ବରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଶାଖାପାଟଣା ଟେଷ୍ଟ: ୨୦୦ ଟେଷ୍ଟ ଓ୍ଵିକେଟ ନେଇ ରେକର୍ଡ କଲେ ରବୀନ୍ଦ୍ର ଜାଦେଜା

ବିଶାଖାପାଟଣା: ଭାରତର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଟେଷ୍ଟ କ୍ରିକେଟ୍‌ରେ ଏକ ନୂଆଁ ରେକର୍ଡ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶାଖାପାଟଣାରେ ଜାରି ଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଶୁକ୍ରବାର ସେ ଡିନ ଏଲଗରଙ୍କୁ ଆଉଟ କରି ଟେଷ୍ଟ କ୍ରିକେଟ୍‌ରେ ୨୦୦ ଓ୍ଵିକେଟ ପୂରା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧି ପାଇଲା ସୁନା ଦର

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ସୁନା ଦର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏଥିସହିତ ଅନ୍ତର୍ଜାତୀୟ ବଜାର ପ୍ରଭାବରୁ ସୁନାଦର ବୃଦ୍ଧି ପାଉଥିବା ବି କୁହାଯାଉଛି। ଭାରତୀୟ ବଜାରରେ ଶୁକ୍ରବାର ସୁନାଦର ୧୦ ଗ୍ରାମ ପିଛା ୨୧୦ ଟଙ୍କା ବୃଦ୍ଧି ପାଇ ୩୯,୦୭୫…
ଅଧିକ ଖବର ଦେଖନ୍ତୁ...