Daily Archives

October 24, 2019

କୁକୁରଙ୍କ ପାଇଁ ଦେବଦୂତ ସାଜନ୍ତି ରାଜଧାନୀର ଏହି ଜରି ଗୋଟାଳି

ଭୁବନେଶ୍ୱର: ଭାରତର ପୂର୍ବତନ କ୍ରିକେଟର ଭି ଭିଏସ ଲକ୍ଷ୍ମଣଙ୍କ ଟୁଇଟ୍‌ ଆସିବା ପରେ ଜରି ଗୋଟାଳି କମଳ ଲୋଚନ ଚର୍ଚ୍ଚାକୁ ଆସିଛନ୍ତି। କଥାରେ ଅଛି ଭୋକ ସମସ୍ତଙ୍କ ପାଇଁ ସମାନ । ମଣିଷ ପରି ପଶୁପକ୍ଷୀଙ୍କୁ ବି ଭୋକ ହୋଇଥାଏ, ଆଉ ଏହି କଥାକୁ ବେଶ୍‌ ଭଲ ଭାବେ ହୃଦୟଙ୍ଗମ କରିପାରିଛନ୍ତି କମଳ ଲୋଚନ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ମୁଖ୍ୟାଳୟରେ ଚା’ ପରଷୁ ଥିବା କର୍ମଚାରୀଙ୍କ ପତ୍ନୀ ନିର୍ବାଚନ ଜିତିଲେ

ପିଥେରଗଢ଼: ଉତ୍ତରାଖଣ୍ଡର ପିଥେରଗଢ଼ ଜିଲ୍ଲାରେ କଂଗ୍ରେସ ପାର୍ଟି ମୁଖ୍ୟାଳୟରେ ଚା’ ପରଷୁ ଥିବା ବ୍ୟକ୍ତିଙ୍କ ପତ୍ନୀ ଗ୍ରାମପ୍ରଧାନ ନିର୍ବାଚନରେ ବିଜୟୀ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟର ୧୨ଟି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ମଙ୍ଗଳବାର ଘୋଷିତ ହୋଇଥିଲା। ଏଥିରେ ନରେନ୍ଦ୍ର ସିଂହ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରକୁ ଗଂଜେଇ ଚାଲାଣ: କାରରୁ ମିଳିଲା ୬୫ କିଲୋ,୨ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳରୁ ଭୁବନେଶ୍ୱରକୁ କାରରେ ଗଂଜେଇ ଚାଲାଣ ସମୟରେ ପୁଲିସ ଅଟକାଇଛି। ପୁଲିସ ଗୁରୁବାର କାରରୁ ୬୫ କିଲୋ ଗଂଜେଇ ପୁଲିସ ଜବତ କରିଛି। ଏହି ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ୨ ଅଭିଯୁକ୍ତ ହେଲେ କେ.ନୂଆଗାଁ ଥାନା ଜୁଗପଦର ଗାଁର ସଲିମ ବେହେରା ଓ ବାଳକୃଷ୍ଣ ନାୟକ।…
ଅଧିକ ଖବର ଦେଖନ୍ତୁ...

ଜଳସମ୍ପଦ ବିଭାଗ ଉପନିର୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଘଟଣା, ଆକଳନ ହେଲା ୨.୬ କୋଟିରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି

ବାଲେଶ୍ୱର: ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପନିର୍ଦେଶକ ସର୍ବେଶ୍ବର ସେନାପତିଙ୍କ ବିଭିନ୍ନ ଠିକଣାରେ ଗତକାଲି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଆଜି ତାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଇଛି। କଟକ ଭିଜିଲାନ୍ସ ନିଦେର୍ଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ…
ଅଧିକ ଖବର ଦେଖନ୍ତୁ...

ହରିୟାଣାରେ ଝୁଲା ସରକାର

ହରିୟାଣା : ମହାରାଷ୍ଟ୍ରରେ ଶିବସେନା ସହ ମେଂଟ କରି ବିଜେପି, ବିଧାନସଭା ନିର୍ବାଚନରେ ବାଜି ମାରିନେଇଛି । ତେବେ ହରିଆଣାରେ ଗଣିତ ଓଲଟପାଲଟ ହୋଇଯାଇଛି । ନିର୍ବାଚନ ଫଳାଫଳ କହୁଛି, ହରିୟାଣାରେ ଝୁଲା ସରକାର ଗଠନ ହେବ। ଅର୍ଥାତ୍ କେଉଁ ଦଳକୁ ବି ସଂଖ୍ୟା ଗରିଷ୍ଠତା ମିଳିପାରିନାହିଁ । ବିଜେପିକୁ…
ଅଧିକ ଖବର ଦେଖନ୍ତୁ...

ଟିଟିଲାଗଡ଼: କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ, ଥାନାରେ ମାମଲା

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଗୁରୁବାର ରାତିରେ କାର୍ଯ୍ୟରତ ଡାକ୍ତର ଦିଲୀପ ପଟ୍ଟନାୟକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଗୁରୁବାର ରାତି ସାଢ଼େ ୯ଟାରେ ସ୍ଥାନୀୟ ସ୍ୱାଧୀନପଡ଼ା କିଛି ଯୁବକ ଜଣେ ଆସନ୍ନପ୍ରସବା ମହିଳାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦୁଇବୁନ୍ଦା ନଡ଼ିଆ ତେଲ ଶରୀର ଓ ତ୍ୱଚା ପାଇଁ କେତେ ଚମତ୍କାର ଜାଣନ୍ତୁ

ଘରେଘରେ ନଡ଼ିଆ ତେଲର ବହୁଳ ବ୍ୟବହାର ହୋଇଥାଏ। ପୂର୍ବରୁ ଜେଜେମା’ମାନେ ନଡ଼ିଆ ତେଲ ସବୁବେଳେ ଶରୀର ଓ କେଶରେ ଲଗାଇବା ପାଇଁ କହି ଥାଆନ୍ତି। ତେବେ ଆସନ୍ତୁ ଜାଣିବା ନଡ଼ିଆ ତେଲର ଚମତ୍କାରିତା ବିଷୟରେ... ଆଗକୁ ଶୀତଋତୁ ଆସୁଛି। ଶୀତ ଋତୁ ଆସିଲେ ଚର୍ମ ଶୁଖିଲା ପଡ଼ିଯାଏ। ଦେଖିବାକୁ ଅସୁନ୍ଦର…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ହେବା ପରେ ହ୍ରାସ ପାଇଛି ୫ କିଲୋ ଓଜନ, ଟୁଇଟ କରି ଜଣାଇଲେ ଅମିତାଭ ବଚ୍ଚନ

ମୁମ୍ବାଇ : କିଛିଦିନ ତଳେ ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ଅସୁସ୍ଥ ଅବସ୍ଥାରେ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଯକୃତ ସମସ୍ୟା ନେଇ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସୁସ୍ଥ ହୋଇ ଘରକୁ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀକୁ ଛାଡ଼ି ଜ୍ୱାଇଁ ସହିତ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହୁଥିଲା ଶାଶୁ, ଚାଲିଗଲା ଜୀବନ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀକୁ ଛାଡି ଶାଶୁ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହୁଥିଲା। ଅଭିଯୋଗ ହୋଇଛି କି ଜ୍ୱାଇଁ ଶାଶୁକୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଅଶୋକ ବିହାର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ଟିକ୍‌ଟକ୍‌ ଭିଡିଓ ବନାଇଲେ ମହିଳା: ଦେଖନ୍ତୁ ଭିଡିଓ

ପାକିସ୍ତାନ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ କାର୍ଯ୍ୟାଳୟରେ ଜଣେ ମହିଳା ଟିକ୍‌ଟକ୍‌ ଷ୍ଟାରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖିବା ପରେ ପାକିସ୍ତାନର ପୁଣି ମଜାକ୍‌ ଉଡିଛି। ଉକ୍ତ ଷ୍ଟାରଙ୍କ ନାମ ହରିମ ଶାହ ବୋଲି ଜଣାପଡ଼ିଛି। ହରିମ୍…
ଅଧିକ ଖବର ଦେଖନ୍ତୁ...