Daily Archives

October 17, 2019

ଉଦ୍ଧାର କରାଯିବା ପରେ ଶ୍ରମିକଙ୍କ ବେକରେ ଗୁଡ଼ାଇ ହୋଇଗଲା ଅଜଗର ସାପ, ଭିଡିଓରେ ଦେଖନ୍ତୁ ତା’ ପରର ଦୃଶ୍ୟ

ଥିରୁବନନ୍ତପୁରମ୍‌ : ଟୁଇଟ୍‌ରରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବୁଧବାର କେରଳର ଥିରୁବନନ୍ତପୁରମରେ ଘଟିଥିବା ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଏକ ୧୦ଫୁଟ ଲମ୍ବାର ଅଜଗର ସାପ କିଭଳି ଏକ ଶ୍ରମିକଙ୍କ ବେକରେ ଗୁଡ଼ାଇ ହୋଇ ତାଙ୍କୁ ଶ୍ୱାସରୁଦ୍ଧ କରି ଦେଉଛି,…
ଅଧିକ ଖବର ଦେଖନ୍ତୁ...

‘ଡ୍ରିମ୍‌ ଗର୍ଲ’ର ସଫଳତା ପରେ ନିଜର ପାରିତୋଷିକ ବଢ଼ାଇଲେ ଆୟୁଷ୍ମାନ ଖୁରାନା, ପ୍ରଥମେ ନେଉଥିଲେ ୨କୋଟି, ଆଉ…

ମୁମ୍ବାଇ : ବଲିଉଡ୍‌ରେ ମାତ୍ର ୭ବର୍ଷ ହେଲା ପାଦ ରଖିଥିଲେ ମଧ୍ୟ ଆଜି ଆୟୁଷ୍ମାନ ଖୁରାନା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭିନ୍ନ ଭିନ୍ନ ମଜାଦାର କାହାଣୀରେ ନଜର ଆସି ସେ ଦର୍ଶକଙ୍କ ପ୍ରିୟ ଅଭିନେତା ପାଲଟିଛନ୍ତି । ଗୋଟେ ପରେ ଗୋଟେ ସୁପରହିଟ୍‌ ଫିଲ୍ମ ଦେବା ପରେ ଏବେ ସେ…
ଅଧିକ ଖବର ଦେଖନ୍ତୁ...

ଅଇଁଠାପାଲି ଅମ୍ବିରାନଗର ଛକରେ ଟ୍ରକ୍‌ ଧକ୍କାରେ ସରପଞ୍ଚଙ୍କ ସ୍ବାମୀ ମୃତ

ସମ୍ବଲପୁର: ଦୁର୍ଘଟଣା ପ୍ରବଣ ଅଇଁଠାପାଲି ଥାନା ଅମ୍ବିରାନଗର ଛକରେ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ପୁଣି ଏକ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଧନକଉଡ଼ା ବ୍ଲକ ଶାସନ ପଞ୍ଚାୟତ ସରପଞ୍ଚ ମୋହିନୀ ଭୋଇଙ୍କ ସ୍ବାମୀ ତଥା ଶାସନ ଥାନା ଡୁଙ୍ଗିପାଲି ଗାଁର…
ଅଧିକ ଖବର ଦେଖନ୍ତୁ...

ଆଧାର କାର୍ଡ ତିଆରିରେ ସାହାଯ୍ୟ କରିବାକୁ କହି ନିଜ ବନ୍ଧୁମାନଙ୍କ ସହ ଦୁଷ୍କର୍ମ କଲା ପଡ଼ୋଶୀ

ଭୋପାଳ : ମଧ୍ୟପ୍ରଦେଶର ବୈତୁଲରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ନିଜ ପଡ଼ୋଶୀ ଯୁବକଙ୍କ ଉପରେ ବିଶ୍ୱାସ କରିବା ଯୁବତୀଙ୍କୁ ମହଙ୍ଗା ପଡ଼ିଛି । ଆଧାର କାର୍ଡ ବନାଇ ଦେବାକୁ କହି ପଡ଼ୋଶୀ ଯୁବକ ନିଜ ବନ୍ଧୁମାନଙ୍କ ସହ ଦୁଷ୍କର୍ମ ଭଳିି ଅପରାଧ କରିଥିବା ବେଳେ ଏବେ ଅଭିଯୁକ୍ତମାନଙ୍କ ବିରୋଧରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ସଂପର୍କରେ ଫାଟ: ପରସ୍ପରଠାରୁ ଅଲଗା ହେଲେ ସାରା-କାର୍ତ୍ତିକ

ମୁମ୍ବାଇ : ବଲିଉଡ୍‌ରେ ଅନେକ ପ୍ରେମୀ ଯୁଗଳଙ୍କୁ ଦେଖାଯାଇଛି । ସେମାନଙ୍କ ମଧ୍ୟରୁ କିଛି ବିବାହ କରି ସାରିଛନ୍ତି ତ କିଛି ଯୋଡ଼ିଙ୍କର ବିଚ୍ଛେଦ ହୋଇଛି । ବଲିଉଡ୍‌ ଇତିହାସରେ ବିଚ୍ଛେଦ ହେବା ଖବର କିଛି ନୂଆ ନୁହେଁ । ପୂର୍ବରୁ ଅନେକ ଯୋଡ଼ି ପରସ୍ପରଠାରୁ ଅଲଗା ହୋଇଥିବା ବେଳେ ଏବେ ଚର୍ଚ୍ଚାରେ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶର ଏହି ଗାଁରେ କର୍‌ଓ୍ଵା ଚୌଥ୍‌ ପାଳନ କରନ୍ତି ନାହିଁ ବିବାହିତା ମହିଳା, ଜାଣନ୍ତୁ କାରଣ

ମଥୁରା : ଭାରତର ଅନେକ ସ୍ଥାନରେ କରଓ୍ଵା ଚୌଥ୍‌ ବ୍ରତ ପାଳନ କରାଯାଇଥାଏ । ବିବାହିତା ହିନ୍ଦୁ ମହିଳାମାନେ ଏହି ଦିନ ଉପବାସ ରଖି ନିଜ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରିଥାନ୍ତି । ଶେଷରେ ନିଜ ସ୍ୱାମୀଙ୍କ ହାତରୁ ପାଣି ପିଇ ବିବାହିତା ମହିଳାମାନେ ନିଜର ବ୍ରତ ଭାଙ୍ଗିଥାନ୍ତି । କିନ୍ତୁ ଭାରତର…
ଅଧିକ ଖବର ଦେଖନ୍ତୁ...

ଶାଶୁ ଘର ଲୋକଙ୍କ ନିର୍ଯାତନା ପାଇଁ ୭୫ବର୍ଷ ବୟସରେ ମା’ ବନିଲେ ବୃଦ୍ଧା

ଜୟପୁର : ଆଜିକାଲି ଯେଉଁମାନେ ସନ୍ତାନହୀନତାର ସମସ୍ୟା ଦେଇ ଗତି କରୁଛନ୍ତି, ସେମାନଙ୍କ ପାଇଁ ବରଦାନ ପାଲଟିଛି ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ୍‌(ଆଇଭିଏଫ୍‌)ପ୍ରଣାଳୀ । ଆଇଭିଏଫ୍‌ ମାଧ୍ୟମରେ ଅନେକ ମହିଳା ମା’ ହେବାର ସୌଭାଗ୍ୟ ଅର୍ଜନ କରୁଛନ୍ତି । ପୂର୍ବରୁ ଏହି ପ୍ରଣାଳୀଟି ଆସି ନ ଥିବାରୁ ଅନେକ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଭିମସାରରେ ଅଗ୍ନିକାଣ୍ଡ : ୪୦ ମିନିଟ ଧରି ଅନ୍ଧାରରେ ହନ୍ତସନ୍ତ ହେଲେ ରୋଗୀ

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ (ଭିମସାର)ରେ ଆଜି ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି । କାର୍ଡିଓଲୋଜୀ ବିଭାଗ ନିକଟସ୍ଥ ଜେନେରେଟର ରୁମରୁ ସର୍ଟ ସର୍କିଟ ହୋଇ ନିଆଁ ବ୍ୟାପିିଥିଲା । ଏହା ଫଳରେ ସଂପୂର୍ଣ୍ଣ ମେଡିକାଲ କଲେଜଟି ୪୦ ମିନିଟ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଏନ୍‌କ୍ଲୋଜର ଭିତରେ ପଶି ସିଂହ ସହ ଭାବର ଆଦାନ ପ୍ରଦାନ କଲେ ଯୁବକ, ସୋସିଆଲ ମିଡିଆରେ ଛାଇଲା ଭିଡିଓ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଚିଡିଆଖାନାରେ ଜଣେ ବିହାରୀ ଯୁବକ କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚିଡିଆଖାନାକୁ ବୁଲିବାକୁ ଯାଇଥିବା ବେଳେ ହଠାତ୍‌ ସେ ସିଂହକୁ ରଖାଯାଇଥିବା ଏନ୍‌କ୍ଲୋଜର ଭିତରକୁ ଡେଇଁ ପଡ଼ିଥିଲେ । ଯୁବକଙ୍କ ଏଭଳି କାମ ସମସ୍ତଙ୍କ ଛାତି ଥରାଇ ଦେଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା : ଏସଆଇଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ଖୋର୍ଦ୍ଧା ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଏସଆଇ ବନମାଳି ନାୟକଙ୍କୁ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି । ଏ ସଂପର୍କରେ ଜିଲ୍ଲା ଏସପି ସୂଚନା ଦେଇଛନ୍ତି । ତାଙ୍କ ନାଁରେ ମୋଟ ୯ଟି ମାମଲା ଥିଲା ଓ ଏହାମଧ୍ୟରୁ ୨ଟି ଭିଜିଲାନ୍ସ ମାମଲା ବୋଲି ଜଣାପଡିଛି । ତାଙ୍କ…
ଅଧିକ ଖବର ଦେଖନ୍ତୁ...