Daily Archives

October 20, 2019

ଇଣ୍ଟରନେଟ୍‌ ଷ୍ଟାର ପାଲଟିିଥିବା ରାନୁ ଏବେ କେଉଁଠି? ଫିଲ୍ମରେ ଗୀତ ଗାଇବା ପରେ ଏବେ ଏହି କାମରେ ମନ ଦେଇଛନ୍ତି

ମୁମ୍ବାଇ : ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ନିଜର ପେଟ ପୋଷୁଥିବା ରାନୁ ରାତା ରାତି ପାଲଟିଥିଲେ ଇଣ୍ଟରନେଟ୍‌ ଷ୍ଟାର । ସପ୍ଟେଓ୍ଵର ଇଞ୍ଚିନିୟର ଅତିନ୍ଦ୍ରଙ୍କ ପ୍ରୟାସ ପାଇଁ ସେ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆକୁ ଆସିଥିଲା । ଯାହା ପରେ ଲୋକେ ରାନୁଙ୍କ ସ୍ୱରକୁ ପସନ୍ଦ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଅଭାବରୁ ପ୍ରସୂତିଙ୍କ ମୃତ୍ୟୁ!

ବାଲେଶ୍ୱର: ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣେ ପ୍ରସୂତିଙ୍କର ରବିବାର ଦ୍ଵିପ୍ରହରରେ ମୃତ୍ୟୁ ଘଟିଛି। ମୃତ ପ୍ରସୂତି ଜଣକ ହେଲେ ବାହାର୍ଦା ଥାନା ଅନ୍ତର୍ଗତ ଆମାଛିଆ ଗ୍ରାମର ସୁକୁଲ ଚୋପିଆରଙ୍କ ପତ୍ନୀ ସରସ୍ୱତୀ…
ଅଧିକ ଖବର ଦେଖନ୍ତୁ...

ଏହି ୭ଟି ଲକ୍ଷଣ ଦେଇଥାଏ ଶରୀରରୁ ଜଳୀୟଅଂଶ କମିବାର ସଙ୍କେତ

ଶରୀରରେ ଜଳୀୟ ଅଂଶ ଠିକ୍‌ ରଖିବା ପାଇଁ ପାଣି ପିଇବା ନିହାତି ଆବଶ୍ୟକ । ମଣିଷ ଶରୀର ପ୍ରାୟ ୭୦ ପ୍ରତିଶତ ପାଣିରେ ତିଆରି ହୋଇଥିବା ବେଳେ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଅତ୍ୟନ୍ତ ଜରୁରୀ । କିନ୍ତୁ ଯଦି ଆପଣଙ୍କ ଶରୀରରେ ପାଣିର ଭାଗ କମିବାକୁ ଲଗେ ତେବେ ଅନେକ…
ଅଧିକ ଖବର ଦେଖନ୍ତୁ...

ଏବେ ନିଜର ନାଁ ବଦଳାଇବାକୁ ଚାହୁଁଛି ପାକିସ୍ତାନ! ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ : ପାକିସ୍ତାନ ଏବେ ନିଜର ନାଁ ପରିବର୍ତ୍ତନ କରିବାକୁ ଚାହୁଁଛି । ଏହି ଖବରଟି ଶୁଣି ସମସ୍ତେ ଭାରତର ବିରୋଧି ଦେଶ ପାକିସ୍ତାନ କଥା ଭାବୁଥିବା ନିଶ୍ଚୟ । କିନ୍ତୁ ଆମେ ଏଠାରେ ବିହାରରେ ଥିବା ଏକ ଗାଁ ବିଷୟରେ କହୁଛୁ । ଯାହାର ନାଁ ରହିଛି ପାକିସ୍ତାନ । ଗାଁର ନାଁକୁ ବଦଳାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ବନିବାକୁ ଚାହୁଁ ନଥିଲେ ଇଲିଆନା, ଏହି ପେସା ପ୍ରତି ଥିଲା ଭଲ ପାଇବା

ମୁମ୍ବାଇ : ବଲିଉଡ୍‌ ଓ ଟଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖୁବ୍‌ ଲୋକପ୍ରିୟ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍‌ । ନିଜ ଅଭିନୟ ଜରିଆରେ ସେ ପ୍ରଥମେ ଟଲିଉଡ୍‌ ଇଣ୍ଡଷ୍ଟ୍ରୀରେ ରାଜ୍‌ କରିବା ପରେ ବଲିଉଡ୍‌ରେ ପାଦ ରଖିଥିଲେ । ଯାହା ପରେ ତାଙ୍କୁ ବଲିଉଡ୍‌ରେ ମଧ୍ୟ ସଫଳତା ମିଳିଥିଲା । ତେବେ ଏତେ ସଫଳତା ପରେ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ନୋ ପାର୍କିଂ ଗୀତ: ସଚେତନ କରାଇବା ପାଇଁ ଦଲେର ମେହେନ୍ଦୀଙ୍କ ବୋଲୋ ତାରାରାରା ଗୀତର ସ୍ୱରରେ ଗାଇଲେ ଟ୍ରାଫିକ…

ଚଣ୍ଡିଗଡ଼ : ରାସ୍ତାରେ ସୁରକ୍ଷିତ ଭାବେ ଯାନବାହାନ ଯିବା ଆସିବା କରିବାକୁ ନେଇ ସରକାର ଟ୍ରାଫିକ ନିୟମ ବନାଇଛନ୍ତି । କିନ୍ତୁ ଲୋକେ ଏହାକୁ ମାନିବାକୁ ନାରଜ । ସେପ୍ଟେମ୍ବର ୧ରେ ମୋଟରଯାନ ଆଇନରେ ପରିବର୍ତ୍ତନ ଅଣାଯାଇଥିବା ବେଳେ ଏହାକୁ ନେଇ ଲୋକେ ସଚେତନ ହୋଇଥିଲେ ସତ, କିନ୍ତୁ ଏବେ ପୁଣି…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଦିବସ ଘୋଷଣା କଲା ଶ୍ରମ ଓ କର୍ମଚାରୀ ବୀମା ବିଭାଗ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସବୈତନିକ ଛୁଟି ଦିବସ ଘୋଷଣା କରିଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ବିଜ୍ଞାପନ ଅନୁଯାୟୀ ବରଗଡ଼ ଜିଲ୍ଲାର ବିଜେପୁର ଉପନିର୍ବାଚନ ପାଇଁ ଅକ୍ଟୋବର ୨୪ରେ ମତଦାନ ହେବ। ନିର୍ବାଚନ ପାଇଁ ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କ’ଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ୍‌ ଜଣାଇଲେ ବାଦ୍‌ଶାହା ଶାହରୁଖ୍‌ ଖାନ୍‌

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୧୫୦ତମ ଗାନ୍ଧୀ ଜୟନ୍ତୀ ପାଇଁ କଳା ଓ ସିନେମା ଜଗତର ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କୁ ନେଇ ଏକ ବୈଠକର ଆୟୋଜନ କରିଥିଲେ । ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ଆବାସରେ କଳା ଓ ସିନେମା ଜଗତର କଳାକାରଙ୍କୁ ଭେଟିଥିଲେ…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ୍‌ ଜାମ୍‌ ପାଇଁ ଉଦ୍ଧାର ହେଲେ ଯୁବକ, ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ : ଆଜିକାଲି ଜନସଂଖ୍ୟା ସହ ଗାଡ଼ି ଚଳାଚଳ ମଧ୍ୟ ବୃଦ୍ଧି ପାଉଛି । ଯାହା ପାଇଁ ଟ୍ରାଫିକ ଏକ ବଡ଼ ସମସ୍ୟା ପାଲଟିଛି । ବଡ଼ ବଡ଼ ସହରମାନଙ୍କରେ ଟ୍ରାଫିକ ସମସ୍ୟା ଅଧିକ ଦେଖାଯାଉଥିବା ବେଳେ ଗୋଟେ ସ୍ଥାନରେ ଶୀଘ୍ର ପହଞ୍ଚିବା ସମ୍ଭବ ହୋଇ ପାରୁନାହିଁ । କିନ୍ତୁ ଦିଲ୍ଲୀରେ ଟ୍ରାଫିକ ଜାମ୍‌…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ: କାଲି ସକାଳ ୭ଟାରୁ ମତଦାନ

ବିଜେପୁର/ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି। ମତଦାନ ସମୟରେ କଡ଼ାସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ସମ୍ବେଦନଶୀଳ ମତଦାନ କେନ୍ଦ୍ର ଗୁଡ଼ିକରେ ପୁଲିସ ମୁତୟନ କରାଯାଇଛି। ପ୍ରସ୍ତୁତି ନେଇ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ପୂର୍ବରୁ ଏକ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...