Daily Archives

October 14, 2019

‘ମୋ ସରକାର’କୁ ଆପଣାଇଥିବା ରାଜ୍ୟ ସରକାର ‘ଓଡ଼ିଶା ରାଇଟ୍ ଟୁ ପବ୍ଲିକ ସର୍ଭିସେସ୍ ଆକ୍ଟ’କୁ ଭୁଲିଗଲେ କି? ଜାଣନ୍ତୁ ଏହି…

ଭୁବନେଶ୍ୱର : ମୋ ସରକାର କାର୍ଯ୍ୟକ୍ରମ ଓ ୫-ଟିର ପ୍ରଣୟନକୁ ନେଇ ଏବେ ରାଜ୍ୟ ସରକାର ଆରମ୍ଭ କରିଦେଇଛନ୍ତି ବଡ ଧରଣର ଅଭିଯାନ । ସଚିବଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଦୃଢ ପଦକ୍ଷେପ ମଧ୍ୟ ନେଉଛନ୍ତି । ୫-ଟି ସଚିବଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଉଦ୍ୟମକୁ ବିରୋଧ କରିବାରୁ ପୀଡ଼ିତାଙ୍କୁ ନିର୍ମମ ଭାବେ ହତ୍ୟା କଲା ଅଭିଯୁକ୍ତ

ମୁଜାଫରନଗର : ଦୁଷ୍କର୍ମ ଭଳି ଅପରାଧକୁ ରୋକିବା ହେଲା କାଳ । ଅଭିଯୁକ୍ତକୁ ବିରୋଧ କରି ନିଜ ଇଜ୍ଜତ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହୋଇଥିଲେ ପୀଡ଼ିତା । ଶେଷରେ ତାଙ୍କୁ ନିଜର ଜୀବନ ହରାଇବାକୁ ପଡ଼ିଥିଲା । ବିରୋଧ ପ୍ରଦର୍ଶନକୁ ଦେଖି ଅଭିଯୁକ୍ତ ପୀଡ଼ିତାଙ୍କ ତଣ୍ଟି କାଟି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

୫ ଲକ୍ଷ ଦେଲେ ୫୦ କୋଟି ପାଇବେ,ଏଭଳି ଢଙ୍ଗରେ ଲୋକଙ୍କ ଠାରୁ ପ୍ରାୟ ୫ ହଜାର କୋଟି ଟଙ୍କା ଲୁଟି ନେଲା ମଲଟି ଲେଭଲ୍…

ଭୁବନେଶ୍ୱର : କିଛି ବର୍ଷରେ କୋଟିପତି ହେବାର ମୋହ ଦେଖାଇ ଜଣକୁ ଠକ । ସେ ଆଉଜଣକୁ ଠକୁ । ଏମିତି କାରବାର ଚଳାଇଥିଲା ମଲଟି ଲେଭଲ୍ ମାର୍କେଟିଂ କମ୍ପାନୀ “କ୍ୟୁନେଟ୍’’ । ୨୧ ବର୍ଷ ତଳେ ହଂକଂରେ ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ ଭାରତରେ ୮ ବର୍ଷ ତଳେ “ବିହାନ ଡାଇରେକ୍ଟ ସେଲିଂ କମ୍ପାନୀ’’…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ନିଜର ଫୋନ ବନ୍ଦ କରିବା ସହ ହୋଟେଲ ରୁମ୍‌ରେ ସମୟ କାଟିଲେ ଅଭିନେତ୍ରୀ ପୂଜା ହେଗ୍‌ଡେ

ମୁମ୍ବାଇ : ଚର୍ଚ୍ଚାରେ ହାଉସ୍‌ଫୁଲସ୍‌-୪ ଅଭିନେତ୍ରୀ ପୂଜା ହେଗ୍‌ଡେ । ଆଗରୁ  ଫିଲ୍ମ ପାଇଁ ସେ ଚର୍ଚ୍ଚାରେ ରହିଥିବା ବେଳେ ସେ କରିଥିବା ଅଜବ କାମ ଏବେ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ଅଭିନେତ୍ରୀଜଣକ ଗୋଟେ ଦିନ ନିଜର ଫୋନ ବନ୍ଦ କରିବା ସହ ଏକ ହୋଟେଲକୁ ଯାଇ ସମୟ କାଟିଥିଲେ । ଏଭଳି ତାଙ୍କର…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ଆଗରେ ସ୍ୱାମୀକୁ ଟାଣି ନେଇଗଲେ ଦୁର୍ବୃତ୍ତ, ଛାତିରେ ୬ଟି ଗୁଳି ଓ ଆଖିରେ ଏସିଡ୍‌ ପକାଇ କଲେ ହତ୍ୟା

ବେଗୁସରାଇ : ବିହାରର ବେଗୁସରାଇରେ ଏକ ହୃଦୟ ଥରାଇ ଦେବା ଭଳି ଘଟଣା ଘଟିଛି । ସ୍ତ୍ରୀ ଆଗରେ ସ୍ୱାମୀକୁ ଘରୁ ଟାଣି ନେବା ସହ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘରୁ ନେବାର ପରଦିନ ପୀଡ଼ିତଙ୍କ ମୃତଦେହକୁ ପୁଲିସ ଏକ ଧାନ…
ଅଧିକ ଖବର ଦେଖନ୍ତୁ...

‘ସା ରେ ଗା ମା ପା ଲିଟିଲ୍‌ ଚାମ୍ପ୍ସ’ର ବିଜେତା ହୋଇ ମଧ୍ୟ ବଦଭ୍ୟାସ ପାଇଁ ଅନ୍ଧାରକୁ ଠେଲି ହୋଇ ଯାଇଥିଲା…

ମୁମ୍ବାଇ : ଆରମ୍ଭ ହୋଇ ସାରିଛି ରିୟଲିଟି ସୋ’ 'ଇଣ୍ଡିଆନ୍‌ ଆଇଡୋଲ ସିଜିନ୍‌-୧୧' । ଏହି ସୋ’ରେ ଜଜ୍‌ ଭାବେ ନଜର ଆସିବେ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ୍‌,  ନେହା କକ୍କର ଓ ବିଶାଲ ଦଦ୍‌ଲାନୀ । ସୋ’ ଆରମ୍ଭରୁ ହିଁ ଅଡିସନ୍‌କୁ ଆସୁଥିବା ପ୍ରତିଯୋଗୀମାନଙ୍କୁ ନେଇ ସୋ’ଟି ଚର୍ଚ୍ଚାରେ ରହିଛି ।…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶର ଏହି ଗାଁରେ ଥିବା କୂଅରୁ ଆସୁଛି ହୃଦୟ ଥରାଇ ଦେବା ଭଳି ଶବ୍ଦ, ଥରୁଛି ଭୂମି ! ଚିନ୍ତାରେ ପଡ଼ିଲେଣି ଲୋକେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାରେ ଥିବା ପିପରୀ ଗାଁରେ ଏକ ଅଜବ ଘଟଣା ଘଟୁଥିବାର ଖବର ସାମ୍ନାକୁ ଆସୁଛି । ଗାଁରେ ଥିବା ଏକ କୂଅରୁ ଆସୁଥିବା ଶବ୍ଦ ପାଇଁ ଏବେ ଲୋକେ ନିଜ ଘର ଛାଡ଼ି ବାହାରକୁ ଚାଲି ଯାଉଥିବା ଜଣାପଡ଼ିଛି । କୂଅଟି ଅତି ପୁରୁଣା ହୋଇଥିବା ବେଳେ ପୂର୍ବରୁ ଏଭଳି କେବେ ବି…
ଅଧିକ ଖବର ଦେଖନ୍ତୁ...

ଟୁଇଟ୍‌ରରେ ୩୯ ମିଲିୟନ୍‌ରେ ପହଞ୍ଚିଲା କିଙ୍ଗ୍‌ ଖାନ୍‌ଙ୍କ ଫଲୋୟର୍ସ ସଂଖ୍ୟା, ଛୁଟିଲା ଶୁଭେଚ୍ଛାର ସୁଅ

ମୁମ୍ବାଇ : ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ବା ବାଦ୍‌ଶାହା ଭାବେ ଲୋକପ୍ରିୟ ଅଭିନେତା ଶାହାରୁଖ୍‌ ଖାନ୍‌ ଏବେ ଆଉ ଏକ ସଫଳତା ହାସଲ କରିଛନ୍ତି । ଫିଲ୍ମ ଜରିଆରେ ଅସଲ ରୋମାନ୍ସ କ’ଣ, ତାହା ନିଜ ପ୍ରଶଂସକମାନଙ୍କୁ ଜଣାଇବା ସହ ଏବେ ବି ନିଜ ପ୍ରଶଂସକଙ୍କ ମନରେ ରାଜ୍‌ କରୁଛନ୍ତି ଶାହାରୁଖ୍‌ । ଏତେ…
ଅଧିକ ଖବର ଦେଖନ୍ତୁ...

ଏହି ମଦ୍ରାସାରେ ଗାଈଙ୍କ ଯତ୍ନ ନିଅନ୍ତି ଶତାଧିକ ଛାତ୍ର

ଭୋପାଳ: ଦେଶରେ ଗାଈ ନାମରେ ରାଜନୀତି ହେଉଥିବାର ଆପଣ ଶୁଣିଥିବେ | କିନ୍ତୁ ଏବେ ଏହି ଗାଈ ରାଜନୀତିଠାରୁ ଊର୍ଧ୍ୱରେ ଏକ ଭଲ ଖବର ସାମ୍ନାକୁ ଆସିଛି | ମଧ୍ୟପ୍ରଦେଶର ଭୋପାଳରେ ଏମିତି ଏକ ମଦ୍ରାସା ରହିଛି ଯେଉଁଠାରେ ମୁସଲିମ ଛାତ୍ରମାନେ କେବଳ ପାଠ ପଢିନଥାନ୍ତି ବରଂ ଏଠାରେ ଥିବା ଗୋଶାଳାରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲି ଉଦଘାଟନ ହେବ ନୟାଗଡ଼-ଭୁବନେଶ୍ୱର ସେବା ସର୍ଭିସ ଟ୍ରେନ

ଭୁବନେଶ୍ୱର : ଦେଶର ଛୋଟ ଛୋଟ ସହରକୁ ବଡ଼ ସହର ସହ ଯୋଡିବା ଲକ୍ଷ୍ୟରେ ରେଳ ମନ୍ତ୍ରାଳୟ ଆସନ୍ତା କାଲି (ମଙ୍ଗଳବାର) ଦିନ ୧୦ଟି ସେଓ୍ଵା ସର୍ଭିସ ଟ୍ରେନ ଚଳାଳଳ ଆରମ୍ଭ କରିବ । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାକୁ ଆରମ୍ଭ କରିବେ । ଏହି ୧୦ ଟି ଟ୍ରେନ ମଧ୍ୟରେ ରହିଛି ନୟାଗଡ଼-ଭୁବନେଶ୍ୱର…
ଅଧିକ ଖବର ଦେଖନ୍ତୁ...