Daily Archives

October 15, 2019

ଜାହ୍ନବୀଙ୍କ ଖୁଲାସା: ଭଲ ଅଭିନେତ୍ରୀ ହେବା ପାଇଁ ମୋତେ ଏହି ସବୁ ଜିନିଷ ଶିଖାଇଥିଲେ ମା’

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ମାମି ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚିଥିବା ବେଳେ ନିଜ ମା’ଙ୍କୁ ନେଇ ଅନେକ ଖୁଲାସା କରିଥିଲେ । ହିନ୍ଦି ସିନେମା ଓ ଜଣେ ଭଲ ଅଭିନେତ୍ରୀ ହେବା ପାଇଁ କେଉଁ ସବୁ ଗୁଣ ରହିବା ଦରକାର ସେ ବିଷୟରେ ଜାହ୍ନବୀ ଆଲୋଚନା କରିଥିଲେ । ବଲିଉଡ୍‌ରେ କ୍ୟାରିୟର…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ମୋବାଇଲ କଂଗ୍ରେସରେ ଜିଓ ଓ ସାମସଙ୍ଗ ପ୍ରଦର୍ଶନ କଲେ ୫ଜି ଓ ଏଲଟିଇ ଟେକନଲୋଜୀ

ନୂଆଦିଲ୍ଲୀ : ଅତ୍ୟାଧୁନିକ ତଥା ପରବର୍ତ୍ତୀ ପିଢ଼ି ଜ୍ଞାନକୌଶଳ ବ୍ୟବହାର କରି ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍(ଜିଓ) ଏବଂ ସାମସଙ୍ଗ୍ ଇଲେକ୍ଟ୍ରୋନିକ୍ସ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ମୋବାଇଲ କଂଗ୍ରେସ(ଆଇଏମ୍ସି) ୨୦୧୯ରେ ରିଅଲ୍-ୱାର୍ଲଡ ୟୁଜ୍ କେସ୍ ପ୍ରଦର୍ଶନ କରିଛନ୍ତି । ଡିଜିଟାଲ…
ଅଧିକ ଖବର ଦେଖନ୍ତୁ...

ବିଚିତ୍ର ଦୁର୍ଘଟଣା! ଚଳନ୍ତା କାର୍‌ ଉପରେ ହଠାତ୍‌ ବଡ଼ ପଥର ଖସି ପଡ଼ିବାରୁ ପ୍ରାଣ ହରାଇଲେ ବ୍ୟାଙ୍କ ମ୍ୟାନେଜର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଚଳନ୍ତା କାର୍‌ ଉପରେ ଏକ ବଡ଼ ପଥର ଖସି ପଡ଼ିବାରୁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି । ଉପରୁ ଖସିଥିବା ପଥରଟି କାର୍‌ର ଉପର ଅଂଶ ଭାଙ୍ଗି ଭିତରକୁ ପଶିବା ସହ ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ଯାଇ ବାଜିଥିଲା…
ଅଧିକ ଖବର ଦେଖନ୍ତୁ...

ଆୟୁଷ୍ମାନ ଭାରତ ହିତାଧିକାରୀ ସଂଖ୍ୟା ୫୦ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଆୟୁଷ୍ମାନ ଭାରତ ଯୋଜନା ଏକ ବଡ ସଫଳତା ହାସଲ କରିଛି । ଏହି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ୫୦ ଲକ୍ଷରୁ ଊର୍ଦ୍ଧ୍ଵ ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଆୟୁଷ୍ମାନ ଭାରତର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଏକ…
ଅଧିକ ଖବର ଦେଖନ୍ତୁ...

କଫିନ୍‌ ଭିତରୁ ଶୁଭିଲା ମୃତ ବ୍ୟକ୍ତିଙ୍କ ସ୍ୱର! ମୋତେ ପଦାକୁ ବାହାର କର, ଭିତରେ ବହୁତ ଅନ୍ଧାର…

ନୂଆଦିଲ୍ଲୀ : ଆୟରଲ୍ୟାଣ୍ଡର କିଲକେନିରେ ଏକ ଅଜବ ଘଟଣା ଘଟିଛି । କଫିନ୍‌ ଭିତରେ ରଖାଯାଇଥିବା ଶବ ହଠାତ୍‌ କଥା କହି ଉଠିବାରୁ ଉପସ୍ଥିତ ଥିବା ସବୁ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପ୍ରଥମେ କେହି କିଛି ବୁଝି ପାରୁ ନଥିଲେ ମଧ୍ୟ ପରେ ଘଟଣାଟି ସ୍ପଷ୍ଟ ହୋଇଥିଲା । କିଛି ଲୋକେ ମୃତ ଶାୟ…
ଅଧିକ ଖବର ଦେଖନ୍ତୁ...

ଆଲିଆଙ୍କ ସହ କାମ କରିବାକୁ ଚାହୁଁ ନାହାନ୍ତି ରଣବୀର!

ମୁମ୍ବାଇ : ଚଳିତ ବର୍ଷ ଫେବୃଆରି ୧୪ରେ ରିଲିଜ୍‌ ହୋଇଥିଲା ଫିଲ୍ମ ଗଲି ବଏ । ଯେଉଁଥିରେ ଏକା ସାଙ୍ଗରେ ନଜର ଆସିଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର ସିଂହ । ଦୁହିଁଁଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିବା ସହ ବକ୍ସ ଅଫିସରେ ଫିଲ୍ମଟି ସୁପରହିଟ୍‌ ହୋଇଥିଲା । ଫିଲ୍ମ ସହ…
ଅଧିକ ଖବର ଦେଖନ୍ତୁ...

ପରସ୍ପରକୁ ଚୁମ୍ବନ ଦେଉଥିବା ବେଳେ ସ୍ତ୍ରୀର ଜିଭ କାଟିଦେଲା ସ୍ୱାମୀ !

ଅହମଦାବାଦ୍‌ : ଗୁଜୁରାଟର ଜୁହୁପ୍ରରେ ଏକ ଅଜବ ଘଟଣା ଘଟିଛି । ଚୁମ୍ବନ ଦେଉଥିବା ସମୟରେ ଜିଭ ଫସିଯିବାରୁ ସ୍ୱାମୀ ନିଜ ସ୍ତ୍ରୀର ଜିଭ କାଟିଦେବା ଭଳି ଅଜବ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାଟି ପୂର୍ବ ସପ୍ତାହରେ ଘଟିଥିବା ବେଳେ ପୁଲିସ ଅଭିଯୁକ୍ତ ଅୟୁବ ମନ୍‌ସୁରଙ୍କୁ ଗିରଫ କରି…
ଅଧିକ ଖବର ଦେଖନ୍ତୁ...

ବିଫଳତା ପରେ ମଧ୍ୟ ଗୋଟିଏ ଅଧ୍ୟାୟ ପାଇଁ ଏତିକି କୋଟି ଟଙ୍କା ନେଉଛନ୍ତି କମେଡି କିଙ୍ଗ୍‌ କପିଲ ଶର୍ମା

ମୁମ୍ବାଇ : ଭାରତର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ପେସାଦାର ଜୀବନ ସବୁବେଳେ ଚର୍ଚ୍ଚାରେ ରହିଥାଏ । କିଛି ବର୍ଷ ମଧ୍ୟରେ ତାଙ୍କର ଲୋକପ୍ରିୟ ହେବା ଓ ପରେ ଏକ ବର୍ଷ ପାଇଁ ପରଦାରୁ ନିଜକୁ ଦୂରେଇ ଦେବା ଭଳି କାମ କପିଲ ଶର୍ମା କରି ସାରିଛନ୍ତି । ଗୋଟେ ସମୟରେ ତାଙ୍କ କମେଡିକୁ ଲୋକେ…
ଅଧିକ ଖବର ଦେଖନ୍ତୁ...

ପେଟରେ ଯନ୍ତ୍ରଣା ସମସ୍ୟା ନେଇ ଆସିଥିବା ଦୁଇ ଯୁବକଙ୍କୁ ଏହି ପରୀକ୍ଷା କରିବାକୁ କହି ବିବାଦରେ ଝାଡ଼ଖଣ୍ଡ ଡାକ୍ତର

ରାଞ୍ଚି : ପୂର୍ବରୁ ନିଜର ଅଜବ କାମ ପାଇଁ ବିବାଦରେ ଛନ୍ଦି ହୋଇ ସାରିଛନ୍ତି ଝାଡ଼ଖଣ୍ଡର ଜନୈକ ସରକାରୀ ଡାକ୍ତର । ଏବେ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । କିଛି ଦିନ ତଳେ ଜଣେ ଡାକ୍ତର ରୋଗୀଙ୍କୁ ପେଟର ଯନ୍ତ୍ରଣା ପାଇଁ କଣ୍ଡୋମ ବ୍ୟବହାର କରିବାକୁ କହିଥିବା ବେଳେ ଏବେ ଝାଡ଼ଖଣ୍ଡର ଚତ୍ରା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଭାବନା ଉପରେ ନିୟନ୍ତ୍ରଣ ରଖିବା ପାଇଁ କହିଲେ ବୌଦ୍ଧ ଧର୍ମଗୁରୁ…

ନୂଆଦିଲ୍ଲୀ : ମଙ୍ଗଳବାର ବୌଦ୍ଧ ଧର୍ମଗୁରୁ ଦଲାଇଲାମା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଏକ ଉପଦେଶ ଦେଇଛନ୍ତି । ଭାବନା ଉପରେ ନିୟନ୍ତ୍ରଣ ରଖିବା ଓ ଶାନ୍ତି ପ୍ରତିଷ୍ଠା ପାଇଁ ଯଥାର୍ଥବାଦୀ ଦୃଷ୍ଟିକୋଣ ଆପଣାଇବା ପାଇଁ ଇମ୍ରାନ୍‌ ଖାନ୍‌ଙ୍କୁ କହିଛନ୍ତି ଧର୍ମଗୁରୁ ଦଲାଇଲାମା ।…
ଅଧିକ ଖବର ଦେଖନ୍ତୁ...