Daily Archives

October 18, 2019

ଶିଳ୍ପ ସଂସ୍କାର ପାଇଁ ଓଡ଼ିଶା ସରକାରଙ୍କ ମାରାଥନ୍ ସଚେତନତା ଅଭିଯାନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଏବଂ ଇପିକଲଙ୍କ ମିଳିତ ପ୍ରଚେଷ୍ଟାରେ ଆରମ୍ଭ ହୋଇଛି ଶିଳ୍ପ ସଂସ୍କାର ସଚେତନତା ଅଭିଯାନ। ଆଜି ଅନୁଗୁଳଠାରୁ ଏହାର ଶୁଭାରମ୍ଭ ହୋଇଛି। ଆସନ୍ତା ୮ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ, ଯେଉଁଥିରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ…
ଅଧିକ ଖବର ଦେଖନ୍ତୁ...

ଜିଓର ଦ୍ୱିତୀୟ ତ୍ରୟମାସରେ ନିଟ୍ ଲାଭ ୪୫.୪% ବୃଦ୍ଧି ଘଟି ୯୯୦ କୋଟି ଟଙ୍କା

ଭୁବନେଶ୍ୱର/ମୁମ୍ବାଇ : ଚଳିତ ଆର୍ଥିକ ବର୍ଷ (୨୦୧୯-୨୦)ର ଜୁଲାଇ-ସେପ୍ଟେମ୍ବର (ଦ୍ୱିତୀୟ ତ୍ରୟମାସ) ଅବଧିରେ ରିଲାଏନ୍ସ ଜିଓର ନିଟ ଲାଭ ୪୫.୪ ପ୍ରତିଶତ ବୃଦ୍ଧି ପାଇ ୯୯୦ କୋଟି ଟଙ୍କା ହୋଇଛି । ଗ୍ରାହକ ସଂଖ୍ୟାରେ ହୋଇଥିବା ବୃଦ୍ଧି ଯୋଗୁଁ କଂପାନିର ନିଟ ଲାଭ ପରିମାଣ ବଢ଼ିଛି । ଗତବର୍ଷ ଏହି…
ଅଧିକ ଖବର ଦେଖନ୍ତୁ...

ଘରେ ଶୋରିଷ ତେଲ ଅଛି ତ? ଏହି ୫ ସମସ୍ୟାକୁ ଚୁଟ୍‌କିରେ ସମାଧାନ କରନ୍ତୁ

ଏମିତି କିଛି ରୋଗ ଅଛି ଯାହାର ନିରାକରଣ ପାଇଁ ଶୋରିଷ ତେଲ ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ। ଅଚାନକ ଏପରି ଅନେକ ସମସ୍ୟା ହୁଏ, ମାତ୍ର ଉପଶମ ପାଇଁ ପାଖରେ ଔଷଧ ନଥାଏ। ସେହି କ୍ଷେତ୍ରରେ ଆପଣ ଶୋରିଷ ତେଲକୁ ଭରସା କରିପାରିବେ। ତେବେ, ଚାଲନ୍ତୁ କେଉଁ କେଉଁ କ୍ଷେତ୍ରରେ ଆମେ ଶୋରିଷ ତେଲର ଉପଯୋଗ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ଜୟା ବଚ୍ଚନଙ୍କ ଏହି ଫଟୋ ସେୟାର୍‌ କରି ଏପରି ଲେଖିଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ ସେହେନ୍ସା ଅମିତାଭ ବଚ୍ଚନ ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ ରହିଥାନ୍ତି। କେବିସି-୧୧ ସହ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ରହି ମଧ୍ୟ ବିଗ୍‌ ବି ସୋସିଆଲ୍‌ ମିଡିଆ ପାଇଁ ସମୟ କାଢ଼ି ହିଁ ଦେଇଥାନ୍ତି। ଅନେକ ସମୟରେ ସେ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ କବିତା, ବିଚାରଧାରା ଓ…
ଅଧିକ ଖବର ଦେଖନ୍ତୁ...

ଠକେଇ ଓ ଆତ୍ମସାତ ଅଭିଯୋଗରେ ଭାରତ ଫାଇନାସ କମ୍ପାନୀର କର୍ମଚାରୀ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଂଚଳରେ ଏକ ଲୁଟ ଘଟଣା ହୋଇଥିବା ଥାନାରେ ଅଭିଯୋଗ ହେବା ଓ ପରେ ଅଭିଯୋଗ କାରୀ ହିଁ ନାଟକ ରଚିଥିବା ଜଣାପଡି ଗିରଫ ହୋଇ କୋର୍ଟ ଚାଲାଣ ହେବା ଘଟଣା ଚର୍ଚ୍ଚା ହୋଇଛି । ଗିରଫ ଅଭିଯୁକ୍ତ ହେଲେ ଅଜୟ କୁମାର ସାହୁ ୨୫ ବର୍ଷ ଓ ତା ନିଜ ଘର ଭଦ୍ରକ ଜିଲ୍ଲା ବନ୍ତ…
ଅଧିକ ଖବର ଦେଖନ୍ତୁ...

ସାମର୍ଥ୍ୟଠାରୁ ବି ବଡ଼ ଆସନ କାହାକୁ ଦେଇଛନ୍ତି ଚାଣକ୍ୟ? ଦକ୍ଷତା ନଥାଇ ବି ସଫଳତା ଚରଣ ଛୁଇଁପାରେ

ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟ ଦେଇ ଯାଇଥିବା ହିତ ଉପଦେଶ କେତେ ଜରୁରୀ ତାହା ତ ସମସ୍ତେ ପ୍ରାୟ ଜାଣନ୍ତି। ତାଙ୍କର କଥା ସବୁ ଅକ୍ଷରେ ଅକ୍ଷରେ ସତ। ସେ ସବୁକୁ ମାନି ଚାଳିଲେ ଶୃଙ୍ଖଳିତ ଜୀବନ ବିତାଇବା ଥୟ। ଚାଣକ୍ୟଙ୍କୁ କେହି କେହି କୌଟିଲ୍ୟ ନାମରେ ବି ଜାଣନ୍ତି। ଜୀବନ-ଦର୍ଶନ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାଙ୍କ ପ୍ରେମ ପରଖିବାକୁ ନିଜକୁ ଅପହରଣ କରାଇଲେ ପ୍ରେମିକ, ଫୋନ୍‌ କରି କହିଲେ ଏପରି କଥା

ଅହମ୍ମଦାବାଦ୍‌: ନିଜ ପ୍ରେମିକାର ଭଲପାଇବା ପରଖିବାର ନିଶା ୨୩ ବର୍ଷିଅ ଯୁବକ ମେହୁଲ ଜୋଶୀଙ୍କୁ ମହଙ୍ଗା ପଡ଼ିଛି। ମେହୁଲ୍‌ ପ୍ରେମିକାର ଭଲପାଇବାକୁ ନେଇ ପ୍ରମାଣ ପାଇବା ପାଇଁ ନିଜକୁ ନିଜେ ଅପହରଣ କରାଇବା ପରେ ପୁଲିସ୍‌ ହାତରେ ଧରାପଡ଼ି ସତ ଓଗାଳିଛନ୍ତି। ମେହୁଲଙ୍କ ପ୍ରେମିକାଙ୍କ ଘର ଗୁଜୁରାଟର…
ଅଧିକ ଖବର ଦେଖନ୍ତୁ...

ବ୍ୟବହୃତ ଗ୍ରୀନ୍‌-ଟି ବ୍ୟାଗ୍‌କୁ ଫୋପାଡ଼ି ଦିଅନ୍ତୁ ନାହିଁ, ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାମରେ ଲଗାଇ ପାରିବେ

ଓଜନ କମାଇବାକୁ ଗ୍ରୀନ୍‌-ଟି (ସବୁଜ ଚା) ପିଉଛନ୍ତି କି? ଯଦି ପିଉଥାନ୍ତି ତେବେ ଖୁବ୍‌ ଭଲ କଥା। କାହିଁକି ନା, ଗ୍ରୀନ ଟି କେବଳ ଓଜନ ହ୍ରାସ କରିବାକୁ ନୁହେଁ ଏଥିରେ ଆହୁରି ଅନେକ ଭଲ ଗୁଣ ରହିଛି। ଦୈନିକ ଗ୍ରୀନ-ଟି ପିଇଲେ ମୁଖମଣ୍ଡଳରେ ଔଜଲ୍ୟତା ଆସେ। ଅନେକ ଧରଣର ପେଟ ରୋଗ ଭଲ ହୁଏ, ଥଣ୍ଡା…
ଅଧିକ ଖବର ଦେଖନ୍ତୁ...

କର୍‌ଓ୍ଵା ଚୌଥ୍‌ ବ୍ରତ ରଖିଲେ ନୁସ୍‌ରତ, ଅନୁଷ୍କା, ପ୍ରିୟଙ୍କା ଓ ଶିଳ୍ପାଙ୍କ ସମେତ ଅନେକ ନାୟିକା, ଇଣ୍ଟର୍‌ନେଟ୍‌…

ମୁମ୍ବାଇ: ପୂର୍ବରୁ ଅନେକ ଥର ହିନ୍ଦୁ ପୂଜା-ନୀତିରେ ନିଜକୁ ସାମିଲ୍‌ କରି ଚର୍ଚ୍ଚା ପାଲଟିଛନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ନୁସରତ ଜହାଁ। ନିକଟରେ ଭାଇରାଲ୍‌ ହୋଇଥିବା ଫଟୋରେ ନୁସରତ କର୍‌ଓ୍ଵା ଚୌଥ୍‌ କରୁଥିବାର ଦେଖିବାକୁ ମିଳିଛି। ସେ ସ୍ୱାମୀ ନିଖିଲଙ୍କ ସାମ୍ନାରେ ଅର୍ଘ୍ୟ…
ଅଧିକ ଖବର ଦେଖନ୍ତୁ...

ହରିୟାଣା :ଖରାପ ପାଗ ଯୋଗୁଁ କଲେଜ ପଡିଆରେ ଓହ୍ଲାଇଲା ରାହୁଲଙ୍କ ହେଲିକାପ୍ଟର

ନୂଆଦିଲ୍ଲୀ : ଖରାପ ପାଗ ଯୋଗୁଁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ହେଲିକାପ୍ଟର ଆଜି ହରିୟାଣାର ରିଓ୍ଵାରିଠାରେ ଜରୁରୀ ଅବତରଣ କରିଛି । ଏହି ସମୟରେ ସେ ହରିୟାଣାର ମହେନ୍ଦ୍ରଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦିଲ୍ଲୀ ଫେରୁଥିଲେ । ଆସନ୍ତା ୨୧ ତାରିଖରେ ହରିୟାନାରେ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...