Daily Archives

October 10, 2019

୩୨ବର୍ଷ ହେଲାଣି ରେଖାଙ୍କ ଛାଇ ହୋଇ ରହିଛନ୍ତି ଏହି ମହିଳା, ସ୍ୱାମୀ-ସ୍ତ୍ରୀଙ୍କ ଭଳି ରହୁଥିବା ନେଇ ଚର୍ଚ୍ଚା

ମୁମ୍ବାଇ: କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍‌ କରୁଥିବା ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କର ଆଜି ଜନ୍ମଦିନ । ତାଙ୍କ ଜନ୍ମଦିନରେ ପ୍ରଶଂସକମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଆଜି ଆମେ ତାଙ୍କ ଜୀବନର ଏକ ରହସ୍ୟ ବିଷୟରେ ଆପଣଙ୍କୁ ଜଣାଇବୁ । ୬୫ବର୍ଷରେ ପାଦ ଦେଇଥିଲେ ମଧ୍ୟ ଆଜି…
ଅଧିକ ଖବର ଦେଖନ୍ତୁ...

୩ ମୋଟରସାଇକେଲ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ବସ୍‌, ସମସ୍ତେ ମୃତ

କେନ୍ଦୁଝର: ତିନି ଜଣ ମୋଟର ସାଇକେଲ୍‌ ଆରୋହୀଙ୍କ ଉପରେ ଗୁରୁବାର ଏକ ଯାତ୍ରୀବାହୀ ବସ୍‌ ଚଢ଼ିଯାଇଛି। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅଞ୍ଚଳରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଚମ୍ପୁଆ ଥାନା ଅନ୍ତର୍ଗତ ଉର୍ତ୍ତି ଗାଁରେ ଘଟିଥିବା ଏହି ଘଟଣାରେ ୨ ଜଣ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ପ୍ରକୃତ ହିରୋ କିଏ, ବୁଝାଇ କହିଲେ ସାଗରିକା

ଭୁବନେଶ୍ୱର: ହିରୋଗିରି କେଉଁଠାରେ ଥାଏ, ଏ ବାବଦରେ ବୁଝାଇ କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ | ଭୂବନେଶ୍ୱର ଷ୍ଟେସନ ବଜାରରେ ଆୟୋଜିତ ଦୁର୍ଗା ପୂଜା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକଙ୍କୁ ଟ୍ରାଫିକ ନିୟମର ଉଦ୍ଦେଶ୍ୟ ବାବଦରେ ବୁଝାଇଥିଲେ | ସାଗରିକା କହିଥିଲେ ଯେ ଆଇନ ଭାଙ୍ଗିବାରେ…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନରେ କାଶ୍ମୀର ପ୍ରସଙ୍ଗ ଉଠାଇଲା କଂଗ୍ରେସ, ବିଜେପିର କଡା ସମାଲୋଚନା

ନୂଆଦିଲ୍ଲୀ : ବିଜେପିକୁ ବିରୋଧ କରିବାକୁ ଯାଇ କଂଗ୍ରେସ ଦିନକୁ ଦିନ ଭାରତ ବିରୋଧୀ ହେବାରେ ଲାଗିଛି । ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହେବା ସତ୍ତ୍ୱେ ଏହି ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ପାଇଁ କଂଗ୍ରେସ ବ୍ରିଟେନର ସହଯୋଗ ଲୋଡିଛି । ଆଜି କଂଗ୍ରେସର ଲଣ୍ଡନ ଶାଖାର କେତେକ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା-ହାଟିଆ ପାସେଞ୍ଜରରୁ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଝାରସୁଗୁଡ଼ା- ହାଟିଆ ମେମୁ ଟ୍ରେନର ଏକ ବଗି ମଧ୍ୟରୁ ଗୁରୁବାର ଏକ ମୃତଦେହ ଉଦ୍ଧାର କରାଯାଇଛି। ହାଟିଆରୁ ଆସି ରାତିରେ ଏହି ଟ୍ରେନ ଝାରସୁଗୁଡ଼ାରେ ପହଞ୍ଚିଥିଲା। ସକାଳ ସାଢେ ୮ଟାରେ ଟ୍ରେନ୍‌ ପୁଣି ହାଟିଆ ଅଭିମୂଖେ ଯିବାକୁ ଥିବାରୁ ସବୁ ଦିନ ପରି ସଫେଇ କର୍ମଚାରୀ ଟ୍ରେନ ବଗି ସଫା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ୫ଟି ପ୍ରଭାବ: ଯାଜପୁର ଏସପିଙ୍କ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଯାଜପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗୁରୁବାର ଏସ୍‌ପି ଅଚାନକ ପରିଦର୍ଶନ କରିଛନ୍ତି। ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୁପାୟନ ହେଉଛି କି ନାହିଁ ଏବଂ ମେଡିକାଲରୁ ଦଲାଲ ଓ ମେଡିସିନ ରିପ୍ରେଜେଣ୍ଟଟିଭ ହଟିଛନ୍ତି କି ନାହିଁ ତାହାର ଯାଂଚ କରିଛନ୍ତି ଯାଜପୁର ଏସପି ଚରଣ ସିଂ ମିନା।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଆତ୍ମବିଶ୍ବାସ ଦୋହଲିପାରେ। କାହାରି ସହିତ ଅଯଥା କଥାବାର୍ତ୍ତା କରନ୍ତୁ ନାହଁ। ଚାକିରି ବୃତ୍ତିରେ ବଡ଼ ଆହ୍ବାନ ଆପଣଙ୍କ ସାମନାକୁ ଆସିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨। ବୃଷ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଖାସ୍‌ କାମରେ ଆପଣଙ୍କୁ ସୁଫଳ ମିଳିବ।…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ-ଧ୍ରୁବର ଶୁଭାରମ୍ଭ, ସାମିଲ ହେଲେ ୬୦ ପ୍ରତିଭାବାନ ଛାତ୍ରଛାତ୍ରୀ

ବେଙ୍ଗାଲୁରୁ: ବେଙ୍ଗାଲୁରସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପରିସରରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ‘ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ-ଧ୍ରୁବ’ର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅସାଧାରଣ ପ୍ରତିଭା ସମ୍ପନ୍ନ…
ଅଧିକ ଖବର ଦେଖନ୍ତୁ...

ଦିନକ ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ, ୧୫ରେ ଆସିବେ ଜେପି ନଡ୍ଡା

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ଅକ୍ଟୋବର ୧୨ ତାରିଖରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଭୁବନେଶ୍ୱରରେ ଅକ୍ଟୋବର ୧୨ରୁ ୨୦ ତାରିଖ ଯାଏଁ ଆୟୋଜିତ ହେବାକୁ ଥିବା ‘ଆରଏସଏସ’ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ସିରିଆ ଉପରେ ତୁର୍କୀର ଆକ୍ରମଣ ଅବ୍ୟାହତ, ୟୁରୋପୀୟ ସଂଘର ବିରୋଧ

ଅଙ୍କାରା : ସିରିଆର ଉତ୍ତରରେ ଥିବା କୁର୍ଦ ବହୁଳ ଇଲାକାରେ ଗତ କାଲିଠାରୁ ଆରମ୍ଭ ହୋଇଥିବା ତୁର୍କୀର ଆକ୍ରମଣ ଅବ୍ୟାହତ ରହିଛି । ଉତ୍ତର ସିରିଆରେ ସକ୍ରିୟ ଥିବା କୁର୍ଦିସ୍ତାନ ଓ୍ଵାର୍କର୍ସ ପାର୍ଟି ବିରୋଧରେ ତୁର୍କୀ ଏହି ଆକ୍ରମଣ କରିଛି । ଏହି ପାର୍ଟିକୁ ତୁର୍କୀ ଆତଙ୍କବାଦୀ ସଂଗଠନ ବୋଲି…
ଅଧିକ ଖବର ଦେଖନ୍ତୁ...