Daily Archives

November 11, 2019

ସୋସିଆଲ ମିଡିଆରେ ଭାଇରାଲ ହେଲା କୁନି ଶିଶୁର ଚମତ୍କାର ବ୍ୟାଟିଂର ଭିଡିଓ: ଦ୍ବିତୀୟ ସଚ୍ଚିନ ତେନ୍ଦୁଲକର ଜନ୍ମ…

ନୂଆଦିଲ୍ଲୀ : ଜଣଙ୍କୁ ସାରା ବିଶ୍ବରେ ଚର୍ଚ୍ଚିତ କରିବା ପାଇଁ ଏବେ ସୋସିଆଲ ମିଡିଆ ବଡ଼ ମାଧ୍ୟମ ପାଲଟିଛି। ଜଣେ ସାଧାରଣ ଲୋକ ରାତାରାତି ଲୋକପ୍ରିୟ ହେବାର ଅନେକ ଉଦାହରଣ ପୂର୍ବରୁ ଆମେ ଦେଖିଥିବା ବେଳେ ଏବେ ଟୁଇଟରରେ ଏକ ଶିଶୁର ଭିଡିଓ ଭାଇରାଲ ହେବାରେ ଲାଗିଛି। ଶିଶୁଟିର ବ୍ୟାଟିଂର ଶୈଳୀ…
ଅଧିକ ଖବର ଦେଖନ୍ତୁ...

ଲତା ମଙ୍ଗେସକର ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ମୁମ୍ବାଇ : କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର ସୋମବାରଦିନ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ନେବାର ସମସ୍ୟା ଓ ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଭର୍ତ୍ତି କରାଯାଇଥିଲା ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି । ଗତ ରାତି…
ଅଧିକ ଖବର ଦେଖନ୍ତୁ...

ଏହି ୫ଟି ଲକ୍ଷଣ ହୋଇପାରେ ହୃଦ୍‌ଘାତର କାରଣ

ଦେଶରେ ହୃଦ୍‌ଘାତରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଯାଉଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ମହିଳାମାନଙ୍କୁ ପୂର୍ବରୁ ଦେଖାଯାଉଥିବା ଲକ୍ଷଣ ବିଷୟରେ ଜାଣିବା ନିହାତି ଆବଶ୍ୟକ…
ଅଧିକ ଖବର ଦେଖନ୍ତୁ...

ୱିକିପିଡିଆରେ ମ୍ୟାନ୍ ସର୍ଚ୍ଚ କଲେ ଆସୁଛି ଏହି ମଲୟାଲମ ଯୁବକଙ୍କ ଫଟୋ, ଟୁଇଟରରେ ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ : ସାଧାରଣତଃ ଭାବେ କୌଣସି ଜିନିଷକୁ ନେଇ ଅଧିକ ସୂଚନା ଦରକାର ହେଲେ ଲୋକେ ୱିକିପିଡିଆର ସାହାଯ୍ୟ ନେଇଥାନ୍ତି। କାରଣ ୱିକିପିଡିଆରେ ପ୍ରାୟ ସମସ୍ତ ବିଷୟକୁ ନେଇ ବିସ୍ତୃତ ବିବରଣୀ ଉପଲବ୍ଧ ରହିଥାଏ। କିନ୍ତୁ ଏବେ ୱିକିପିଡିଆକୁ ନେଇ ଏକ ବିବାଦ ଆରମ୍ଭ ହୋଇଛି। ମ୍ୟାନ୍ ସର୍ଚ୍ଚ କଲେ…
ଅଧିକ ଖବର ଦେଖନ୍ତୁ...

ବିଗ୍ ବସ୍ ପ୍ରତିଯୋଗୀ ପାରସଙ୍କ ପ୍ରେମିକା କଲେ ଖୁଲାସା: ବିଗ୍ ବସକୁ ଯିବା ପୂର୍ବରୁ ଏହି କାରଣରୁ ସିଦ୍ଧାର୍ଥଙ୍କ ସହ…

ମୁମ୍ବାଇ: ବିଗ୍ ବସ୍-୧୩ ଆରମ୍ଭ ହେବା ପରଠାରୁ ପ୍ରତିଯୋଗୀ ପାରସ ଛାବ୍ରା ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ମଧ୍ୟରେ ହେଉଥିବା ଝଗଡ଼ା ସମସ୍ତେ ଦେଖିଛନ୍ତି। ଛୋଟ ଛୋଟ କାରଣ ପାଇଁ ଦୁହିଁଙ୍କୁ ଝଗଡ଼ା କରୁଥିବାର ଦେଖାଯାଉଥିବା ବେଳେ ଏବେ ପାରସଙ୍କ ପ୍ରେମିକା ଆକାଂକ୍ଷା ପୁରୀ ଏହା ପଛର ପ୍ରକୃତ କାରଣ…
ଅଧିକ ଖବର ଦେଖନ୍ତୁ...

ନିଶାଗ୍ରସ୍ତ ହୋଇ ଭାବି ସ୍ବାମୀକୁ ବରଯାତ୍ରୀରେ ନାଗିନ୍ ନାଚ କରୁଥିବା ଦେଖି ବିବାହ କରିବାକୁ ମନା କଲା କନ୍ୟା

ବରେଲି(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବରେଲିରେ ବିବାହର କିଛି ଘଣ୍ଟା ପୂର୍ବରୁ କନ୍ୟା ବିବାହ ପାଇଁ ମନା କରିଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖାସ୍ କରି ଯେଉଁ କାରଣ ପାଇଁ କନ୍ୟା ବିବାହ ଭାଙ୍ଗିଛନ୍ତି, ତାହାକୁ ନେଇ ଲୋକେ ଆଲୋଚନା କରିବା ଆରମ୍ଭ କରିଛନ୍ତି। ଘଟଣାଟି…
ଅଧିକ ଖବର ଦେଖନ୍ତୁ...

ସାଙ୍ଗର ବିବାହରେ ଧମାଲ କରିବା ପରେ ବିଗିଡ଼ିଲା ଦୀପିକାଙ୍କ ସ୍ବାସ୍ଥ୍ୟାବସ୍ଥା, ଫଟୋ ସେୟାର କରି ଦେଲେ ସୂଚନା

ମୁମ୍ବାଇ : ସାଙ୍ଗର ବିବାହ ସମସ୍ତଙ୍କ ପାଇଁ ଖାସ୍ ହୋଇଥାଏ। ନିଜ ସାଙ୍ଗର ବିବାହରେ ମନ ଖୋଲି ମଜା କରିବାର ସ୍ବପ୍ନ ସବୁ ସାଙ୍ଗମାନଙ୍କର ଥାଏ। କିନ୍ତୁ ମଜା କରିବା ପରେ କେଉଁ ସମସ୍ୟା ଦେଇ ଗତି କରିବାକୁ ପଡ଼େ ତାହା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କଠାରୁ ଅଧିକ କେହି ବୁଝି ପାରିବେ…
ଅଧିକ ଖବର ଦେଖନ୍ତୁ...

କାଜୁ ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା  ବୋଡ଼େନ ପୁଲିସ ସୋମବାର ଦିନ ଏକ କାଜୁଗଛରୁ  ଜଣେ ଯୁବକର ମୃତଦେହେ ଉଦ୍ଧାର ହୋଇଥିବା  ଜଣାପଡିଛି। ପୁଲିସ ଠାରୁ ପ୍ରକାଶ ଯେ ବୋଡ଼େନ ବ୍ଳକ  ଆମେରା  ଗ୍ରାମର ଲକ୍ଷ୍ମଣ ବେମାଲଙ୍କ ପୁଆ କେଶବ ବେମାଲ(୨୬) ଆଜି ସକାଳେ କେଶବ ପୋଖରିକୁ ଯାଉଥିବା କହି ଯାଇଥିଲେ। ପରେ…
ଅଧିକ ଖବର ଦେଖନ୍ତୁ...

ସଲମାନ ମୋତେ ନୂଆ ଜୀବନ ଦେଲେ ଏବେ ବଲିଉଡ୍ ମୋତେ କାମ ଦେଉ: ପୂଜା ଡଡୱାଲ

ମୁମ୍ବାଇ : ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ସହ ଫିଲ୍ମ ବୀରଗତିରେ କାମ କରିଥିବା ଅଭିନେତ୍ରୀ ପୂଜା ଡଡୱାଲ ଏବେ ବଲିଉଡକୁ କାମ ମାଗିଛନ୍ତି। ଗତ ବର୍ଷ ରୋଗଗ୍ରସ୍ତ ହେବା ପରେ ପୂଜା ଚର୍ଚ୍ଚାକୁ ଆସିଥିଲେ। ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ତାଙ୍କୁ ଚିହ୍ନିବା…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦାନ୍ତ ମାଓ ନେତା କୁନ୍ଦନ ପହାନଙ୍କୁ ଜେଲରେ ଥାଇ ବିଧାନସଭା ନିର୍ବାଚନ ଲଢ଼ିବାର ଅନୁମତି ଦେଲା ଏନ୍ଆଇଏ ଅଦାଲତ

ରାଞ୍ଚି: ସୋମବାର ଏନ୍ଆଇଏ ଅଦାଲତ ଏକ କୁଖ୍ୟାତ ମାଓନେତା ନିର୍ବାଚନ ଲଢ଼ିବା ପାଇଁ ଅନୁମତି ଦେଇଛନ୍ତି। ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବା ବେଳେ ଜେଲରେ ଥିବା ମାଓବାଦୀ କୁନ୍ଦନ ପହାନଙ୍କୁ ଏବେ ନିର୍ବାଚନ ଲଢ଼ିବା ପାଇଁ ଏନ୍ଆଇଏ ଅଦାଲତ ଅନୁମତି ଦେବା ଚର୍ଚ୍ଚାର ବିଷୟ ପାଲଟିଛି। କୁନ୍ଦନ…
ଅଧିକ ଖବର ଦେଖନ୍ତୁ...