Daily Archives

November 4, 2019

ଅକ୍ଟୋବରରେ  ୟୁପିଆଇ ଭିତ୍ତିକ କାରବାର ୧୦୦ କୋଟି ଟପିଲା

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୧୯ ଅକ୍ଟୋବର ମାସରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) କାରବାର ପରିମାଣ ଟ.୧୦୦ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି । ୨୦୧୯ ଅକ୍ଟୋବରରେ ୧୧୫ କୋଟି ୟୁପିଆଇ କାରବାର ହୋଇଛି ।…
ଅଧିକ ଖବର ଦେଖନ୍ତୁ...

କମ ସମୟରେ ସଫଳତା ମିଳିଯିବାରୁ ବଢ଼ିଗଲା ରାନୁଙ୍କ ଅହଙ୍କାର, ସେଲ୍‌ଫି ମାଗିବାରୁ ମହିଳାଙ୍କୁ କହିଲେ ଏଭଳି କଥା…

ମୁମ୍ବାଇ: ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଦିନେ ଗୀତ ଗାଉଥିବା ରାନୁ ମଣ୍ଡଲ ଏବେ ଦେଶର ଏକ ଚର୍ଚ୍ଚିତ ଚେହେରା । ରେଳ ଷ୍ଟେସନରେ ଗୀତ ଗାଇ ନିଜର ଗୁଜୁରାଣ ମେଣ୍ଟାଉଥିବା ରାନୁଙ୍କୁ ଏବେ ଗୋଟେ ପରେ ଗୋଟେ ଗୀତ ଗାଇବାର ଅଫର ମିଳିବାରେ ଲାଗିଛି । ତାଙ୍କ ଜୀବନୀକୁ ନେଇ ଏବେ ଫିଲ୍ମ ତିଆରି…
ଅଧିକ ଖବର ଦେଖନ୍ତୁ...

ଧନିଆ ପତ୍ର ଖାଇଲେ ଦୂର ହେବ ଏହି ୪ଟି ରୋଗ

ବିଭିନ୍ନ ରୋଗରୁ ରକ୍ଷା କରିଥାଏ ସବୁଜ ପନିପରିବା । ଏହା ସହ ଶରୀରକୁ କୌଣସି ରୋଗ ଯେପରି ଛୁଇଁ ନ ପାରୁ ସେଥି ପାଇଁ ମଧ୍ୟ ଡାକ୍ତରମାନେ ସବୁଜ ପନିପରିବା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ସେଥି ମଧ୍ୟରୁ ଗୋଟିଏ ହେଲା ଧନିଆ ପତ୍ର । ଯଦି ଆପଣ ଧନିଆ ପତ୍ରକୁ କଞ୍ଚାରେ ଖାଇବା ପାଇଁ ପସନ୍ଦ କରୁ…
ଅଧିକ ଖବର ଦେଖନ୍ତୁ...

ଅଲିଗଡ଼ରୁ ସାମ୍ନାକୁ ଆସିଲା ଅଜବ ଘଟଣା, ଏହି କାରଣ ପାଇଁ ପ୍ରେମିକର ଫଟୋ ସହ ସାତ୍‌ ଫେରା ନେବେ ବିଧବା ମହିଳା

ଅଲିଗଡ଼ : ଉତ୍ତରପ୍ରଦେଶର ଅଲିଗଡ଼ରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ବିଧବା ମହିଳା ନିଜ ପ୍ରେମିକ ସହ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରେମିକର ୨ବର୍ଷ ତଳୁ ମୃତ୍ୟୁ ହୋଇ ସାରିଥିବା ବେଳେ ମହିଳାଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।…
ଅଧିକ ଖବର ଦେଖନ୍ତୁ...

ଋଷି କପୁରଙ୍କ ଟୁଇଟ୍‌; ଯଦି ଅଣନିଶ୍ୱାସୀ ଲାଗୁଛି, ହୃଦ୍‌ ସ୍ପନ୍ଦନ ବଢ଼ି ଯାଉଛି ଏବଂ ଆଖିରେ ପାଣି ଆସୁଛି, ତେବେ…

ମୁମ୍ବାଇ : ଏବେ ଦେଶର ହୃଦୟ ବୋଲି କୁହାଯାଉଥିବା ଦିଲ୍ଲୀର ପରିସ୍ଥିତି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପ୍ରଦୂଷଣ ଏତେ ମାତ୍ରରେ ବଢ଼ି ଯାଇଛି ଯେ, ଅନେକ ସ୍ଥାନରେ ଲୋକେ ଘରୁ ବାହାରୁ ନାହାନ୍ତି । ଲୋକଙ୍କର ନିଶ୍ୱାସ ନେବାରେ ସମସ୍ୟା ହେବା ସହ ହୃଦୟର ସ୍ପନ୍ଦନ ବଢ଼ି ଯାଉଥିବା ଦେଖାଯାଉଛି ।…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ମନ୍ଦିରରେ ଅସଦାଚରଣ କରିବାରୁ ଲଙ୍କା ଗୁଣ୍ଡ ଫିଙ୍ଗିବା ସହ ପୂଜାରୀଙ୍କୁ ମାଡ଼ ମାରିଲେ ମହିଳା

ବିଜୟଓ୍ଵାଡା: ଆନ୍ଧ୍ରପ୍ରଦେଶର ଭବାନୀପୁରମ୍‌ରେ ରବିବାର ଜଣେ ପୂଜାରୀଙ୍କୁ କିଛି ମହିଳା ମାଡ଼ ମାରିଥିବା ଜଣା ପଡ଼ିଛି । ପୂଜାରୀ ଓ ମନ୍ଦିର କମିଟିର ଜଣେ ସଦସ୍ୟଙ୍କ ମଧ୍ୟରେ ହୋଇଥିବା ବଚସା ଏଭଳି ଘଟଣାର କାରଣ ବୋଲି ସାମ୍ନାକୁ ଆସିଛି । ପୀଡ଼ିତ ପୂଜାରୀଙ୍କ ନାଁ କୋଟା ପବନ ବୋଲି ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ଶାହାରୁଖ୍‌ ଖାନ୍‌ ନୁହନ୍ତି ନିଜ ମ୍ୟାନେଜରଙ୍କୁ ପୋଡ଼ି ହେବାରୁ ବଞ୍ଚାଇଥିଲେ ଐଶ୍ୱର୍ଯ୍ୟା: ରିପୋର୍ଟ

ମୁମ୍ବାଇ: କିଛି ଦିନ ତଳେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଦୀପାବଳି ପାର୍ଟିରେ ଏକ ଅଘଟଣ ଘଟିଥିବା ନେଇ ଖବର ମିଳିଥିଲା । ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜରଙ୍କ ପୋଷାକରେ ନିଆଁ ଲାଗି ଯିବାରୁ ତାଙ୍କୁ ତୁରନ୍ତ ଯାଇ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ବଞ୍ଚାଇଥିଲେ ବୋଲି ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଯେ କୌଣସି ମୁହୂର୍ତ୍ତରେ ଛାତ ଭାଙ୍ଗିବାର ଆଶଙ୍କା ଥିବାରୁ ହେଲ୍‌ମେଟ ପିନ୍ଧି ଅଫିସରେ ବସୁଛନ୍ତି ସରକାରୀ କର୍ମଚାରୀ

ବାନ୍ଦା(ଉତ୍ତରପ୍ରଦେଶ) : ସରକାରୀ ସ୍କୁଲ ହେଉ ବା ଅଫିସ, ତାହାର ପାରିପାର୍ଶ୍ୱିକ ଅବସ୍ଥା କିଭଳି ଥାଏ, ତାହା କାହାକୁ ଅବା ଅଜଣା । ସମସ୍ତେ ଖୁବ୍‌ ଭଲ ଭାବରେ ଜାଣିବା ସହ ଅନେକ ଏହାକୁ ଅନୁଭବ ମଧ୍ୟ କରିଛନ୍ତି । କିନ୍ତୁ ଉତ୍ତରପ୍ରଦେଶରେ ଏକ ସରକାରୀ ଅଫିସରୁ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି,…
ଅଧିକ ଖବର ଦେଖନ୍ତୁ...

ଶିବସେନାକୁ ନିରାଶ କଲା ଏନସିପି, ବିରୋଧୀ ଦଳରେ ବସିବାକୁ ଘୋଷଣା କଲେ ପାଓ୍ଵାର

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି ରହିଛି । କେଉଁ ଦଳ ସରକାର ଗଠନ କରିବ ସେ ନେଇ ଏବେବି ଅଚଳାବସ୍ଥା ଜାରି ରହିଛି । କିନ୍ତୁ ବିଜେପିକୁ ସରକାର ବାହାରେ ରଖି କଂଗ୍ରେସ, ଏନସିପି ସହ ମିଶି ସରକାର ଗଠନ ଲାଗି ଶିବସେନା କରୁଥିବା ଉଦ୍ୟମକୁ ଧକ୍କା ଲାଗିଛି । ଆଜି…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୯ରୁ ଆରମ୍ଭ ହେବ ପବ୍‌ଜୀ ମୋବାଇଲ୍‌ ସିଜିନ୍‌-୧୦, ନୂଆ ବିଷୟବସ୍ତୁ ସହ ଆରମ୍ଭ ହେବ ସିଜିନ୍‌

ନୂଆଦିଲ୍ଲୀ : ପବ୍‌ଜୀ ମୋବାଇଲ୍‌ ସିଜିନ୍‌-୧୦ର ଅଧିକାରୀକ ଭାବେ ଆରମ୍ଭ ହେବା ତାରିଖ ଘୋଷଣା କରାଯାଇଛି । ଆସନ୍ତା ନଭେମ୍ବର ୯ରେ ଏହାକୁ ରିଲିଜ୍‌ କରାଯିବ ବୋଲି ଖବର ମିଳିଛି । ରିଲିଜ୍‌ର ତାରିଖ ଘୋଷଣା ସହ ଏହି ନୂଆ ସିଜିନ୍‌ରେ କ’ଣ ସବୁ ଭିନ୍ନ ରହିବ, ତାହା ମଧ୍ୟ ଜଣା ପଡ଼ିିଛି ।…
ଅଧିକ ଖବର ଦେଖନ୍ତୁ...