Daily Archives

November 9, 2019

ବିଏସ୍ଏନ୍ଏଲର ଧମାକା ଅଫର : ୫୪୦ ଜିବି ଡାଟା ସହ ମିଳିବ ୧୮୦ଦିନର ବୈଧତା

ନୂଆଦିଲ୍ଲୀ : ସରକାରୀ ଟେଲିକମ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସ୍ଏନ୍ଏଲ୍) ନିଜର ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଧମାକା ଅଫର ଆଣିଛି। ପୂର୍ବରୁ ବିଏସ୍ଏନ୍ଏଲ୍ ନିଜର ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଅଫର ଆଣିଥିବା ବେଳେ ଏବେ ଲମ୍ବା ବୈଧତାର ଏକ ନୂଆ ପ୍ଲାନ ଲଞ୍ଚ…
ଅଧିକ ଖବର ଦେଖନ୍ତୁ...

ହଠାତ୍ ତ୍ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କୋଲକାତା ଫିଲ୍ମ ଫେଷ୍ଟିଭାଲକୁ ଯାଇ ପାରିଲେ ନାହିଁ ବିଗ୍ ବି

କୋଲକାତା : ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ କୋଲକାତାରେ ଆୟୋଜିତ ହେବାକୁ ଥିବା ୨୫ତମ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ଉଦଘାଟନ କରିବେ ବୋଲି ଖବର ମିଳିଥିଲା । କିନ୍ତୁ ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ଉଦଘାଟନ…
ଅଧିକ ଖବର ଦେଖନ୍ତୁ...

ସାଗରଦ୍ୱୀପ ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ବୁଲବୁଲ

ଭୁବନେଶ୍ୱର : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବୁଲବୁଲର ଲ୍ୟାଣ୍ଡଫଲ ବା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗର ସାଗରଦ୍ୱୀପ ନିକଟରେ ଏହାର ଲ୍ୟାଣ୍ଡଫଲ ଆରମ୍ଭ ହୋଇଛି । ଏହାର ବାହାର ଭାଗ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି ଓ ଏହାର କେନ୍ଦ୍ରସ୍ଥଳ ବା ଆଇ ସ୍ଥଳଭାଗ…
ଅଧିକ ଖବର ଦେଖନ୍ତୁ...

ସେକ୍ସ ରାକେଟ ଠାବ, ରାଣୀ ମହୁମାଛି ସମେତ ୪ ଗିରଫ

ବରଗଡ଼: ପାଇକମାଲ ଥାନା ନୃସିଂହନାଥ ରାସ୍ତା ତହସିଲ ଛକ ନିକଟରେ ଥିବା ଏକ ଘରେ ଶୁକ୍ରବାର ରାତିରେ ପାଇକମାଲ ପୁଲିସ ଚଢ଼ାଉ କରି ଏକ ସେକ୍ସ ରାକେଟର ଠାବ କରିଛି। ପ୍ରାପ୍ତ ସୂଚନା ଅନୁସାରେ ତହସିଲ ଛକ ନିକଟସ୍ଥ ରହୁଥିବା ଶାନ୍ତିଲତା ବନଛୋର (୩୫)ନାମକ ମହିଳା ଘରେ ତିନିଜଣ ଯୁବତୀଙ୍କୁ ଆଣି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ରାତିରେ ଶୋଇଥିଲେ ଦମ୍ପତି, ଘର ଭାଙ୍ଗି ଖସିପଡ଼ିଲା: ବର୍ଷ ବର୍ଷ ଅର୍ଜିତ ଧନରେ ତିଆରି ଘର ଦଲକାଏ ପବନରେ ଗଲା

ରାଜନଗର: ସବୁ ସରିଗଲା। ବୁଲବୁଲ ସବୁ ଉଜାଡି ଦେଲା। ଜୀବନ ଯାକ ସଞ୍ଚି ଦୁଃଖ କଷ୍ଟରେ ଯେଉଁ ଘର ଖଣ୍ଡେ କରିଥିଲୁ ତାକୁ ବି ଭାଙ୍ଗିଦେଲା ଏ ବାତ୍ୟା। ଏବେ ଆମେ କଣ କରିବା କେମିତି ଚଳିବା ମୋତେ କିଛି ବୁଦ୍ଧି ବାଟ ଦିଶୁନି। ବାତ୍ୟା ବୁଲବୁଲ ଘର ଭାଙ୍ଗିଦେବା ପରେ ଭଙ୍ଗା ଘରକୁ ଚାହିଁ ବାହୁନି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: କଳାତ୍ମକ କ୍ଷମତା ବିକାଶ ହେବ। ସୋମ ଓ ମଙ୍ଗଳବାର: ଅଯଥାରେ କାହାରି ସହିତ ତର୍କ କରନ୍ତୁ ନାହିଁ। ବୁଧ ଓ ଗୁରୁବାର: ନିତିଦିନିଆ କାମରେ ଲାଭ ହେବ। ଶୁକ୍ର ଓ ଶନିବାର: ଖୁସି ଖବର ପାଇବେ। ରବିବାର: ଅର୍ଥ ଉପାର୍ଜନର ସୁଯୋଗ ଆସିବ। ସୋମ ଓ ମଙ୍ଗଳବାର: ଅଧୁରା କାମ ପୂରା ହୋଇପାରେ। ବୁଧ…
ଅଧିକ ଖବର ଦେଖନ୍ତୁ...

ସ୍ଥଳଭାଗ ନିକଟତର ହେଲା ବାତ୍ୟା ବୁଲବୁଲ, ଯେକୌଣସି ସମୟରେ ଲ୍ୟାଣ୍ଡଫଲ କରିପାରେ

ଭୁବନେଶ୍ୱର : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବୁଲବୁଲ ଧୀରେ ଧୀରେ ସ୍ଥଳଭାଗ ନିକଟତର ହେଉଛି। ଯେକୌଣସି ସମୟରେ ଏହା ପଶ୍ଚିମବଙ୍ଗର ସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି । ବାତ୍ୟା ସ୍ଥଳଭାଗ…
ଅଧିକ ଖବର ଦେଖନ୍ତୁ...

ଝଡ଼ ରାତିରେ ଜୀବନ ବିକଳରେ ଗଛକୁ ଚଢ଼ିଗଲେ ୮ ମତ୍ସ୍ୟଜୀବୀ, ହୁ ହୁ ପବନରେ ଗଛ ଡାଳରେ କଟିଲା ୧୨ ଘଣ୍ଟା

ଭୁବନେଶ୍ବର: ଅଶାନ୍ତ ସମୁଦ୍ରରୁ ଉଦ୍ଧାର ହେଲେ ୮ ମତ୍ସ୍ୟଜୀବୀ। ଧାମରା ବନ୍ଦର ନିକଟସ୍ଥ କାଳିନାଳୀରେ ଫଶି ଯାଇଥିବା ୨ଟି ମାଛଧରା ଡଙ୍ଗାକୁ ଉଦ୍ଧାର କଲା ପ୍ରଶାସନ। କାଳିନାଳୀ ନିକଟସ୍ଥ ଜଙ୍ଗଲରେ ୧୨ ଘଣ୍ଟା ରହିବା ପରେ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ତେବେ…
ଅଧିକ ଖବର ଦେଖନ୍ତୁ...

ସିନେମାର ଏହି ସିନ୍‌ ପାଇଁ ରଣବୀରଙ୍କୁ ଦେବାକୁ ପଡ଼ିଥିଲା ୭୦ଟି ସଟ୍‌

ମୁମ୍ବାଇ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ସିନେମା ‘ସାଓ୍ଵରିଆ’ରେ ରଣବୀର କପୁର ଡେବ୍ୟୁ କରିଥିଲେ। ଏହି ସିନେମାକୁ ନେଇ ସେହି ସମୟରେ ଜୋରସୋର ଚର୍ଚ୍ଚା ଧରିଥିଲା। ତେବେ ‘ସାଓ୍ଵରିଆ’’ ସିନେମାଟି ବକ୍ସ ଅଫିସରେ ଏତେଟା ପସରା ମେଲାଇ ପାରି ନଥିଲା। କିନ୍ତୁ ଏହି ସିନେମା ଜରିଆରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୦ରେ ସାମିଲ ହୋଇପାରେ ୩ଟି ନୂଆ ସହର

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନୂଆ ଟିମ୍‌ ସାମିଲ କରାଯିବାକୁ ନେଇ ଚିନ୍ତା କରାଯାଉଛି। ବର୍ଷ ୨୦୨୧ ସଂସ୍କରଣକୁ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ପୂର୍ବରୁ କୁହାଯାଉଥିଲା କିନ୍ତୁ ୨୦୨୦ ସଂସ୍କରଣର ଆଇପିଏଲ୍‌ରେ ୩ଟି ସହରକୁ ସାମିଲ କରାଯାଇପାରେ। ଆଇପିଏଲ୍‌ର ୮ଟି…
ଅଧିକ ଖବର ଦେଖନ୍ତୁ...