Daily Archives

November 3, 2019

ଆଶା ଦେଖାଇ ଠକି ଦେଲା ପ୍ରଶାସନ, ଇଚ୍ଛା ମୃତ୍ୟୁ ପାଇଁ ୧୯ କିନ୍ନରଙ୍କ ଆବେଦନ

ଜୟପୁର: ଆଶା ଦେଖେଇ ଠକି ଦେଲା ପ୍ରଶାସନ। ଜୀବନର ରାହା ଦେଖାଇ ପୁଣି ଆଶାଆଶଙ୍କା ମଧ୍ୟକୁ ଠେଲିଦେଲା ପ୍ରଶାସନ। ତେଣୁ ଏ ଜୀବନ ନ ରଖି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କଲେ ଜିଲ୍ଲା ମେଡିକାଲରେ କାର୍ଯ୍ୟରତ ଥିବା ୧୯ଜଣ କିନ୍ନର। ଅଖିଳ ଓଡ଼ିଶା ତୃତୀୟଲିଙ୍ଗି ଟ୍ରଷ୍ଟର ଅଧ୍ୟକ୍ଷ ମୀରା ପରିଡାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଖୁବଶୀଘ୍ର ବଜାରକୁ ଆସିବାକୁ ଯାଉଛି ନୂଆ ମୋଟୋ ରାଜର

ନୂଆଦିଲ୍ଲୀ: ମୋଟୋରୋଲା ଲଂଚ କରିବ ପ୍ରଥମ ଫୋଲଡିଂ ଡିସପ୍ଲେ ଫୋନ୍ । କମ୍ପାନୀର ଲୋକପ୍ରିୟ ମୋବାଇଲ ଫୋନ୍ ମୋଟୋ ରାଜରକୁ ନୂଆ ଲୁକ୍ ଦେଇ ଫୋଲଡିଂ ଡିସପ୍ଲେ ସହ ବଜାରକୁ ଛାଡିବ କମ୍ପାନୀ । ମୋଟୋ ରାଜର କମ୍ପାନୀର ଏକ ଆଇକୋନିକ୍ ବା ଲୋକପ୍ରିୟ ଫୋନ୍ । ଯାହା ୨୦୦୪ ମସିହାରେ ଲଂଚ ହୋଇଥିଲା ।…
ଅଧିକ ଖବର ଦେଖନ୍ତୁ...

ଭୟରେ ଗାଁ ଛାଡିଲେ ସ୍ମିତାରାଣୀଙ୍କ ପରିବାର

ଧର୍ମଶାଳା: ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆଣୁଥିବା ସ୍ମିତାରାଣୀଙ୍କ ପରିବାର ଲୋକ, ଶେଷରେ ଚୋରମୁହାଁ ଗାଁ ଛାଡି ଚାଲି ଯାଇଛନ୍ତି । ଏ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପରିବାର ଲୋକେ । ସ୍ମିତାରାଣୀଙ୍କ ପରିବାର ଲୋକେ ଦର୍ଶାଇଥିଲେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଭୟରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ବି ବଢୁଛି ପ୍ରଦୂଷଣ ହାର !

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ନେଇ ସବୁଠି ଏବେ ଜୋରଦାର ଚର୍ଚ୍ଚା । ତେବେ ଓଡ଼ିଶାର କିଛି ସହର ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି | ଭାରତ ସରକାରଙ୍କ ଜାତୀୟ ବିଶୁଦ୍ଧ ବାୟୁ କାର୍ଯ୍ୟକ୍ରମ - ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମର ତଥ୍ୟ…
ଅଧିକ ଖବର ଦେଖନ୍ତୁ...

ନସକରିଆ ପାହାଡରୁ ବୃୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ସୁଣ୍ଢଳ ଗ୍ରାମ ନିକଟ ଏକ ପାହାଡରୁ ରବିବାର ଜଣେ ବୃୃଦ୍ଧଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ଯେ ସୁଣ୍ଢଳ ଗ୍ରାମର ପ୍ରତାପ ମୁଣ୍ଡା (୬୦) ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ମାନସିକ ବିକୃତ ଅବସ୍ଥାରେ ଏଣେତେଣେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ବାଇକ୍‌ ଆରୋହୀ ଗୁରୁତର, ଉତ୍ତ୍ୟକ୍ତ ଲୋକେ ଜାଳିଦେଲେ ବସ୍‌, ଚାଳକ ଅଟକ

ନିଶ୍ଚିନ୍ତକୋଇଲି: ଦୁର୍ଘଟଣା ଘଟାଇଥିବା ବସ୍‌କୁ ଉତ୍ତେଜିତ ଲୋକେ ଜାଳି ଦେଇଛନ୍ତି। କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ନିକଟରେ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ବସ୍‌ ‘ପପୁ’ ନିଶ୍ଚିନ୍ତକୋଇଲି ଥାନା ଠାରୁ ମାତ୍ର ଅଧ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଟି-୨୦: ଭାରତ ବିପକ୍ଷରେ ୧୪୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ବାଂଲାଦେଶର ବ୍ୟାଟିଂ ଜାରି

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ରବିବାର ଦିଲ୍ଲୀସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ପ୍ରଥମ ଟି-୨୦ ମ୍ୟାଚ୍‌ ଜାରି ରହିଛି। ଦ୍ୱିତୀୟ ଇନିଂସରେ ବାଲାଂଦେଶ ୧୪୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ବାଂଲାଦେଶ ୩ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ୧୬…
ଅଧିକ ଖବର ଦେଖନ୍ତୁ...

ଅଭିନେତା ଅନୁପମ୍‌ ଖେର୍‌ ଅଟୋରେ ବସି ଗଲେ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଘରକୁ; ପୂରା ଯାତ୍ରା କାଳର ଭିଡିଓକୁ ସେୟାର…

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଖ୍ୟାତନାମା ଓ ଚର୍ଚ୍ଚିତ ଅଭିନେତା ଅନୁପମ୍‌ ଖେର୍‌ଙ୍କୁ ନେଇ ଆଜି ଦେଶବ୍ୟାପି ଚର୍ଚ୍ଚା ଜୋର ଧରିଛି। ଏଇ ଚର୍ଚ୍ଚା ଆରମ୍ଭ ହୋଇଛି ଅଭିନେତା ଅନୁପମ୍‌ ଖେର୍‌ ତାଙ୍କ ଟୁଇଟର ହ୍ୟାଣ୍ଡଲରେ ଏକ ଭିଡିଓ ସେୟାର କଲାପରେ। ଆଜି ରବିବାର। ଏକ ଛୁଟି ଦିନରେ ଅଭିନେତା…
ଅଧିକ ଖବର ଦେଖନ୍ତୁ...

ଉଗ୍ର ରୂପ ଧରି ଗୁଜୁରାଟ ଉପକୂଳ ଆଡ଼କୁ ମୁଁହାଇଛି ସାମୁଦ୍ରିକ ବାତ୍ୟା ମହା; ପ୍ରବଳ ବର୍ଷା ସମ୍ଭାବନା

ମୁମ୍ବାଇ: ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ମହା ଏବେ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇ ଗୁଜୁରାଟ ଉପକୂଳ ଆଡ଼କୁ ମୁହଁାଇଛି। ଆଜି ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ବାତ୍ୟା ମହା ଗୁଜୁରାଟ ଉପକୂଳ ଠାରୁ ୫୯୦ କିଲୋମିଟର ଦୂରରେ ରହିଥିବା କହିଛି…
ଅଧିକ ଖବର ଦେଖନ୍ତୁ...

କ୍ଷେତରେ ନିଆଁ ଲଗାଇ ଦିଲ୍ଲୀ ପ୍ରଦୂଷଣକୁ ବଢ଼ାଉଥିବା ୨,୯୨୩ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ପଞ୍ଜାବ…

ଚଣ୍ଡୀଗଡ଼: ସଂପ୍ରତି ଦିଲ୍ଲୀର ବାୟୁ ପ୍ରଦୂଷଣ ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ପଞ୍ଜାବର ଚାଷୀମାନେ ଶସ୍ୟ ଅମଳ ପରେ ସେମାନଙ୍କ କ୍ଷେତରେ ଲଗାଉଥିବା ନିଆଁ ଏହି ସମସ୍ୟାକୁ ଆହୁରି ବହୁ ଗୁଣିତ କରି ଦେଇଛି। ଏପରିସ୍ଥିତରେ ଚାଷୀମାନଙ୍କୁ ଏପ୍ରକାରର କାର୍ଯ୍ୟକଳାପରୁ ଦୂରେଇ ରଖିବା…
ଅଧିକ ଖବର ଦେଖନ୍ତୁ...