Daily Archives

October 6, 2019

ଭଲ ଖବର: ଆଜି ବି ମାନବିକତା ବଞ୍ଚିଛି, ରାସ୍ତାରୁ ପାଇଥିବା ମନୀପର୍ସ ଫେରେଇ ଦେଲେ ନାଜୁର ସାହେବ

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ସମାଜରେ ଆଜିବି ଭଲ ମଣିଷ ଅଛନ୍ତି, ଯାହାଙ୍କୁ କୌଣସି ଲୋଭ ଗ୍ରାସ କରି ନ ଥାଏ। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଘୁ.ଉଦୟଗିରି ସହରର ୫ନଂ ୱାର୍ଡ ଅନ୍ତର୍ଗତ କ୍ଲବ ସାହିର ବାସିନ୍ଦା ଏମଡ଼ି ନାଜୁର ସାହେବ। ସେ ସାହିବ ନାମରେ ବେଶ ପରିଚିତ। ସେ ଜଣେ ଗରିବ…
ଅଧିକ ଖବର ଦେଖନ୍ତୁ...

ଦୁର୍ଗାଷ୍ଟମୀରେ ବାଲେଶ୍ୱରର ନିଆରା ପରମ୍ପରା: ଅଦ୍ଭୁତ ଆତ୍ମରକ୍ଷା କୌଶଳ ଦେଖାଇଲେ ୧୮ ଆଖଡ଼ାଦଳ

ବାଲେଶ୍ୱର: ମା’ ଦୁର୍ଗାଙ୍କର ଆଜି (ରବିବାର) ପବିତ୍ର ଅଷ୍ଟମୀ ତିଥିରେ ବାଲେଶ୍ୱର ସହରର ମାକଲପୁର ସ୍ଥିତ ମହାବୀର ମନ୍ଦିରରେ ପାରମ୍ପରିକ ଆଖଡ଼ା ଖେଳ ପ୍ରଦର୍ଶିତ ହେବା ସହ ୧୮ଟି ଆଖଡ଼ାଦଳର ସର୍ଦ୍ଦାରମାନେ ପ୍ରଭୁ ବଜରଙ୍ଗବଲୀଙ୍କଠାରେ ପ୍ରଣାମୀ ଗ୍ରହଣ କରିଛନ୍ତି। ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନିୟମ…
ଅଧିକ ଖବର ଦେଖନ୍ତୁ...

ଶରୀରକୁ ଥଣ୍ଡା ରଖିବା ସହ ଏହି ସବୁ ରୋଗକୁ ଦୂର କରିଥାଏ ଆଖୁର ରସ

ଖରାଦିନେ ଲୋକମାନେ ଥଣ୍ଡାଜାତୀୟ ଜିନିଷକୁ ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଲୋକମାନେ ଆଖୁର ରସ ଏବଂ ନଡ଼ିଆ ପାଣି ପିଇବାକୁ ଭଲ ପାଉଥିବା ବେଳେ କିଛି ଲୋକ ଆଖୁର ରସରୁ ମିଳୁଥିବା ଫାଇଦା ବିଷୟରେ ଜାଣି ପାରନ୍ତି ନାହିଁ । ଯାହା ଦ୍ୱାରା ସେମାନେ ଆଖୁ ରସ ପିଇବାକୁ ସେତେଟା ଗୁରୁତ୍ୱ ଦେଇ…
ଅଧିକ ଖବର ଦେଖନ୍ତୁ...

୨୦୧୯ରେ ନିଜର ୫ଟି ପ୍ରଡକ୍ଟକୁ ବନ୍ଦ କଲା ଗୁଗଲ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ବଡ଼ ଟେକ୍‌ ଫାର୍ମରେ ସାମିଲ ଥିବା ଗୁଗଲ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କୁ ବିଭିନ୍ନ ପ୍ରକାରର ପ୍ରଡକ୍ଟ ଯୋଗାଇ ଦେଇଛି । ସର୍ଚ୍ଚ ଇଞ୍ଜନ ଭାବେ ଜଣା ଗୁଗଲ ପ୍ରଡକ୍ଟର ବ୍ୟବହାର କମ୍ପ୍ୟୁଟର ଓ ମୋବାଇଲ ଫୋନରେ କୋଟି କୋଟି ଲୋକ କରୁଛନ୍ତି । ଗୁଗଲର ସବୁଠାରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ଅଜୟ ଦେବଗନ୍‌ଙ୍କ ରିଲିଜ୍‌ ହୋଇ ନଥିବା ଫିଲ୍ମର ଫଟୋ ଭାଇରାଲ, ଜାଣନ୍ତୁ ଏବେ କ’ଣ ପାଇଁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋଟି ଅଜୟଙ୍କ ଏକ ରିଳିଜ୍‌ ହୋଇ ନଥିବା ଫିଲ୍ମର ହୋଇଥିବା ବେଳେ ଏବେ କ’ଣ ପାଇଁ ଫଟୋଟି ଏତେ ଭାଇରାଲ ହେଉଛି, ସେ ପ୍ରଶ୍ନ ସମସ୍ତଙ୍କ ମନରେ । ଅଜୟଙ୍କ ଏହି ଫଟୋ ତାଙ୍କ ପ୍ରଶଂସକଙ୍କୁ ପସନ୍ଦ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନରେ ସର୍‌ପ୍ରାଇଜ୍‌ ଦେବାକୁ ଆସିଥିଲେ ଝିଅ-ଜ୍ୱାଇଁ, ବୁଦାରୁ ଡେଇଁ ସର୍‌ପ୍ରାଇଜ୍‌ ଦେବା ସମୟରେ ଶଶୁର ଗୁଳିରେ…

ନୂଆଦିଲ୍ଲୀ : ଜଣେ ଯୁବକଙ୍କୁ ନିଜ ଶଶୁରଙ୍କ ଜନ୍ମଦିନରେ ତାଙ୍କୁ ସର୍‌ପ୍ରାଇଜ୍‌ ଦେବା ମହଙ୍ଗା ପଡ଼ିଛି । ୪,୫୦୦ମାଇଲରୁ ଉଡ଼ାଣ ଭରି ଯୁବକ ଏବଂ ତାଙ୍କ ପତ୍ନୀ ଆସି ଶଶୁର ଘରେ ପହଞ୍ଚିଥିଲେ । କିନ୍ତୁ ତାଙ୍କର ଏଭଳି ସର୍‌ପ୍ରାଇଜ୍‌ ଯୋଜନା ତାଙ୍କ ଜୀବନ ନେଇଯିବ ବୋଲି ତାଙ୍କୁ ଜଣା ନଥିଲା ।…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ପ୍ରିୟଙ୍କାଙ୍କୁ ମିଠୁ ବୋଲି ଡ଼ାକନ୍ତି ପରିବାର ଲୋକେ

ମୁମ୍ବାଇ : ଅନେକ ଦିନ ବ୍ୟବଧାନ ପରେ ଏବେ ପୁଣି ଥରେ ବଲିଉଡ୍‌କୁ ଫେରିଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଫିଲ୍ମ ଦ ସ୍କାଏ ଇଜ୍‌ ପିଙ୍କ ଜରିଆରେ ସେ ବଲିଉଡ୍‌କୁ ଫେରୁଥିବା ବେଳେ ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ଦେଖାଯାଉଛି । ଫିଲ୍ମର ରିଲିଜ୍‌ ତାରିଖ ପାଖେଇ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡି ଆଦିବାସୀ ମହିଳା ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ଗ୍ରାମରେ ପୋଖରୀରେ ବୁଡ଼ିଯିବାରୁ ରବିବାର ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଡ଼ାଳିମ୍ବ ମୁଣ୍ଡା (୫୫) ବୋଲି ଜଣାପଡ଼ିଛି। ସେ ଗ୍ରାମର ଅନ୍ୟ ଜଣ ମହିଳାଙ୍କ ସହ ମିଶି ପଂଚୟତ ପଛରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

୧୦ବର୍ଷ ହେଲାଣି ଭିକ ମାଗୁଛନ୍ତି ମହିଳା, ଆକାଉଣ୍ଟରେ ଜମା ଥିବା ଟଙ୍କା ଦେଖି ଉଡ଼ିଲା ବ୍ୟାଙ୍କ କର୍ମଚାରୀଙ୍କ…

ନୂଆଦିଲ୍ଲୀ : ଦୁନିଆରେ ଏବେ ଅନେକ ଦେଶରେ ଭିକ ମାଗିବାକୁ ଅପରାଧ ବୋଲି କୁହାଯାଉଛି । କିନ୍ତୁ ତଥାପି ମଧ୍ୟ ଲୋକେ ଭିକ ମାଗିବା ବନ୍ଦ କରୁ ନାହାନ୍ତି । ବିଭିନ୍ନ ଦେଶର ପ୍ରସିଦ୍ଧ ସ୍ଥାନ ମାନଙ୍କରେ ଅନେକ ଭିକାରୀଙ୍କୁ ଭିକ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଏବେ ସେଭଳି ଜଣେ ମହିଳା…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କୁ ଗାଳି ଦେବା ସହ ବିଗ୍‌ ବସ୍‌-୧୩କୁ ବନ୍ଦ କରିବା ପାଇଁ ଦାବି କରିବାରେ ଲାଗିଛନ୍ତି ଲୋକେ, ଜାଣନ୍ତୁ…

ମୁମ୍ବାଇ : କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ବିଗ୍‌ ବସ୍‌ ପ୍ରତି ବର୍ଷ କୌଣସି ନା କୌଣସି କାରଣ ପାଇଁ ବିବାଦରେ ଛନ୍ଦି ହୋଇ ଯାଇଥାଏ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିଗ୍‌ ବସ୍‌ ଘରେ କରାଯାଇଥିବା ପରିବର୍ତ୍ତନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ମହିଳା…
ଅଧିକ ଖବର ଦେଖନ୍ତୁ...