Daily Archives

November 7, 2019

ମଲ୍ଲାଇକାଙ୍କୁ ବିବାହ କରିବାକୁ ଚାହୁଁ ନାହାନ୍ତି ଅର୍ଜୁନ !

ମୁମ୍ବାଇ : ବଲିଉଡ୍‌ର ଅନେକ ଚର୍ଚ୍ଚିତ ପ୍ରେମୀଯୁଗଳଙ୍କର ବିବାହ ଶେଷ ହୋଇ ସାରିଥିବା ବେଳେ ଏବେ ଅଭିନେତ୍ରୀ ମଲ୍ଲାଇକା ଆରୋରା ଓ ଅଭିନେତା ଅର୍ଜୁନ କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହେଁ କେବେ ଓ କେଉଁଠି ବିବାହ କରିବେ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ତେବେ ଦୁହିଁଙ୍କ…
ଅଧିକ ଖବର ଦେଖନ୍ତୁ...

୧୦ମାସ ପର୍ଯ୍ୟନ୍ତ ଦରମା ନ ମିଳିବାରୁ ଅଫିସରେ ଜୀବନ ହାରିଲେ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ

ମାଲାପ୍ପୁରମ୍‌ : କେରଳର ମାଲାପ୍ପୁରମ୍‌ ଜିଲ୍ଲାରେ ଥିବା ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌) ଅଫିସର ଜଣେ ଠିକା କର୍ମଚାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ୧୦ମାସ ହେଲା ଦରମା ମିଳି ନ ଥିବାରୁ ଚିନ୍ତାଗ୍ରସ୍ତ ହୋଇ ସେ ଏଭଳି କରିଥିବା ସୂଚନା ରହିଛି । ନିଜ ଅଫିସରେ ସେ ବେକରେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସହ ଶତ୍ରୁତାକୁ ଦେଖି ସଲମାନ ନେଲେ ବଡ଼ ପଦକ୍ଷେପ, ରାହାତ ଫତେହ ଅଲ୍ଲୀ ଖାନ୍‌ଙ୍କୁ ମିଳିଲାନି ‘ଦବଙ୍ଗ-୩’ରେ…

ମୁମ୍ବାଇ : କିଛି ଦିନ ତଳେ ‘ଦବଙ୍ଗ-୩’ର ଟ୍ରେଲର ରିଲିଜ୍‌ ହୋଇଥିଲା । ଟ୍ରେଲରଟି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ବେଳେ ମନୋରଞ୍ଜନ ପାଇଁ ସଲମାନ ଏଥିରେ ଭିନ୍ନ କାହାଣୀ ନେଇ ଆସୁଥିବା ଦେଖାଯାଇଛି । ଜଣେ ସାଧାରଣ ଯୁବକ ଦବଙ୍ଗ କେମିତି ପାଲଟିଲା, ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ…
ଅଧିକ ଖବର ଦେଖନ୍ତୁ...

୩୫ଫୁଟ୍‌ ଉଚ୍ଚ ବ୍ରିଜ୍‌ ତଳକୁ ଡେଇଁ ଆହତ ହୋଇଥିବା ମହାବଳ ବାଘର ମୃତ୍ୟୁ

ଚନ୍ଦ୍ରାପୁର : ମହାରାଷ୍ଟ୍ରର ଚନ୍ଦ୍ରାପୁର ଜିଲ୍ଲାରେ ପଥର ମଧ୍ୟରେ ଫସି ଆହତ ହୋଇଥିବା ବାଘର ମୃତ୍ୟୁ ଘଟିଛି । ଏ ନେଇ ଗୁରୁବାର ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି । ବୁଧବାର ବାଘଟି ବ୍ରିଜ୍‌ରୁ ୩୫ଫୁଟ ତଳକୁ ଡ଼େଇଁବା ପରେ ନଦୀରେ ଥିବା ପଥର ମଧ୍ୟରେ ଫସି ଯାଇଥିଲା । ଯାହାଦ୍ୱାରା ତା’ର…
ଅଧିକ ଖବର ଦେଖନ୍ତୁ...

ସାମୁଦ୍ରିକ ଝଡ଼ ‘ବୁଲବୁଲ’ର ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତି : ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍, ଏନଡିଆରଏଫ୍…

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ଉଗ୍ରରୂପ ଧାରଣ କରିବ। ତେବେ ବାତ୍ୟା ‘ବୁଲବୁଲ’ ଓଡ଼ିଶା ଛୁଇଁବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଥିଲେ ହେଁ ଆସନ୍ତା ୮ ଓ ୯ ତାରିଖରେ ଏହାର ପ୍ରଭାବରେ  ପ୍ରବଳ ବର୍ଷା ସହିତ ଘଣ୍ଟା ପିଛା ପବନର ବେଗ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମାତା-ପିତାଙ୍କ ସହ ଧର୍ମସ୍ଥାନ ଭ୍ରମଣରେ ଯିବେ। ଧନଲାଭର ସୁଯୋଗ ରହିଛି। ଲେଖାପଢ଼ା ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ ବଢ଼ିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୪। ବୃଷ: ନିତିଦିନିଆ କାମରେ ବାଧା ଉପୁଜିପାରେ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହ କଥାବାର୍ତ୍ତା ହେବେ। ଯାନବାହନ…
ଅଧିକ ଖବର ଦେଖନ୍ତୁ...

ରାଜକୋଟ ଟି-୨୦: ଭାରତକୁ ୧୫୪ ରନ୍‌ ବିଜୟ ଲକ୍ଷ୍ୟ ଦେଲା ବାଂଲାଦେଶ

ରାଜକୋଟ: ଗୁଜୁରାଟର ରାଜକୋଟରେ ଭାରତକୁ ବାଂଲାଦେଶ ୧୫୪ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଗୁରୁବାର ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିବା ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଂଲାଦେଶ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାର ବିକିଲେ ପିଆଜ: କଟକରେ ଖୋଲିଲା ୩ଟି କେନ୍ଦ୍ର, କିଲୋ ୪୯ ଟଙ୍କା

କଟକ: ହାଟ ବଜାରରେ ପିଆଜ ଦର ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକଙ୍କୁ ଏଥିରୁ ମୁକ୍ତି ଦେବା ପାଇଁ ରାଜ୍ୟ ସରକାର ଗୁରୁବାର ପିଆଜ ବିକ୍ରି ଆରମ୍ଭ କରିଛନ୍ତି। କଟକର ୩ଟି ଷ୍ଟୋରରେ ପିଆଜ ବିକ୍ରି କେନ୍ଦ୍ର ଖୋଲାଯାଇଛି। ମୈତ୍ରୀ କେନ୍ଦ୍ରରେ ପିଆଜ କିଲୋ ୪୯ଟଙ୍କା ରହିଛି। ଜଣେ ବ୍ୟକ୍ତି ସର୍ବାଧିକ ୨…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପାଲିଏଟିଭ କେୟାର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେଭା ଭବନଠାରେ ଜିଲ୍ଲା ପାଲିଏଟିଭି କେୟାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାସ୍ତରୀୟ ଡାକ୍ତରଖାନା, ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲ ଓ ରାଉରକେଲାର ଆରଜିଏଚରେ ଏହି ସେବା ପ୍ରଦାନ କରାଯିବ ।…
ଅଧିକ ଖବର ଦେଖନ୍ତୁ...