Daily Archives

October 11, 2019

୯୦ ପ୍ରତିଶତ ଲୋକ ବର୍ତ୍ତମାନ ସାଇବର ଅପରାଧର ଶିକାର ହେଉଛନ୍ତି: ଇଶାନ ସିହ୍ନା

ସମ୍ବଲପୁର: ଦେଶର ୯୦ ପ୍ରତିଶତ ଲୋକ ବର୍ତ୍ତମାନ ସାଇବର ଅପରାଧର ଶିକାର ହେଉଛନ୍ତି। କେତେବେଳେ କାହା ବ୍ୟାଙ୍କରୁ ଟଙ୍କା ଲୁଟ ହୋଇଯାଉଛି ତ କେତେବେଳେ କାହା ଫୋନ୍‌କୁ ଅଶ୍ଳୀଳ ମେସେଜ୍‌ ଆସୁଛି। ତେବେ ସମ୍ବଲପୁରରେ ବଢି ଚାଲିଥିବା ଏହି ସାଇବର ଅପରାଧର ଗତିବିଧିକୁ ନିୟନ୍ତ୍ରଣ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଏହି ଗୀତ ପାଇଁ ଟଙ୍କା ନେଲେ ନାହିଁ ନୋରା ଫତେହି, ଜାଣନ୍ତୁ କାରଣ

ମୁମ୍ବାଇ : ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା, ରିତେଶ ଦେଶମୁଖ୍‌ ଓ ଅଭିନେତ୍ରୀ ତାରା ସୁତାରିଆ ଅଭିନୟ କରିଥିବା ଫିଲ୍ମ ‘ମର୍‌ଜାବାଁ’ର ନୂଆ ଗୀତ ଗୁରୁବାର ରିଲିଜ୍‌ କରାଯାଇଥିଲା । ଗୀତର ନାଁ ଏକ୍‌ ତୋ କମ ଜିନ୍ଦଗୀ ରହିଥିବା ବେଳେ ଏଥିରେ ନୋରା ଫତେହିଙ୍କୁ ଦେଖିବାକୁ ମିଳିଥିଲା । ପୁଣି ଥରେ…
ଅଧିକ ଖବର ଦେଖନ୍ତୁ...

ଜିମ୍‌ ନ ଯାଇ ଓଜନ କମ କରିବାକୁ ଚାହୁଁଛନ୍ତି କି? ପିଅନ୍ତୁ ଲାଉର ଜୁସ୍‌

ଲାଉର ନାଁ ଶୁଣିଲେ କିଛି ଲୋକ ନାକ ଉପରକୁ କରିବା ସହ ଖାଇବାକୁ ଇଚ୍ଛା କରନ୍ତି ନାହିଁ । କିଛି ଲୋକ ଏଥିରୁ ମିଳୁଥିବା ଫାଇଦା ଜାଣି ନଥିବାରୁ ଏହାକୁ ଖାଇବା ବିଷୟରେ ଭାବନ୍ତି ନାହିଁ । ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ଫାଇବର ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଅଧିକ ଓଜନ ବିଶିଷ୍ଟ…
ଅଧିକ ଖବର ଦେଖନ୍ତୁ...

୬ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ବିଚ୍‌ ରାସ୍ତାରେ ଗୁଳି କଲେ କର୍ଣ୍ଣାଟକ ପୁଲିସ ଅଫିସର

କୋଲାର :  କର୍ଣ୍ଣାଟକର କେଜିଏଫ୍‌ ରବର୍ଟସନ୍‌ପେଟର ସର୍କଲ ଇନ୍ସପେକ୍ଟର ଯେଉଁ କାମ କରିଛନ୍ତି, ତାହା ତାଙ୍କୁ ଚର୍ଚ୍ଚାକୁ ଆଣିଛି । ୬ ବର୍ଷୀୟା ଶିଶୁ ସହ ଦୁଷ୍କର୍ମ ଭଳି ଅପରାଧ କରିଥିବା ଅଭିଯୁକ୍ତକୁ ବିଚ୍‌ ରାସ୍ତାରେ ଗୁଳି କରିଥିବା ବେଳେ ଲୋକେ ତାଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା…
ଅଧିକ ଖବର ଦେଖନ୍ତୁ...

ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ୬ଟଙ୍କା ନେଇ ମୁମ୍ବାଇ ଆସିଥିଲେ ରୋନିତ୍‌ ରଏ, ହୋଟେଲରେ ବାସନ ମାଜି ଗୁଜୁରାଣ…

ମୁମ୍ବାଇ : ପ୍ରତି ଘରେ ମିଷ୍ଟର ବଜାଜ୍‌ ନାମରେ ପରିଚିତ ରୋନିତ୍‌ ରଏ ଅକ୍ଟୋବର ୧୧ରେ ନିଜର ଜନ୍ମଦିନ ପାଳନ କରିଥାନ୍ତି । କେବଳ ଛୋଟ ପରଦାରେ ନୁହେଁ ବରଂ ବଡ଼ ପରଦାରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ରୋନିତ୍‌ । କିନ୍ତୁ ରୋନିତ୍‌ଙ୍କ ପାଇଁ ସଫଳତାର ଏହି ରାସ୍ତା ସହଜ ନ ଥିଲା ।…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଶୁକ୍ରବାର ଜଣେ ଯୁବତୀଙ୍କର ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି। ମୃତଦେହ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସରଗଡ଼ା ଗାଁ ପାଖ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଖାଲି ପେଟରେ ଚା’ ପିଇବା ଦ୍ୱାରା ଏସିଡ଼ିଟି ହେବା ସହ ହୋଇଥାଏ ଏହି ୪ଟି ରୋଗ

ପ୍ରାୟତଃ ଅଧାରୁ ଅଧିକ ଲୋକ ସକାଳ ଉଠିବା ପରେ ଖାଲି ପେଟରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ଫୁର୍ତ୍ତି ଲାଗିଥାଏ । କିନ୍ତୁ ସେଇ କିଛି ସମୟ ପାଇଁ ଲାଗୁଥିବା ଫୁର୍ତ୍ତି ପାଇଁ ଆପଣ ଯେଉଁ ଚା’ ପିଉଛନ୍ତି ତାହା ଶରୀରରେ କେତେ ସମସ୍ୟା ସୃଷ୍ଟି କରୁଛନ୍ତି ତାହା ଆପଣ…
ଅଧିକ ଖବର ଦେଖନ୍ତୁ...

ଦୁଇ ବର୍ଷର ଶିଶୁ ପୋଖରୀରେ ବୁଡି ମୃତ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ତହସିଲ ଅନ୍ତର୍ଗତ ଦିଘି ଫଚାୟତ କାଶିଆବେଡା ଗ୍ରାମର ସୁନାରାମ ସିଂଙ୍କ ଦୁଇ ବର୍ଷ ଛଅ ମାସର ଶିଶୁ ପୁତ୍ର ବିଜୟ ସିଂ ଖେଳୁ ଥିବା ବେଳେ ପାଖ ଗଡିଆରେ ବୁଡି ଯାଇ ମୃତ୍ୟୁ ବରଣ କରିଛିି। ଖବର ପାଇ ବାଙ୍ଗିରିପୋଷି ଆରଆଇ ଶିଶୁର ମୃତଦେହ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ସିଂହଦ୍ୱାର ସମ୍ମୁଖରେ ଆୟୋଜନ ହେବ ‘ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା’

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଖୁବ ଶୀଘ୍ର ‘ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଦିନକ ପରେ ଅର୍ଥାତ ଚଳିତ ମାସ ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶକୁ ପରିପୁଷ୍ଠ କରିବା ପାଇଁ ଶ୍ରୀଜଗନ୍ନାଥ…
ଅଧିକ ଖବର ଦେଖନ୍ତୁ...

ରେଖାଙ୍କ ସହ କଙ୍ଗନାଙ୍କୁ ତୁଳନା କଲେ ରଙ୍ଗୋଲି, ଲୋକେ କହିଲେ; ଶସ୍ତା ଛାଡ଼ ମାଗଣା କପି ହେବାକୁ ମଧ୍ୟ ଯୋଗ୍ୟ ନୁହଁ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ସୋସିଆଲ ମିଡିଆରେ ନିଜର ବୟାନବାଜିକୁ ନେଇ ଖୁବ୍‌ ପରିଚିତ । ନିଜ ଟୁଇଟର ଆକାଉଣ୍ଟ ଜରିଆରେ ସେ ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କୁ ଟାର୍ଗେଟ କରିବା ସହ ନିଜ ଭଉଣୀ କଙ୍ଗନାଙ୍କ ପ୍ରଶଂସା କରିଥାନ୍ତି । କିନ୍ତୁ ଏବେ…
ଅଧିକ ଖବର ଦେଖନ୍ତୁ...