Daily Archives

November 7, 2019

ଏହି କଥା ଶିଖାଇଥିବାରୁ ଦ୍ୱିତୀୟ ବିବାହ ପରେ ମଧ୍ୟ ପ୍ରଥମ ପତ୍ନୀ ଅମୃତାଙ୍କ ପାଖରେ ଋଣୀ ହୋଇ ରହିଛନ୍ତି ସୈଫ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ଦ୍ୱିତୀୟ ବିବାହ କରିସାରିଥିଲେ ମଧ୍ୟ ଏବେ ବି ନିଜ ପ୍ରଥମ ପତ୍ନୀଙ୍କ ଋଣ ଭୁଲି ନାହାନ୍ତି ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ । କେହି ସାଥ୍‌ ଦେଇ ନ ଥିବା ବେଳେ ତାଙ୍କ ପ୍ରଥମ ପତ୍ନୀ ତଥା ଅଭିନେତ୍ରୀ ଅମୃତା ସିଂହ କିଭଳି ତାଙ୍କୁ ଆଗକୁ…
ଅଧିକ ଖବର ଦେଖନ୍ତୁ...

କୁଟିଆଙ୍କ ବିକାଶ ଅର୍ଥ ଠିକ ଭାବେ ଖର୍ଚ୍ଚ ହେଉନଥିବା ନେଇ ୩ ପଞ୍ଚାୟତବାସୀଙ୍କ ମେଳି

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବେଲଘର ଅଞ୍ଚଳରେ ଆଦିମ ଅଧିବାସୀ ବିରଳ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟ ରହୁଥିବା ବେଳେ ସେମାନଙ୍କ ବିକାଶ ପାଇଁ ନିର୍ମାଣ ହୋଇଥିବା କୁଟିଆ କନ୍ଧ ଉନ୍ନୟନ ବିଭାଗ ରହିଛି। ସେହି ବିଭାଗ ମାଧ୍ୟମରେ କୁଟିଆ ଜନଜାତିଙ୍କ ବିକାଶ ପାଇଁ ସରକାର ଦୁଇ ବର୍ଷ ତଳେ…
ଅଧିକ ଖବର ଦେଖନ୍ତୁ...

ଧୂମପାନର ଅଭ୍ୟାସ ଛଡ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଧୂମପାନ କରିବା ଶରୀର ପାଇଁ କ୍ଷତିକାରକ ତାହା ଆମେ ସମସ୍ତେ ଜାଣିଛେ । କିନ୍ତୁ କିଛି ଲୋକ ଧୂମପାନର ଭୟାବହ ପରିଣାମ ଜାଣି ସୁଦ୍ଧା ପ୍ରତିଦିନ ଧୂମପାନ କରିଥାନ୍ତି । ଏହା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଯାଇଥିବାରୁ କିଛି ଲୋକ ଚାହିଁ ମଧ୍ୟ ଧୂମପାନରୁ ନିଜକୁ ଦୂରେଇ ରଖି ପାରନ୍ତି ନାହିଁ ।…
ଅଧିକ ଖବର ଦେଖନ୍ତୁ...

ଦୁନିଆର ସବୁଠାରୁ ଦାମୀ କନ୍ୟା ବୋଲି ଭାବି ଧୋକା ଖାଇ ଯାଉଛନ୍ତି ଲୋକେ, ଜାଣନ୍ତୁ ଏହି ଫଟୋ ପଛର ସତ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମହିଳା ଧଳା ରଙ୍ଗର ପୋଷାକ ପିନ୍ଧି ଛିଡ଼ା ହୋଇଥିବାର ନଜର ଆସୁଛନ୍ତି । ଏହାକୁ ଦେଶର ସବୁଠାରୁ ଦାମୀ କନ୍ୟା ବୋଲି କୁହାଯାଉଥିବା ବେଳେ ପାଖକୁ ଗଲେ ପ୍ରକୃତରେ ଜିନିଷଟି କ’ଣ ତାହା ଜଣା ପଡ଼ୁଛି । ଫଟୋରେ…
ଅଧିକ ଖବର ଦେଖନ୍ତୁ...

ଝିଅର ଫିଲ୍ମ ଫ୍ଲପ୍‌ ହୋଇଥିବା ଜାଣି ଏହି କାରଣ ପାଇଁ ଖୁସି ହୋଇଥିଲେ ମହେଶ ଭଟ୍ଟ

ମୁମ୍ବାଇ : ଏବେ ନିଜ ଦମ୍‌ଦାର ଅଭିନୟ ପାଇଁ ବଲିଉଡ୍‌ରେ ଆଗଧାଡ଼ିର ନାୟିକା ପାଲଟିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିବା ପରେ ପ୍ରଥମ ଫିଲ୍ମରୁ ହିଁ ସେ ଦର୍ଶକଙ୍କ ମନ କିଣି ନେଇଥିଲେ,  ଯାହା ପରେ ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ଭୟଙ୍କର ରୂପ ନେଲା ବାତ୍ୟା ‘ବୁଲବୁଲ୍‌’, ରାତି ପାହିଲେ ପ୍ରବଳ ବର୍ଷା

କୋଲକାତା: ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌ ଭୟଙ୍କର ରୂପ ନେଇଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ଦେଖାଯିବ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବୁଲ୍‌ବୁଲର ପ୍ରଭାବ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳରେ ଦେଖାଯିବ। ଆଜି ସନ୍ଧ୍ୟା ୫ଟା ୩୦ରେ ବୁଲ୍‌ବୁଲ୍‌ ଉଗ୍ର ରୂପ ଧାରଣ କରିଛି।…
ଅଧିକ ଖବର ଦେଖନ୍ତୁ...

ଦୁଇ ଦିନ ପରେ ହୋଇଥାନ୍ତା ବାହାଘର: ଏସିଡ଼ ମାଡ଼ରେ ଯୁବକ ଗୁରୁତର, ପ୍ରେମ ସଂର୍ପକ ସନ୍ଦେହ

ନୂଆପଡ଼ା: ଲଖନା ଥାନା ଅନ୍ତର୍ଗତ ବଙ୍ଗାମୁଣ୍ଡା ଗ୍ରାମର ଆଲୋକ ସାହୁ(୨୧) ଜଣେ ଯୁବକଙ୍କ ସହିତ ଗୁରୁବାର ରାତି ଘରକୁ ଫେରୁଥିବା ବେଲେ କିଛି ବ୍ୟକ୍ତି ଏସିଡ଼ ଆକ୍ରମଣ କରିଛନ୍ତି। ଆଲୋକଙ୍କୁ ଏସିଡ଼ି ମାଡ଼ ସହ ଛୁରାମାଡ଼ ଓ ଠେଙ୍ଗାରେ ମଧ୍ୟ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ତାଙ୍କୁ ଗୁରୁତର…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ ବନ୍ଦୀ ଥିବା ସ୍ୱାମୀର ଦେହ ଖରାପ ବୋଲି କହି ପତ୍ନୀକୁ ଡ଼ାକିଲେ, ଅଧାବାଟରେ ଦୁଷ୍କର୍ମ କଲେ ଜେଲ ଓ୍ଵାର୍ଡେନ୍

ସାରଙ୍ଗପୁର(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶରୁ ପ୍ରାୟ ଏକାଧିକ ଦୁଷ୍କର୍ମ ମାମଲା ରିପୋର୍ଟ ହେଉଥିବା ସତ୍ତ୍ୱେ ଏହାର ସଂଖ୍ୟା କମ ହେବାର ନାଁ ନେଉ ନାହିଁ । ପ୍ରତିଦିନ ଦୁଷ୍କର୍ମ ଭଳି ଅପରାଧ ସାମ୍ନାକୁ ଆସୁଛି । କିନ୍ତୁ ମଧ୍ୟପ୍ରଦେଶର ସାରଙ୍ଗପୁରରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ରାଜକୋଟ ଟି-୨୦: ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ, ବାଂଲାଦେଶକୁ ୮ ଓ୍ଵିକେଟ୍‌ରେ ପରାସ୍ତ କଲା ଭାରତ

ରାଜକୋଟ: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଗୁରୁବାର ବାଂଲାଦେଶକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ନିଜର ୧୦୦ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରୋହିତ ୪୩ଟି ବଲ ଖେଳି ୮୫ ରନ୍‌ କରିଛନ୍ତି। ଏଥିରେ ୬ଟି ଚୌକା ଓ ୬ଟି ଛକା ସାମିଲ ଅଛି। ଦ୍ୱିତୀୟ ଇନିଂସରେ ୧୫୪…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କ’ଣ ପାଇଁ ଯବାନ ସାଜିଲେ ଯମରାଜ ? ମୃତ୍ୟୁ ନୁହେଁ, ସୁରକ୍ଷିତ ଯାତ୍ରା ଲାଗି କରୁଛନ୍ତି ସାହାଯ୍ୟ

ମୁମ୍ବାଇ : ନିୟମର ଅବମାନନା ହେଉଥିବା ଦେଖି ଏବେ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମୃତ୍ୟୁର ଭଗବାନ ଯମରାଜ । ଯାତାୟତ ସମୟରେ ସୁରକ୍ଷିତ ରହିବା ପାଇଁ ଅନେକ ନିୟମ ତିଆରି କରାଯାଇଥିଲେ ମଧ୍ୟ ଲୋକେ ଏହାକୁ ପାଳନ କରୁ ନ ଥିବା ଦେଖାଯାଉଛି । ଯାହା ପାଇଁ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...