Daily Archives

October 20, 2019

ପେଟ ଫୁଲିବାରୁ ଡାକ୍ତରଙ୍କ ପାଖରେ ପହଞ୍ଚିଲେ ମହିଳା, ଗର୍ଭାଶୟରୁ ବାହାରିଲା ଏଭଳି ଜିନିଷ

ନୂଆଦିଲ୍ଲୀ : ଦିଲ୍ଲୀର ଶାଲିମାର ବାଗ୍‌ରେ ରହୁଥିବା ଅର୍ଚ୍ଚନା ଆହୁଜାଙ୍କ ପେଟ ୬ମାସ ମଧ୍ୟରେ ବଢ଼ିବାକୁ ଲାଗିବାରୁ ସେ ଏହାକୁ ଚର୍ବି ବୋଲି ଭାବି ଅଣଦେଖା କରି ଦେଇଥିଲେ । କିନ୍ତୁ ଧିରେ ଧିରେ ଏହା ଅଧିକ ବଢ଼ିବାରୁ ସେ ଏମ୍ସର ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ । ଡାକ୍ତର କାରଣ ଜାଣିବା ପାଇଁ…
ଅଧିକ ଖବର ଦେଖନ୍ତୁ...

୨୦ବର୍ଷ ପରେ ଖୁଲାସା: ବିବାହ ପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟା ସରିଥିଲା, ଜାଣନ୍ତୁ କ’ଣ ପାଇଁ ଶେଷ ମୂହୁର୍ତ୍ତରେ…

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ କେବେ ବିବାହ କରିବେ ସେ ପ୍ରଶ୍ନ ସମସ୍ତେ ପଚାରି ପଚାରି ଥକି ସାରିଛନ୍ତି । ଅନେକ ସମୟରେ ସଲମାନଙ୍କୁ ଏ ବିଷୟରେ ପଚରା ଯାଇଥିଲେ ମଧ୍ୟ ସେ ପ୍ରଶ୍ନକୁ ହସରେ ଉଡ଼ାଇ ଦେଇଥାନ୍ତି । ଏ ପର୍ଯ୍ୟନ୍ତ ସେ ବିବାହ କରି ନଥିବା ବେଳେ ପ୍ରଯୋଜକ ସାଜିଦ୍‌…
ଅଧିକ ଖବର ଦେଖନ୍ତୁ...

ମୋଦୀ ସରକାରଙ୍କ ଅଧିନରେ ନିର୍ବାଚନ ପୂର୍ବରୁ ସବୁବେଳେ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥାଏ: କଂଗ୍ରେସ

ନୂଆଦିଲ୍ଲୀ : ଅକ୍ଟୋରବ ୨୧ରେ ହରିୟାଣା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାର ଗୋଟେ ଦିନ ପୂର୍ବରୁ ଭାରତୀୟ ସେନା ପାକ୍‌ ଅଧିକୃତ କଶ୍ମୀରରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିବା ବେଳେ ପ୍ରାୟ ୨୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡ଼ିଛି । ଏହା ସହ…
ଅଧିକ ଖବର ଦେଖନ୍ତୁ...

୪ ଡକାୟତ ଗିରଫ, ୧୮ ହଜାର ଟଙ୍କା ସମେତ ୪ ମୋବାଇଲ ଜବତ

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ପୁଲିସ ନାଉପୁଟ ଠାରୁ ୪ ଜଣ ଡକାୟତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜୟପୁର ଟାଉନ୍‌ର ଢେପାଗୁଡ଼ାର ରୋହନ କୁଲଦୀପ (୨୩), ଜୟପୁର ସଦର ଥାନା ଘେଉରି ଅଞ୍ଚଳର ରବି ହରିଜନ (୨୯), ନବରଙ୍ଗପୁର ଜିଲ୍ଲାର ବିଜ୍ରାଗୁଡ଼ାର ଚନ୍ଦ୍ରଶେଖର ହରିଜନ (୨୮) ଓ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କ୍ୟାରିୟରକୁ ନେଇ ଆପଣ ଟିକେ ଚିନ୍ତିତ ରହିବେ। କୌଣସି ନୂଆ କାମ କରିବା ପୂର୍ବରୁ ବରିଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ବିତିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୪। ବୃଷ: ଆପଣଙ୍କ ଜୀବନ ଲାଗି ଭଲ ଦିନଟିଏ। କୌଣସି ବି କାମ କରନ୍ତୁ; ସମୟ ପୂର୍ବରୁ ପୂରା…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦ ବଲ ଖେଳିଲେ, ୫ ଛକା ମାରି ୨ଟି ରେକର୍ଡ କଲେ ଉମେଶ ଯାଦବ

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାଞ୍ଚିରେ ଜାରି ଥିବା ଟେଷ୍ଟ ମ୍ୟାଚରେ ଭାରତର ଉମେଶ ଯାଦବ ୨ଟି ରେକର୍ଡ ସୃଷ୍ଟି କରିଛନ୍ତି। ଭାରତର ଦ୍ରୁତ ବୋଲର ରବିବାର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ୧୦ଟି ବଲ ଖେଳି ୫ଟି ଛକା ମାରି ରେକର୍ଡ କରିଛନ୍ତି। ଉମେଶ ଯାଦବ ୫ଟି ଛକ ମାରିବା ସହ ୩୧ ରନ୍‌…
ଅଧିକ ଖବର ଦେଖନ୍ତୁ...

ଜନ୍ମ ଦେବାର କିଛି ସମୟ ପରେ ମୃତ୍ୟୁ ହୋଇଥିବା ଶିଶୁକୁ ୨୯ବର୍ଷ ପରେ ଜୀବିତ ଅବସ୍ଥାରେ ପାଇଲା ମା’

ନୂଆଦିଲ୍ଲୀ: ଜଣେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାର କିଛି ସମୟ ପରେ ତାର ମୃତ୍ୟୁ ହୋଇଥିବା ଖବର ପାଇଥିଲେ। ୨୯ବର୍ଷ ପରେ ନିଜର ସେହି ଶିଶକୁ ଜୀବିତ ଥିବା ଦେଖି ଆତ୍ମବିଭୋର ହୋଇପଡ଼ିଛନ୍ତି ମା’। ଟିନା ବେଜାରାନୋ ନାମକ ଜଣେ ମହିଳା ୧୭ବର୍ଷ ବୟସରେ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ପିଓକେରେ ଭାରତୀୟ ସେନାର ଆକ୍ରମଣ ନେଇ ଗଣମାଧ୍ୟମରେ ମୁହଁ ଖୋଲିଲେ ସେନା ମୁଖ୍ୟ ବିପିନ ରାଓ୍ଵତ

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କଶ୍ମୀରରେ ଭାରତୀୟ ସେନାର ଆକ୍ରମଣ ଉପରେ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି ସେନା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ। ସେ କହିଛନ୍ତି କି ପିଓକେରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିବାକୁ ଭାରତୀୟ ସେନା ତୋପ ବନ୍ଧୁକ ବ୍ୟବହାର କରିଥିଲା। Army Chief, Gen…
ଅଧିକ ଖବର ଦେଖନ୍ତୁ...

ସଂସାର ଉଜୁଡ଼ିଯିବା ପରେ ଆଖି ଖୋଲିଗଲା: ସେଦିନର ବା‌ଣ ବେପ‌ାରି ଏବେ ସଫଳ ଚାଷୀ, ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ବାଲେଶ୍ୱର (ମନୋଜ କୁମାର ରାଉଳ): ବେଳେ ବେଳେ କିଛି ଘଟଣା ମଣିଷ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦିଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାହାବଳପୁରର ଗ୍ରାମର ଗୋଲକ ବିହାରୀ ପ୍ରଧାନ, ଯିଏ ଦିନେ ବାଣବାରୁଦ ବେପାରରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ବାଣ…
ଅଧିକ ଖବର ଦେଖନ୍ତୁ...

ରାତିପାହିଲେ ବିଜେପୁର ଉପନିର୍ବାଚନ; ମତଦାନ ପାଇଁ ହୋଇଛି ୨୮୫ଟି ବୁଥ୍‌

ବରଗଡ଼: ବିଜେପୁର ମତଦାନ ପାଇଁ ପ୍ରସ୍ତୁତ ହୋଇସାରିଛି। ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ନା’ କଂଗ୍ରେସର ଦିଲ୍ଲୀପ ପଣ୍ଡା କାହାକୁ ଭରସା କରିବେ ଲୋକେ ସେ ନେଇ ଚର୍ଚ୍ଚା ଜୋରସୋର ଚାଲିଛି। ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ କବଜା କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...