Daily Archives

October 16, 2019

‘ପରଦେଶୀ’ର ସମ୍ବଲପୁରୀ ଭର୍ସନ ଗାଇ ଚର୍ଚ୍ଚାରେ ଚିଠି ମଣିଷ

ସୋହେଲା(ବରଗଡ଼): ଘର ଆଯା ପରଦେଶୀ | ବଲିଉଡ ଫିଲ୍ମ 'ଗଦର'ର ଏହି ଚର୍ଚିତ ଗୀତର ସମ୍ବଲପୁରୀ ଭର୍ସନ ଗାଇଛନ୍ତି ବରଗଡ଼ ସୋହେଲାର ଯୁବକ ଆଶିଷ କୁମ୍ଭାର | ୨୦୦୧ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଗଦରରେ ମୁଖ୍ୟ ଭୂମିକାରେ ସନ୍ନି ଦେଓଲଙ୍କ ସହ ଅମିଶା ପଟେଲ ଓ ଅମରିଶ ପୁରୀ ଅଭିନୟ କରିଥିଲେ |…
ଅଧିକ ଖବର ଦେଖନ୍ତୁ...

ସେନା ଯୁଦ୍ଧାସ୍ତ୍ରରେ ସାମିଲ ହେଲା ଆମେରିକା ନିର୍ମିତ ସର୍ବାଧୁନିକ କମାଣ; ସୀମା ଆରପଟେ ଲୁଚିଥିବା ଆତଙ୍କବାଦୀଙ୍କୁ…

ନୂଆଦିଲ୍ଲୀ: ଆମେରିକା ଦ୍ୱାରା ନିର୍ମିତ ଏକ ସର୍ବାଧୁନିକ କମାଣକୁ ଭାରତୀୟ ସେନା ଆଜି ନିଜ ଯୁଦ୍ଧାସ୍ତ୍ରରେ ସାମିଲ କରାଇଛି। ଏହି କମାଣ (ଏକ୍ସକାଲିବର ଆର୍ଟିଲାରି)ର ବିଶେଷତ୍ୱ ହେଲା ଲକ୍ଷ୍ୟଭେଦ କରିବାରେ ଏହାର କ୍ଷମତା ହେଉଛି ଶତ ପ୍ରତିଶତ। ଆଉ ଏହା ହେଉଛି ଏକ ଲେଜର ଗାଇଡେଡ୍‌ ବା ଜିପିଏସ୍‌…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ବ୍ୟବସାୟରେ କିଛି ଲୋକଙ୍କଠାରୁ ସାହାଯ୍ୟ ମିଳିବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଆପଣ ଖୋଦ୍‌କୁ ଊର୍ଜାବାନ…
ଅଧିକ ଖବର ଦେଖନ୍ତୁ...

ଗୋଏୟାରର ଦୀପାବଳି ଅଫର୍: ୧୨୯୬ ଟଙ୍କାରେ ଭୁବନେଶ୍ୱରରୁ ବିଦେଶକୁ ବିମାନ ସେବା !

ମୁମ୍ବାଇ: ଦୀପାବଳିକୁ ଆଖି ଆଗରେ ରଖି ଗୋଏୟାର ପକ୍ଷରୁ ବମ୍ପର ଅଫର ଘୋଷଣା କରାଯାଇଛି | ଘୋଷଣା ହୋଇଥିବା ନୂଆ ପ୍ଲାନ ମୁତାବକ ଆପଣ ମାତ୍ର ୧୨୯୬ ଟଙ୍କାରେ ଆପଣ ଦେଶ ଭିତରେ ଯେ କୌଣସି ସ୍ଥାନକୁ ଯାଇପାରିବେ | ସେହିଭଳି ଆଉ କିଛି ଅଧିକ ଟଙ୍କା ଦେଲେ ଆପଣ ବିଦେଶକୁ ମଧ୍ୟ ଯାତ୍ରା କରିପାରିବେ |…
ଅଧିକ ଖବର ଦେଖନ୍ତୁ...

ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟ ହାଉସରେ ମହିଳା ଭିଏଲଡବ୍ଲୁଙ୍କ ସନ୍ଦେହଜନକ ମୃତ୍ୟୁ

ଯାଜପୁର/ଧର୍ମଶାଳା : ଧର୍ମଶାଳା ବ୍ଲକ୍‌ର ହରିଦାସପୁର ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍‌ରୁ ଆଜି ଅପରାହ୍ନରେ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କର ଅସ୍ୱଭାବିକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଭିଏଲଡବ୍ଲୁ…
ଅଧିକ ଖବର ଦେଖନ୍ତୁ...

ମୁଁ ମଧ୍ୟ ଅନ୍ୟ ସମସ୍ତଙ୍କ ଭଳି, ମାତ୍ର ଅନ୍ୟମାନଙ୍କ ଅପେକ୍ଷା ମୁଁ ମୋ ଭାବପ୍ରବଣତାକୁ ଅଧିକ ଆୟତ୍ତ କରିପାରେ : ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବୁଧବାର କହିଛନ୍ତି ‘ମୁଁ ସମସ୍ତଙ୍କ ପରି ମାତ୍ର ମୁଁ ଅନ୍ୟମାନଙ୍କ ଅପେକ୍ଷା ମୋ ଭାବପ୍ରବଣତାକୁ ବେଶି ଆୟତ୍ତ କରିପାରେ।’ ଭାରତୀୟ କ୍ରିକେଟ୍‌ ଟିମ୍‌ର ‘କ୍ୟାପ୍‌ଟେନ୍‌ କୁଲ୍‌’ଙ୍କ ମତରେ ସମସ୍ୟାକୁ ଦେଖି…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରେ ଭାସି ଯାଉଥିବା ୪ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ: ବୁଧବାର ଅପରାହ୍ନରେ ବଙ୍ଗୀୟ ପର୍ଯ୍ୟଟକମାନେ ପୁରୀ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରକୁ ଗାଧେଇବାକୁ ଯାଇଥିଲେ। ଗାଧୋଉ ଥିବା ସମୟରେ ଅସାବଧାନତା ହେତୁ ଜଣେ ମହିଳାଙ୍କ ସମେତ ୩ ଜଣ ବଙ୍ଗୀୟ ପର୍ଯ୍ୟଟକ ଭାସି ଯାଇଥିଲେ। ଏହି ଦୃଶ୍ୟ ଦେଖି ସମୁଦ୍ରକୂଳ ନିକଟରେ ଥିବା ଲାଇଫଗାର୍ଡ ସଙ୍ଗେସଙ୍ଗେ ପାଣି…
ଅଧିକ ଖବର ଦେଖନ୍ତୁ...

ବାୟୁସେନାର ଲଢ଼ୁଆ ସୁଖୋଇ ଓ ହକ୍‌ ଜେଟ୍‌ ପୂର୍ବ ଭାରତର ୬ଟି ବେସାମରିକ ବିମାନ ବନ୍ଦରରେ କଲେ ସମରାଭ୍ୟାସ; ଅବତରଣ କରିବା…

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଲଢ଼ୁଆ ସୁଖୋଇ ସୁ-୩୦ ଏମ୍‌କେଆଇ ଓ ହକ୍‌ ଏମ୍‌କେ-୧୩୨ ଜେଟ୍‌ ବିମାନ ଆଜି ପୂର୍ବ ଭାରତର ୬ଟି ବେସାମରିକ ବିମାନ ବନ୍ଦରରେ ନିଜର ଉଡ଼ାଣ ଅଭ୍ୟାସ କରିଛନ୍ତି। ଭାରତୀୟ ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ନେତୃତ୍ୱରେ ସଂପନ୍ନ ହୋଇଥିବା ଏହି ଉଡ଼ାଣ…
ଅଧିକ ଖବର ଦେଖନ୍ତୁ...

ସେନା କିଣିବ ଅତ୍ୟାଧୁନିକ ଡ୍ରୋନ୍; ଯୁଦ୍ଧାସ୍ତ୍ର ପରିବହନ ସହ ଶତ୍ରୁ ଉପରେ ଆକ୍ରମଣ ବି କରିବ

ନୂଆଦିଲ୍ଲୀ: ଭାରତୀୟ ସେନାରେ ସାମିଲ ହେବ ଅତ୍ୟାଧୁନିକ ଡ୍ରୋନ୍ । ୧୦ ହଜାର ଫୁଟ ଉଚ୍ଚତାରେ ମୁତୟନ ହୋଇଥିବା ଯବାନଙ୍କ ପାଖରେ ଡ୍ରୋନ ପହଞ୍ଚାଇବ ଯୁଦ୍ଧାସ୍ତ୍ର । ଆଉ ଆବଶ୍ୟକ ସ୍ଥଳେ ଶତ୍ରୁଙ୍କ ଉପରେ ଆକ୍ରମଣରେ ମଧ୍ୟ ସାମିଲ୍ ହେବ ଡ୍ରୋନ। ନୂଆଦିଲ୍ଲୀରେ ଅନୁଷ୍ଠିତ ଆର୍ମି କମାଣ୍ଡର୍ସ…
ଅଧିକ ଖବର ଦେଖନ୍ତୁ...

ଭାରତ ସୀମାରୁ ଜବତ ହେଲା ମହାବଳ ବାଘର ଛାଲ ସହ ହାଡ

ଗୌହାଟୀ: ବନ ବିଭାଗର ସ୍ପେଶାଲ ଟାସ୍କ ଫୋର୍ସ ଆସାମର ହସିମରା ଅଞ୍ଚଳରୁ ଦୁଇ ଜଣ ଅନ୍ତରାଷ୍ଟ୍ରୀୟ ପଶୁ ଚମଡା ବେପାରୀଙ୍କୁ ଗିରଫ କରିଛି | ଏମାନଙ୍କ ନିକଟରୁ ମହାବଳ ବାଘର ଚମଡା ସହ ହାଡ ଜବତ କରିଛି | ଏହି ବାଘ ଛାଲ ୮ ମାସ ପୁରୁଣା ବୋଲି ଜଣାପଡିଛି | ବନ ବିଭାଗ ପକ୍ଷରୁ ପକ୍ଷରୁ କୁହାଯାଇଛି ଯେ…
ଅଧିକ ଖବର ଦେଖନ୍ତୁ...