Daily Archives

November 2, 2019

୬ଲକ୍ଷ ଟଙ୍କାର ସୁନା ଅଟୋରେ ଛାଡ଼ି ଆସିଲେ ମହିଳା, ତା’ପରେ……

ଚେନ୍ନାଇ : ସଚ୍ଚୋଟପଣିଆ ବୋଲି ଏ ସମାଜରେ କିଛି ନାହିଁ ବୋଲି ଅନେକ ଥର ଲୋକେ କହୁଥିବାର ଆମେ ଶୁଣିଥାଉ । କୌଣସି ଅପ୍ରୀତିକର ଘଟଣା ଘଟିଲେ ଏହି ଶବ୍ଦର ମାନେ ଲୋକେ ଭୁଲି ଗଲେଣି ବୋଲି ମନକୁ ଆସିଥାଏ । କିନ୍ତୁ ଅନେକ ସମୟରେ କିଛି ଏଭଳି ଘଟଣା ଘଟିଥାଏ, ଯାହା ମାନବିକତା ଓ ସଚ୍ଚୋଟପଣିଆ  ଭଳି…
ଅଧିକ ଖବର ଦେଖନ୍ତୁ...

ଦେହରେ ବୋମା ଖଞ୍ଜି ମୋଦୀଙ୍କୁ ଧମକ ଦେଇଥିବା ପାକିସ୍ତାନୀ ଗାୟିକାଙ୍କ ନଗ୍ନ ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ପୂର୍ବରୁ ନିଜର ଅଜବ ଅଜବ କାମ ପାଇଁ ବିବାଦରେ ରହି ଆସିଥିବା ପାକିସ୍ତାନୀ ଗାୟିକା ରବି ପୀରଜାଦା ଏବେ ପୁଣି ବିବାଦରେ । କିଛି ଦିନ ତଳେ ନିଜ ଶରୀରରେ ବୋମା ଖଞ୍ଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଥିବା ରବିଙ୍କର ଏକ  ନଗ୍ନ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ଶୀତ ଦିନେ ବଢ଼ିଥାଏ ଓଜନ,ନିୟନ୍ତ୍ରଣରେ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

ଶୀତ ଦିନ ଆରମ୍ଭ ହେବା ମାତ୍ରେ ଓଜନ ଆପେ ଆପେ ବଢ଼ିବାରେ ଲାଗିଥାଏ । ଅଧିକାଂଶ ଲୋକ ଏହା ସେମାନେ ଖାଉଥିବା ଖାଦ୍ୟ ପାଇଁ ହେଉଥିବା ଭାବିଥାନ୍ତି । ଯାହା ଠିକ୍‌ ମଧ୍ୟ । କିନ୍ତୁ ବାସ୍ତବରେ ଏମିତି ଅନେକ କାରଣ ରହିଛି ଯାହା ଶୀତ ଦିନେ ଓଜନ ବଢ଼ାଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଓଜନ ବଢ଼ିବାର…
ଅଧିକ ଖବର ଦେଖନ୍ତୁ...

ଭିଣୋଇଙ୍କୁ ବାନ୍ଧି ଶାଳୀ ସହ ଦୁଷ୍କର୍ମ କଲେ ୬ଯୁବକ, ଭିଡିଓ ହେଲା ଭାଇରାଲ

ଚିତ୍ରକୁଟ(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶରେ ଭିଣୋଇ ଆଗରେ ଶାଳୀ ସହ ଦୁଷ୍କର୍ମ କଲା ଭଳି ବର୍ବର କାଣ୍ଡ ଘଟିଛି । ଦୁହେଁ ସଂପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ୬ଜଣ ଯୁବକ ପୀଡ଼ିତାଙ୍କୁ ଟାଣିନେବା ସହ ତାଙ୍କ ଭିଣୋଇଙ୍କୁ ମାଡ଼ ମାରି ବାନ୍ଧି ଦେଇଥିଲେ । ଏହା ପରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଅନେକ ରୋଗ ଦୂର କରିଥାଏ ଗହମର ଘାସ

ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଉଥିବା ଗହମର ଘାସରେ ଭିଟାମିନ୍‌,କ୍ୟାଲସିୟମ,ଆଇରନ୍‌,ମିନେରାଲ୍ସ.ଏମିନୋ ଏସିଡ୍‌ ଏବଂ ପ୍ରୋଟିନ ରହିଥାଏ । ଯାହାକି ଅନେକ ରୋଗକୁ ନିୟନ୍ତ୍ରଣ କରିବା ସହ ରୋଗ ହେବା ଆଶଙ୍କାକୁ କମ କରିଥାଏ । ଏବେ ଆସନ୍ତୁ ଜାଣିବା ଗହମର ଘାସ ଖାଇବା ଦ୍ୱାରା ଶରୀରକୁ…
ଅଧିକ ଖବର ଦେଖନ୍ତୁ...

ଆଇଟି ଚାକିରି ଛାଡ଼ି ଅଙ୍ଗଦାନ ପାଇଁ ସଚେତନ କରିବାକୁ ସାଇକେଲରେ ଦେଶ ଭ୍ରମଣ କରୁଛନ୍ତି ମଞ୍ଜୁନାଥ

ନୂଆଦିଲ୍ଲୀ : ଛୋଟ ବେଳୁ ସ୍କୁଲ ଯିବା ପରଠାରୁ ଲୋକେ ଭଲ ଚାକିରି ପାଇଁ ପଢ଼ିବା ଆରମ୍ଭ କରିଥାନ୍ତି । ନିଜର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବା ପାଇଁ ଲୋକେ ଭଲ ଚାକିରି କରିବାର ଲକ୍ଷ ନେଇ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି । କିନ୍ତ ମଞ୍ଜୁନାଥ ନାଗରାଜଙ୍କ ପାଖରେ ଭଲ ଦରମା ମିଳୁଥିବା ଚାକିରି ଥାଇ…
ଅଧିକ ଖବର ଦେଖନ୍ତୁ...

ବିଜ୍ଞାପନରେ ମଧ୍ୟ କାମ ମିଳିବ ନାହିଁ ବୋଲି କହୁଥିଲେ ଲୋକେ, ଆଜି ବନିଛନ୍ତି ବଲିଉଡ୍‌ର ଚକୋଲେଟ୍‌ ବଏ

ମୁମ୍ବାଇ : ଫିଲ୍ମ ପାଇଁ ସଠିକ୍‌ କାହାଣୀ ବାଛିବାର କ୍ଷମତା ଥିବାରୁ ଖୁବ୍‌ କମ ସମୟରେ ବହୁତ ଆଗକୁ ବଢ଼ିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ଆଗକୁ ତାଙ୍କର ୩ଟି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ଯେଉଁଥିରେ ସାମିଲ ଅଛି ଲଭ୍‌ ଆଜ୍‌ କଲ-୨, ଭୁଲ ଭୁଲୈୟା-୨ ଏବଂ ପତି ପତ୍ନୀ ଔର୍‌ ଓ୍ଵ ।…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୩୧ରୁ ୭୧ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ୧୧ ଦିନ ଯାଏଁ ଚାଲିବ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ଆଗାମୀ ଡିସେମ୍ବର ୩୧ରୁ ଆରମ୍ଭ ହେବ। ମୁକ୍ତାକାଶ ରଙ୍ଗମଂଚରେ ଆୟୋଜିତ ହେବାକୁ ଯାଉଥିବା ୭୧ତମ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଶନିବାର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ପରେ ଭାରତୀୟ ପୁରୁଷ ହକି ଟିମ୍‌କୁ ବି ମିଳିଲା ଟୋକିଓ ପାଇଁ ଟିକେଟ୍‌

ଭୁବନେଶ୍ୱର: ଭାରତୀୟ ପୁରୁଷ ହକି ଟିମ୍‌ ଟୋକିଓ ଅଲିମ୍ପିକ-୨୦୨୦ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଋଷିଆ ବିପକ୍ଷରେ କ୍ରମାଗତ ୨ଟି ବିଜୟ ହାସଲ କରିବା ପରେ ଟିମ୍‌ ଟୋକିଓ ଅଲିମ୍ପିକ ଖେଳିବା ସୁନିଶ୍ଚି ହୋଇଯାଇଛି। ଭାରତ ଆଜି ଋଷିଆକୁ ୭-୧ ଗୋଲରେ ପରାସ୍ତ କରି ଅଲିମ୍ପିକ-୨୦୨୦ ପାଇଁ ଯୋଗ୍ୟ…
ଅଧିକ ଖବର ଦେଖନ୍ତୁ...

ମଦ ପାଇଁ ଟଙ୍କା ମାଗିବାରୁ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ମହିଳା ମଦ ପିଇବା ପାଇଁ ଟଙ୍କା ମାଗିବାରୁ ତାକୁ ଜଣେ ଯୁବକ ଜିଅନ୍ତା ଜାଳି ଦେଇଥିବା ଜଣା ପଡ଼ିଛି । ଅକ୍ଟୋବର ୨୮ରେ ଘଟିଥିବା ଘଟଣା ପାଇଁ ଏଭଳି ଅପରାଧ ଅଭିଯୁକ୍ତ କରିଥିବା ସାମ୍ନାକୁ ଆସିଛି ।…
ଅଧିକ ଖବର ଦେଖନ୍ତୁ...