Daily Archives

October 23, 2019

ଆତ୍ମହତ୍ୟା ଉଦ୍ୟମ କରିବା ସହ ଫେସ୍‌ବୁକ୍‌ରେ ଭିଡିଓ ପୋଷ୍ଟ କଲେ ବ୍ୟବସାୟୀ

ଡେରାଡୁନ୍‌ : ମସୁରୀ ନଗର ନିଗମକୁ ଦାୟୀ କରି ମଙ୍ଗଳବାର ରାତିରେ ମସୁରୀର ଜଣେ ରାସ୍ତାକଡ଼ ବ୍ୟବସାୟୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡ଼ିଛି । ଏହି ଘଟଣାର  ଭିଡିଓ ବନାଇ ସେ ଫେସ୍‌ବୁକ୍‌ରେ ମଧ୍ୟ ଛାଡ଼ିଥିଲେ । ଭିଡିଓ ଭାଇରାଲ ହେବା ପରେ ଏହି ମାମଲାକୁ ନେଇ ଏବେ ଯାଞ୍ଚର ନିର୍ଦ୍ଦେଶ ଦିଆଯାଇଛି…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା: ଭଡ଼ାଘରେ ବେକରେ ଫାଶ ଲଗାଇଲେ କନିଷ୍ଠଯନ୍ତ୍ରୀ, ନମ୍ବର କମ ମିଳିବାରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

ଦଶପଲ୍ଲା/ବ୍ରହ୍ମପୁର: ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଜଣେ କନିଷ୍ଠଯନ୍ତ୍ରୀ ବୁଧବାର ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ଜଣେ ଦଶମ ଶ୍ରେଣୀ ଛାତ୍ର ମାସିକ ପରୀକ୍ଷାରେ ନମ୍ବର କମ୍‌ ଆସିବାରୁ ଜୀବନ ହାରିଛନ୍ତି। ସୂଚନା ଅନୁସାରେ ଦଶପଲ୍ଲା ବିଦ୍ୟୁତ୍‌…
ଅଧିକ ଖବର ଦେଖନ୍ତୁ...

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ର ଟ୍ରେଲର : ଦମଦାର କମେଡି ଓ ଆକ୍ସନ ସହ ଭିନ୍ନ କାହାଣୀକୁ ନେଇ ନଜର…

ମୁମ୍ବାଇ : ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ର ଟ୍ରେଲର । କିଛି ଦିନ ପୂର୍ବରୁ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ସବୁ ଚର୍ଚ୍ଚାର ଅବସାନ ଘଟିଛି । ଫିଲ୍ମର ପୂର୍ବ ଦୁଇ ଭାଗରେ କେବଳ ସୋନାକ୍ଷୀଙ୍କ ସହ ସଲମାନ ଖାନ୍‌ଙ୍କୁ ରୋମାନ୍ସ କରୁଥିବାର…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରେ ୩୪ ମିମି ବର୍ଷା, ୨୫ ଯାଏ ଜାରି ରହିବ, ଜନଜୀବନ ପ୍ରଭାବିତ

ବାଲେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଫଳରେ ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବୁଧବାର ପ୍ରବଳ ବର୍ଷା ହୋଇଛି। ବାଲେଶ୍ୱର ଜିଲ୍ଲାରେ ମଙ୍ଗଳବାର ରାତି ଠାରୁ ତୁହାକୁତୁହା ବର୍ଷା ଜାରି ରହିଥିବା ବେଳେ ଜନଜୀବନ ପ୍ରଭାବିତ ହୋଇପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିବାର ଯୋଜନା କରିଥିଲା ସ୍ତ୍ରୀ, କିନ୍ତୁ ଚାଲିଗଲା ପ୍ରେମିକ ଓ ସ୍ୱାମୀର ଜୀବନ

ସୁରଟ୍‌ : ବିବାହ ପରେ ପର ପୁରୁଷ ସହ ଅବୈଧ ସଂପର୍କ ରଖିଥିଲେ ମହିଳା । ପ୍ରେମିକ ସହ ସୁନାର ସଂସାର ଗଢ଼ିବାର ସ୍ୱପ୍ନ ଦେଖି ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିବାର ଯୋଜନା କରିଥିଲା ସ୍ତ୍ରୀ । କିନ୍ତୁ ଶେଷର ପୂରା ଘଟଣା ବଦଳି ଯାଇଥିଲା । ସ୍ୱାମୀ ସହ ପ୍ରେମିକ ମଧ୍ୟ ପୋଖରୀରେ ବୁଡ଼ି…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପାଇଁ ସ୍ୱଇଚ୍ଛାରେ ଜମି ଛାଡ଼ିଥିବା ୧୧ ପରିବାରକୁ ସମ୍ବର୍ଦ୍ଧିତ କଲେ ନବୀନ

ଭୁବନେଶ୍ୱର: ଶ୍ରୀମନ୍ଦିର ପାଇଁ ସ୍ୱେଚ୍ଛାକୃତ ଭାବେ ଜମି ଦେଇ ବୁଧବାର ୧୧ ଟି ପରିବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିକଡ଼ରୁ ସ୍ୱେଚ୍ଛାକୃତ ଭାବେ ଜାଗା ଛାଡିଥିବା ୧୧ଟି ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ଲୋକସେବା…
ଅଧିକ ଖବର ଦେଖନ୍ତୁ...

କୌଣସି ମୂହୁର୍ତ୍ତରେ ଗିରଫ ହୋଇ ପାରନ୍ତି କୋରିଓଗ୍ରାଫର ରେମୋ ଡି’ସୁଜା ! ଜାମିନ ବିହୀନ ପରଓ୍ଵାନା ଜାରି କଲା ଅଦାଲତ

ମୁମ୍ବାଇ : ଲୋକପ୍ରିୟ କୋରିଓଗ୍ରାଫର ଓ ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୌଣସି ମୂହୁର୍ତ୍ତରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଜଣା ପଡ଼ିଛି। ୫ କୋଟି ଟଙ୍କା ହଡ଼ପ କରିବାର ଅଭିଯୋଗ ଲାଗିବା ପରେ ଗାଜିଆବାଦ୍‌ର ଏକ ଅଦାଲତ ତାଙ୍କ ବିରୋଧରେ ଜାମିନ ବିହୀନ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କା ଦେଇ ଫେରାର, ୩ ବାଇକ୍‌ ଆରୋହୀ ମୃତ

କଟକ: ନିଶ୍ଚିନ୍ତକୋଇଲି ଥାନା କେନ୍ଦୁପାଟଣା ନିକଟରେ ବୁଧବାର ସନ୍ଧ୍ୟାରେ ୩ ଜଣ ବାଇକ ଆରୋହୀ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ୩ ଜଣ ଯୁବକ କଟକ ଅଭିମୁଖେ ଯାଉଥିବା ସମୟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣାର ଶିକାର ହେବା ପରେ ଯୁବକମାନେ ତଳେ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀଙ୍କୁ ଭଡ଼ା ଫେରାଇବାକୁ ନେଇ ବିଫଳ ହେବାରୁ ଜେଟ୍‌ ଏୟାରେଓ୍ଵଜ୍‌ ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହେଲା…

ନୂଆଦିଲ୍ଲୀ : ଜେଟ୍‌ ଏୟାରେଓ୍ଵଜ୍‌  ବିରୋଧରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । କିଛି ଦିନ ତଳେ ଜେଟ୍‌ ଏୟାରେଓ୍ଵଜ୍‌ ନିଜର ସମସ୍ତ ବିମାନର ଉଡ଼ାଣକୁ ବନ୍ଦ କରି ଦେଇଥିଲା । ଯାହାଦ୍ୱାରା ପୂର୍ବରୁ ଟିକେଟ୍‌ ବୁକ୍‌ କରିଥିବା ଯାତ୍ରୀଙ୍କୁ ଅନେକ ସମସ୍ୟାର ସାମ୍ନା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାରବର୍ଗଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆମଦାନିରେ ଅଚାନକ ବୃଦ୍ଧି ଘଟିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୨। ବୃଷ: କ୍ୟାରିୟରକୁ ନେଇ ଆପଣ ଟିକେ ଚିନ୍ତିତ ରହିବେ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା…
ଅଧିକ ଖବର ଦେଖନ୍ତୁ...