Daily Archives

November 10, 2019

ଉଦ୍ଧବ ଠାକରେ ହୋଇପାରନ୍ତି ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ, ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀ: ସୂତ୍ର

ମୁମ୍ବାଇ: ଭାରତୀୟ ଜନତା ପାର୍ଟି ମନା କରିବା ପରେ ସରକାର ଗଢ଼ିବାକୁ ନେଇ ମହାରାଷ୍ଟ୍ରର ରାଜନୀତି ଜୋରଦାର ଧରିଛି। ଜାତୀୟ ଗଣମାଧ୍ୟମକୁ ମିିଳଥିବା ସୂଚନା ଅନୁସାରେ ଶିବସେନା ସୋମବାର ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିପାରେ। କୁହାଯାଉଛି ଯେ, ଶିବସେନା ନୂଆ ସରକାରର ଅଂଶବିଶେଷ…
ଅଧିକ ଖବର ଦେଖନ୍ତୁ...

ବଲିଉଡ ପୁରୁଷ ପ୍ରାଧାନ୍ୟ ନୁହେଁ, ଏଠି ଯିଏ ଅଧିକ ଟଙ୍କା ଆଣିବ, ସେ ସୁପରଷ୍ଟାର: ଫାରହା ଖାନ୍

ମୁମ୍ବାଇ: ବଲିଉଡ୍ ଫିଲ୍ମ ନିର୍ମାତା ଓ କୋରିଓଗ୍ରାଫର ଫାରହା ଖାନ୍ ଇଣ୍ଡଷ୍ଟ୍ରିକୁ ନେଇ ବଡ଼ ବୟାନ ଦେଇଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରି ପୁରୁଷ ପ୍ରାଧାନ୍ୟ ବୋଲି କୁହାଯାଉଥିବା ବେଳେ ସେ ଏହି କଥାକୁ ନେଇ ଅସହମତି ପ୍ରକାଶ କରିଛନ୍ତି। ତାଙ୍କ ଅନୁଯାୟୀ, ଯିଏ ଅଧିକ ଟଙ୍କା ଆଣିବ, ସେ ହିଁ…
ଅଧିକ ଖବର ଦେଖନ୍ତୁ...

ଜୋମାଟର ଡେଲିଭରୀ ଗର୍ଲ ଭାବେ କାମ କରିବା ପରେ ଏବେ ରାଜନୀତିରେ ପାଦ ଦେଲେ ଏହି ମହିଳା, କଂଗ୍ରେସ ଦେଲା ଟିକେଟ୍

ମାଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁରୁରେ ଜୋମାଟୋ ପାଇଁ ଡେଲିଭରୀ ଗର୍ଲ ଭାବେ କାମ କରୁଥିବା ଜଣେ ମହିଳା ଏବେ ରାଜନୀତିରେ ପାଦ ଦେଇଛନ୍ତି। ଏବେ‌ ‌ସେ ଖାଦ୍ୟ ଡେଲିଭର କରିବା ଛାଡ଼ି ଲୋକଙ୍କ ସେବା କରିବେ। ତାଙ୍କ ନାଁ ମେଘନା ଦାସ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କୁ ମାଙ୍ଗାଲୁରୁ ନଗର…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାରୁ ନିଜର ଫଟୋ ସେୟାର କଲେ ବିଗ୍ ବି, ସ୍ବାସ୍ଥ୍ୟାବସ୍ଥା ଦେଖି ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ସବୁବେଳେ ବ୍ୟସ୍ତ ରହୁଥିବା କଳାକାରମାନଙ୍କ ମଧ୍ୟରୁ ଜଣେ। ୭୭ବର୍ଷରେ ପାଦ ଦେଇଥିଲେ ମଧ୍ୟ ସେ ଲଗାତାର କାମ କରି ଚାଲିଛନ୍ତି। କିନ୍ତୁ ଏଇ କିିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ତାଙ୍କ ରାସ୍ତାର କଣ୍ଟା ପାଲଟିଛି। ବାରମ୍ବାର ତାଙ୍କର ଦେହ ଖରାପ…
ଅଧିକ ଖବର ଦେଖନ୍ତୁ...

ବଲେରୋ-ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ

ନବରଙ୍ଗପୁର: ଉମରକୋଟ ଥାନା ଅନ୍ତର୍ଗତ ଥୋଡ଼ରା ଠାରେ ବାଇକ୍‌ ଓ ବଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଉମରକୋଟ ଆଡୁ ବଲେରୋ (ଓଡି ୧୦ ଆଇସି ୧୮୨୮) ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ୍‌କୁ ଧକ୍କା ଦେଇଥିଲା।…
ଅଧିକ ଖବର ଦେଖନ୍ତୁ...

ଭୋକିଲା ପେଟରେ ଖାଲି ପାତ୍ର ଧରି ସ୍କୁଲ ଭିତରକୁ ଚାହିଁଥିଲା କୁନି ଝିଅ, ଫଟୋ ଭାଇରାଲ ହେବା ପରେ ସେହି ସ୍କୁଲରେ…

ହାଇଦ୍ରାବାଦ୍: କଥାରେ ଅଛି କି, ଫଟୋ କଥା କୁହେ। କେବଳ ଲେଖିବା ମାଧ୍ୟମରେ ନୁହେଁ, ଫଟୋ ମାଧ୍ୟମରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚା ଯାଇ ପାରିବ। ଫଟୋ ମାଧ୍ୟମରେ ମଧ୍ୟ ସମାଜକୁ ପରିବର୍ତ୍ତନ କରାଯାଇପାରିବ ବୋଲି ହାଇଦ୍ରାବାଦରେ ଘଟିଥିବା ଘଟଣା ପ୍ରମାଣ କରିଛି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଉଦ୍ୟମରେ ସଫଳତା ପାଇବେ। ଅଫିସ କାମରେ ବଡ଼ ସହରକୁ ଯିବାର ସୁଯୋଗ ଅଛି। ଛାତ୍ରୀମାନେ ଅଧୢୟନ ଶୈଳୀରେ ପରିବର୍ତ୍ତନ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪। ବୃଷ: ବ୍ୟବସାୟ ଉପରେ ବିରୋଧୀଙ୍କ ନଜର ରହିବ। ଘରର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ସରକାର ଗଠନ କରିବନି ବିଜେପି, ଶିବସେନାକୁ ଦେଲା ଦୋଷ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ନକରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଜନତା ପାର୍ଟି। ଦେବେନ୍ଦ୍ର ଫଡ୍‌ନାଭିସଙ୍କ ସମେତ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ମିଶି ଆଜି ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କୁ ଭେଟିଛନ୍ତି। ରାଜ୍ୟରେ ନିର୍ବାଚନ ଫଳାଫଳ ବାହାରିବାର ବହୁ ଦିନ…
ଅଧିକ ଖବର ଦେଖନ୍ତୁ...

୩ୟ ଟି-୨୦: ବାଂଲାଦେଶକୁ ୧୭୫ ରନ୍‌ ଟାର୍ଗେଟ ଦେଲା ଭାରତ, ଲୋକେଶ ରାହୁଲ-ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ

ନାଗପୁର: ବାଂଲାଦେଶକୁ  ଭାରତ ରବିବାର ୧୭୫ ରନ୍‌ ଟାର୍ଗେଟ ଦେଇଛି। ଲୋକେଶ ରାହୁଲ (୫୨ ରନ୍‌, ୩୫ ବଲ, ୭ ଚୌକା) ଓ ଶ୍ରେୟସ ଆୟର (୬୨ ରନ୍‌, ୩୩ ବଲ, ୩ ଚୌକା, ୫ ଛକା) ଅର୍ଦ୍ଧଶତକ ହାସଲ କରିଛନ୍ତି। ନାଗପୁରସ୍ଥିତ ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ୩ୟ ତଥା ଶେଷ ଟି-୨୦ରେ ବାଂଲାଦେଶ…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟ କୁମାରଙ୍କ ଅଭିନୟକୁ ନକଲ କରୁଛନ୍ତି ଶିଖର ଧାଓ୍ଵନ୍‌; ଦେଖନ୍ତୁ ମଜାଦାର ଭଡିଓ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ବକ୍ସଅଫିସ୍‌ ହିଟ୍‌ ସିନେମା ଦେଇ ଆସୁଥିବା ବେଳେ ଏବେ ଷ୍ଟାର ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂରେ ସେ ବ୍ୟସ୍ତ ଅଛନ୍ତି। ସିନେମା ‘ହାଉସଫୁଲ୍‌ ୪’ ଅକ୍ଟୋବର ୨୫ରେ ସିନେମା ଘରେ ରିଲିଜ ହୋଇଥିଲା…
ଅଧିକ ଖବର ଦେଖନ୍ତୁ...