ଆରଟିଆଇ ମଗାଇ ଫସିଲେ ହିତାଧିକାରୀ: ଜେରେକ୍ସ, ଶ୍ରମମଜୁରୀ ଓ ଗାଡିଭଡା ପାଇଁ ଦେବେ ୫୮ ହଜାର ୪୦୦ ଟଙ୍କା
ବାଙ୍ଗିରିପୋଷି (ପ୍ରଭାତ କୁମାର ହୋତା): ମୂୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଚନ୍ଦନପୁର ନିବାସୀ ଅରୁଣ କୁମାର ବେହେରା ଚନ୍ଦନପୁର ଓ ଦିଘି ଫଚାୟତରେ ବିଭିନ୍ନ ଯୋଜନା ସଂପର୍କରେ ଜାଣିବା ପାଇଁ ଆରଟିଆଇ ମଗାଇ ଫସି ଯାଇଛନ୍ତି। ତଥ୍ୟ ପାଇବା ପାଇଁ ହେଲେ ଦେବାକୁ ପଡିବ ୫୮ ହଜାର ୪୦୦ଟଙ୍କା।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...