Daily Archives

October 7, 2019

ମହାନବମୀରେ ଦେବୀ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି, ଭୁବନେଶ୍ୱର ମୁଖ୍ୟ ରାସ୍ତା ଜାମ, ଆସନ୍ତାକାଲି ରାବଣ ପୋଡ଼ି ପାଇଁ…

ଭୁବନେଶ୍ୱର: ମହାନବମୀ ଅବସରରେ ସୋମବାର ଦେବୀ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗିଛି। ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼, ସହିଦନଗର, ନୟାପଲ୍ଲୀ, ବରମୁଣ୍ଡା, ଝାରପଡ଼ା ଓ ବମିଖାଲରେ ସବୁଠାରୁ ଅଧିକ ଗହଳି ଲାଗିଛି। ଦୁର୍ଗା ପୂଜାରେ ଶ୍ରଦ୍ଧାଳୁଙ୍କ ଯୋଗୁଁ ପୂଜା ମଣ୍ଡପରେ ଭିଡ ରହୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ମାରି ଛେଚା ଖାଇଲେ ୨ ଯୁବକ, ପୁଲିସକୁ ହସ୍ତାନ୍ତର

ବାଲେଶ୍ୱର: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ମାରି ୨ ଜଣ ଯୁବକ ନିସ୍ତୁକ ଛେଚା ଖାଇଛନ୍ତି। ବାଲେଶ୍ୱର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ବାଲଗୋପାଳପୁରସ୍ଥିତ କ୍ଷୀରଚୋରା ପେଟ୍ରୋଲ ପମ୍ପରେ ରବିବାର ରାତି ଏହି ଘଟଣା ଘଟିଛି। ସୂଚନା ଅନୁସାରେ ରବିବାର ରାତି ୮ଟା ୩୦ରେ ପ୍ରଭାକର ଦାସ ଓ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତ୍ରୀ ସୁଶ୍ରୀ ଉମା ଭାରତୀଙ୍କ ବିଧାୟକ ଭଣଜା ରାହୁଲ ଲୋଧିଙ୍କ ଗାଡ଼ି ଧକ୍କାରେ ଜଣେ ମୃତ, ଅନ୍ୟଜଣେ ଆହତ

ଲକ୍ଷ୍ନୌ: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କ ଭଣଜାଙ୍କ ବେପରୁଆ ଗାଡ଼ି ଚାଳନାରେ ଜଣଙ୍କର ମୁତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହେବା ଘଟଣାକୁ କେନ୍ଦ୍ର କରି ଆଜି…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୦ ନିହତ

କାବୁଲ : ଆଫଗାନିସ୍ତାନରେ ଆଜି ଆଉ ଏକ ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି । ପୂର୍ବ ଆଫଗାନିସ୍ତାନର ଜଲାଲାବାଦ ସହରରେ ନବନିଯୁକ୍ତ ସେନା ଯବାନମାନଙ୍କୁ ନେଇ ଯାଉଥିବା ଏକ ବସକୁ ଟାର୍ଗେଟ କରି ହୋଇଥିବା ଆତ୍ମଘାତୀ ବୋମା ବିସ୍ଫୋରଣରେ ପ୍ରାୟ ୧୦ ଜଣ ବ୍ୟକ୍ତି ନିହତ ହୋଇଛନ୍ତି ଓ ୨୭…
ଅଧିକ ଖବର ଦେଖନ୍ତୁ...

‘ତାରକ ମେହଟ୍ଟାକା ଉଲ୍‌ଟା ଚଷମା’କୁ ଫେରୁଛନ୍ତି ଦୟା ବେନ୍, ପ୍ରଶଂସକଙ୍କ ଭିତରେ ଅସରନ୍ତି ଖୁସି !

ମୁମ୍ବାଇ: ‘ତାରକ ମେହଟ୍ଟାକା ଉଲ୍‌ଟା ଚଷମା’ ଧାରାବାହିକକୁ ଫେରୁଛନ୍ତି ଦୟା ଭାବି ଓରଫ  ଅଭିନେତ୍ରୀ ଦିଶା ବକାନି। ସେ ଗତ ୨୦୧୭ ମସିହା ସେପ୍ଟେମ୍ବର ମାସରୁ ସୋ’ରେ ଦେଖିବାକୁ ମିଳୁନଥିଲେ। ନଭେମ୍ବରରେ ଦିଶା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ମାତୃତ୍ୱ ଛୁଟିରେ ଥିଲେ। ଏବେ ପୁଣି ଥରେ ସେ…
ଅଧିକ ଖବର ଦେଖନ୍ତୁ...

ମାଆ ଦୁର୍ଗାଙ୍କ ପୂଜା କରି ପୁଣି ଚର୍ଚ୍ଚାରେ ନୁସ୍‌ରତ, ମୌଲବୀ କହିଲେ ସେ ଧର୍ମ ପରିବର୍ତ୍ତନ କରିବା ଉଚିତ

କୋଲକାତା: ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ନୁସରତ ଜହାଁ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ନୁସରତ୍  ତାଙ୍କ ସ୍ୱାମୀ ନିଖିଲ୍‌ ଜୈନ୍‌ଙ୍କ ସହ ମିଶି କୋଲକାତାରେ ଦୁର୍ଗା ଅଷ୍ଟମୀ ଅବସରରେ ମାଆ ଦୁର୍ଗାଙ୍କୁ ଭକ୍ତି ଭାବରେ ପୂଜା କରି ଆଶୀର୍ବାଦ ନେଇଛନ୍ତି। ନୁସରତ…
ଅଧିକ ଖବର ଦେଖନ୍ତୁ...

ରଓ୍ଵାଣ୍ଡା : ସେନା ଆକ୍ରମଣରେ ୧୯ ବିଦ୍ରୋହୀ ନିହତ, ୫ ଗିରଫ

କିଗାଲି : ଆଫ୍ରିକୀୟ ଦେଶ ରଓ୍ଵାଣ୍ଡାରେ ଗତ ଶୁକ୍ରବାରଦିନ ବିଦ୍ରୋହୀମାନେ ଘଟାଇଥିବା ଗଣହତ୍ୟାର ପ୍ରତିଶୋଧ ନେଇଛି ସେଠିକାର ସେନା । ସେନା ଆକ୍ରମଣରେ ପ୍ରାୟ ୧୯ ଜଣ ହୁତୁ ବିଦ୍ରୋଦୀ ନିହତ ହୋଇଛନ୍ତି । ଏହା ସହିତ ୫ ବିଦ୍ରୋହୀଙ୍କୁ ଗିରଫ କରାଯାଇଛି । ରଓ୍ଵାଣ୍ଡା-କଙ୍ଗୋସୀମାରେ ସେନା ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଫୁଟବଲ ଖେଳ ଦେଖି ଯାଇ ବୃଦ୍ଧ ଦମ୍ପତ୍ତି ନିଖୋଜ, ମିଳିଲା ରକ୍ତଭିଜା ସାର୍ଟ-ଭଙ୍ଗା ଚୁଡ଼ି

ବାରିପଦା: ଫୁଟବଲ ଖେଳ ଦେଖି ଯାଇ ବୃଦ୍ଧ ଦମ୍ପତ୍ତି ନିଖୋଜ ହୋଇଯାଇଛନ୍ତି। ରକ୍ତଭିଜା ସାର୍ଟ ଓ ଭଙ୍ଗା ଚୁଡ଼ି ସୋମବାର ମିଳିଛି। ଏ ନେଇ ବୃଦ୍ଧ ଦମ୍ପତ୍ତିଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦାୟର ହୋଇଛି। ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ପୁଲିସ ମାମଲା ରୁଜୁ କରି ଘଟଣାର…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ–କଶ୍ମୀରକୁ ପଶିଆସିଛନ୍ତି ୩୦୦ ଆତଙ୍କବାଦୀ, ଆହୁରି ପଶିବାକୁ ଉଦ୍ୟମ କରୁଛନ୍ତି

ଜମ୍ମୁ:  ବର୍ତ୍ତମାନ ୨୦୦ରୁ ୩୦୦ ପ୍ରଶିକ୍ଷିତ ଆତଙ୍କବାଦୀ ସକ୍ରିୟ ରହିଛନ୍ତି । ଏଥି ସହ ଅଧିକ ସଂଖ୍ୟକ ଆତଙ୍କବାଦୀଙ୍କୁ  ଭାରତ ଭିତରକୁ ପଠାଇବା ଲାଗି ଉଦ୍ୟମ କରୁଛି ପାକିସ୍ତାନ । ଏହି କାରଣରୁ ସୀମାରେ ପାକ୍-ସେନା ପକ୍ଷରୁ ଗୁଳି ବର୍ଷଣ କରାଯାଉଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଚୀନ ସୀମାରେ ବିପଦ ବଢୁଛି : ମୁତୟନ ହେବ ଆମେରିକା ନିର୍ମିତ ଚିନୁକ ହେଲିକପ୍ଟର, ହାଓ୍ଵିଜର ତୋପ

ନୂଆଦିଲ୍ଲୀ : ଚୀନପଟୁ ଦିନକୁ ଦିନ ବିପଦ ବଢୁଥିବାରୁ ଅରୁଣାଚଳ ପ୍ରଦେଶରେ ଚୀନକୁ ଲାଗିଥିବା ସୀମାରେ ଆମେରିକା ନିର୍ମିତ ଏମ୭୭୭ ଅଲଟ୍ରା ଲାଇଟ ହାଓ୍ଵିଜର ଗନ ମୁତୟନ କରିବାକୁ ଭାରତୀୟ ସେନା ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ଶେଷସୁଦ୍ଧା ଏହି ତୋପ ଭାରତୀୟ ସେନାରେ ସାମିଲ ହେବ । ୧୫୫ ଏମଏମ/୩୯…
ଅଧିକ ଖବର ଦେଖନ୍ତୁ...