Daily Archives

October 16, 2019

ଚୋରି କରିବା ଉଦ୍ଦେଶ୍ୟରେ ଗାଡ଼ିର କାଚ ଭାଙ୍ଗୁଥିବା ବେଳେ ଚୋର ମୁହଁରେ ଆସି ବାଜିଲା ଇଟା, ତା’ପରେ କ’ଣ ଘଟିଲା ଦେଖନ୍ତୁ

ନୂଆଦିଲ୍ଲୀ : ପୂର୍ବରୁ ସୋସିଆଲ ମିଡିଆରେ ଅନେକ ଅଜବ ଅଜବ ଭିଡିଓ ଭାଇରାଲ ହୋଇଛି । ସେ ମଧ୍ୟରୁ କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ତ କିଛି ଲୋକଙ୍କୁ ହସାଇଛି । ଠିକ୍‌ ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଚୋରି କରିବାକୁ ଆସିଥିବା ଜଣେ ଚୋରର ଅବସ୍ଥା କ’ଣ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଇଣ୍ଡିଆନ୍‌ ଆଇଡଲର ଗୋଟେ ଅଧ୍ୟାୟ ପାଇଁ କେତେ ଟଙ୍କା ନେଉଛନ୍ତି ନେହା କକ୍କର?

ମୁମ୍ବାଇ : ରିୟାଲିଟି ସୋ’ ଇଣ୍ଡିଆନ୍‌ ଆଇଡଲର ସିଜିନ୍‌-୧୧ ଆରମ୍ଭ ହୋଇ ସାରିଛି । ଚଳିତ ବର୍ଷ ଏହି ସୋ’କୁ ଜଜ୍‌ କରୁଛନ୍ତି କଣ୍ଠଶିଳ୍ପୀ ନେହା କକ୍କର, ବିଶାଲ ଦାଦ୍‌ଲାନୀ ଓ ଅନୁ ମଲ୍ଲିକ୍‌। କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ସୋ’ରେ ଉପସ୍ଥାପକର ଦାୟିତ୍ୱ ତୁଲାଉଛନ୍ତି । ସୋ’ ଆରମ୍ଭ ହୋଇ…
ଅଧିକ ଖବର ଦେଖନ୍ତୁ...

ଏକା ସାଙ୍ଗରେ ଦୁଇ ଦୁଇ ଥର ଗାଡ଼ି ଧକ୍କା ହେବା ପରେ ମଧ୍ୟ ବଞ୍ଚିଗଲେ ମହିଳା, ଭିଡିଓରେ ଦେଖନ୍ତୁ ସେ ସମୟର ହୃଦୟ ଥରାଇବା…

ନୂଆଦିଲ୍ଲୀ : ଚୀନ୍‌ରେ ଜଣେ ମହିଳାଙ୍କ ସହ ଘଟିଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇ ଦୁଇ ଥର ଗାଡ଼ି ଧକ୍କା ହେବା ପରେ ମଧ୍ୟ ମହିଳାଜଣଙ୍କ ଜୀବିତ ରହିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିଡିଓରେ ମହିଳାଙ୍କୁ ଏକ ଟାକ୍ସି ଆସି ଧକ୍କା ଦେବା ପରେ ସେ…
ଅଧିକ ଖବର ଦେଖନ୍ତୁ...

ରିଲିଜ୍‌ ପୂର୍ବରୁ ବିବାଦରେ ‘ବାଲା’ : ଫିଲ୍ମର ଦୃଶ୍ୟ ଓ ପରିକଳ୍ପନା ଚୋରାଇଥିବାର ଅଭିଯୋଗ ଆଣିଲେ ଫିଲ୍ମ ‘ଉଜଡା ଚମନ୍’ର…

ମୁମ୍ବାଇ : ମଣିଷର କେଶ ଝଡ଼ିବା ସମସ୍ୟାକୁ ନେଇ ତିଆରି ହୋଇଥିବା ଫିଲ୍ମ ବାଲା ରିଲିଜ୍‌ ପୂର୍ବରୁ ହିଁ ବିବାଦରେ ଛନ୍ଦି ହୋଇଛି । ରିଲିଜ୍‌ ପୂର୍ବରୁ ସମାନ କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଉଜଡା ଚମନ’ର ନିର୍ଦ୍ଦେଶକଙ୍କ ବାପା ଫିଲ୍ମ ‘ବାଲା’ ଉପରେ ଦୃଶ୍ୟ ଓ ଆଇଡିଆ ଚୋରାଇଥିବାର ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା : ଗୁଣ ସାଗର ହତ୍ୟାକାଣ୍ଡର ୨ ହତ୍ୟାକାରୀଙ୍କୁ ଗିରଫ କଲା ପୁଲିସ

ଝାରସୁଗୁଡ଼ା : ଗତ ୬ ତାରିଖ ଦିନ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ତିହାଡ଼ିପାଲି ନିକଟରେ ଘଟିଥିବା ଏକ ହତ୍ୟାକାଣ୍ଡର ଦୁଇ ଆସାମୀଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୁଲିସ ସୂଚନା ଦେଇଛି। ଆଜି ଏସ୍ଡ଼ିପିଓ କୈଳାଶ ଆଚାର୍ଯ୍ୟ ଏକ…
ଅଧିକ ଖବର ଦେଖନ୍ତୁ...

ରେଳ ଧାରଣାରେ ହାତୀକୁ ଦେଖି ଜରୁରୀକାଳୀନ ବ୍ରେକ୍‌ ଦବାଇ ଟ୍ରେନ ଅଟକାଇଲେ ଚାଳକ, ଭିଡିଓ ଭାଇରାଲ ପରେ ପ୍ରଶଂସା କରିବାରେ…

କୋଲକାତା : କିଛି ଦିନ ତଳେ ପଶ୍ଚିମବଙ୍ଗରେ ଏକ ହାତୀ କ୍ଷତାକ୍ତ ଅବସ୍ଥାରେ ରେଳ ଧାରଣାରେ ପଡ଼ିଥିବାର ଦେଖାଯାଇଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ହାତୀ ଶରୀରରେ ଅନେକ ଆଘାତ ଲାଗିଥିବା ଦେଖାଯାଇଥିଲା । ଆଘାତ ପାଇଁ ହାତୀଟି ଠିକ୍‌ ଭାବରେ ଉଠି ନ ପାରିବା ସହ ଏଭଳି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମର ଅଭିଯୋଗ ଆଣିଥିବା ମହିଳାଙ୍କୁ ବିବାହ କଲେ ମାଜିଷ୍ଟ୍ରେଟ୍‌

ଗୋରଖପୁର : ଉତ୍ତରପ୍ରଦେଶର ଜଣେ ସବ୍‌ ଡିଭିଜିନାଲ ମାଜିଷ୍ଟ୍ରେଟ୍‌ଙ୍କ କାମ ଏବେ ଚର୍ଚ୍ଚାରେ ରହିଛି । ତାଙ୍କ ଉପରେ ଯେଉଁ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ, ତାଙ୍କୁ ବିବାହ କରିବା ପରେ ଖବରଟି ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ୪ବର୍ଷ ପର୍ଯ୍ୟନ୍ତ ଯେଉଁ କାମ କରିବାକୁ ପଛାଉ ଥିଲେ,…
ଅଧିକ ଖବର ଦେଖନ୍ତୁ...

ବିଡିଏର ବଡ ଘୋଷଣା, ଏଣିକି ଦେବାକୁ ପଡିବ ନାହିଁ ପାର୍କିଂ ଫି

ଭୁବନେଶ୍ୱର: ପାର୍କିଂ ଫି ବନ୍ଦ ନେଇ ବିଡିଏ ପକ୍ଷରୁ ଜାରିହେଲା ନୋଟିସ । ଏଣିକି ସପିଂମଲ, କମର୍ସିଆଲ ବିଲ୍ଡିଂ, ହସ୍ପିଟାଲ ଭଳି ସ୍ଥାନ ମାନଙ୍କରେ ପାର୍କିଂ କଲେ ଦେବାକୁ ପଡିବନାହିଁ କୌଣସି ଶୁଳ୍କ । ଯଦି କେହି ଏହି ଆଇନକୁ ଉଲଙ୍ଘନ କରି ପାର୍କିଂ ଫି ଆଦାୟ କରନ୍ତି ତେବେ ତାଙ୍କ ଉପରେ ଦୃଢ…
ଅଧିକ ଖବର ଦେଖନ୍ତୁ...

ବିଗ୍‌ ବସ୍‌ ପରେ ପୁଣି ସାଥୀରେ ନଜର ଆସିବେ ଭଜନ ସମ୍ରାଟ ଅନୁପ ଜଲୋଟା-ଜସ୍‌ଲୀନ୍‌ ମଥାରୁ

ମୁମ୍ବାଇ : ବିଗ୍‌ ବସ୍‌ ସିଜିନ୍‌-୧୨ରେ ସାଥୀରେ ଘରକୁ ପ୍ରବେଶ କରି ଚର୍ଚ୍ଚାରେ ରହିଥିଲେ ଭଜନ ସମ୍ରାଟ ଅନୁପ ଜଲୋଟା ଓ ଜସ୍‌ଲୀନ୍‌ ମଥାରୁ । ସୋ’କୁ ପ୍ରବେଶ କରିବା ପରେ ପରେ ଦୁହେଁ ପରସ୍ପରକୁ ପ୍ରେମ କରୁଥିବା ନେଇ ଚର୍ଚ୍ଚା ହେବା ପରେ ଜସ୍‌ଲୀନ୍‌ ମୋର କେବଳ ଜଣେ ଛାତ୍ରୀ ବୋଲି କହିଥିଲେ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କ ଆକ୍ରମଣରେ ପଞ୍ଜାବ ଫଳ ବ୍ୟବସାୟୀଙ୍କର ମୃତ୍ୟୁ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଫଳ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି | ଏହି ଦୁଇ ଫଳ ବ୍ୟବସାୟୀ ପଞ୍ଜାବର ହୋଇଥିବାବେଳେ ଜମ୍ମୁକାଶ୍ମୀରରେ ସେଓ ବ୍ୟବସାୟ କରୁଥିଲେ | ଦୁଇ ବ୍ୟବସାୟୀଙ୍କ ନାମ ଚରଣଜିତ ସିଂ ଓ ସଂଜୀବ ବୋଲି…
ଅଧିକ ଖବର ଦେଖନ୍ତୁ...