Daily Archives

October 8, 2019

ବଙ୍ଗୋପସାଗରରେ ବଢୁଛି ଚୀନ ନୌସେନାର ଅନୁପ୍ରବେଶ, ନଜର ରଖିବାକୁ ବାଂଲାଦେଶରେ ରାଡାର ସ୍ଥାପନ କରିବ ଭାରତ

ନୂଆଦିଲ୍ଲୀ : ଭାରତର ପୂର୍ବରେ ଥିବା ବଙ୍ଗୋପସାଗରେର ଦିନକୁ ଦିନ ଚୀନ ନୌସେନାର ଅନୁପ୍ରବେଶ ବଢିଚାଲିଛି । ଗତ ସେପ୍ଟେମ୍ବର ମାସରେ ବଙ୍ଗୋପସାଗରରେ ଚୀନ ନୌସେନାର ୭ଟି ଯୁଦ୍ଧ ଜାହାଜ ଭାରତ ମହାସାଗର ଓ ମ୍ୟାମାର ଉପକୂଳରେ ବୁଲୁଥିବା ଭାରତୀୟ ନୌସେନା ଜାଣିବାକୁ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି…
ଅଧିକ ଖବର ଦେଖନ୍ତୁ...

୧୦ ବର୍ଷରେ ୩୬୦ଟି ସାମରିକ ହେଲିକାପ୍ଟର କିଣିବ ଭାରତୀୟ ସେନା 

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଆଗାମୀ ଦିନରେ ନିଜର ଶକ୍ତିବୃଦ୍ଧି କରିବାକୁ ଏକ ସବିଶେଷ ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନାର ମୁଖ୍ୟ ଅଂଶ ହେଲା ବାୟୁସେନାର ଖାଲିଥିବା ଲଢୁଆ ବିମାନ ସ୍କ୍ଵାର୍ଡନ ପୂରଣ କରିବା । ଏଥିପାଇଁ ରାଫେଲ ଓ ସୁଖୋଇ ବିମାନ ଖରିଦ କରାଯାଉଛି । କେବଳ ଏତିକି…
ଅଧିକ ଖବର ଦେଖନ୍ତୁ...

‌ଦେବାଦେବୀଙ୍କ ଫଟୋ ପୋଡିବା ସହ ଏହାର ଭାଇରାଲ ଘଟଣାରେ ଜଣେ ଯୁବକ ଗିରଫ

ରାୟଗଡ଼ା : ଦେବାଦେବୀଙ୍କ ଫଟୋ ପୋଡିବା ସହ ଏହାର ଭାଇରାଲ ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ। ଗିରଫ ଯୁବକ ଜଣକ ହେଉଛନ୍ତି ଟିକିରି ଥାନା ଅନ୍ତର୍ଗତ ପାଞ୍ଚାଳି ଗାଁ’ର ଅଗସ୍ତି ଗରେଡା। ଯୁବକ ଜଣକ ନିଜକୁ ଜଣେ ଏସ୍‌ଏସ୍‌ଟି ମାଇନର କମ୍ୟୁନିଟିର ବୋଲି ଦାବି କରିବା ସହ ଗାଁ’ର କିଛି…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହେବ ଟାଟା ନାନୋ ? ସେପ୍ଟେମ୍ବର ସୁଦ୍ଧା କୌଣସି ଉତ୍ପାଦନ ହୋଇନାହିଁ, ମାତ୍ର ଗୋଟିଏ ବିକ୍ରି ହୋଇଛି

ମୁମ୍ବାଇ : ଦିନେ ଭାରତୀୟ ବଜାରରେ ଚହଳ ସୃଷ୍ଟି କରିଥିବା ସବୁଠାରୁ ଶସ୍ତା କାର ଟାଟା ନାନୋ ଏବେ ଭାରତୀୟ ବଜାରରେ ଅଲୋଡା ହୋଇପଡିଛି । ବଜାରରେ ଏହି କାରକୁ କିଣିବାକୁ କେହି ଚାହୁଁନାହାନ୍ତି । ଗତ ଜାନୁୟାରୀ ଠାରୁ ସେପ୍ଟେମ୍ବର ମାସ ସୁଦ୍ଧା ସାରା ଦେଶରେ ମାତ୍ର ଗୋଟିଏ ନାନୋ କାର ବିକ୍ରି…
ଅଧିକ ଖବର ଦେଖନ୍ତୁ...

ରେପୋ ହାର ସହିତ ନିଜର ଋଣ ଓ ଜମା ହାରକୁ ସଂଯୁକ୍ତ କଲା ଆଇଡିବିଆଇ ବ୍ୟାଙ୍କ

ମୁମ୍ବାଇ : ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୀତି ରେପୋ ହାରକୁ ଏକ୍ସଟର୍ନାଲ୍ ବେଞ୍ଚମାର୍କ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହି ଅନୁସାରେ ସମସ୍ତ ଫ୍ଲୋଟିଂ ହାର ଥିବା ରିଟେଲ୍ ଓ ଏମ୍ଏସ୍ଇ ଋଣ ନୀତି ରେପୋ ହାର ସହ ଲିଙ୍କ୍ (ଜଡ଼ିତ) ହେବ ଏବଂ କେନ୍ଦ୍ରୀୟ…
ଅଧିକ ଖବର ଦେଖନ୍ତୁ...

ଅତିରିକ୍ତ ୩୬ଟି ରାଫେଲ କିଣିବାର କୌଣସି ଯୋଜନା ନାହିଁ : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତ ଆଜି ପ୍ରଥମ ରାଫେଲ ବିମାନ ପାଇଛି । ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିଯାଇଥିବ । ତେବେ ଏହି ୩୬ଟି ବାଦ ଆଉ ୩୬ଟି ରାଫେଲ କିଣିବାକୁ ଭାରତ ଯୋଜନା କରୁଥିବା ନେଇ ଗତି କିଛି ସପ୍ତାହହେଲା ଚର୍ଚ୍ଚା ହେଉଛି । କିନ୍ତୁ ଏହି…
ଅଧିକ ଖବର ଦେଖନ୍ତୁ...

ସାହରପଡାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକ ବିଜେଡି ପକ୍ଷରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଦଯାତ୍ରା ସାହାରପଡା ବ୍ଲକ ବଡ଼ବିଲ ଗ୍ରାମରୁ ବାହାରି…
ଅଧିକ ଖବର ଦେଖନ୍ତୁ...

ଭାରତ-ବିରୋଧୀ ଓ ହିନ୍ଦୁ-ବିରୋଧୀ କାର୍ଯ୍ୟକ୍ରମ ପ୍ରସାରଣରୁ ଦୂରେଇ ରହିବାକୁ ନେଟଫ୍ଲିକ୍ସ, ଆମାଜନ ପ୍ରାଇମକୁ…

ନୂଆଦିଲ୍ଲୀ : ଆଜିକାଲି ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ହଟଷ୍ଟାର ପ୍ରଭୃତି ଅନଲାଇନ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକର ଲୋକପ୍ରିୟତା ବଢିଚାଲିଛି । ଏସବୁ ଅନଲାଇନ ପ୍ଲାଟଫର୍ମରେ ବିଭିନ୍ନ ପ୍ରକାରର ବିଷୟବସ୍ତୁ ଥିବା କାର୍ଯ୍ୟକ୍ରମ ପ୍ରସାରଣ ହେଉଛି । ବିଭିନ୍ନ ସମୟରେ ଏଗୁଡ଼ିକୁ ନେଇ ବିବାଦ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ ଗୁରୁତରଙ୍କୁ ଗୋବରରେ ପୋତି ଜୀବନ ବଞ୍ଚାଇବା ଉଦ୍ୟମ ବିଫଳ, ଜଣେ ମୃତ

ପାଟଣା: ବଜ୍ରଘାତର ଶିକାର ହେବା ପରେ ଜଣେ ବ୍ୟକ୍ତିଙ୍କୁ ଗୋବରରେ ପୋତି ବଞ୍ଚାଇବାକୁ ମଙ୍ଗଳବାର ଉଦ୍ୟମ କରାଯାଇଛି। ମାତ୍ର ଲୋକଙ୍କର ଏହି ଉଦ୍ୟମ ବିଫଳ ହେବା ପରେ ବଜ୍ରପାତର ଶିକାର ହୋଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦୁଧନାଳି ଗାଁର…
ଅଧିକ ଖବର ଦେଖନ୍ତୁ...