Monthly Archives

October 2019

ଚର୍ଚ୍ଚାରେ ପ୍ରଶଂସକଙ୍କ ଭଲ ପାଇବା! ଭୁଲାପଣର ଶିକାର ହୋଇ ପରିବାରର ସମସ୍ତଙ୍କୁ ଭୁଲି ଯାଇଥିଲେ ମଧ୍ୟ ବିଗ୍‌ ବିଙ୍କୁ…

ମୁମ୍ବାଇ : ପୂର୍ବ ସବୁ ସିଜିନ୍‌ ଠାରୁ କେବିସିର ସିଜିନ୍‌-୧୧ ଏବେ ବହୁଚର୍ଚ୍ଚିତ ହେବାରେ ଲାଗିଛି । ସୋ’କୁ ଆସୁଥିବା ପ୍ରତିଯୋଗୀଙ୍କ ପାଇଁ ସିଜିନ୍‌-୧୧ଟି ଚର୍ଚ୍ଚିତ ହେଉଥିବା ଜଣାପଡ଼ିଛି । ପ୍ରତିଦିନ ସୋ’କୁ ନେଇ ଗୋଟିଏ ପରେ ଗୋଟିଏ ଚର୍ଚ୍ଚିତ ଖବର ସାମ୍ନାକୁ ଆସୁଛି । ପ୍ରତିଯୋଗୀଙ୍କର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ ଖେଳ ବେଳେ ଭାରତୀୟ  ଚୟନକର୍ତ୍ତା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କାଙ୍କୁ ଚା’ ଦେଉଥିବା ମନ୍ତବ୍ୟର କଡ଼ା ଜବାବ…

ନୂଆଦିଲ୍ଲୀ : ଦେଶର ବରିଷ୍ଠ କ୍ରିକେଟର ଫାରୁକ ଇଂଜିନୟରଙ୍କ ୨୦୧୯ ବିଶ୍ୱକପ ଖେଳ ବେଳେ ଭାରତୀୟ  ଚୟନକର୍ତ୍ତା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କାଙ୍କୁ ଚା’ ଦେଉଥିବା ମନ୍ତବ୍ୟ ଏବେ ଚର୍ଚ୍ଚାରେ ରହିଥିବା ବେଳେ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ପୂର୍ବରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଶ୍ରୀଜଗନ୍ନାଥଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ସାଧୁସନ୍ଥଙ୍କ ସହିତ ସ˚ପର୍କ ବଢ଼ିବ। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ହେବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୮। ବୃଷ: ଆପଣଙ୍କ ପାଖଆଖରେ ମଧୁର ବାତାବରଣ ରହିବ। କୌଣସି ଜରୁରୀ କାମ ଜୀବନସାଥୀଙ୍କ ପରାମର୍ଶରେ କରନ୍ତୁ;…
ଅଧିକ ଖବର ଦେଖନ୍ତୁ...

ଜେଠାଲାଲଙ୍କ ସହ ଅନ୍ୟ ଅଭିନେତା/ଅଭିନେତ୍ରୀଙ୍କ ପ୍ରକୃତ ନାମ କଣ ଜାଣନ୍ତି କି ?

ମୁମ୍ବାଇ: ଛୋଟ ପରଦାରେ ଭାରତର ତମାମ ଦର୍ଶକଙ୍କୁ ମନୋରଞ୍ଜନର ବେଶ ଖୋରାକ ଯୋଗାଇଥାଏ 'ତାରକ ମେହେଟ୍ଟା କି ଉଲଟା ଚଷମା' | ଟିଆରପି ତାଲିକାରେ ଏହି କାର୍ଯ୍ୟକ୍ରମଟି ପ୍ରାୟ ଟପ-୧୦ରେ ରହୁଥିବାର ଦେଖିବାକୁ ମିଳିଥାଏ | ଏହି ସୋରେ ଅଭିନୟ କରୁଥିବା ଜେଠାଲାଲ, ଦୟା, ଭିଡ଼େ, ଆୟର ପ୍ରମୁଖଙ୍କ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରର ବିଭାଜନକୁ ‘ବେଆଇନ୍‌’ କହି ବିରୋଧ କଲା ଚୀନ୍‌; ଭାରତ କହିଲା ଆମ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କର…

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ଧାରା ୩୭୦କୁ ପ୍ରତ୍ୟାହାର କରିନେବା ପରେ ଭାରତ ସରକାର ରାଜ୍ୟ ବଦଳରେ ଏହାକୁ ବିଭାଜନ କରି ଜମ୍ମୁ- କଶ୍ମୀର ଓ ଲଦାଖ ରୂପେ ଆଜି ଠାରୁ ବିଧିବଦ୍ଧ ଭାବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରିଛନ୍ତି। ତେବେ, ପଡ଼ୋଶୀ ଚୀନ୍‌ ଭାରତ ସରକାରଙ୍କର…
ଅଧିକ ଖବର ଦେଖନ୍ତୁ...

ଅନାହାରରେ ଥିବା ଅନାଥ ପିଲାଙ୍କୁ ମିଳିଲା ସହାୟତା: ମା’ର ଦଶାହ ପରେ ଶିଶୁ କଲ୍ୟାଣ ଅନୁଷ୍ଠାନରେ ରହିବେ ୩ ଶିଶୁ

କୋରାପୁଟ: ଦଶମନ୍ତପୁର ବ୍ଲକର ବଦଳିକୁଡୁମ ଗାଁରେ ମା’ର ମୃତ୍ୟୁ ପରେ ବୁଧବାର ଅପରାହ୍ଣ ଠାରୁ ଭୋକରେ ଥିବା ୩ ଅନାଥ ଶିଶୁଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା ମିଳିଛି। ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି। ଜିଲ୍ଲା ରେଡକ୍ରସ୍‌ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ପ୍ରସବର କିଛି ସମୟ ପରେ କାମକୁ ଫେରିଥିଲେ ନେହା ଧୁପିଆ, ମାଗିଥିଲେ ଦୁଇଘଣ୍ଟାର ସମୟ

ମୁମ୍ବାଇ: ଅଭିନେତ୍ରୀ ନେହା ଧୁପିଆ ସମ୍ପ୍ରତି  ମାତୃତ୍ବକୁ ଉପଭୋଗ କରୁଛନ୍ତି। ସେ ଅନ୍ତସତ୍ତ୍ୱା ଥିବା ସମୟରେ ବି କାମ କରିବା ଜାରି ରଖିଥିଲେ। ନେହା ଧୁପିଆ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ନିଜର ପ୍ରସବ ସହିତ ଜଡ଼ିତ ଅନୁଭବକୁ ସେୟାର କରିଛନ୍ତି। ନେହା ଧୁପିଆ କହିଥିଲେ, ‘ମୁଁ…
ଅଧିକ ଖବର ଦେଖନ୍ତୁ...

ନୋବେଲ ବିଜେତା ଅଭିଜିତଙ୍କ ଦାରିଦ୍ର୍ୟ ଦୂରୀକରଣ ସଂସ୍ଥା ‘ଜେ-ପାଲ୍‌’ ସହ ଓଡ଼ିଶା ସରକାରଙ୍କ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଅର୍ଥନୀତି ନୋବେଲ ବିଜେତା ଅଭିଜିତଙ୍କ ଦାରିଦ୍ର୍ୟ ଦୂରୀକରଣ ସଂସ୍ଥା ‘ଜେ-ପାଲ୍‌’ ସହ ଓଡ଼ିଶା ସରକାର ଗୁରୁବାର ବୁଝାମଣା ପତ୍ର ଗୁରୁବାର ସ୍ୱାକ୍ଷର କରିଛନ୍ତି। ବୁଝାମଣା ଅନୁସାରେ ସଂପୃକ୍ତ ସଂସ୍ଥା ରାଜ୍ୟର ଦାଦନ ସମସ୍ୟା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣା ଭିତ୍ତିକ ସହଯୋଗ ତଥା…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟ କୁମାର ଓ ତାଙ୍କ ଝିଅକୁ ଶୋଷ ହେବାରୁ ଝୁମ୍ପୁଡିରେ ପହଞ୍ଚିଲେ, ବୃଦ୍ଧ ଦମ୍ପତି ଖାଇବାକୁ ଦେଲେ ଗୁଡ ଓ ରୁଟି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ସ୍ୱାସ୍ଥ୍ୟକୁ ନେଇ କେତେ ଯତ୍ନବାନ ତାହା ସମସ୍ତେ ଜାଣିଛନ୍ତି। ଠିକ ସମୟରେ ଶୋଇବା, ଭଲ ଖାଦ୍ୟ ଖାଇବା, ସକାଳେ ଶୀଘ୍ର ଉଠିବା ଏହା ତାଙ୍କର ପ୍ରତିଦିନର ଅଭ୍ୟାସ। ନିଜ ସହିତ ସେ ପିଲାମାନଙ୍କର ବି ସେତିକି ଯତ୍ନ ନେଇ ଥାଆନ୍ତି। ସେଥିପାଇଁ ସମୟ…
ଅଧିକ ଖବର ଦେଖନ୍ତୁ...

ପିସିସି ସଭାପତି ହଟାଓ ଅଭିଯାନ କଂଗ୍ରେସ ଦଳର ପୁରୁଣା ରୋଗ, ଏହା ସହଜରେ ଯିବ ନାହିଁ : ନିରଞ୍ଜନ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିକଟରେ ଦେଇଥିବା ଏକ ବୟାନ କଂଗ୍ରେସ କ୍ୟାମ୍ପରେ କମ୍ପନ ସୃଷ୍ଟି କରିଛି। ସେ କହିଛନ୍ତି, ଯିଏ  ମୋତେ ପିସିସି ସଭାପତି ପଦରୁ ହଟେଇ ଦେବେ ମୁଁ ତାଙ୍କ ପାଖରେ ଚିର ଋଣୀ ରହିବି। ପିସିସି ସଭାପତି କିଏ ହେବ ମୋତେ କୁହନ୍ତୁ, ମୁଁ ତାଙ୍କ ନାଁ…
ଅଧିକ ଖବର ଦେଖନ୍ତୁ...