Daily Archives

October 9, 2019

ବିବାଦରେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ: ନୃତ୍ୟଶିଳ୍ପୀ ଓ ପ୍ରଯୋଜକଙ୍କୁ ଠକିଥିବା ନେଇ ଲାଗିଲା ଅଭିଯୋଗ

ମୁମ୍ବାଇ : ଜଣାଶୁଣା କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଚଳିତ ବର୍ଷ ଆରମ୍ଭରେ ତନୁଶ୍ରୀ ଦତ୍ତା ଓ ନାନା ପାଟେକରଙ୍କ ମାମଲାକୁ ନେଇ ବିବାଦରେ ରହିଥିଲେ । କିନ୍ତୁ ଏବେ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି ଗଣେଶ । ଗତ ସପ୍ତାହରେ ଗଣେଶଙ୍କ ଉପରେ ଫେଡେରେସନ୍‌ ଅଫ୍‌ େଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

୨ବର୍ଷ ଧରି ନିଜ ଝିଅକୁ ଦୁଷ୍କର୍ମ କରି ଆସୁଥିଲେ ଆର୍ମି ଯବାନ, ଶେଷରେ ଏହି କାରଣ ପାଇଁ ପୁଲିସରେ ଅଭିଯୋଗ କଲେ ପୀଡ଼ିତା

ମେରୁଟ : ଉତ୍ତରପ୍ରଦେଶର ମେରୁଟ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଦେଶକୁ ସୁରକ୍ଷା ଦେଉଥିବା ଯବାନ ନିଜ ଝିଅକୁ ଅସୁରକ୍ଷିତ ଅନୁଭବ କରାଇବା ସହ ୨ବର୍ଷ ଧରି ଦୁଷ୍କର୍ମ କରି ଆସୁଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୨ବର୍ଷ ପରେ ପୀଡ଼ିତା ଏ ନେଇ ପୁଲିସରେ ଅଭିଯୋଗ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ ଜାଣନ୍ତୁ?

ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଗରମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି? କିଛି ଲୋକ ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ…
ଅଧିକ ଖବର ଦେଖନ୍ତୁ...

କୌଣସି ଫିଲ୍ମ ନ କରି କୋଟି କୋଟି ଟଙ୍କା ଆୟ କରୁଛନ୍ତି ରାକ୍ଷୀ, ଜାଣନ୍ତୁ ତାଙ୍କର ଅସଲ ନାଁ ଓ ସମ୍ପତ୍ତି କେତେ?

ମୁମ୍ବାଇ : ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ ଭାବେ ଜଣାଶୁଣା ରାକ୍ଷୀ ସାଓ୍ଵନ୍ତ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ହାତରେ ମେହେନ୍ଦି ଲଗାଇବା ସହ ବଧୂ ବେଶରେ ସଜ ହୋଇଥିଲେ ରାକ୍ଷୀ । ଫଟୋ ଭାଇରାଲ ହେବା ପରେ ସେ ନିଜ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରି…
ଅଧିକ ଖବର ଦେଖନ୍ତୁ...

ଏହି ୪ଟି ଲକ୍ଷଣ ହୋଇପାରେ ହୃଦ୍‌ଘାତର କାରଣ

ଦେଶରେ ହୃଦ୍‌ଘାତରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଯାଉଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ମହିଳାମାନଙ୍କୁ ପୂର୍ବରୁ ଦେଖାଯାଉଥିବା ଲକ୍ଷଣ ବିଷୟରେ ଜାଣିବା ନିହାତି ଆବଶ୍ୟକ…
ଅଧିକ ଖବର ଦେଖନ୍ତୁ...

ସେଲୁନର କାଚ ଭାଙ୍ଗି ଭିତରକୁ ପଶି ଆସିଲା ହରିଣ, ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଅଜବ ଅଜବ ଭିଡିଓ ଭାଇରାଲ ହେଉଥିବାର ଦେଖାଯାଏ । ପୂର୍ବରୁ ଆମେ ଆପଣଙ୍କୁ ସେଭଳି ଭିଡିଓ ଦେଖାଇବା ସହ ପୂରା କାହାଣୀ ଜଣାଇଛୁ । ଏବେ ସେଭଳି ଏକ ହୃଦୟ ଥରାଇଦେବା ଭଳି ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଏକ ହରିଣ ସେଲୁନର କାଚ ଭାଙ୍ଗି ଭିତରକୁ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କ ଖୁଲାସା : ମୋ କଥା ମନେ ପଡ଼ିଲେ ନିକ୍‌ କରନ୍ତି ଏହି କାମ

ମୁମ୍ବାଇ : ବଲିଉଡ୍‌ ଓ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜର ଆଗାମୀ ଫିଲ୍ମ ଦ ସ୍କାଏ ଇଜ୍‌ ପିଙ୍କ୍‌ର ପ୍ରମୋସନକୁ ନେଇ ବ୍ୟସ୍ତ ଅଛନ୍ତି । ୩ବର୍ଷର ଲମ୍ବା ବ୍ୟବଧାନ ପରେ ପ୍ରିୟଙ୍କା ଏହି ଫିଲ୍ମ ଜରିଆରେ ବଲିଉଡ୍‌କୁ ଫେରୁଥିବା ବେଳେ ଫିଲ୍ମର ଟ୍ରେଲର ମଧ୍ୟ ଦର୍ଶକଙ୍କୁ ଖୁବ୍‌…
ଅଧିକ ଖବର ଦେଖନ୍ତୁ...

ମେଳାରେ ଆପତ୍ତିଜନକ ଅବସ୍ଥାରେ ମିଳିବାରୁ ଦୁର୍ଗା ପେଣ୍ଡାଲରେ ପ୍ରେମୀଯୁଗଳଙ୍କ ବିବାହ କରାଇଦେଲେ ଲୋକେ, ଭାଇରାଲ ହେଲା…

ପଟନା : ବିହାରର ପାଟନାରେ ଏକ ଅଜବ ଘଟଣା ଘଟିଛି । ମେଳା ବୁଲିବାକୁ ଆସିଥିବା ପ୍ରେମୀଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଦୁର୍ଗା ପେଣ୍ଡାଲରେ ଲୋକେ ତାଙ୍କର ବିବାହ କରାଇ ଦେଇଥିବା ଜଣା ପଡ଼ିଛି । ପେଣ୍ଡାଲରେ ସ୍ଥାପିତ କରାଯାଇଥିବା ଦୁର୍ଗା ମୂର୍ତ୍ତି ଆଗରେ ଦୁହେଁ ସାତ୍‌ ଫେରା…
ଅଧିକ ଖବର ଦେଖନ୍ତୁ...

ଉପାନ୍ତ ଅଂଚଳର ସ୍ୱାସ୍ଥାବସ୍ଥା ତଦାରଖ କଲେ ଫାଇଭ୍‌-ଟି ସଚିବ

ଭୁବନେଶ୍ୱର: ଫାଇଭ୍‌-ଟି ସଚିବ ବୁଧବାର ମାଲକାନଗିରି ଡାକ୍ତରଖାନାରେ ହଠାତ ପହଞ୍ଚିଛନ୍ତି। ଭି କାର୍ତିକେୟନ ପାଣ୍ଡିଆନ୍‌ ଡାକ୍ତରଖାନା ବୁଲି ଦେଖିଛନ୍ତି। ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ୱାସ୍ଥ୍ୟାବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା କରିବା ସହ ଲୋକଙ୍କୁ ମେଡିକାଲରେ କିଭଳି ସୁବିଧା ମିଳୁଛି…
ଅଧିକ ଖବର ଦେଖନ୍ତୁ...

ଗୁଳିକୁ ଖାତିର ନକରି ୪ ଡ଼କାୟତଙ୍କୁ ଧରିଲା ପୁଲିସ, ପିସ୍ତଲ ଓ ଭୁଜାଲି ଜବତ

ଝାରସୁଗୁଡ଼ା: ସାରା ସହର ଦୁର୍ଗାପୂଜା ପାଇଁ ଉତ୍ସବ ମୂଖର ହୋଇ ଉଠିଥିବା ବେଳେ ଝାରସୁଗୁଡ଼ା ପୁଲିସ ୪ ଜଣ ଡ଼କାୟତଙ୍କ ପିଛା କରି ଧରିବାରେ ସଫଳ ହୋଇଛି। ଡ଼କାୟତମାନଙ୍କ ଗୁଳିମାଡ଼ ସତ୍ତ୍ୱେ ପୁଲିସ ଏମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିବା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...