Daily Archives

October 7, 2019

ଟାଉନ୍‌ କ୍ଲବ୍‌କୁ ୧୨୧ ରନ୍‌ରେ ପରାସ୍ତ କଲା ରାମେଶ୍ୱର ସ୍ପୋଟିଂ

ଭୁବନେଶ୍ୱର: ସ୍ଥାନୀୟ ଗ୍ରୀନ୍‌ ସ୍ପୋଟିଂ ପଡ଼ିଆରେ ଜାରି ଥିବା ଟୁର୍ଣ୍ଣାମେଣ୍ଟରେ ରବିବାର ଟାଉନ୍‌ କ୍ଲବକୁ ରାମେଶ୍ୱର ସ୍ପୋଟିଂ ୧୨୧ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିଣି ରାମେଶ୍ୱର ସ୍ପୋଟିଂ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍‌ ନିର୍ଦ୍ଧାରିତ ୪୦ ଓଭରରେ ୫ଟି ଓ୍ଵିକେଟ ହରାଇ ୨୫୯…
ଅଧିକ ଖବର ଦେଖନ୍ତୁ...

ପୂଜା ବଜାରରେ ଭିଭୋ ଭି-୧୭ ପ୍ରୋ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଭି-୧୭ ପ୍ରୋ ସ୍ମାର୍ଟଫୋନ ବଜାର ପ୍ରବେଶ କରାଯାଇଛି । ଏହା ଦ୍ୱାରା ଭି ସିରିଜ୍ ଉତ୍ପାଦରେ ବୃଦ୍ଧି ଘଟିଛି । ଭି-୧୭ ପ୍ରୋରେ ୮ଜିବି ରାମ୍ ଏବଂ ୧୨୮ ଜିବି ରମ୍ ରହିଛି। ଏଥିରେ ଡୁଆଲ୍ ପପ୍-ଅପ୍ ସେଲଫି…
ଅଧିକ ଖବର ଦେଖନ୍ତୁ...

ରତ୍ନାକର ସେନାପତିଙ୍କ ନିଆରା ଚିକିତ୍ସାରେ ସନ୍ତୁଷ୍ଟ ଶହ ଶହ ରୋଗୀ

ବାଙ୍ଗିରିପୋଷି (ପ୍ରଭାତ କୁମାର ହୋତା): ମୟୂରଭଞ୍ଜ ଜିଲ୍ଲା ଉଦଳା ରାଢପହଣ୍ଡା ଗ୍ରାମର ଆର୍ୟୁବେଦ ଚିକିତ୍ସିକ ହେଉଛନ୍ତି ରତ୍ନାକର ସେନାପତି। ଆଦୌ ପାଠ ପଢି ନ ଥିବା ଏହି ଚିକିତ୍ସିକ ଜଣକ ଏହା ଇଶ୍ୱରୀୟ ଦାନ ବୋଲି ଦାବି କରନ୍ତି। ଚାଳିଶ ବର୍ଷ ହେଲା ଚିକିତ୍ସା କରି ସୁନାମ ଅର୍ଜନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କଶ୍ମୀର ପାଇଁ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢିବୁ : ପରଭେଜ ମୁସାରଫ

ଇସ୍ଲାମାବାଦ : କଶ୍ମୀର ପାକିସ୍ତାନୀଙ୍କ ରକ୍ତରେ ରହିଛି । ପରିସ୍ଥିତି ଯାହା ହେଉନା କାହିଁକି ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ପାକିସ୍ତାନୀ ରାଷ୍ଟ୍ର ଓ ପାକିସ୍ତାନୀ ସେନା କଶ୍ମୀରବାସୀଙ୍କ ପଛରେ ଛିଡା ହେବ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ଜେନେରାଲ…
ଅଧିକ ଖବର ଦେଖନ୍ତୁ...

ରାମ-ରାବଣ ରାଜନୀତି: ସୁର ନିଜକୁ କହିଲେ- ହନୁମାନ, ପାଟ୍ଟଶାଣୀ କହିଲେ- ଓଡ଼ିଶା ରାଜନୀତିରେ ରାମ-ରାବଣ ଅଛନ୍ତି

ଭୁବନେଶ୍ୱର: ପାର୍ବଣ ଅବସରରେ ଆରମ୍ଭ ହେଲା ରାମ-ରାବଣ ରାଜନୀତି। କେଉଁ ରାଜନୈତିକ ଦଳରେ କିଏ ରାମ ଆଉ କିଏ ରାବଣ ? ସେନେଇ ନେଇ ଚାଲିଲା ଆରୋପ ପ୍ରତ୍ୟାରୋପ। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି କି, ରାଜନୀତିରେ ବି ରାବଣ ଅଛନ୍ତି ଆଉ ଏମିତିକି ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ଟେଷ୍ଟ୍‍ ମ୍ୟାଚ୍‌ରୁ ଫୁର୍‌ସତ ପାଇବା ମାତ୍ରେ ସ୍ତ୍ରୀ-ପିଲାଙ୍କ ପାଖକୁ ଧାଇଁଗଲେ ରାହାଣେ, ଇନ୍‌ଷ୍ଟାରେ ଦେଲେ ନବଜାତ…

ନୂଆଦିଲ୍ଲୀ: ଭାଇଜାଗ୍‌ରେ ହେଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍‍ ମ୍ୟାଚ୍‌ରୁ ଫୁର୍‌ସତ ପାଇବା ମାତ୍ରେ ନିଜ ସ୍ତ୍ରୀ-ପିଲାଙ୍କୁ ଭେଟିଛନ୍ତି କ୍ରିକେଟର୍‌ ଜିଙ୍କ୍ୟ ରାହାଣେ। ସେ ତାଙ୍କ ନବଜାତକ କନ୍ୟା ସନ୍ତାନ ଓ ପତ୍ନୀ ରାଧିକାଙ୍କ ସହ ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ ବିବାହିତ ମହିଳାଙ୍କ ସହ ପ୍ରେମ ସଂପର୍କ ରଖି ଜୀବନ ହାରିଲେ ଜଗତସିଂହପୁର ଅର୍ଦ୍ଧଦଗ୍ଧ ଯୁବକ!

ଫେସବୁକରେ ଆରମ୍ଭ ହୋଇଥିବା ପ୍ରେମ ମୃତ୍ୟୁରେ ଶେଷ ହୋଇଛି। ଜଗତସିଂହପୁରରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରାଣ ହରାଇଥିବା ଯୁବକର ମୃତ୍ୟୁର କାରଣ ପ୍ରେମ ବୋଲି ଅନୁମାନ କରାଯାଉଛି। ପୁଲିସ ରବିବାର ଯୁବକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଥିବା ବେଳେ ସାମ୍ନାକୁ ଆସିଛି ମୃତ୍ୟୁ ପଛର ପ୍ରେମ…
ଅଧିକ ଖବର ଦେଖନ୍ତୁ...

ସ୍ପାରେ ପୁଲିସ୍‌ ଚଢ଼ାଉରେ ଧରାପଡ଼ିଲେ ଅସଂଯତ ଅବସ୍ଥାରେ ଯୁବକ-ଯୁବତୀ, ୮୦୦ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଚାଲୁଥିଲା ବେପାର

ଗଜିଆବାଦ୍‌: ଗଜିଆବାଦ୍‌ର ଇନ୍ଦ୍ରପୁରମ୍‌ ଅଞ୍ଚଳରେ ସ୍ପା ସେଣ୍ଟର୍‌ରେ ସେକ୍ସ ରାକେଟ୍‌ ଚାଲୁଥିବା ସୋମବାର ଅଭିଯୋଗ ହୋଇଛି। ସୂଚନା ପାଇବା ପରେ ପୁଲିସ୍‌ ଉକ୍ତ ସ୍ପା ସେଣ୍ଟର୍‌ରେ ଚଢ଼ଉ କରି ଅନେକ ହାଇ ପ୍ରୋଫାଇଲ୍‌ ଗରାଖ ଓ ସ୍ପା ସେଣ୍ଟର୍‌ରେ ଦେହ ବ୍ୟବସାୟ ଚଳାଇଥିବା ମାଷ୍ଟର୍‌ ମାଇଣ୍ଡକୁ…
ଅଧିକ ଖବର ଦେଖନ୍ତୁ...

ଉମାଭାରତୀଙ୍କ ପୁତୁରା କାର ଧକ୍କାରେ ୧ ମୃତ

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ପୁତୁରା ରାହୁଲ ଲୋଧୀଙ୍କ କାର ଧକ୍କାରେ ଜଣେ ବ୍ୟକ୍ତି ନିହତ ହେବା ସହ ଆଉ ଜଣେ ଆହତ ହୋଇଛି । ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଟିକମଗଡ଼ ଜିଲ୍ଲାର ବଲଦେବଗଡ ସହରରେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା…
ଅଧିକ ଖବର ଦେଖନ୍ତୁ...

ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ବ୍ୟକ୍ତିଗତ ଜେଟ୍‌କୁ ‘ଅନାଥ’ ଅବସ୍ଥାରେ ନ୍ୟୁୟର୍କରେ ଛାଡ଼ି ଚାଲି…

ଇସ୍‌ଲାମାବାଦ: ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ବ୍ୟକ୍ତିଗତ ଜେଟ୍‌ ବିମାନକୁ ନେଇ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେବାକୁ ନ୍ୟୁୟର୍କ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସେଠାରେ ଯେଉଁ ଢ଼ଙ୍ଗରେ ତାଙ୍କ ବିମାନକୁ ‘ଅନାଥ’ କରି…
ଅଧିକ ଖବର ଦେଖନ୍ତୁ...