Daily Archives

November 10, 2019

‘ପରବ’ର ବ୍ଲକ ସ୍ତରୀୟ ପ୍ରତିଭା ବ୍ଲକରେ ହିଁ ସୀମିତ ରହିଲେ, କର୍ମଚାରୀଙ୍କ ଆନ୍ତରିକତାର ଅଭାବ ଅଭିଯୋଗ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଗ୍ରାମାଞ୍ଚଳରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ସ୍ତରରେ ଯେଉଁମାନେ ରହିଯାଉଛନ୍ତି ସେମାନଙ୍କୁ ଲୋକଲୋଚନକୁ ଆଣିବା ସହ ଆଦିବାସୀଙ୍କ ପରମ୍ପରା ବଜାୟ ରଖିବା ସକାଶେ ଗତ ୨୪ ବର୍ଷ ହେଲା ଜିଲ୍ଲାରେ ପରବ ପାଳନ କରାଯାଉଛିା ପରବ ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ସାଂସଦ ବସନ୍ତ ପଣ୍ଡାଙ୍କ ଆଦର୍ଶ ଗ୍ରାମ ଘୋଷଣା

ଖଡ଼ିଆଳ: କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ରବିବାର ନିଜର ଆଦର୍ଶ ସାଂସଦ ଗ୍ରାମ ଘୋଷଣା କରିଛନ୍ତି। ସେ ଆଜି ତୁକୁଲା ଗ୍ରାମ ପଞ୍ଚାୟତ କାର୍ଯ୍ୟଲୟଠାରେ ଆୟୋଜିତ ସଂକଳ୍ପ ବୈଠକରେ ଅଧ୍ୟକ୍ଷତା କରି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଲା ଗାଁକୁ ଆଦର୍ଶ ଘୋଷଣା କରିଛନ୍ତି। ସମାରୋହରେ ସାଂସଦ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ କମ କରି ନୁହେଁ, ଏହି ସବୁ ଜିନିଷ ଆଘ୍ରାଣ କରି କମାନ୍ତୁ ଓଜନ

ଶରୀରର ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ଲୋକମାନେ ଖାଦ୍ୟ କମ୍‌ କରିବା ଆରମ୍ଭ କରିଥାନ୍ତି । କିନ୍ତୁ ଏବେ ଖାଦ୍ୟ କମ କରି ନୁହେଁ, ଏହି ସବୁ ଜିନିଷକୁ ଆଘ୍ରାଣ କରି ଆପଣ ଓଜନ କମାଇ ପାରିବେ । କେମିତି ଆସନ୍ତୁ ଜାଣିବା । ଯେତେବେଳେ କୌଣସି ଅଧିକ ଗନ୍ଧଯୁକ୍ତ ପଦାର୍ଥର ଆଘ୍ରାଣ…
ଅଧିକ ଖବର ଦେଖନ୍ତୁ...

ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କଲେ ସପ୍ଟୱେର୍ ଇଞ୍ଜିନିୟର

ହାଇଦ୍ରାବାଦ୍: ହାଇଦ୍ରାବାଦରେ ଜଣେ ଯୁବକ ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ଯୁବକଜଣଙ୍କ ବିବାହ ମଣ୍ଡପରେ ଏଭଳି ପଦକ୍ଷେପ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ମେଦଚାଲ ଜିଲ୍ଲାର କୋମପାଲିରେ ଘଟିଥିବା ବେଳେ ଯୁବକଙ୍କ ନାଁ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି ଏନ୍‌ ଶେଷାନଙ୍କ ପରଲୋକ

ଚେନ୍ନାଇ: ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ତଥା ରମଣ ମାଗାସେସେ ପୁରସ୍କାର ବିଜେତା ପ୍ରଶାସକ ଟି ଏନ୍‌ ଶେଷାନଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି। ୧୯୫୫ ବ୍ୟାଚ୍‌ ତାମିଲନାଡୁ କ୍ୟାଡର ଆଇଏଏସ୍‌ ଅଧିକାରୀ ଶେଷାନ ନବେ ଦଶକର ପ୍ରଥମାର୍ଦ୍ଧରେ ମୁଖ୍ୟ ନିର୍ବାଚନ ଆୟୁକ୍ତର ଦାୟିତ୍ୱ ନେଇ…
ଅଧିକ ଖବର ଦେଖନ୍ତୁ...

ଦିନେ ଟିଭିରେ ରାଜ୍ କରୁଥିବା ୩ଫୁଟର ଗବରାଲକୁ ମନେ ରଖିଛନ୍ତି ତ? ଜାଣନ୍ତୁ କିଭଳି ଦୁଇ ଗଣ ବଡ଼ ଯୁବତୀଙ୍କୁ ସେ ପ୍ରେମ…

ମୁମ୍ବାଇ: ଉଚ୍ଚତା କମ ହୋଇଥିଲେ ମଧ୍ୟ ନିଜ ଅଭିନୟ ପାଇଁ ସେ ଅନେକ ବଡ଼ ବଡ଼ ସଫଳତା ହାସଲ କରିଛନ୍ତି। ଗୁଟରଗୁ ଓ ବିକରାଲ ଗବରାଲ ଭଳି ଧାରାବାହିକରେ ନଜର ଆସି ସେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ। କେବଳ ଧାରାବାହିକ ନୁହେଁ ଅନେକ ଫିଲ୍ମରେ ମଧ୍ୟ ନଜର ଆସିଥିଲେ ୩ଫୁଟର କେବେ ଗୋସ୍ବାମୀ।…
ଅଧିକ ଖବର ଦେଖନ୍ତୁ...

୩ୟ ଟି-୨୦ରେ ବାଂଲାଦେଶକୁ ପରାସ୍ତ କରି ୨-୧ରେ ଶୃଙ୍ଖଳା ଜିତିଲା ଭାରତ, ୬ ଓ୍ଵିକେଟ ନେଇ ଚମକିଲେ ଚାହର

ନାଗପୁର: ବାଂଲାଦେଶକୁ ଭାରତ ରବିବାର ୩ୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୩୦ ରନ୍‌ରେ ପରାସ୍ତ କରିଛି। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ମହମ୍ମଦ ନଇମ (୮୧ ରନ୍‌, ୪୮ ବଲ, ୧୦ ଚୌକା, ୨ ଛକା) ବ୍ୟତୀତ ବାଂଲାଦେଶର ଅନ୍ୟ ବ୍ୟାଟସ୍‌ମାନେ ଭଲ ପ୍ରଦର୍ଶନ କରିପାରି ନାହିଁ। ଭାରତ ଏହି ଶୃଙ୍ଖଳାକୁ…
ଅଧିକ ଖବର ଦେଖନ୍ତୁ...

ରିତିକ୍ ରୋଶନଙ୍କ ପ୍ରତି ଆକୃଷ୍ଟ ଥିବାରୁ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିବା ସହ ଆତ୍ମହତ୍ୟା କଲା ସ୍ବାମୀ

ନୂଆଦିଲ୍ଲୀ : ଇର୍ଷା ଏଭଳି ଏକ ଭାବନା, ଯାହା କୌଣସି ବି ସଂପର୍କକୁ ଖୁବ୍ ସହଜରେ ଭାଙ୍ଗି ଦେଇପାରେ। ଇର୍ଷାର ଭାବନା ଗୋଟେ ସଂପର୍କରେ ଥିବା ବିଶ୍ବାସକୁ ଖୁବ୍ ସହଜରେ ଭାଙ୍ଗି ଦେଇଥାଏ। କିନ୍ତୁ ନ୍ୟୁୟର୍କ ସହରରେ ଜଣେ ଭାରତୀୟ ବଂଶୋଦ୍ଭବ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। …
ଅଧିକ ଖବର ଦେଖନ୍ତୁ...

ଏହି ଫିଲ୍ମ ପାଇଁ ରାଣୀ ମୂଖାର୍ଜୀଙ୍କୁ ମିଳିଲା ମୋଷ୍ଟ ଇନଫ୍ଲୁଏନ୍ସିଆଲ ସିନେମା ପର୍ସନାଲିଟି ଆୱାର୍ଡ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଣୀ ମୂଖାର୍ଜୀ ଏବେ ପୁଣି ଥରେ ନିଜର କାର୍ଯ୍ୟଦକ୍ଷତାକୁ ପ୍ରମାଣ କରି ଦେଖାଇଛନ୍ତି। ଗୋଟେ ସମୟରେ ବଲିଉଡର ଆଗ ଧାଡ଼ିର ନାୟିକା ପାଲଟିଥିଲା ରାଣୀଙ୍କୁ ଏବେ ଆଉ ଏକ ବଡ଼ ସମ୍ମାନରେ ସମ୍ମାନିତ କରାଯାଇଛି। ଫିଲ୍ମ ହିଚକି ପାଇଁ ତାଙ୍କୁ ମୋଷ୍ଟ ଇନଫ୍ଲୁଏନ୍ସିଆଲ…
ଅଧିକ ଖବର ଦେଖନ୍ତୁ...

ବିବାହ ମଣ୍ଡପର କାନ୍ଥ ଭୁଷୁଡ଼ି ପଡ଼ିବାରୁ ୪ଜଣଙ୍କର ମୃତ୍ୟୁ, ୮ ଗୁରୁତର ଆହତ

ହାଇଦ୍ରାବାଦ୍ : ରବିବାର ଗୋଲନାକାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏକ ବିବାହ ମଣ୍ଡପର କାନ୍ଥ ଭୁଷୁଡ଼ି ପଡ଼ିବାରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ବିବାହଟି ପର୍ଲ ଗାଡେର୍ନରେ ହେଉଥିବା ବେଳେ ରବିବାର ଅପରାହ୍ନରେ ଏଭଳି ଘଟଣା ଘଟିଛି। ମୃତକଙ୍କ…
ଅଧିକ ଖବର ଦେଖନ୍ତୁ...