Daily Archives

November 8, 2019

ମହିଳା ଜୀବିକା ସୁରକ୍ଷା ମଂଚ ପକ୍ଷରୁ ଶିକ୍ଷା ସ୍ୱାସ୍ଥ୍ୟ ଆମ ଅଧିକାର, ଜବାବ ଦିଅ ମୋ ସରକାର ସଚେତନତା ବାଇକ ଯାତ୍ରା ସହ…

ଘୁ.ଉଦୟଗିରି: କନ୍ଧମାଳ ଜୀବିକା ସୁରକ୍ଷା ମଞ୍ଚ ଏବଂ ମହିଳା ଜିବିକା ସୁରକ୍ଷା ମଞ୍ଚ ପକ୍ଷରୁ ଗତ ପାଞ୍ଚ ତାରିଖ ଠାରୁ ଖଜୁରିପଡାରୁ ବାଇକ ରାଲି ଏବଂ ସଚେତନତା ଶୋଭାଯାତ୍ରା ମାଧ୍ୟମରେ ଏକ କାର୍ଯ୍ୟକ୍ରମ ଶିକ୍ଷା ସ୍ୱାସ୍ଥ୍ୟ ଆମ ଅଧିକାର ଜବାବ ଦିଅ ‘ମୋ ସରକାର’ ଆରମ୍ଭ ହୋଇଛି। ଏହି ଅଭିଯାନକୁ…
ଅଧିକ ଖବର ଦେଖନ୍ତୁ...

ଶିବାଜୀଙ୍କ ନାଁକୁ ନେଇ ବିବାଦ : ବିକଳ୍ପରେ ଏଭଳି ଭାବେ ନାମ ଲେଖିବାରୁ ଟୁଇଟ୍‌ରରେ ଆରମ୍ଭ ହେଲା #ବଏକଟ୍‌କେବିସି

ମୁମ୍ବାଇ : କୁଇଜ୍‌ ସୋ’ କୌନ୍‌ ବନେଗା କରୋଡ୍‌ପତି ସୋ’ ଏବେ ଗୋଟେ ପ୍ରଶ୍ନକୁ ନେଇ ବିବାଦରେ ଉଠିଛି । ଯାହା ପାଇଁ ଟୁଇଟ୍‌ରରେ ଲୋକେ #ବଏକଟ୍‌କେବିସି ଟ୍ରେଣ୍ଡ ଆରମ୍ଭ କରିଛନ୍ତି। ବିଗ୍‌ ବି ପଚାରିଥିବା ପ୍ରଶ୍ନର ବିକଳ୍ପରେ ମରାଠା ସମ୍ରାଟ ଛତ୍ରପତି ଶିବାଜୀଙ୍କ ନାଁ କେବଳ ଶିବାଜୀ…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ଭୀଷଣ ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ଦେଖାଦେଉଛି କି ? ଏହା ପଛରେ ରହିଥାଇ ପାରେ ଏହି ୩ଟି କାରଣ

ମୁଣ୍ଡବିନ୍ଧାକୁ ପ୍ରାୟତଃ ଲୋକମାନେ ସାଧାରଣ ସମସ୍ୟା ବୋଲି ଭାବି ନେଇଥାନ୍ତି । ପ୍ରତିଦିନର ପରିବର୍ତ୍ତନଶୀଳ ଜୀବନଚର୍ଯ୍ୟା ପାଇଁ ଏଭଳି ସମସ୍ୟା ଦେଖାଯାଇଥାଏ । କାମରେ ବ୍ୟସ୍ତ ରହୁଥିବାରୁ ଲୋକମାନେ ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇ ନଥାନ୍ତି । ଯାହା ପରବର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଟିକ୍‌-ଟକ୍‌ ଭିଡିଓ ତିଆରି କରିବା ପାଇଁ ରୋକିଲା ସ୍ତ୍ରୀ, ନ ମାନିବାରୁ ପତ୍ନୀକୁ ହତ୍ୟା କରି ପଙ୍ଖାରେ ଝୁଲାଇଲା ସ୍ୱାମୀ

ଅମରାବତୀ : ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡାରେ ଏକ ହୃଦୟ ଥରାଇଦେବା ଭଳି ଘଟଣା ଘଟିଛି । ଟିକ୍‌-ଟକ୍‌ ଭିଡିଓ ବନାଇବାର ଅଭ୍ୟାସ ନ ବଦଳାଇବାରୁ ରାଗରେ ସ୍ୱାମୀ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି । ପ୍ରଥମେ ଗଳା ଚିପି ହତ୍ୟା କରିବା ପରେ କାହାକୁ ସନ୍ଦେହ ନ ହେବା ପାଇଁ ସ୍ତ୍ରୀର ଶବକୁ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ବୁଲବୁଲ: ସମୁଦ୍ର କୂଳିଆ ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଜାରି

ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ’ ଓଡ଼ିଶା ଉପକୂଳରେ ପହଂଚିବା ପୂର୍ବରୁ ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଶନିବାର ପବନର ବେଗ ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ରହିବ। ଆଜି ରାତି ୧୨ଟାରୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ବିବାହ ବାର୍ଷିକୀ ଅବସରରେ ପ୍ରିୟଙ୍କାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି ନିକ୍‌, ଏଭଳି କରିବେ ପାଳନ

ମୁମ୍ବାଇ : ଗତବର୍ଷ ଡିସେମ୍ବର ୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନ୍‌ସ ଓ ନିକ୍‌ ଜୋନ୍‌ସ । ଦୁହିଁଙ୍କ ବିବାହକୁ ଏବେ ବର୍ଷେ ପୂରିବାକୁ ଥିବା ବେଳେ ବିବାହ ବାର୍ଷିକକୁ ଖାସ୍‌ କରିବା ପାଇଁ ନିକ୍‌ ଯୋଜନା ଆରମ୍ଭ କରିଛନ୍ତି । ବିବାହକୁ ବର୍ଷେ…
ଅଧିକ ଖବର ଦେଖନ୍ତୁ...

୧୬ରୁ ଉଡ଼ିବ ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ

ଭୁବନେଶ୍ୱର/ଝାରସୁଗୁଡ଼ା: ଆସନ୍ତା ୧୬ ତାରିଖ ତାରିଖ ଠାରୁ ଝାରସୁଗୁଡ଼ା- ବେଙ୍ଗାଲୁରୁ ମଧ୍ୟରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବିମାନ ଚଳାଚଳ ଉଇଣ୍ଟର ସିଡ଼୍ୟୁଲରେ ବେଙ୍ଗାଲୁରୁ ଠାରୁ ୫ ଗୋଟି ଘରୋଇ ଓ ୨ ଗୋଟି ଅନ୍ତରାଷ୍ଟ୍ରୀୟ ବିମାନ ସିଡ୍ୟୁଲରେ ଝାରସୁଗୁଡ଼ାର ନାମ ପ୍ରକାଶ ପାଇଛି।…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ସ୍ୱାମୀର ଅବୈଧ ସଂପର୍କ ବିଷୟରେ ଜାଣି ପ୍ରେମିକା ଘରେ ନିଆଁ ଲଗାଇଲା ସ୍ତ୍ରୀ, ପୁଅ ସହ ଜୀବନ୍ତ ଦଗ୍ଧ ହେଲା…

ଭରତପୁର(ରାଜସ୍ଥାନ) : ରାଜସ୍ଥାନର ଭରତପୁରରେ ଏକ ଲୋମଟାଙ୍କୁରି ଦେବା ଭଳି ଘଟଣା ଘଟିଛି । ସ୍ୱାମୀର ଅନ୍ୟ ଜଣେ ମହିଳା ସହ ଅବୈଧ ସଂପର୍କ ଥିବା ଜାଣି ସ୍ତ୍ରୀ ନିଜ ଶାଶୁ ସହ ମିଶି କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ରହୁଥିବା ଘରକୁ ଯାଇ ପ୍ରେମିକା ଓ ତା’ ପୁଅ…
ଅଧିକ ଖବର ଦେଖନ୍ତୁ...

ନିଜ ଅପେକ୍ଷା ବିରାଟଙ୍କ ପୋଷାକ ପିନ୍ଧିବା ପାଇଁ ପସନ୍ଦ କରନ୍ତି ଅନୁଷ୍କା, ଏଭଳି କରିବା ପଛରେ ରହିଛି ବଡ଼ କାରଣ

ମୁମ୍ବାଇ : ଡିସେମ୍ବର ୧୧, ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି । ଦୁହିଁଙ୍କୁ ବିବାହ ପରେ ଆଦର୍ଶ ଦମ୍ପତ୍ତିର ଟ୍ୟାଗ୍‌ ମିଳିଥିବା ବେଳେ ପରସ୍ପର ପ୍ରତି ଭଲପାଇବା ଦେଖାଇବାର କୌଣସି ସୁଯୋଗକୁ ଦୁହେଁ ହାତଛଡ଼ା…
ଅଧିକ ଖବର ଦେଖନ୍ତୁ...

ଆମେରିକାରୁ ଯୋଗ ଶିବିରକୁ ଆସିଥିବା ଯୁବତୀ ନିଖୋଜ, ୨୪ ଘଣ୍ଟା ହେଲାଣି ପତ୍ତା ମିଳୁନି

ପାଣାଜୀ : ଆମେରିକାରୁ ଗୋଆକୁ ଆସିଥିବା ୨୦ବର୍ଷୀୟା ଏଲିଜାବେଥ୍‌ ମନ୍ନ ଏବେ ନିଖୋଜ ହୋଇ ଯାଇଛନ୍ତି । ସେ ଜଣେ ଯୋଗ ପ୍ରେମୀ ହୋଇଥିବା ବେଳେ ଯୋଗ ଶିବିରରେ ସାମିଲ ହେବା ପାଇଁ ସେ ଗୋଆରେ ଆସି ପହଞ୍ଚିଥିଲେ ବୋଲି ଜଣାପଡ଼ିଛି । ଅକ୍ଟୋବର ୨୭ରେ ସେ ଭାରତ ପହଞ୍ଚିଥିବା ବେଳେ ଗତ ୨୪ଘଣ୍ଟା ହେଲାଣି…
ଅଧିକ ଖବର ଦେଖନ୍ତୁ...