Daily Archives

November 6, 2019

ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି: ଘର ପାଇବାକୁ ହେଲେ ଲାଞ୍ଚ ଦେବାକୁ ପଡୁଛି ମଦ-କୁକୁଡ଼ା!

ଖଡ଼ିଆଳ: ନୂଆପଡା ଜିଲ୍ଲା କୋଟାମାଲ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବାଣ୍ଟିବା ନେଇ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। ଆବାସ ପାଇଁ ଗ୍ରାମପଞ୍ଚୟତ ଅଧିକାରୀମାନେ ଗରିବ ଲୋକମାନଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଗରିବ ଲୋକଙ୍କ ଠାରୁ ଅଧିକାରୀମାନେ ଦେଶୀ କୁକୁଡ଼ା ଓ ମଦ…
ଅଧିକ ଖବର ଦେଖନ୍ତୁ...

ବେରୋଜଗାର କହି ଟ୍ରୋଲ କରିବା ପରେ ନିଜ ଅନ୍ଦାଜରେ ଜବାବ ରଖିଲେ ଅଭିଷେକ, ପ୍ରଶଂସା କଲେ ଲୋକେ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଟୁଇଟ୍‌ରରେ ଏକ ପୋଷ୍ଟ କରିଥିଲେ । ଯାହାକୁ ଦେଖି ଜଣେ ବ୍ୟବହାରକାରୀ ତାଙ୍କୁ ବେରୋଜଗାର ବୋଲି କହିଥିଲେ । ବ୍ୟବହାରକାରୀଙ୍କ ଏଭଳି ନକାରତ୍ମକ କଥା ଶୁଣି ମଧ୍ୟ କୌଣସି କଡ଼ା ପ୍ରତିକ୍ରିୟା ଦେଇ ନଥିଲେ ଅଭିଷେକ । ଯେଉଁ ଭଳି ଭାବରେ ସେ ନିଜର…
ଅଧିକ ଖବର ଦେଖନ୍ତୁ...

ଉଚ୍ଚ ରକ୍ତଚାପକୁ ରୋକିବା ସହ ଅନେକ ରୋଗକୁ ଦୂରରେ ରଖିଥାଏ ଗଜାମୁଗ…

ମୁଗ ଡ଼ାଲି ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ସମସ୍ତେ କହିଥାନ୍ତି । ଏଥିରେ କମ କ୍ୟାଲୋରି ଥିବା ସହ ଭିଟାମିନ୍‌ ଏ,ବି,ସି ଏବଂ ଇ ର ଅଧିକ ପରିମାଣରେ ରହିଥାଏ । ଏହା ସହ ମ୍ୟାଗ୍ନେସିୟମ, କପର, ଫାଇବର, ପୋଟାସିୟମ, ଆଇରନ ଭଳି ଅନେକ ପୋଷକ ତତ୍ତ୍ୱ ମୁଗରେ ରହିଥାଏ । ତେବେ ମୁଗ ସହ…
ଅଧିକ ଖବର ଦେଖନ୍ତୁ...

୫ବର୍ଷ ପରେ ଜାମିନରେ ବାହାରକୁ ଆସି ପୁଣି ଥରେ ସେହି ମହିଳାଙ୍କୁ ଦୁଷ୍କର୍ମ କଲା ଅଭିଯୁକ୍ତ

ମୁମ୍ବାଇ : ମୁମ୍ବାଇରେ ଜଣେ ଅଭିଯୁକ୍ତର ଅପରାଧ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁ ଅପରାଧ ପାଇଁ ଅଭିଯୁକ୍ତକୁ ୫ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା; ଜେଲ୍‌ରୁ ବାହାରି ପୁଣି ଥରେ ସେ ସେଭଳି ଅପରାଧ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୨୦୧୩ରେ ଜଣେ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି…
ଅଧିକ ଖବର ଦେଖନ୍ତୁ...

ଠକେଇର ଶିକାର ହେଲେ ଅଭିନେତ୍ରୀ ଟିନା ଦତ୍ତା! ପ୍ରଯୋଜକ ଠକି ନେଲେ ୩୦ଲକ୍ଷ

ମୁମ୍ବାଇ : ଲୋକପ୍ରିୟ ଧାରାବାହିକ ଉତ୍‌ରନ୍‌ର ଅଭିନେତ୍ରୀ ଟିନା ଦତ୍ତା ଏବେ ଚର୍ଚ୍ଚାରେ । ଜଣେ ପ୍ରଯୋଜକଙ୍କ ବିରୋଧରେ ୩୦ଲକ୍ଷ ଟଙ୍କାର ଠକେଇର ଅଭିଯୋଗ ଆଣି ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ନାଁ ନ ନେଇ ଧାରାବାହିକ ବନ୍ଦ ହେବା ପରେ ଟଙ୍କା ଦେବାକୁ କହି ଦେଇ ନଥିଲେ ପ୍ରଯୋଜକ ବୋଲି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଅଫିସରେ ଏଭଳି ଶବ୍ଦ ଶୁଣିବା ପରେ ନିଜ ସହ ସମସ୍ତ କର୍ମଚାରୀଙ୍କ ଉପରେ ୧୦,୦୦୦ଟଙ୍କାର ଜରିମାନା ଲଗାଇଲେ ଜିଲ୍ଲାପାଳ

ଗାଜିଆବାଦ୍‌ : ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଜଣେ ଜିଲ୍ଲାପାଳ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରଟି ସାମ୍ନାକୁ ଆସିବା ପରେ ଲୋକେ ଜିଲ୍ଲାପାଳଙ୍କ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ନିଜେ କରି ନଥିବା ଭୁଲ ପାଇଁ ସେ ଜରିମାନା ଦେବା ଘଟଣା ଏବେ ଲୋକଙ୍କୁ ତାଙ୍କ ଭଳି କାମ…
ଅଧିକ ଖବର ଦେଖନ୍ତୁ...

ରେଳ ଷ୍ଟେସନର କାନ୍ଥକୁ ରଙ୍ଗ କରୁଥିବାର ନଜର ଆସିଲେ ଅମ୍ବାନୀ ପରିବାରର ବୋହୂ ଶ୍ଲୋକା, ଫଟୋ ହେଲା ଭାଇରାଲ…

ମୁମ୍ବାଇ : ଅମ୍ବାନୀ ପରିବାରର ବୋହୂ ଶ୍ଲୋକା ମେହ୍‌ତା ଅନେକ ସମୟରେ ବିିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିଜ ସ୍ୱାମୀ ଆକାଶ ଅମ୍ବାନୀଙ୍କ ସହ ତାଙ୍କର ଫଟୋ ହେଉ ବା ସେ କରୁଥିବା କାମ ପାଇଁ ତାଙ୍କୁ ନେଇ ଚର୍ଚ୍ଚା ହୋଇଥାଏ । ସେ ସେୟାର କରୁଥିବା ପ୍ରତିଟି ଫଟୋ ଆଲୋଚନାର ବିଷୟ…
ଅଧିକ ଖବର ଦେଖନ୍ତୁ...

ତାଜ୍‌ମହଲକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ବର୍ଷକୁ ଆୟ ହେଉଛି ଏତିକି କୋଟି…

ଗାନ୍ଧୀନଗର : ଗୁଜୁରାଟର ନର୍ମଦା ନଦୀ ତଟରେ ତିଆରି ହୋଇଥିବା ସରଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଏବେ ଚର୍ଚ୍ଚାରେ । ତାଙ୍କ ପ୍ରତିମୂର୍ତ୍ତି ତିଆରି ହେବାକୁ ଏବେ ପ୍ରାୟ ୧ବର୍ଷରୁ ଅଧିକ ହୋଇ ଯାଇଥିବା ବେଳେ ଏତେ କମ ସମୟ ମଧ୍ୟରେ ପ୍ରତିମୂର୍ତ୍ତିଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ…
ଅଧିକ ଖବର ଦେଖନ୍ତୁ...

‘୫-ଟି’କୁ ଅନୁସରଣ: ଅଙ୍ଗନବାଡ଼ି ତଦାରଖ କରି ପିଲାଙ୍କ ସହ ଖାଇଲେ ଡାକ୍ତର

ବ୍ରହ୍ମପୁର: ସରକାର ଯୋଜନା ଓ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଂଚାଇବା ସହ ସରକାରୀ କଳକୁ କ୍ରିୟାଶୀଳ କରିବା ଲାଗି ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସରକାରଙ୍କ ଏହି କାର୍ଯ୍ୟକ୍ରମ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଏଥିରେ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ,…
ଅଧିକ ଖବର ଦେଖନ୍ତୁ...

‘ମୋ ବସ୍’ରେ ମନ ଜିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କୁନି ପିଲାକୁ ଅଟୋଗ୍ରାଫ୍ ଦେଲେ, ଯାତ୍ରୀମାନଙ୍କ ସହ ସେଲ୍ଫି…

ଭୁବନେଶ୍ୱର : ‘ମୋ ବସ୍’କୁ ବର୍ଷେ ପୂର୍ତ୍ତି ଅବସରରେ ବସରେ ମନ ଜିଣିଲେ ମୁଖ୍ୟମନ୍ତ୍ରୀ। ସାଧାରଣ ଯାତ୍ରୀଙ୍କ ସହ ଭୁବନେଶ୍ୱର ବିମାନବନ୍ଦରରୁ ଲୋକସେବା ଭବନ ଅଭିମୁଖେ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ବସରେ ଥିବା ଯାତ୍ରୀମାନଙ୍କ ସହ କଥା ହୋଇ ସେଲ୍ଫି…
ଅଧିକ ଖବର ଦେଖନ୍ତୁ...