Daily Archives

October 13, 2019

ଔଷଧକୁ କିଏ ପଚାରେ! ଯଦି ଘରୋଇ ଉପାୟରେ ଭଲ ହୋଇପାରୁଛି ଶରୀରର ବ୍ୟଥା

ଆଜିକାଲି ବ୍ୟସ୍ତ ବହୁଳ ଜୀବନଶୈଳୀ ହେତୁ ଶରୀର ଘୋଳାବିନ୍ଧା ହେବା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। କେବଳ ବୟସ୍କ ନୁହଁନ୍ତି, ଅଳ୍ପ ବୟସର ପିଲାଙ୍କ ଭିତରେ ବି ଏହି ସମସ୍ୟା ଦେଖା ଦେଲାଣି। ଏହା କୌଣସି ପ୍ରକାରର ରୋଗ ନୁହେଁ। ତେଣୁ, ଆୟତ୍ତ ବାହାରର ଯନ୍ତ୍ରଣା ନହେଲେ ଔଷଧଠାରୁ ନିଜ ଶରୀରକୁ…
ଅଧିକ ଖବର ଦେଖନ୍ତୁ...

ଦାଦର ଷ୍ଟେସନ୍‌ରେ କିନ୍ନରଙ୍କୁ ଅସଦାଚରଣ: ଅଭିଯୋଗ ଆଣିବା ପରେ ଜେଣ୍ଡର୍‌ ସାର୍ଟିଫିକେଟ୍‌ ମାଗିଲା ପୁଲିସ୍‌

ଅସଦାଚରଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ସୋସିଆଲ୍‌ ମିଡିଆରେ ନିଜ କାହାଣୀ କହିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି। ମହିଳା ଜଣକ ଆହୁରି ବି ଅଭିଯୋଗ ଆଣି କହିଛନ୍ତି ଯେ ସେ ଯେତେବେଳେ ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଲେଖାଇବାକୁ ଗଲେ ତାଙ୍କୁ ପ୍ରଥମେ ଏକ…
ଅଧିକ ଖବର ଦେଖନ୍ତୁ...

ଏହି ଅଭିନେତ୍ରୀ ବିଗ୍‌ ବିଙ୍କ ନାୟିକା ଭୂମିକାରେ ନଜର ଆସିଥିଲେ ଆଉ ମାଆ ବି ସାଜିଥିଲେ

ମୁମ୍ବାଇ: ସତୁରୀ ଓ ଅଶୀ ଦଶକର ଏକମାତ୍ର ସୁପର୍‌ଷ୍ଟାର୍‌ ବୋଲାଉଥିବା ବିଗ୍‌ ବି ଅମିତାଭ ବଚ୍ଚନ ଏଯାଏ ବି ବଲିଉଡ୍‌ରୁ ବିଦାୟ ନେଇନାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିସାରିଛି। ବଲିଉଡ୍‌ ସେହେନ୍ସା ବଚ୍ଚନ ସାହେବଙ୍କ ବିପକ୍ଷରେ ଅନେକ…
ଅଧିକ ଖବର ଦେଖନ୍ତୁ...

ମୋବାଇଲରେ କଥା ହେବା ହେଲା କାଳ, ମାହାନଦୀକୁ ଖସିପଡିଲେ ଟ୍ରକ ଡ୍ରାଇଭର

ପାରାଦୀପ: ଭୁତମୁଣ୍ଡେଇ ପୋଲ ଉପରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲ ଉପରେ ଟ୍ରକ ରଖି ଡ୍ରାଇଭର ଜଣଙ୍କ ମୋବାଇଲରେ କଥା ହେଉଥିବା ବେଳେ ମହାନଦୀକୁ ଖସି ପଡିଛନ୍ତି । ଘଟଣାସ୍ଥଳରେ ସାଥି ଡ୍ରାଇଭର ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି । ବର୍ତ୍ତମାନ ରାତି…
ଅଧିକ ଖବର ଦେଖନ୍ତୁ...

ସମୁଦ୍ର ସହ କଥା ହୋଇ ଭାବପ୍ରବଣ କବିତା ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମମଲାପୁରମ୍‌ ସମୁଦ୍ରକୂଳରେ ସଫେଇ କାମ କରିବା ପରେ ସମୁଦ୍ରକୁ ଚାହିଁ ଏକ ଭାବପ୍ରବଣ କବିତା ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କବିତାଟିକୁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ ସେୟାର୍‌ କରିବା ପରେ ଏହାକୁ ଅନେକ ଲୋକ ରି-ଟ୍ଵିଟ୍‌ କରି ସାରିଲେଣି। ସେ ସମୁଦ୍ର…
ଅଧିକ ଖବର ଦେଖନ୍ତୁ...

ଘରୋଇ କଳିରୁ ମହାଭାରତ, ସାନ ଭାଇର ତୀର ମାଡରେ ବଡ ଭାଇ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ମୁଣ୍ଡା ସାହିରେ ଆଜି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ଘରୋଇ କଳିରୁ ସାନ ଭାଇର ତୀର ମାଡରେ ବଡ ଭାଇ ଗୁରୁତର ଭାବେ ଆହତ ହୋଇଛି । ତୀରଟି ବଡ ଭାଇର ଛାତିରେ ଲାଗିଥିବାରୁ ତାଙ୍କ ଅବସ୍ଥା ଏବେ ସଂଙ୍କଟାପନ୍ନ ରହିଛି । ସୂଚନା ଅନୁସାରେ ଘଟଣା ଘଟିବା…
ଅଧିକ ଖବର ଦେଖନ୍ତୁ...

ବିଗ୍‌ବସ୍‌: କିଚେନ୍‌ କାମରେ ଦେବୋଲିନା କାନ୍ଦିବା ପରେ ଏପରି କହି ଥଟ୍ଟା କଲେ ଶିଳ୍ପା ସିନ୍ଧେ

ମୁମ୍ବାଇ: ‘ବିଗ୍‌ବସ୍‌-୧୧’ର ବିଜୟିନୀ ଶିଳ୍ପା ସିନ୍ଧେ ‘ବିଗ୍‌ବସ୍‌-୧୩’ର ପ୍ରତିଯୋଗୀ ଦେବୋଲିନା ଭଟାଚାର୍ଯ୍ୟଙ୍କୁ ତାଙ୍କ କିଚେନ୍‌ ଡିୟୁଟିକୁ ନେଇ କାନ୍ଦିଥିବାରୁ ତାଙ୍କୁ ଥଟା କରିଛନ୍ତି। ଅଭିନେତ୍ରୀ ଶିଳ୍ପା ଅଭିଯୋଗ ଆଣିଛନ୍ତି ଯେ ସେ ସବୁବେଳେ କିଚେନ୍‌ରେ ରହୁଥିଲେ ବୋଲି କହି ଦେବୋଲତନା…
ଅଧିକ ଖବର ଦେଖନ୍ତୁ...

ସଂଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଅ : ସୁରକ୍ଷା ବାହିନୀକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ ପାକିସ୍ତାର ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ ଅବ୍ୟାହତ ରଖିଛି । କେବଳ କଶ୍ମୀର ନୁହେଁ ପଞ୍ଜାବରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଉଦ୍ୟମ କରୁଛି । ଏଥିପାଇଁ ଡ୍ରୋନ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ସୀମା ଏପାରିକୁ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ: ଡାଲି ଜାଗାରେ ହଳଦୀ ମିଶ୍ରିତ ଚାଉଳ ପାଣି

ସୀତାପୁର: ସରକାରୀ ସ୍କୁଲ୍‌ ପିଲାଙ୍କ ସ୍ୱାସ୍ଥ୍ୟ ସହ ଖେଳିବା ବେଳେ ଉତ୍ତରପ୍ରଦେଶର ଶିକ୍ଷା ବିଭାଗ ସାମାନ୍ୟ ଟିକେ ବି ଭାବୁଥିବା ପରି ମନେ ହେଉନାହିଁ। ବିଶେଷ କରି ଗରିବ ପିଲାମାନଙ୍କ ସ୍ୱାସ୍ଥ୍ୟ ସହ ଖେଳିବାର ଉଦାହରଣ ବାରମ୍ବାର ସାମ୍ନାକୁ ଆସୁଛି। କିଛି ଦିନ ତଳେ ମଧ୍ୟାହ୍ନ ଭୋଜନରେ ରୁଟି ଓ…
ଅଧିକ ଖବର ଦେଖନ୍ତୁ...

ପାଇଲଟ୍‌ ସହ ଝଗଡ଼ା ହେବା ପରେ ଏୟାର୍‌ ଇଣ୍ଡିଆ ବିମାନରୁ ଓହ୍ଳାଇ ପଡ଼ିଲେ ପରିବାରର ୩ ଜଣ ସଦସ୍ୟ

ମୁମ୍ବାଇ: କ୍ରିୟୁ ମେମ୍ବରଙ୍କ ସହ ଝଗଡ଼ା ହେବା ପରେ ମୁମ୍ବାଇର ଏୟାର୍‌ ଇଣ୍ଡିଆ ବିମାନରୁ ଏକ ପରିବାରର ୩ ଜଣ ଲୋକ ଓହ୍ଲାଇ ପଡ଼ିଛନ୍ତି। ବିମାନରେ ଥିବା କ୍ରିୟୁ ସେମ୍ବର ସେମାନଙ୍କୁ ଦୁର୍ବ୍ୟବହାର କରିବା ପରେ ସେ ବିମାନରୁ ଓହ୍ଲାଇବା ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି। ଏପରି ସମସ୍ୟା…
ଅଧିକ ଖବର ଦେଖନ୍ତୁ...