Daily Archives

October 21, 2019

କେବିସିରେ ୧୨ ଲକ୍ଷ ଟଙ୍କା ପାଇଁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ ଏକ୍ସପର୍ଟ, ଜାଣନ୍ତୁ ପ୍ରଶ୍ନଟି…

ମୁମ୍ବାଇ : ଟିଆର୍‌ପିର ଟପ୍‌-୧୦ ସୂଚୀରେ ରହିଛି କୁଇଜ୍‌ ସୋ’ କୌନ୍‌ ବନେଗା କରୋଡପତି ସିଜିନ୍‌-୧୧ । ସୋ’ରେ ପ୍ରତିଯୋଗୀ ଓ ଅମିତାଭ ବଚ୍ଚନଙ୍କ ମଧ୍ୟରେ ହେଉଥିବା ପ୍ରଶ୍ନ-ଉତ୍ତରର କାର୍ଯ୍ୟକ୍ରମ ଓ ବିଭିନ୍ନ ବ୍ୟକ୍ତିଗତ କଥାକୁ ନେଇ ଆଲୋଚନା ସୋ’କୁ ଚର୍ଚ୍ଚିତ କରୁଛି । ସୋ’ରେ ପ୍ରତିଯୋଗୀମାନେ…
ଅଧିକ ଖବର ଦେଖନ୍ତୁ...

ଚୋରା କାଠ ଜବତ କରିବାକୁ ଯାଇଥିଲେ ରେଞ୍ଜର, ଆକ୍ରମଣ କଲେ କୋଇଲା ମାଫିଆ, ବନ ବିଭାଗର ୪ କର୍ମଚାରୀ ଆହତ

କଟକ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାଲକ୍ଷ୍ମୀପୁର ଠାରେ ଖୁଣ୍ଟୁଣୀ ରେଞ୍ଜ ବନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ସୋମବାର ଜଣାପଡ଼ିଛି। ଚୋରା କାଠ କୋଇଲା ଜବତ କରିବାକୁ ଯାଇଥିବା ବେଳେ କୋଇଲା ମାଫିଆମାନେ ରେଞ୍ଜରଙ୍କ ଗାଡି ଭାଙ୍ଗିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ଶରୀରରୁ କ୍ୟାଲୋରି କମ କରିବା ପାଇଁ ପ୍ରତିଦିନର ଖାଦ୍ୟରେ ସାମିଲ କରନ୍ତୁ ଏ ସବୁ ଜିନିଷ

ଓଜନ ବଢ଼ିଯିବା ପରେ ତାକୁ କମ କରିବା କଷ୍ଟକର ହୋଇ ପଡ଼େ । ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ସହଜରେ ଓଜନ କମି ନ ଥାଏ । ଓଜନ ବଢ଼ିବା ସହ ଶରୀରରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଯେମିତି କି, ମଧୁମେହ, ହୃଦ୍‌ଜନିତ ସମସ୍ୟା, ରକ୍ତଚାପ ଭଳି ସମସ୍ୟା ଦେଖା ଯାଇଥାଏ । ଏ ସବୁ ସମସ୍ୟାରୁ ରକ୍ଷା…
ଅଧିକ ଖବର ଦେଖନ୍ତୁ...

କେବଳ ସ୍ୱଚ୍ଛତା ପାଇଁ ସଂକଳ୍ପ ନେଇଛନ୍ତି ସନ୍ଧ୍ୟାରାଣୀ, ଡ୍ୟୁଟି ସରିବା ପରେ ନିଜ ଟ୍ରାଫିକ ପୋଷ୍ଟ ନିଜେ ସଫା କରୁଛନ୍ତି

ଭୁବନେଶ୍ବର: ପରିବେଶକୁ ସ୍ୱଚ୍ଛ କରିବା, ସୁସ୍ଥ ରହିବା ଏଭଳି ନାରାକୁ ସଂକଳ୍ପ କରି ଦେଶର କୋଣ ଅନୁକୋଣରେ ସ୍ୱଚ୍ଛ ଭାରତ ଗଢୁଛନ୍ତି ଅନେକ । ଏପରିକି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମାଜର ସଚେତନ ନାଗରିକମାନେ ସଂକଳ୍ପ ନେଇ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରୁଛନ୍ତି । ଆଉ ଏହାରି ଭିତରେ…
ଅଧିକ ଖବର ଦେଖନ୍ତୁ...

ଦାମୀ ଫୋନ କିଣିବାକୁ ନେଇ ଘୃଣାରେ ପରିଣତ ହେଲା ପ୍ରେମ, ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ଖର୍‌ଗୋନେ : ମଧ୍ୟପ୍ରଦେଶର ଖର୍‌ଗୋନେ ଜିଲ୍ଲାରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦମ୍‌ଓ୍ଵାଡା ଗାଁରେ ସାମାନ୍ୟ କାରଣ ପାଇଁ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତଜଣଙ୍କ ଭୋଲାରାମ ବୋଲି ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

କେବିସିରେ ତନୁଶ୍ରୀ ଦତ୍ତାଙ୍କୁ ନେଇ ଏଭଳି ପ୍ରଶ୍ନ ପଚାରିଲେ ବିଗ୍‌ ବି, ଭିଡିଓ ଦେଖି ତୁରନ୍ତ ପ୍ରତିକ୍ରିୟା ରଖିଲେ…

ମୁମ୍ବାଇ : ୨୦୧୮ରେ ଖୁବ୍‌ ସକ୍ରିୟ ହୋଇଥିଲା #ମି ଠୁ ଅଭିଯାନ । ଏହି ଅଭିଯାନ ଜରିଆରେ ବିଭିନ୍ନ କଳାକାର ନିଜ ସହ ହୋଇଥିବା ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ । ଅନେକ ଦିଗ୍ଗଜ ନେତାଙ୍କ ଅସଲ ମୁଖା ଖୋଲିଥିଲା । ପ୍ରଥମେ ଭାରତରେ ଏହାକୁ ସକ୍ରିୟ କରିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଏବେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପୁଣେରେ ବିଦ୍ୟୁତ ନଥିବାରୁ ମହମବତୀ ଜଳାଇ ଭୋଟ୍‌ ଦେଲେ ମତଦାତା

ପୁଣେ : ନିର୍ବାଚନ ପୂର୍ବରୁ ପ୍ରଚାର ସମୟରେ ବିଭିନ୍ନ ଦଳର ନେତାମାନେ ଜନସାଧାରଣଙ୍କୁ ଅନେକ ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥାନ୍ତି । କିନ୍ତୁ ମତଦାନ ପାଇ ଜିତିବା ପରେ ସେମାନେ ନିଜର ପ୍ରତିଶ୍ରୁତିକୁ ଭୁଲିଯିବାର ଅନେକ ଦୃଶ୍ୟ ପୂର୍ବରୁ ସାମ୍ନାକୁ ଆସିଛି । କିନ୍ତୁ ପୁଣେରେ ଏକ ପୋଲିଂ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍‌ରୁ ଅବସର ନେଲେ ଓଡ଼ିଶା ରଣଜୀ ଖେଳାଳି ନଟରାଜ ବେହେରା

କଟକ: ଓଡ଼ିଶା ରଣଜୀ ଖେଳାଳି ନଟରାଜ ବେହେରା ସୋମବାର ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି। ନିଜ ଅବସର ନେଇ ସେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ସମ୍ପାଦକଙ୍କୁ ପତ୍ର ଲେଖିଛନ୍ତି। ସୂଚନାଯୋଗ୍ୟ ନଟରାଜ ବେହେରା ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୩୦୩୧ ରନ୍‌ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଉର୍ବଶୀଙ୍କ ପରେ ଏବେ ଏହି ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ : କ୍ରିକେଟର ବା କୌଣସି ବଲିଉଡ୍‌ କଳାକାର ପରସ୍ପରର ପ୍ରେମରେ ପଡ଼ିବା ଖବର ନୂଆ ନୁହେଁ । ପୂର୍ବରୁ ଏଭଳି ଅନେକ ଯୋଡ଼ି ସାମ୍ନାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ବିବାହ କରିଛନ୍ତି ତ କିଛି ଯୋଡ଼ିଙ୍କ ବିଚ୍ଛେଦ ହୋଇଛି । ଏ ମଧ୍ୟରେ ଏବେ ସାମିଲ ହୋଇଛି କ୍ରିକେଟର ହାର୍ଦ୍ଦିକ…
ଅଧିକ ଖବର ଦେଖନ୍ତୁ...

୭ ଦଫା ଦାବିରେ ତେଜିଲେ ଚାଷୀ ସଙ୍ଗଠନ, ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରିଲେ ଅନଶନ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଦାବି ନେଇ ମଙ୍ଗଳବାର ଠାରୁ ଅର୍ନିଦିଷ୍ଟ କାଳ ପାଇଁ ରିଲେ ଅନଶନ କରିବ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ। ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନର କର୍ମକର୍ତ୍ତାମାନଙ୍କ ସହିତ ସମ୍ବଲପୁର ଜିଲ୍ଲାର ଚାଷୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...