Daily Archives

October 17, 2019

ରହିବାକୁ ଘର ନ ଥିଲା କି ପେଟ ପୂରା ଖାଦ୍ୟ ମିଳୁ ନଥିଲା, ତଥାପି ସେ ହେଲେ ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ବିଶତକ…

ନୂଆଦିଲ୍ଲୀ : ମୁମ୍ବାଇର ୧୭ବର୍ଷୀୟ ଓପନର ଯଶ୍ୱସୀ ଜୈଶଓ୍ଵାଲ ଏବେ ଚର୍ଚ୍ଚାରେ । ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ ଦଳକୁ ପ୍ରତିନିଧିତ୍ବ କରିଥିବା ୧୭ ବର୍ଷିଅ ଜୈଶୱାଲ୍ ବିଜୟ ହଜାରେ ଟ୍ରଫିରେ ୧୫୪ ବଲରେ ୨୦୩ ରନ୍‌ କରି  ନିଜ ନାମରେ ଏକ ନୂତନ ରେକର୍ଡ କରିଛନ୍ତି । ସେ ସର୍ବକନିଷ୍ଠ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ନୀତି ଆୟୋଗ ନବୋନ୍ମେଷ ସୂଚକାଙ୍କ : ଶୀର୍ଷରେ କର୍ଣ୍ଣାଟକ, ଦ୍ୱାଦଶ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ : ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ବା ଇନୋଭେସନ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ ଶୀର୍ଷ ୧୦ଟି ସ୍ଥାନରେ ଯଥାକ୍ରମେ ତାମିଲନାଡ଼ୁ,…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ନୌରେ ଆମେରିକୀୟ ମହିଳାଙ୍କ ସହ ଅସଦାଚରଣ , ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ : ଲକ୍ଷ୍ନୌର ହଜରତଗଞ୍ଜ ଇଲାକାରେ ଆଜି ଜଣେ ବିଦେଶୀ ମହିଳାଙ୍କୁ ଜଣେ ବାଇକ୍‌ ଟାକ୍ସି ଚାଳକ ଅସଦାଚରଣ କରିଛି । ୨୮ ବର୍ଷୀୟ ମହିଳାଜଣକ ଜଣେ ଆମେରିକା ନାଗରିକ ବୋଲି ଜଣାପଡିଛି । ଉକ୍ତ ମହିଳା ଏକ ବାଇକ ଟାକ୍ସି ନେଇ ନିଜର ଅଫିସକୁ ଯାଉଥିବାବେଳେ ସଂପୃକ୍ତ ଚାଳକ ତାଙ୍କୁ ଅସଦାଚରଣ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟ ଜିତିଲା ଗୁଲ ପନାଗଙ୍କ ପୁଅ, ଭିଡିଓ ସେୟାର କରି ମୋଦୀ ଲେଖିଲେ ଏଭଳି କଥା

ମୁମ୍ବାଇ : ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀ କେତେ ସକ୍ରିୟ ତାହା ସମସ୍ତଙ୍କୁ ଜଣା । ଅନେକ ସମୟରେ ସେ ନିଜ ସମର୍ଥକମାନଙ୍କ ସମସ୍ୟା ବୁଝିବା ସହ ନିଜ ପାଇଁ ସେୟାର କରାଯାଇଥିବା ଭିଡିଓରେ ପ୍ରତିକ୍ରିୟା ଦେଇଥାନ୍ତି । ଏବେ ସେ ସେଭଳି କିଛି କରିଛନ୍ତି । ଅଭିନେତ୍ରୀ ଗୁଲ ପନାଗ ସେୟାର…
ଅଧିକ ଖବର ଦେଖନ୍ତୁ...

ସାଧାରଣ ଲୋକଙ୍କ ବ୍ୟାଙ୍କଜମା ସୁରକ୍ଷିତ ରଖିବା ପାଇଁ ସରକାର ଆଇନ ଆଣନ୍ତୁ

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ବ୍ୟାଙ୍କ ଜମା ଯେପରି ସୁରକ୍ଷିତ ହୋଇପାରିବ ସେ ସଂପର୍କରେ ସରକାର ଏକ ଆଇନ ପ୍ରଣୟନ କରିବା ଆବଶ୍ୟକ ବୋଲି ଯୋଗଗୁରୁ ବାବା ରାମଦେବ କହିଛନ୍ତି । ପଞ୍ଜାବ ଓ ମହାରାଷ୍ଟ୍ର କୋପରେଟିଭ ବ୍ୟାଙ୍କରେ ଦୁର୍ନୀତି ପରେ ଜମାକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା…
ଅଧିକ ଖବର ଦେଖନ୍ତୁ...

ବିଜେପୁର ହାତେଇବାକୁ ମଇଦାନକୁ ଓହ୍ଲାଇଲେ ନବୀନ, ଶୁକ୍ରବାର ନବୀନ-ଧର୍ମେନ୍ଦ୍ର ମୁହାଁମୁହିଁ

ବିଜେପୁର/ଭୁବନେଶ୍ୱର : ସାଧାରଣ ନିର୍ବାଚନର ସଫଳତା ଉପନିର୍ବାଚନରେ ଦୋହରାଇବାକୁ ସେହି ଅନ୍ଦାଜ ଏବଂ ସେହି ଶୈଳୀରେ ବିଜେପୁରରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ବସରେ ବିଜେପୁରର ସାହି ଗଳିରେ ବୁଲି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଅଚାନକ ଧନଲାଭର ଅବସର ପ୍ରାପ୍ତ ହେବ। ଆପଣଙ୍କ ଉନ୍ନତିର ନୂଆ ରାସ୍ତା ଖୋଲିବ। ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ବରୀ। ବୃଷ: କୌଣସି ଖାସ୍‌ କାମରେ ଆପଣଙ୍କୁ ଫାଇଦା ହେବ। ଅଫିସରେ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ଯଦି ରାମ ମନ୍ଦିର ନିର୍ମାଣ ହେବ ନାହିଁ, ଆଉ କେଉଁଠାରେ ହେବ : ବାବା ରାମଦେବ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସପକ୍ଷରେ ପୁଣି ଥରେ ମତ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ । ସେ କହିଛନ୍ତି ଯେ ଏ ସଂପର୍କରେ ସୁପ୍ରିମ କୋର୍ଟଙ୍କ ରାୟ ଆସିବାକୁଯାଉଛି । ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ ଯେ…
ଅଧିକ ଖବର ଦେଖନ୍ତୁ...

ବକେୟା ଟଙ୍କା ଫେରାଇବାକୁ ଆସିଥିଲେ ଯୁବକ, ପରକୀୟ ସନ୍ଦେହରେ ମହିଳା ଓ ଯୁବକଙ୍କୁ ଗୋଟିଏ ଘରେ ବନ୍ଦ କରିଦେଲେ ସ୍ଥାନୀୟ…

ପାରଦ୍ୱୀପ: ପାରାଦ୍ୱୀପ ମଡେଲ୍ ପୁଲିସ ଷ୍ଟେସନ୍ ଅଧିନରେ ଥିବା ନ୍ୟୁ ଜଗନ୍ନାଥ କଲୋନିରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି କଲୋନିର କିଛିଲୋକ ଜଣେ ଯୁବକ ଓ ଯୁବତୀଙ୍କୁ ଗଛରେ ବାନ୍ଧି ନିସ୍ତୁକମାଡ ମାରିବା ସହିତ ସେମାନଙ୍କ ମୁଣ୍ଡରୁ କେଶ କାଟି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ରାୟ ପ୍ରକାଶ ପୂର୍ବରୁ ସଶସ୍ତ୍ର ବାହିନୀର ସୁରକ୍ଷା ବଳୟ ମଧ୍ୟରେ ସମଗ୍ର ଅଯୋଧ୍ୟା; ୧୫୩ କମ୍ପାନି ମୁତୟନ, ସମସ୍ତ…

ଲକ୍ଷ୍ନୌ/ ନୂଆଦିଲ୍ଲୀ: ବହୁଚର୍ଚ୍ଚିତ, ବହୁ ବିବାଦୀୟ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ ଓ ସ୍ପର୍ଶକାତର ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ଜମି ବିବାଦ ମାମଲାର ଶୁଣାଣି ସୁପ୍ରିମ୍‌ କୋର୍ଟଙ୍କ ସମ୍ବାଧିନକ ଖଣ୍ଡପୀଠରେ ଗତ ବୁଧବାର ଶେଷ ହୋଇଯାଇଛି। ଏବଂ ରାୟ ସଂରକ୍ଷିତ ରହିଛି। ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...