Daily Archives

October 17, 2019

ଭାରତରେ ବନ୍ଦ ହୋଇଯିବ କି ଡୋମିନସ ପିଜା !

ନୂଆଦିଲ୍ଲୀ: ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଡୋମିନସ ପିଜା ଉପରେ ମଧ୍ୟ ପଡିଛି | ଯେଉଁଥିପାଇଁ ବ୍ରିଟେନର ଏହି କମ୍ପାନୀ ବର୍ତ୍ତମାନ କ୍ଷତିରେ ଚାଲୁଛି | ସେଥିପାଇଁ କମ୍ପାନୀ ୪ଟି ଦେଶରେ ଏହାର ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି | ଗୁରୁବାର ଦିନ କମ୍ପାନୀ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷା ହେତୁ ଏସ୍‌ସିବିର ଓ୍ଵାର୍ଡରେ ପଶିଲା ପାଣି

କଟକ: ଲଗାଣ ବର୍ଷାରେ ଗୁରୁବାର ଏସ୍‌ସିବି ମେଡିକାଲ୍‌ ୱାର୍ଡ ଭିତରେ ବର୍ଷା ପାଣି ପଶି ଯିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏସ୍‌ସିବି ମେଡିକାଲ୍‌ ଏକ୍ସ-ରେ ଓ ସର୍ଜରୀ ୱାର୍ଡରେ ବର୍ଷା ପାଣି ପଶି ଲହଡ଼ି ଭାଙ୍ଗିଥିଲା। ହଠାତ ଏହି ବର୍ଷାପାଣି ପଶିିଯିବା ଫଳରେ ରୋଗୀ ଏବଂ ରୋଗୀଙ୍କ ସହ ଆସିଥିବା…
ଅଧିକ ଖବର ଦେଖନ୍ତୁ...

୨୦୧୭ ତୁଳନାରେ ୨୦୧୮ରେ ଭାରତରେ ଅତିଧନୀଙ୍କ ସଂଖ୍ୟା ହ୍ରାସ

ନୂଆଦିଲ୍ଲୀ : ଭାରତରେ ଅତି ଧନୀଙ୍କ ସଂଖ୍ୟା କମୁଛି । ୨୦୧୭ରେ ଭାରତରେ ଅତି ଧନୀଙ୍କ ସଂଖ୍ୟା ୨ ଲକ୍ଷ ୬୩ ହଜାର ଥିବାବେଳେ ୨୦୧୮ରେ ତାହା ୨ ଲକ୍ଷ ୫୬ ହଜାରକୁୁ ହ୍ରାସ ପାଇଛି ବୋଲି କାର୍ଭି େଓ୍ଵଲଥ ମ୍ୟାନେଜମେଣ୍ଟ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି । ଯେଉଁ ଧନୀମାନଙ୍କର ୧ ନିୟୁତ…
ଅଧିକ ଖବର ଦେଖନ୍ତୁ...

ଏଣିକି ଜେଲରେ ରେକର୍ଡ ହେବ କଏଦୀଙ୍କ କଲ

ଭୁବନେଶ୍ୱର: ଏଣିକି ଜେଲରେ ଥିବା କଏଦୀମାନେ କାହା ସହିତ କ’ଣ କଥା ହେବେ ତାହାର କଲ ରେକର୍ଡ ରହିବ। କଏଦୀମାନେ ସର୍ବାଧିକ ତିନିଟି ନମ୍ବରରେ କଥା ହୋଇପାରିବେ। ତେବେ କଏଦୀ ଯାହାଙ୍କ ସହିତ ବି କଥା ହେବେ, କଥା ହେବା ପୂର୍ବରୁ ସେହି ନମ୍ବରକୁ ଯାଞ୍ଚ କରାଯିବ। କେବଳ ଏତିକି ନୁହେଁ, କଏଦୀ କଥା…
ଅଧିକ ଖବର ଦେଖନ୍ତୁ...

ଟ୍ରାଇରେ ଜିଓର ଅଭିଯୋଗ: ଅନ୍ୟ ଅପରେଟର ବେଆଇନ ଭାବେ ଲ୍ୟାଣ୍ଡଲାଇନ୍ ଫୋନକୁ ମୋବାଇଲ ଦର୍ଶାଇ ଆଇୟୁସି ନେଉଛନ୍ତି

ନୂଆଦିଲ୍ଲୀ: ଜିଓ ପକ୍ଷରୁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ନିକଟରେ  ଏୟାରଟେଲ, ଭୋଡାଫୋନ ସମେତ ଅନ୍ୟ ଅପରେଟରମାନେ ଚଞ୍ଚକତା ପୂର୍ବକ ନିଜର ଲ୍ୟାଣ୍ଡଲାଇନ ଫୋନକୁ ମୋବାଇଲ ଫୋନ ଦର୍ଶାଇ ଅନୈତିକ ଆଇୟୁସି ଲାଭ କରୁଥିବା ନେଇ ଅଭିଯୋଗ ଦାଖଲ କରାଯାଇଛି ଏବଂ  ଏ ଦିଗରେ ନିୟମର ଖିଲାପ…
ଅଧିକ ଖବର ଦେଖନ୍ତୁ...

ଥାନାରୁ ଚମ୍ପଟ ମାରିଲେ ୩ ଅପରାଧୀ, ଖୋଜି ଧରିଲା ପୁଲିସ

ଭୁବନେଶ୍ୱର: ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଥିବା ତିନି ଜଣ ଅପରାଧୀଙ୍କୁ ଧରିଲା ପୁଲିସ | ନନ୍ଦନକାନନ ଥାନାରେ ଆଜି ପୁଲିସ ଓ ଚୋରଙ୍କ ମଧ୍ୟରେ କିଛି ଏଭଳି ଚାଲିଥିବା ଲୁଚକାଳି ଖେଳ ବାବଦରେ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଚୋରି ମାମଲାରେ ୩ ଜଣ ଚୋରଙ୍କୁ ପୁଲିସ ଅଟକ ରଖିଥିଲା | ତେବେ…
ଅଧିକ ଖବର ଦେଖନ୍ତୁ...

ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ୫ ଅଟକ

ଯାଜପୁର/ଧର୍ମଶାଳା : ଧର୍ମଶାଳା ବ୍ଲକର ହରିଦାସପୁର ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କ ଗେଷ୍ଟ ହାଉସରୁ ଗତକାଲି ଅପରାହ୍ନରେ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କର ଅସ୍ୱାଭାବିକ ମୃତ୍ୟୁକୁ ନେଇ ଗୁରୁବାର ୫ଜଣଙ୍କୁ ପୁଲିସ ଅଟକ ରଖିଛି। ସରପଞ୍ଚ ମଧୁସ୍ମିତା…
ଅଧିକ ଖବର ଦେଖନ୍ତୁ...

ପୁଣି ବଢିଲା ଚିଦମ୍ବରମଙ୍କ ହାଜତ ମିଆଦ, ଅକ୍ଟୋବର ୨୪ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଆଉ ସପ୍ତାହକ ପାଇଁ ବଢାଇଦେଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଆଜି ତାଙ୍କର ହାଜତ ମିଆଦ ଶେଷ ହେଉଥିଲା । ତାଙ୍କୁ ଜେରା ପାଇଁ ଦୁଇଦିନ ତଳେ ସିବିଆଇ କୋର୍ଟ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା…
ଅଧିକ ଖବର ଦେଖନ୍ତୁ...

କର୍ତ୍ତାରପୁର ସାହିବ୍‌ ଦର୍ଶନ ଲାଗି ପ୍ରବେଶ ଶୁଳ୍କ ୧୪୦୦ ଓ ପ୍ରସାଦ ମୂଲ୍ୟ ୧୫୧ ଟଙ୍କା ପାକିସ୍ତାନକୁ ଦେବାକୁ ପଡ଼ିବ

ଚଣ୍ଡିଗଡ଼ : ଏବେ ଶିଖ୍‌ ସଂପ୍ରଦାୟର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବର୍ଷିକୀ ପାଳନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ପାକିସ୍ତାନରେ ଗୁରୁନାନକଙ୍କ ସାଧନାପୀଠ କର୍ତ୍ତାରପୁର ସାହିବରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ପାକିସ୍ତାନ ଲାଗୁ କରିବାକୁ ଯାଉଥିବା ପ୍ରବେଶ…
ଅଧିକ ଖବର ଦେଖନ୍ତୁ...

ସେଓରେ ଇଂରାଜୀ ଓ ଉର୍ଦ୍ଦୁରେ ଲେଖା ହୋଇଛି ଆତଙ୍କବାଦୀଙ୍କ ସ୍ଲୋଗାନ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସେଓ  ବ୍ୟବସାୟରେ ବାଧା ପହଞ୍ଚାଇବା ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ସେଥିପାଇଁ ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ବିକ୍ରି ଲାଗି ଉଦ୍ଦିଷ୍ଟ  କଶ୍ମୀର ସେଓ ଓ ସେଓ ପେଟିରେ ‘ଆମକୁ ସ୍ୱାଧୀନତା ଆବଶ୍ୟକ’, ‘ମତେ ବୁରହାନ୍‌ ୱାନି ପସନ୍ଦ’ ଓ ‘ଜାକିର ମୁସା ଫେରି…
ଅଧିକ ଖବର ଦେଖନ୍ତୁ...