Daily Archives

October 8, 2019

ରାଜଧାନୀର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଅନୁଷ୍ଠିତ, ଧୁମ୍‌ଧାମ୍‌ରେ ଦଶହରା ପାଳିଲେ ମହାନଗରବାସୀ

ଭୁବନେଶ୍ୱର: ବିଜୟା ଦଶମୀ ଅବସରରେ ମଙ୍ଗଳବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ମହାନଗରବାସୀ ଧୁମ୍‌ଧାମରେ ଦଶହରା ପାଳନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ପାଗ ଆଜି ଅନୁକୂଳ ଥିବାରୁ ଲୋକେ ଉତ୍ସାହର ସହିତ ପୂଜା ମଣ୍ଡପ ବୁଲିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ, ରାଫେଲରେ ଉଡ଼ାଣ ଭରିବା ପରେ କ’ଣ କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ…

ବୋର୍ଡେସ୍କ (ଫ୍ରାନ୍ସ): ଆଜି ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ବିଶ୍ୱର ସର୍ବାଧୁନିକ ଲଢ଼ୁଆ ବିମାନ ରାଫେଲରେ ସୁପର ସୋନିକ୍‌ (ଶବ୍ଦ ଠାରୁ ଅଧିକ) ବେଗରେ ଉଡ଼ାଣ ଭରିବା ସହ ଏକ ନୂତନ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହା ପୂର୍ବରୁ ଅବଶ୍ୟ…
ଅଧିକ ଖବର ଦେଖନ୍ତୁ...

ଆହୁରି ଉନ୍ନତ ହେବ ସୁଖୋଇ୩୦-ଏମକେଆଇ, ଲାଗିବ ଅତ୍ୟାଧୁନିକ ରାଡାର ଓ ଯୋଗାଯୋଗ ବ୍ୟବସ୍ଥା

ନୂଆଦିଲ୍ଲୀ : ଭାରତର ମୁଖ୍ୟ ଯୁଦ୍ଧ ବିମାନ ସୁଖୋଇ୩୦-ଏମକେଆଇକୁ ଆହୁରି ଉନ୍ନତ କରିବାକୁ ଭାରତ ସରକାର ସବୁଜ ସଂକେତ ଦେଇଛନ୍ତି । ଏ ସଂପର୍କରେ ଆଜି ବାୟୁସେନା ମୁଖ୍ୟ ଆରକେ ଭାଦୋରିଆ ମଧ୍ୟ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁସାରେ ସୁଖୋଇ୩୦-ଏମକେଆଇରେ ଏକ ଅତ୍ୟାଧୁନିକ ରାଡାର ଓ ଇଲେକ୍ଟ୍ରୋନିକ…
ଅଧିକ ଖବର ଦେଖନ୍ତୁ...

ପୋଡ଼ିବା ପୂର୍ବରୁ ଉପରେ ପଡ଼ିଗଲା ରାବଣ, ୧୩ ବର୍ଷିଅ ବାଳକ ଗୁରୁତର

ନୂଆପଡା: ବିଜୟାଦଶମୀ ଅବସରରେ ମଙ୍ଗଳବାର ନୂଆପଡା ଜିଲ୍ଲାର କୋମନା ଥାନା ଅନ୍ତର୍ଗତ କାଣ୍ଡେତରା ଗାଁରେ ରାବଣ ପ୍ରତିକୃତି ପୋଡ଼ିବା ପୂର୍ବରୁ ଢଳି ପଡ଼ିଛି। ଜଣେ ୧୩ ବର୍ଷର ବାଳକ ଉପରେ ରାବଣ ପ୍ରତିକୃତି ପଡ଼ିଛି। ଫଳରେ ବାଳକ ଗୁରୁତର ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ପ୍ରସିଦ୍ଧ ବିଜୟା ଦଶମୀ ସମାରୋହ ପାଇଁ ମହୀଶୂର ଉତ୍ସବମୁଖର, ହାତୀ ଶୋଭାଯାତ୍ରାରେ ବାହାରିଲେ ଦେବୀ ଚାମୁଣ୍ଡେଶ୍ୱରୀ

ମହୀଶୂର : ଆଜି ପବିତ୍ର ବିଜୟା ଦଶମୀ ଅବସରରେ ସମଗ୍ର ଦେଶ ଉତ୍ସବ ମୁଖର । ତେବେ ଦେଶର ସବୁଠାରୁ ପ୍ରସିଦ୍ଧ ଦଶହରା ହେଉଛି ମହୀଶୂର ରାଜପ୍ରାସାଦରେ ହେଉଥିବା ଦଶହରା । ଏହାକୁ ଦେଖିବାକୁ ସାରା ଦେଶ ଓ ବିଦେଶରୁ ପର୍ଯ୍ୟଟକମାନେ ଅପେକ୍ଷା କରିରହିଥାନ୍ତି । ବିଗତ ପ୍ରାୟ ୪ଶହ ବର୍ଷ ଧରି ଏହି ଦଶହରା…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଭସାଣୀ: କଟକ ଦେବୀଗଡ଼ାରେ ମା’ ନେବେ ବିଦାୟ, ଟ୍ରାଫିକ୍‌ ପରିଚାଳନା ଓ ସୁରକ୍ଷା କଡାକଡି କଲା କମିସନରେଟ…

କଟକ: ଓଡ଼ିଶା ପ୍ରସିଦ୍ଧ କଟକରେ ବିଜୟାଦଶମୀ ମଙ୍ଗଳବାର ଶେଷ ହୋଇଛି। ଆସନ୍ତା କାଲି ଭସାଣୀ। ଭସାଣୀକୁ ଠିକ ଭାବରେ ପରିଚାଳନା କରିବା ଏକ ପୁଲିସ ଓ ପ୍ରଶାସନ ଲାଗି ବଡ଼ ଚାଲେଞ୍ଜ। ଏଥି ପାଇଁ  ଯୋରଦାର ପ୍ରସ୍ତୁତି କରିଛି  କମିସନରେଟ୍‌ ପୁଲିସ। କାରଣ ମା’ ଦୁର୍ଗାଙ୍କ ଭସାଣୀ ସମୟରେ ଟ୍ରାଫିକ୍‌…
ଅଧିକ ଖବର ଦେଖନ୍ତୁ...

ପାଲଟିଲା ଶେଷ ନବରାତ୍ରୀ: ଭିଡିଓରେ ଦେଖନ୍ତୁ କିପରି ଗର୍‌ବା ଖେଳୁ ଖେଳୁ ଟଳି ପଡ଼ିଲେ ଏହି ବ୍ୟକ୍ତି

ମାଉଣ୍ଟ ଆବୁ : ମାଉଣ୍ଟ ଆବୁରେ ଗର୍‌ବା ଖେଳୁଥିବା ସମୟରେ ଗୁଜୁରାଟରେ ଜଣେ ବାସିନ୍ଦାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଜଗ୍‌ଦିଶ ବୋଲି ଜଣା ପଡ଼ିଥିବା ବେଳେ ସେ ଗୁଜୁରାଟର ସୁରଟରେ ରହୁଥିଲେ ବୋଲି ଜଣା ପଡ଼ିଛି । ନବରାତ୍ରୀ ଚାଲିଥିବାରୁ ନିଜ ପତ୍ନୀ ଓ ବନ୍ଧୁଙ୍କ ସହ ରାଜସ୍ଥାନର ମାଉଣ୍ଟ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଡେନ୍‌ମାର୍କ ଗସ୍ତ ପାଇଁ ଅନୁମତି ଦେଲେ ନାହିଁ ମୋଦୀ ସରକାର

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଡେନ୍‌ମାର୍କ ଗସ୍ତ ପାଇଁ ମୋଦି ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଅନୁମତି ପ୍ରଦାନ କରି ନାହାନ୍ତି। ମୋଦି ସରକାରଙ୍କର ଏପ୍ରକାର ନିଷ୍ପତ୍ତି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଆମେରିକା-ଆଫ୍‌ଗାନ ମିଳିତ ଏୟାରଷ୍ଟ୍ରାଇକ୍‌ରେ ଦକ୍ଷିଣ ଏସିଆ ଅଲ୍‌ କାଏଦା ମୁଖ୍ୟ ଅସିମ୍‌ ଓମାର ନିହତ

ନୂଆଦିଲ୍ଲୀ : ଦକ୍ଷିଣ ଏସିଆର ଅଲ୍‌ କାଏଦା ମୁଖ୍ୟ ଅସିମ୍‌ ଓମାର ଆଫ୍‌ଗାନିସ୍ଥାନରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଆମେରିକାର ଏୟାରଷ୍ଟ୍ରାଇକ୍‌ ଦ୍ୱାରା ଏହା ସମ୍ଭବ ହୋଇ ପାରିଛି । ମୌଲାନା ଅସିମ୍‌ ଓମାର ଭାରତର ଉତ୍ତରପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ୧୯୯୦ରେ ସେ ପାକିସ୍ତାନକୁ ଚାଲି…
ଅଧିକ ଖବର ଦେଖନ୍ତୁ...

ପାକ୍ ସେନାର ଦଶହରା ଭେଟି ! ସୀମାରେ ଜୋରଦାର ଗୁଳିମାଡ, ସ୍ଥାନୀୟ ଅଧିବାସୀ ଆତଙ୍କିତ

ଶ୍ରୀନଗର: ଆଜି ଭାରତରେ ଦଶହରା ପର୍ବ ପାଳନ ଚାଲିଥିବା ବେଳେ ପାକିସ୍ତାନ ପଟୁ ସୀମାରେ ପ୍ରବଳ ଗୁଳିଚାଳନା କରାଯାଉଛି । ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାର ହୀରାନଗର ସେକ୍ଟରରେ ପାକିସ୍ତାନୀ ରେଞ୍ଜର୍ସଙ୍କ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ପ୍ରବଳ ଗୁଳିଗୋଳା ବର୍ଷଣ ଜାରି ରହିବାରୁ…
ଅଧିକ ଖବର ଦେଖନ୍ତୁ...