Daily Archives

November 1, 2019

୫ ବନ୍ଧୁଙ୍କୁ ହରାଇ କୋହଭରା କଣ୍ଠରେ କହିଲେ ଯୁବକ; ବଞ୍ଚିବା ପାଇଁ କିଛି ବି କରିବି କିନ୍ତୁ କଶ୍ମୀର ଯିବି ନାହିଁ

ଶ୍ରୀନଗର : କଶ୍ମୀରରେ ରହୁଥିବା ଲୋକଙ୍କ ଅବସ୍ଥା କେମିତି, ତାହା ଏବେ ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇ ସାରିଛି । ସବୁବେଳେ ଆତଙ୍କବାଦୀଙ୍କ ଆକ୍ରମଣ ଡ଼ରରେ ବଞ୍ଚୁଥିବା କଶ୍ମୀରବାସୀଙ୍କ ଜୀବନ କିଭଳି କଟୁଥିବ, ତାହା ଏହି ଘଟଣାରୁ ଦେଶବାସୀ ଅନୁଭବ କରି ପାରିବେ । କାମ କରିବା ପାଇଁ କଶ୍ମୀର…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ଜିୟା ଖାନ୍‌ଙ୍କ ମୃତ୍ୟୁକୁ ନେଇ ବୟାନ ରଖିଲେ ସୁରଜ ପାଞ୍ଚୋଲି: ମୋ ବିଷୟରେ ଭୁଲ କଥା ଲେଖାଯାଇଛି

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁରଜ ପାଞ୍ଚୋଲି ନିଜ ଫିଲ୍ମ ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଖାସ୍‌ କରି ଜିୟା ଖାନ୍‌ଙ୍କୁ ନେଇ ସେ ବିବାଦରେ ଛନ୍ଦି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ସେହି ମାମଲାର କୌଣସି ସମାଧାନ ହୋଇପାରି ନାହିଁ । ତେବେ ଏହି ବିଷୟ ଉପରେ ଲୋକେ…
ଅଧିକ ଖବର ଦେଖନ୍ତୁ...

ଶିବସେନା ସହ ସମ୍ପର୍କ ଯୋଡିବାକୁ ଚାହୁଁନି ଏନସିପି

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗାଦିରେ ବସିବ କିଏ? ମହାରାଷ୍ଟ୍ରରେ ସରକାର ଗଢିବ କିଏ, ତାହାକୁ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି । ବିଜେପି-ଶିବସେନା ମଧ୍ୟରେ ଗଣିତ ଛିଣ୍ଡୁନଥିବାବେଳେ ଆଜି ଶିବସେନାର ଆଶାକୁ ଧୂଳିସାତ କରିଦେଇଛି ଏନସିପି | ଏନସିପି ପ୍ରମୁଖ ଶରଦ ପାୱାର ସଫା ସଫା…
ଅଧିକ ଖବର ଦେଖନ୍ତୁ...

ଟ୍ରାଇ ଧାର୍ଯ୍ୟ କଲା ଇନ୍‌କମିଂ କଲ୍‌ ରିଙ୍ଗ୍‌ର ସମୟ: ମୋବାଇଲ୍‌ ପାଇଁ ୩୦ ସେକେଣ୍ଡ, ଲ୍ୟାଣ୍ଡଲାଇନ୍‌ ପାଇଁ ୬୦…

ନୂଆଦିଲ୍ଲୀ : ଟେଲିକମ ରେଗୁଲେଟରୀ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ଏକ ନୂଆ ନିୟମ ଆଣିଛି । ଶୁକ୍ରବାର ଲ୍ୟାଣ୍ଡଲାଇନ୍‌ ଓ ମୋବାଇଲ୍‌ ଫୋନ ଉଭୟ ପାଇଁ କଲ୍‌ ରିଙ୍ଗ୍‌ ସମୟ ଧାର୍ଯ୍ୟ କରିଛି ଟ୍ରାଇ । ଏବେ ମୋବାଇଲ୍‌ ଫୋନଖଉ ଆସୁଥିବା ଇନ୍‌କମିଂ କଲ୍ ୩୦ସେକେଣ୍ଡ ପର୍ଯ୍ୟନ୍ତ ରିଙ୍ଗ ହେବା ସହ…
ଅଧିକ ଖବର ଦେଖନ୍ତୁ...

ପ୍ରେମୀଯୁଗଳଙ୍କ ପାଇଁ ଜବରଦସ୍ତ ଅଫର ! ୫ମିନିଟ୍‌ରୁ ଅଧିକ କଥା ହେଲେ ୬ପଇସା ଆକାଉଣ୍ଟରେ ଯୋଡ଼ିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ : କିଛି ଦିନ ତଳେ ଜିଓ ନିଜର ମାଗଣା ସେବାରେ ଟିକେ ପରିବର୍ତ୍ତନ ଆଣିଥିଲା । ଜିଓ ନମ୍ବରକୁ ଛାଡ଼ି ଅନ୍ୟ ଯେ କୌଣସି ନମ୍ବରକୁ ଫୋନ କଲେ ୬ପଇସା କାଟିବ ବୋଲି ଘୋଷଣା କରାଯାଇଥିଲା । ଆଇୟୁସିର ନାଁ ନେଇ ଜିଓ ଏହି ନିୟମ ଲାଗୁ କରିଥିବା ବେଳେ ଏବେ ଭାରତର ସରକାରୀ ଟେଲିକମ କମ୍ପାନୀ…
ଅଧିକ ଖବର ଦେଖନ୍ତୁ...

ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମହିଳା ହକି: ଆମେରିକା ବିପକ୍ଷରେ ୫-୧ଗୋଲ୍‌ରେ ଭାରତ ବିଜୟୀ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଶୁକ୍ରବାର ଭାରତୀୟ ମହିଳା ହକି ଟିମ୍‌ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରିଛି। ଏଠାରେ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଉଭୟ ଭାରତ ଓ ଆମେରିକା ମହିଳା ଟିମ୍‌ ପଡ଼ିଆକୁ ଓହ୍ଲାଇଥିଲେ। ଭାରତୀୟ ଦଳର ଖେଳାଳି ତଥା ଓଡ଼ିଆ ଝିଅ ଲିଲିମା ମିଞ୍ଜ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦେବୀମାତାଙ୍କ ଧୢାନରେ ମନ‌େର ସକାରାତ୍ମକ ଶକ୍ତି ସ˚ଚାର ହେବ। ଘର ସଜାଇବାରେ ସମୟ ଦେବେ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କୌଣସି କାମରେ ବାଧା ଉପୁଜିପାରେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୧। ବୃଷ: ପୂରା ଦିନ ନୂଆ ଊର୍ଜାରେ ଭରି ରହିବେ। ବ୍ୟବସାୟରେ ସବୁ କିଛି ପୂର୍ବଭଳି ଭଲ ରହିବ।…
ଅଧିକ ଖବର ଦେଖନ୍ତୁ...

ଯଦି ଭିଡ଼ ସମୟରେ ଟ୍ରେନରେ ଚଢ଼ିନପାରିବେ ତେବେ ମିଳିବ କ୍ଷତିପୂରଣ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ ରେଲୱେ ଟିକଟ ନିଶ୍ଚିତ କରାଇଛନ୍ତି କିନ୍ତୁ ଭିଡ କାରଣରୁ ଟ୍ରେନରେ ଚଢି ନ ପାରିବେ ତେବେ ଆପଣ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ | ଆପଣଙ୍କ ଟଙ୍କା କେବେ ବି ବ୍ୟୟ ହେବନି ବରଂ ରେଳ ବିଭାଗ ଆପଣଙ୍କୁ ପୁରା ଟଙ୍କା ଫେରାଇବ | ଯଦି ଭିଡ ସମୟରେ ଆପଣ ଟ୍ରେନରେ ଚଢ଼ୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଜିଓ ଫୋନ ଦୀପାବଳି ଅଫରରେ ରେକର୍ଡ ବିକ୍ରି; ଗ୍ରାମାଞ୍ଚଳରେ ବର୍ଦ୍ଧିଷ୍ଣୁ ଚାହିଦାକୁ ଦେଖି ନଭେମ୍ବର ୩୦ ପର୍ଯ୍ୟନ୍ତ ଅଫର…

ଭୁବନେଶ୍ୱର: ଅତି ସୁଲଭ ଓ ବ୍ୟାପକ ସୁବିଧା ସୁଯୋଗରେ ଭରପୁର ଜିଓ ଫୋନ ଏବଂ ସମ୍ପୂର୍ଣ୍ଣ ୪ଜି ନେଟୱର୍କ ସହ ନିୟୁତାଧିକ ଭାରତୀୟ, ବିଶେଷ କରି ଦେଶର ଗ୍ରାମାଞ୍ଚଳ ଏବଂ ଆଭ୍ୟନ୍ତରୀଣ ଅଂଚଳର ଲୋକମାନେ ଜିଓ ଡିଜିଟାଲ ଲାଇଫକୁ ଗ୍ରହଣ କରିଛନ୍ତି । ଗ୍ରାମାଚଂଳରେ ପ୍ରବଳ ଚାହିଦା ଓ ଜିଓ ଫୋନ ଦୀପାବଳି…
ଅଧିକ ଖବର ଦେଖନ୍ତୁ...

ବ୍ୟଭିଚାର ଆଇନ୍‌ ପ୍ରଣୟନ କରିଥିବା ବ୍ୟକ୍ତି ନିଜେ ବ୍ୟଭିଚାର ମାମଲାରେ ଫଶିଲେ, ଖାଇଲେ ୨୮ ଚାବୁକ ପାହାର

ଇଣ୍ଡୋନେସିଆ: ବ୍ୟଭିଚାର ଆଇନ୍‌ ପ୍ରଣୟନ କରିଥିବା ବ୍ୟକ୍ତି ନିଜେ ବ୍ୟଭିଚାର ମାମଲାରେ ଫଶିଲେ। ଏପରି ଅଭାବନୀୟ ଘଟଣା ଘଟିଛି ଇଣ୍ଡୋନେସିଆଠାରେ। ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ଜଣେ ବିବାହିତା ମହିଳାଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। କଠୋର ବ୍ୟବଭିଚାର…
ଅଧିକ ଖବର ଦେଖନ୍ତୁ...