Daily Archives

October 5, 2019

ଘୁ.ଉଦୟଗିରିରେ ଶାରଦୀୟ ଦୁର୍ଗାପୂଜା: ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ସାରା ସହର

ଘୁ.ଉଦୟଗିରି: ସାରା ସହରରେ ପୂଜାର ମହଲ। ଆଧ୍ୟାତ୍ମିକ ପରିବେଶ ସାଙ୍ଗକୁ ସୁଉଚ୍ଚ ତୋରଣ ଶବ୍ଦ ଆଲୋକମାଳାରେ ସଜେଇ ହୋଇଛି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର। ଷଷ୍ଠୀ ତିଥି ଅବସରରେ ଶୁକ୍ରବାର ଠାରୁ ପୂଜା ଆରମ୍ଭ ହୋଇଛି। ସପ୍ତମୀ ତିଥିରେ ଶନିବାର ଦେବୀଙ୍କ ନିକଟରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ…
ଅଧିକ ଖବର ଦେଖନ୍ତୁ...

ଏହି ସମସ୍ୟା ପାଇଁ ଲଣ୍ଡନରେ ଅସ୍ତ୍ରୋପଚାର କରାଇଲେ ହାର୍ଦ୍ଦିକ ପାଣ୍ଡ୍ୟା, ସେୟାର କଲେ ଫଟୋ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏକ ଅସ୍ତ୍ରୋପଚାର ହୋଇଛି  । ଲଣ୍ଡନରେ ତାଙ୍କର ସଫଳ ଅସ୍ତ୍ରୋପଚାର ପରେ ଫଟୋ ସେୟାର କରି ସମସ୍ତଙ୍କୁ ଜଣାଇଛନ୍ତି ହାର୍ଦ୍ଦିକ । ହାର୍ଦ୍ଦିକଙ୍କ ପିଠିର ତଳ ଭାଗରେ ଆଘାତ ଲାଗିବା ପରେ ସେ ଭାରତୀୟ ଦଳରୁ…
ଅଧିକ ଖବର ଦେଖନ୍ତୁ...

ସହିଦଙ୍କ ପରିବାରକୁ ଏଣିକି ମିଳିବ ଚାରିଗୁଣ କ୍ଷତିପୂରଣ

ନୂଆଦିଲ୍ଲୀ: ଦେଶର ଶତ୍ରୁଙ୍କୁ ମୁକାବିଲା କରିବା ବେଳେ ପ୍ରାଣ ହରାଉଥିବା ସହିଦଙ୍କ ପରିବାରକୁ ଏଣିକି କ୍ଷତିପୂରଣ ଭାବେ ଚାରିଗୁଣ ଅର୍ଥ ମିଳିବ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି | ପ୍ରଥମେ ଏହି ରାଶି ୨ ଲକ୍ଷ ଟଙ୍କା ଥିବାବେଳେ ଏଣିକି ୮…
ଅଧିକ ଖବର ଦେଖନ୍ତୁ...

ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ବାସି ଖାଦ୍ୟ, ହୋଇପାରେ ଏସବୁ ଶାରୀରିକ ସମସ୍ୟା

ସମୟ ଅଭାବ ଥିବାରୁ କିଛି ଲୋକ ଖାଦ୍ୟ ତିଆରି କରିବା ପରିବର୍ତ୍ତେ ବାସି ଖାଦ୍ୟ ଖାଇବା ଆରମ୍ଭ କରି ଦେଇଥାନ୍ତି । କିନ୍ତୁ ଏହା ଦ୍ୱାରା ଯେଉଁ ସବୁ ଶାରୀରିକ ସମସ୍ୟା ଉପୁଜେ, ସେ ଦିଗ ପ୍ରତି କେହି ବି ଧ୍ୟାନ ଦିଅନ୍ତି ନାହିଁ । ରାତିରେ ବଳକା ଥିବା ଖାଦ୍ୟ ରଖି ପରଦିନ ଖାଇବା ଦ୍ୱାରା ସେଥିରେ…
ଅଧିକ ଖବର ଦେଖନ୍ତୁ...

ନିଜକୁ ଇସ୍ରୋର ବୈଜ୍ଞାନିକ ବୋଲି କହି କରିଥିଲେ ବିବାହ, ମିଛ ଧରା ପଡ଼ିବା ପରେ ଏଭଳି ନିଷ୍ପତ୍ତି ନେଲା ସ୍ତ୍ରୀ

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଜଣେ ଯୁବକ ନିଜକୁ ଇସ୍ରୋର ବୈଜ୍ଞାନିକ ବୋଲି ପରିଚୟ ଦେଇ ମହିଳାଙ୍କୁ ବିବାହ କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା । ବିବାହ ପରେ ସ୍ୱାମୀ ଇସ୍ରୋର ବୈଜ୍ଞାନିକ ନୁହନ୍ତି…
ଅଧିକ ଖବର ଦେଖନ୍ତୁ...

ଏହି ୩ଟି ରେକର୍ଡ ଭାଙ୍ଗିବା ପରେ ୧୦୦କୋଟି କ୍ଲବ୍‌ରେ ସାମିଲ ହେବାକୁ ଯାଉଛି ଫିଲ୍ମ ‘ଓ୍ଵାର୍‌’ !

ମୁମ୍ବାଇ : ଅଭିନେତା ଟାଇଗର ଶ୍ରଫ୍‌ ଓ ରିତିକ୍‌ ରୋଶନଙ୍କ ଅଭିନୀତ ଫିଲ୍ମ ଓ୍ଵାର୍‌ ଏବେ ବକ୍ସ ଅଫିସରେ ୧୦୦କୋଟି କ୍ଲବ୍‌ରେ ସାମିଲ ହେବାକୁ ଯାଉଛି । ୩ଦିନରେ ଫିଲ୍ମଟି ପ୍ରାୟ ୯୫କୋଟି ଟଙ୍କା ଆୟ କରି ସାରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହା ଧମାଲ କରିବ ବୋଲି ଆଶା କରାଯାଉଛି । ତେବେ…
ଅଧିକ ଖବର ଦେଖନ୍ତୁ...

୨୦୦ରୁ ଅଧିକ ଲୋକଙ୍କୁ ଏଚ୍‌ଆଇଭି ପୀଡ଼ିତ କରାଇଥିବାରୁ ୨୫ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କମ୍ବୋଡିଆ ସୁପ୍ରିମକୋର୍ଟ ଜଣେ ଡାକ୍ତରଙ୍କୁ ୨୫ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିବା ନିମ୍ନ ଅଦାଲତର ରାୟକୁ କାଏମ୍‌ ରଖିଛନ୍ତି । ଅଭିଯୁକ୍ତ ଡାକ୍ତରଙ୍କ ପାଇଁ ପ୍ରାୟ ୨୦୦ରୁ ଅଧିକ ଗ୍ରାମବାସୀ ଏଚ୍‌ଆଇଭି ସଂକ୍ରମଣର ଶିକାର ହୋଇଥିଲେ । ରୋଗୀଙ୍କ ରକ୍ତ ପରୀକ୍ଷା କରାଯିବା ପରେ ପ୍ରକୃତ…
ଅଧିକ ଖବର ଦେଖନ୍ତୁ...

୧୪ ବର୍ଷରେ ୩୧ ଆଇଏଏସଙ୍କ ବିରୋଧରେ ଭିଜିଲାନ୍‌ସ କେସ୍‌: ମାତ୍ର ୨ ଜଣ ଦୋଷୀ ସାବ୍ୟସ୍ତ

୨୦୦୦ରୁ ୨୦୧୪ ମସିହାରେ କେତେ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ଭିଜିଲାନ୍‌ସ କେସ୍‌ ହୋଇଛି ଓ ତାର ସ୍ଥିତି କଣ? ୫-ଟିକୁ କାର୍ଯ୍ୟକାରୀ କରିବାକୁ ସରକାର ଜୋର ଦେଉଥିବା ବେଳେ ଆଇଏଏସ୍‌ ଅଫିସରଙ୍କ ଉପରେ ଚାଲିଥିବା ଭିଜିଲାନ୍‌ସ ମାମଲାର ସ୍ଥିତି ଜାଣିବା ପାଇଁ ଲାଗିଲା ୫ ବର୍ଷ। ଶେଷରେ ସୂଚନା…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଅନ୍ତଃରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହେଲେ ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡ୍‌ନେକର

ମୁମ୍ବାଇ : ଏକ ମୋଟି ଯୁବତୀ ଭାବେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଭୂମି ପେଡ୍‌ନେକରଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ‘ଦମ୍‌ ଲଗାକେ ହାଇସା’, ‘ଟୟଲେଟ୍‌’ ଓ ‘ଶୁଭ ମଙ୍ଗଲ ସାବଧାନ’ ଭଳି ଫିଲ୍ମରେ କାମ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କ’ଣ ପାଇଁ ବୃଦ୍ଧ ମହିଳାଙ୍କୁ ଟେକି ନେଇ ଘରେ ଛାଡ଼ିଲେ ପୁଲିସକର୍ମୀ ?

ଲକ୍ଷ୍ନୌ : ପୂର୍ବରୁ ପୁଲିସକର୍ମୀ କିଭଳି ଜନତାଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି, ତାହାର ଅନେକ ଦୃଶ୍ୟ ସାମ୍ନାକୁ ଆସିଛି । କିନ୍ତୁ ଏବେ ଉତ୍ତରପ୍ରଦେଶ ପୁଲିସକର୍ମୀଙ୍କ ଯେଉଁ ଭିଡିଓ ଭାଇରାଲ ହୋଇଛି, ତାହା ନିଶ୍ଚିତ ଭାବେ ଜନତାଙ୍କ ମନରେ ପୁଲିସକର୍ମୀଙ୍କ ପାଇଁ ଥିବା ଭାବନାକୁ ବଦଳାଇବ । ଜଣେ…
ଅଧିକ ଖବର ଦେଖନ୍ତୁ...