ଭତ୍ତା ଆଣିବାକୁ ଯାଇଥିଲେ ୮୦ ବର୍ଷିଅ ବୃଦ୍ଧ, ଫିଙ୍ଗର ପ୍ରିଣ୍ଟ ଦେଉଥିଲା ବେଳେ ଟଳି ପଡ଼ିଲେ
ରାଉରକେଲା: ଭତ୍ତା ଟଙ୍କା ପାଇଁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ରାଉରକେଲାର ଓରାମ ପଡାସ୍ଥିତ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବୃଦ୍ଧ ଜଣକ ହେଲେ ବାସନ୍ତି କଲୋନି ରେଳଫାଟକ ନିକଟ ବସ୍ତିର ଦିଲୀପ ଦେ (୮୦)। ସେ ସୋମବାର ଅପରାହ୍ନ ପ୍ରାୟ ସାଢେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...