Daily Archives

October 13, 2019

ମୋଦୀଙ୍କ ଇନ୍‌ଷ୍ଟା ଫଲୋର୍ସ ସଂଖ୍ୟା ୩୦ ମିଲିୟନ୍‌ ଟପିଲା, ବିଶ୍ୱସ୍ତରରେ ସବୁଠାରୁ ଅଧିକ ଫଲୋ ହୋଇଥିବା ନେତା

ନୂଆଦିଲ୍ଳୀ: ରବିବାର ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍‌ଷ୍ଟାଗ୍ରାମ୍‌ ଫଲୋର୍ସଙ୍କ ସଂଖ୍ୟା ୩୦ ମିଲିୟନ୍‌ ଟପିଯାଇଛି। ସେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ଵିଡୋଡୋ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ବି ଏହି ଦୌଡ଼ରେ ପଛରେ ପକାଇ ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଆଜି ମଧ୍ୟରାତ୍ରରୁ ଆମାଜୋନ୍‌ର ‘ଗ୍ରେଟ୍‌ ଇଣ୍ଡିଆ ଫେଷ୍ଟିଭାଲ୍‌’ ଅଫର, ୨୦୦ ଲୋକପ୍ରିୟ ବ୍ରାଣ୍ଡ୍‌ ଉପରେ ୬୦ ପ୍ରତିଶତ…

ନୂଆଦିଲ୍ଳୀ: ଇ-କମର୍ସ କମ୍ପାନି ଆମାଜୋନ୍‌ ରବିବାର ତା’ର ଗ୍ରେଟ୍‌ ଇଣ୍ଡିଆ ଫେଷ୍ଟିଭାଲ୍‌ ସେଲିବ୍ରେସନ୍‌ ଅଫର୍‌ ଘୋଷଣା କରିଛି। ଏହା ମାଧ୍ୟମରେ ଗ୍ରାହକମାନେ ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌, କ୍ୟାମେରା , ଟିଭି ଆଦିରେ ସ୍ୱତନ୍ତ୍ର ଅଫର୍‌ ପାଇପାରିବେ। ଆମାଜୋନ୍‌ର ନୂଆ ପାର୍ବାଣ ବିକ୍ରି…
ଅଧିକ ଖବର ଦେଖନ୍ତୁ...

୭୦ ବର୍ଷ ହେଲା ଯାହା ହୋଇପାରିନଥିଲା ‘୫୬ ଇଞ୍ଚିଆ ଛାତିର ଲୋକ’ ଥରକରେ କରି ଦେଖାଇଲେ: ଅମିତ ଶାହା

ନୂଆଦିଲ୍ଳୀ: ମହାରାଷ୍ଟ୍ରରେ ବିଜେପିର ପ୍ରଚାର କରିବା ବେଳେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଂଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି ୫୬ ଇଞ୍ଚିଆ ଛାତିର ମଣିଷ ଗୋଟାଏ ଥର ଏପରି ଏକ ଐତିହାସିକ କାର୍ଯ୍ୟ କରି ଦେଖାଇଲେ। ସେ…
ଅଧିକ ଖବର ଦେଖନ୍ତୁ...

ବାହାନଗାରେ ଲଭ, ସେକ୍ସ, ଧୋକା! ପ୍ରେମିକ ଘରେ ଧକ୍କା ଖାଇ ହଟହଟା ହେଲେ 

ବାହାନଗା-ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ କରଞ୍ଜାବିନ୍ଧା ଗ୍ରାମରେ ଲଭ, ସେକ୍ସ, ଧୋକା କାହାଣୀର ପୁନରାବୃତ୍ତି ହୋଇଥିବାର ଦେଖାଯାଇଛି। ପ୍ରେମିକ ପ୍ରେମିକାକୁ ବାହା ହେବାକୁ ମନା କରିବା ପରେ ପ୍ରେମିକା ନିଜ ହକ ପାଇଁ ପ୍ରେମିକ ଘରେ ପହଞ୍ଚି ଥିଲେ ବି ନିରାଶ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟ କ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। ଆପଣଙ୍କୁ କୌଣସି ଖୁସି ଖବର ମିଳିବ। ନୂତନ କାରବାରରେ ପଇସା ଲଗାଇବା ପାଇଁ ଭାବି ପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତା ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ। ବୃଷ: କୌଣସି କଥାକୁ ନେଇ ଭାଇଭଉଣୀଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ସମ୍ବର ମାଂସ ସହ ସ୍କୁଟି ଜବତ; ୨ ଗିରଫ

ପାଇକସାହି: ଆଠମଲିକ ବ୍ଲକ ଧଣ୍ଡାତୋପା ଜଙ୍ଗଲ ଉପରେ ଧଣ୍ଡାତୋପା ବନବିଭାଗ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ବନବିଭାଗ ୨୧ କେଜି ସମ୍ବର ମାଂସ ଜବତ କରିଥିଲା। ଏଥସହିତ ଏକ ନୂଆ ସ୍କୁଟି, ବାଇଡିଙ୍ଗ ତାର, ୨ଟି ଟାଙ୍ଗିଆ, କଟୁରୀ, କାଚ ବୋତଲ ଆଦିକୁ ବି ବନବିଭାଗ ଜବତ କରିଥିବା ବେଳେ ୨ଜଣ…
ଅଧିକ ଖବର ଦେଖନ୍ତୁ...

ବିଜେପୁରରେ ବିଜେଡିକୁ ସମର୍ଥନ କରିବାକୁ ଘୋଷଣା କଲେ ଅଶୋକ ପାଣିଗ୍ରାହୀ

ବିଜେପୁର: ବିଜେପି ବିରୋଧରେ ପ୍ରତିଶୋଧ ନେବାକୁ ବୋଧେ ପଣ କରି ନେଇଛନ୍ତି ବିଜେପିରୁ ଇସ୍ତଫା ନେଇଥିବା ନେତା ଅଶୋକ ପାଣିଗ୍ରାହୀ | ବିଜେପି ଛାଡ଼ିଥିବା ନେତା ଅଶୋକ ପାଣିଗ୍ରାହୀ ଆଜି କହିଛନ୍ତି ଯେ ବିଜେପୁର ଉପ-ନିର୍ବାଚନରେ ବିଜେଡିକୁ ସମର୍ଥନ କରିବେ | ବିଜେପିକୁ ଉଚିତ ଜବାବ ଦେବୁ, ବିଜେଡି…
ଅଧିକ ଖବର ଦେଖନ୍ତୁ...

ଇରାନର ତୈଳବାହୀ ଜାହାଜ ଆକ୍ରମଣ ଘଟଣାରେ ଆମର ହାତ ନାହିଁ : ସାଉଦି ଆରବ

ରିଆଦ : ଶୁକ୍ରବାରଦିନ ଇରାନର ତୈଳବାହୀ ଜାହାଜ ସାବିଟି ଉପରେ ହୋଇଥିବା ରକେଟ୍‌ ମାଡ ପଛରେ କୌଣସି ହାତ ନାହିଁ ବୋଲି ସାଉଦି ଆରବ ସ୍ପଷ୍ଟ କରିଦେଇଛି । ଆଜି ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଆଦେଲ ଅଲ-ଜୁବୈର କହଛନ୍ତି ଯେ ଏହି ଘଟଣା ପଛରେ ତାଙ୍କ ଦେଶର ହାତ ନାହିଁ । ସେ କହିଛନ୍ତି ଯେ ଗତ…
ଅଧିକ ଖବର ଦେଖନ୍ତୁ...

୨୦୦ମିଟର ଦୌଡରେ ସ୍ୱର୍ଣ୍ଣ ଜିତିଲେ ଦୂତୀ

ଭୁବନେଶ୍ୱର: ରାଞ୍ଚିରେ ସମ୍ପ୍ରତି ଚାଲିଥିବା ଚଳିତ ୫୯ତମ ଜାତୀୟ ଓପନ୍‌ ଜାତୀୟ ଆଥ୍‌ଲେଟିକ୍‌ ଚମ୍ପିଅନ୍‌ସିପ୍‌ରେ ଆଜି (ରବିବାର) ଦୌଡ଼ ରାଣୀ ଦୂତୀ ଚାନ୍ଦ ପୁଣି ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଏକ ନୂତନ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ୨୦୦ମିଟର ଦୌଡକୁ ଦୂତୀ ଚାନ୍ଦ ୨୩.୧୭ ସେକେଣ୍ଡରେ…
ଅଧିକ ଖବର ଦେଖନ୍ତୁ...

ରସୁଣ ଦର ହେଲା ଆକାଶ ଛୁଆଁ

ନୂଆଦିଲ୍ଲୀ: ପିଆଜ ଓ ଟମାଟୋ ବା ବିଲାତିବାଇଗଣ ଦରକୁ ନେଇ ଲୋକମାନେ ଚିନ୍ତାରେ ପଡ଼ିଥିବା ବେଳେ ଏବେ ରସୁଣ ଦର ବି ଅକାଶ ଛୁଆଁ ହୋଇଛି। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ ରସୁଣ କିଲୋ ପିଛା ୩୦୦ଟଙ୍କାରେ ବିକ୍ରି ହେଉଛି। ରିଟେଲରେ ପ୍ରତିକିଲୋ ରସୁଣ ୨୫୦-୩୦୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଦୁଇ…
ଅଧିକ ଖବର ଦେଖନ୍ତୁ...