Daily Archives

October 10, 2019

ଦିନକୁ ଗୋଟେ ଅଣ୍ଡା ଖାଇ ହୃଦୟକୁ ରଖନ୍ତୁ ସୁସ୍ଥ, ଜାଣନ୍ତୁ ଏହାର ଅନେକ ଫାଇଦା

ଯଦି ଆପଣ ହୃଦ୍‌ଘାତରୁ ନିଜକୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଗୋଟେ ଲେଖାଏ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ । କିଛି ଦିନ ତଳେ କରାଯାଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ସପ୍ତାହକୁ ୧୨ଟି ଅଣ୍ଡା ଖାଇଲେ, ପ୍ରି-ଡାଏବେଟିଜ୍‌ ବା ଟାଇପ୍‌-୨ ଡାଏବେଟିଜ୍‌ ରୋଗୀଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରୁ ଯୁବତୀଙ୍କ ଫଟୋ ଚୋରି କରି ନକଲି ବିବାହ କଲେ ଯୁବକ, ଏଭଳି ସାମ୍ନାକୁ ଆସିଲା ମାମଲା

ନୂଆଦିଲ୍ଲୀ : ଆଜିକାଲି ଦୁନିଆକୁ ଲୋକେ ସୋସିଆଲ ମିଡିଆ ଯୁଗ ବୋଲି କହୁଥିବା ବେଳେ ଏହି ଯୁଗରେ ଆପଣଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ । କାରଣ କେତେବେଳେ କିଏ ଆପଣଙ୍କର ବିବରଣୀ ନେଇ ଆପଣଙ୍କୁ ଠକି ଦେବ, ତାହା କେହି କହି ପାରିବେ ନାହିଁ । ଗାଜିଆବାଦ୍‌ରେ ରହୁଥିବା ଜଣେ ମହିଳାଙ୍କୁ ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ଶରୀରରୁ କ୍ୟାଲୋରି କମ କରିବା ପାଇଁ ପ୍ରତିଦିନର ଖାଦ୍ୟରେ ସାମିଲ କରନ୍ତୁ ଏ ସବୁ ଜିନିଷ…

ଓଜନ ବଢ଼ିଯିବା ପରେ ତାକୁ କମ କରିବା କଷ୍ଟକର ହୋଇ ପଡ଼େ । ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ସହଜରେ ଓଜନ କମି ନଥାଏ । ଓଜନ ବଢ଼ିବା ସହ ଶରୀରରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଯେମିତି କି, ମଧୁମେହ, ହୃଦ୍‌ଜନିତ ସମସ୍ୟା, ରକ୍ତଚାପ ଭଳି ସମସ୍ୟା ଦେଖା ଯାଇଥାଏ । ଏ ସବୁ ସମସ୍ୟାରୁ ରକ୍ଷା…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଛାଇଲା ବାଳକର ରିପୋର୍ଟିଂ କରିବାର ଭିଡିଓ, ବିଧାନସଭା ପ୍ରାର୍ଥୀଙ୍କୁ ପଚାରିଲେ ଏଭଳି ପ୍ରଶ୍ନ…

ଚଣ୍ଡିଗଡ଼ : ହରିୟାଣାର ନେତା ଓ ଜନନାୟକ ଜନତା ପାର୍ଟିର ପ୍ରାର୍ଥୀ ନୈନା ସିଂହ ଚୌତାଲାଙ୍କର ଜଣେ ବାଳକ ସାକ୍ଷାତକାର ନେଇଥିଲେ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଭିଡିଓରେ ନୈନା ସିଂହ ଚୌତାଲାଙ୍କୁ ବାଳକଟିର ପ୍ରଶ୍ନ ପଚାରିବାର ଶୈଳୀ ଲୋକଙ୍କୁ ଖୁବ୍‌ ପସନ୍ଦ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆଙ୍କ ପାଇଁ ଗର୍ବ ଆଣିଲେ ବରଗଡ଼ ଝିଅ, ଚଢିଲେ ମାଉଣ୍ଟ ଏଲବୃସ

ଭୁବନେଶ୍ବର: ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ରୁଷିଆରେ ଅବସ୍ଥିତ ମାଉଣ୍ଟ୍ ଏଲବ୍ରସ୍‌ (୫,୬୪୨ ମିଟର/୧୮,୫୧୦ ଫୁଟ) ଆରୋହଣରେ ସଫଳ ହୋଇଛନ୍ତି ଓଡ଼ିଆ ଝିଅ ଲିପିକା ସେଟ୍‌। ‌ଅନ୍ୟ ଦୁଇ ବିଦେଶୀ ସାଥୀଙ୍କ ସହିତ ଏହି ଅଭିଯାନରେ ଯାଇଥିବା ଉଦୀୟମାନ ଲିପିକାଙ୍କ ଘର ବରଗଡ଼ ଜିଲ୍ଲା ଡଲାବ୍‌ରେ।…
ଅଧିକ ଖବର ଦେଖନ୍ତୁ...

ପଲିଥିନ ବଦଳରେ କଦଳୀ ପତ୍ରରେ ଗୁଡ଼ାଇ ମାଛ ବିକ୍ରି କରୁଛନ୍ତି ଏହି ଯୁବକ, କିରଣ ରିଜ୍ଜୁ ସେୟାର କଲେ ଭିଡିଓ

ଇଟାନଗର : ଅରୁଣାଚଳପ୍ରଦେଶର ଜଣେ ମାଛ ବିକ୍ରେତାଙ୍କ କାମରେ ପ୍ରଭାବିତ ହୋଇ କେନ୍ଦ୍ରୀୟ କ୍ରୀଡ଼ା ମନ୍ତ୍ରୀ କିରଣ ରିଜ୍ଜୁ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଦେଶରେ ଥରେ ବ୍ୟବହାର ହୋଇ ପାରୁଥିବା ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବାକୁ ନେଇ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଅରୁଣାଚଳପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

କୋଟି କୋଟି ଟଙ୍କାର ମାଲିକାଣି ହୋଇ ମଧ୍ୟ ନିଜର ଏଭଳି ଅଭ୍ୟାସକୁ ଛାଡ଼ି ପାରି ନାହାନ୍ତି ପ୍ରିୟଙ୍କା, ଟଙ୍କା ସଞ୍ଚୟ…

ମୁମ୍ବାଇ: ଏବେ ଗ୍ଲୋବାଲ ଆଇକନ ବନି ସାରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଉଭୟ ବଲିଉଡ୍‌ ଓ ହଲିଉଡ୍‌ରେ କାମ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଅନେକ ଦିନ ପର୍ଯ୍ୟନ୍ତ ବଲିଉଡ୍‌ରୁ ଦୂରରେ ଥିବା ପ୍ରିୟଙ୍କା ଏବେ ଫିଲ୍ମ ‘ଦ…
ଅଧିକ ଖବର ଦେଖନ୍ତୁ...

ଏବେ ସମସ୍ତେ ତିହାର୍‌ ଜେଲ୍‌ର ଅନୁଭବ ନେଇ ପାରିବେ, ତିଆରି ହେଉଛି ଏହି ଯୋଜନା

ନୂଆଦିଲ୍ଲୀ: ଯେଉଁ ଲୋକମାନେ ଏସିଆର ସବୁଠାରୁ ବଡ଼ ତିହାର ଜେଲ୍‌ର ରହି ଭିତରର ଅନୁଭବ ନେବାକୁ ଚାହୁଁଥିଲେ, ଏବେ ସେମାନଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଦିଲ୍ଲୀର ତିହାର ଜେଲ୍‌ର ଅଧିକାରୀ ଏକ ଯୋଜନା ଉପରେ କାମ କରୁଛନ୍ତି, ଯାହା ଜରିଆରେ ଲୋକେ ଗୋଟେ ଦିନ ତିହାର ଜେଲ୍‌ରେ ରହି କୁଖ୍ୟାତ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ବନ୍ଦ ହୋଇପାରେ ବିଗ୍‌ ବସ୍‌-୧୩ର ପ୍ରସାରଣ! ତେଜିଲା ରିୟାଲିଟି ସୋ’ରେ ଅଶ୍ଲୀଳତା ବିବାଦ

ମୁମ୍ବାଇ: ଖୁବ୍‌ ଶୀଘ୍ର ବନ୍ଦ ହୋଇପାରେ ରିୟାଲିଟି ସୋ’ ବିଗ୍‌ ବସ୍‌-୧୩ । ସୋ’ରେ ଅଶ୍ଲୀଳତା ପ୍ରଦର୍ଶନକୁ ନେଇ କିଛି ଦିନ ତଳେ ଆରମ୍ଭ ହୋଇଥିବା ବିବାଦ ଏବେ ଧିରେ ଧିରେ ବଢ଼ିବାରେ ଲାଗିଛି । ସୋ’ ମାତ୍ର କିଛି ଦିନ ହେବ ଆରମ୍ଭ ହୋଇଥିବା ବେଳେ ଏହାକୁ ବନ୍ଦ କରିବା ନେଇ ଦାବି ଆରମ୍ଭ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ତ୍ରୁଟି ଖୋଜି ତାହାର ସମାଧାନ କରିବା ପାଇଁ ହ୍ୟାକର୍ସମାନଙ୍କୁ ୭୦ଲକ୍ଷ ଟଙ୍କା ଦେଲା ଜୋମାଟୋ

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭର କରାଉଥିବା କମ୍ପାନି ଜୋମାଟୋ ହ୍ୟାକର୍ସମାନଙ୍କୁ ୭୦ଲକ୍ଷ ଟଙ୍କା ଦେଇଥିବା ଜଣା ପଡ଼ିଛି । ନିଜ ସଫ୍ଟ ଓ୍ଵରରେ ତ୍ରୁଟି ଖୋଜିବା ଓ ତାକୁ ହଟାଇବା ପାଇଁ କମ୍ପାନି ୪୩୫ହ୍ୟାକର୍ସଙ୍କୁ ୭୦ଲକ୍ଷ ଟଙ୍କା ଦେଇଛି । ଯାହାର ସୂଚନା ହ୍ୟାକରଓ୍ଵାନ ନାମକ ଏକ…
ଅଧିକ ଖବର ଦେଖନ୍ତୁ...