Daily Archives

October 14, 2019

ମିଟର ଟାମ୍ପରିଂ କରି ଫସିଲେ ୨ ସେସୁ ଅଧିକାରୀ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ପାୱାରହାଉସ କଲୋନୀରେ ଥିବା ସରକାରୀ କ୍ବାର୍ଟରରେ  ମିଟର ଟାମ୍ପରିଂ କରି ଫସିଛନ୍ତି ସେସୁର ୨ ଅଧିକାରୀ । ଆଜି ସରପ୍ରାଇଜ୍‌ ଚେକିଂ ବେଳେ ଏହି ୨ ଅଧିକାରୀ ଧରାପଡିଛନ୍ତି । ସେସୁ ପକ୍ଷରୁ ଏମାନଙ୍କ ବିରୋଧରେ ୨ଟି ମାମଲା ରୁଜୁ କରାଯିବା ସହ ୪୫ ହଜାର ୨୦୦ ଟଙ୍କା…
ଅଧିକ ଖବର ଦେଖନ୍ତୁ...

କେବେ କରୀନା ବନିବେ ତୁମ ନଣଦ? କରଣଙ୍କ ଏଭଳି ପ୍ରଶ୍ନ ଶୁଣି କରୀନା ଖୁସି ହେବା ବେଳେ ନିରାଶଜନକ ଉତ୍ତର ରଖିଲେ ଆଲିଆ

ମୁମ୍ବାଇ : ବର୍ଷ ଆରମ୍ଭରୁ ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ଦୁହେଁ କେବେ ପରସ୍ପରର ହାତ ଧରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । ପ୍ରଥମେ ଦୁହେଁ ପ୍ରେମ ସଂପର୍କରେ ଥିବା ନେଇ ଅସ୍ୱୀକାର କରୁଥିବା ବେଳେ ପରେ ଅନେକ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବାକୁ ଭାରତ ଉଦ୍ୟମ କରୁଛି : ପାକ ବୈଦେଶିକ ମନ୍ତ୍ରୀ

ଇସ୍ଲାମାବାଦ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ ସୋମବାରଦିନ କହିଛନ୍ତି ଯେ ଭାରତ ଚାହୁଁଛି ପାକିସ୍ତାନ ଏଫଏଟିଏଫ ଦ୍ୱାରା କଳାତାଲିକାଭୁକ୍ତ ହେଉ । ଏଥିପାଇଁ ଭାରତ ସବୁପ୍ରକାରର ସ୍ତରରେ ଲବି କରୁଛି, ବିଭିନ୍ନ ଦେଶଙ୍କ ସହାୟତା ଲୋଡୁଛି । ସୂଚନାଯୋଗ୍ୟ ଯେ ସୋମବାରଠାରୁ…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାରେ ବଡ଼ ବଡ଼ ନେତାଙ୍କୁ ପଛରେ ପକାଇଥିଲେ ମଧ୍ୟ ଏହି ଦୁଇ ଅଭିନେତ୍ରୀଙ୍କ ପଛରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କାମ ସହ ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ସକ୍ରିୟ । ସୋସିଆଲ ମିଡିଆ ଜରିଆରେ ସେ ନିଜର ଫଟୋ ସହ ନିଜର ମନର କଥା ମଧ୍ୟ ଲୋକଙ୍କୁ ଜଣାଇଥାନ୍ତି । କିଛି ଦିନ ତଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାରେ ତାଙ୍କ ଫଲୋର୍ସ ସଂଖ୍ୟା ୩୦ମିଲିୟନ…
ଅଧିକ ଖବର ଦେଖନ୍ତୁ...

ବାୟୁସେନା ହେଲିକାପ୍ଟର ଖସାଇବା ଘଟଣା : ୬ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା ଭାରତୀୟ ବାୟୁସେନା,…

ନୂଆଦିଲ୍ଲୀ : ଫେବ୍ରୁଆରୀ ୨୭ରେ ନିଜ ହେଲିକାପ୍ଟରକୁ ଗୁଳିକରି ଖସାଇଦେବା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ବାୟୁସେନା । ଏହି ଘଟଣାରେ ସଂପୃକ୍ତ ୬ ଜଣ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରାଯାଇଛି । ଏମାନଙ୍କ ମଧ୍ୟରୁ ୨ ଜଣ ଅଫିସରଙ୍କୁ କୋର୍ଟ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ; ବିଜୁ ଯୁବ ବାହିନୀ ସ୍ବେଚ୍ଛାସେବୀ ବାଣ୍ଟିବେ ଟ୍ରାଫିକ ସଚେତନତା ବାର୍ତ୍ତା

ଭୁବନେଶ୍ବର: ଓଡ଼ିଶାର ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ଏବଂ ନିରା ପଦ ଗାଡ଼ିଚାଳନା ସଂ ପର୍କିତ ସଚେତନ କରିବା ଉଦ୍ଦେଶ୍ୟରେ ବିଜୁ ଯୁବବାହିନୀ ପକ୍ଷରୁ "ରକ୍ଷକ' କାର୍ଯ୍ୟକ୍ରମ ସ୍ଥାନୀୟ ଏଜି ଛକଠାରେ ଶୁଭାରମ୍ଭ ହୋଇଛିା ରାଜଧାନୀ ଭୁବନେଶ୍ୱରର ୨୦ଟି ପ୍ରମୁଖ ଟ୍ରାଫିକ୍ ଛକ ସହ ସାରା ରାଜ୍ୟରେ ଏହି…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ମିଶିବେ କି ଦାଦା ! ଏପରି କିଛି କହିଲେ ଅମିତ ଶାହା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ବିସିସିଆଇର ସଭାପତି ବନିବା ଏକପ୍ରକାର ସ୍ଥିର ହୋଇଛି। ଏ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ବିସିସିଆଇ ଅଧ୍ୟକ୍ଷ ହେବା ନେଇ ଗାଙ୍ଗୁଲିଙ୍କ ସହ ବିଜେପିର …
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଖୁସି ଭରା ରହିବ। କ୍ୟାରିୟର ସ˚କ୍ରାନ୍ତରେ କିଛି ଭଲ ହୋଇପାରେ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ସ˚ପର୍କୀୟମାନଙ୍କର ଘରକୁ ଆସିବା-ଯିବା ଲାଗି ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ହରିଶଙ୍କର। ବୃଷ: ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। କ୍ୟାରିୟର…
ଅଧିକ ଖବର ଦେଖନ୍ତୁ...

ନୋବେଲ ପୁରସ୍କାର ପାଇଁ ଅଭିଜିତଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ-ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତବର୍ଷର ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଭାରତୀୟ-ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ | ଯାହାକୁ ନେଇ ଅଭିଜିତଙ୍କୁ ଏବେ ଅଭିନନ୍ଦନର ସୁଅ ଛୁଟିଛି | ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ…
ଅଧିକ ଖବର ଦେଖନ୍ତୁ...

ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ଚଢ଼ାଉ; ଦୁଇଟି ସ୍ଥାନରୁ ୨୨ଗିରଫ, ୧ଲକ୍ଷ ୭ଶହ ଟଙ୍କା ସହ ୮ ମୋବାଇଲ ଜବତ

ଘୁ.ଉଦୟଗିର: କୁମାର ପୂର୍ଣ୍ଣିମା ପାଇଁ ସାରା ସହର ଚଳ ଚଞ୍ଚଳ ଥିବାବେଳେ ଗଳି କନ୍ଦିରେ ଡାବାଲି ଖେଳ ସହିତ ତାସ ଖେଳ ବି ଚାଲିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ସହରର ପ୍ରାୟ ଦଶଟି ସ୍ଥାନରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। କେଉଁଠି ମହିଳା ଖେଳୁଥିଲେ ତ କେଉଁଠି ଛୋଟ ଛୋଟ ପିଲା ଖେଳୁଥିଲେ।…
ଅଧିକ ଖବର ଦେଖନ୍ତୁ...