Daily Archives

November 12, 2019

ଡାବୁଗାଁରେ ପୁଣି ଅନଲାଇନ୍‌ ୭ ହଜାର ଟଙ୍କା ଠକେଇର ଶିକାର ହେଲେ ଜଣେ ଯୁବକ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ପୁଣି ଜଣେ ଯୁବକ ମିଛ ଟେଲିଫୋନ୍‌ କଲ ଦ୍ୱାରା ଠକେଇର ଶିକାର ହୋଇଛନ୍ତି। ସ୍ନାପ ଡିଲ୍‌ ବେସରକାରୀ ସଂସ୍ଥାରେ ଲକି ଡ୍ରରେ ଏକ ଟାଟା ସଫାରୀ କାର ଲଟେରିରେ ବାହାରିଲା କହି ଡାବୁଗାଁ ଥାନା ସଦର ରେଭନ୍ୟୁଗୁଡ଼ା ଗ୍ରାମର ଜଣେ ଯୁବକ ନିକଟରେ ୭…
ଅଧିକ ଖବର ଦେଖନ୍ତୁ...

ଅମ୍ପାୟାର କହିଲେ- ନୋ ବଲ, ପୋଲାର୍ଡ ଚତୁରତାର ସହ ଏହାକୁ କଲେ ଡେଡ ବଲ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ମଧ୍ୟରେ ସୋମବାର ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା। ୱେଷ୍ଟଇଣ୍ଡିଜ ଏହାକୁ ୫ ଓ୍ଵିକେଟ୍‌ରେ ମ୍ୟାଚ୍‌ ଜିତିଥିଲା ଓ ଶୃଙ୍ଖଳାକୁ ୩-୦ରେ ନିଜ ନାଁରେ କରି ନେଇଥିଲା। ତୃତୀୟ ମ୍ୟାଚ୍‌ ଜିତିବା ପରେ ଏହା ହୋଇଥିଲା, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ରକ୍ତ କର୍କଟ ହେବାର ଦୁଇ ମାସ ପୂର୍ବରୁ ଶରୀର ଦେଇଥାଏ ଏଭଳି ୧୨ ସଂକେତ !

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟପେୟର ଅନିୟମିତତା ଶରୀରରେ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ । ଏହି ରୋଗମାନଙ୍କ ଭିତରେ ଲ୍ୟୁକେମିୟା ଅର୍ଥାତ୍ ବ୍ଲଡ୍ କ୍ୟାନ୍ସର ଅନ୍ୟତମ । ଦେଶର ଅଧିକାଂଶ ଲୋକ ବର୍ତ୍ତମାନ ଏହି ରୋଗରେ ପୀଡିତ । ଏହା ଯେକୌଣସି ବୟସରେ ହୋଇଥାଏ କିନ୍ତୁ ୩୦ ବର୍ଷରୁ ଉର୍ଦ୍ଧ୍ବ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଲଞ୍ଚ ହେଲା ମର୍ସିଡିଜ୍ ବେଞ୍ଜ୍ ର ନୂଆ କାର ଭି-କ୍ଲାସ୍ ଇଲାଇଟ୍

ମୁମ୍ବାଇ: ଜର୍ମାନୀର ଲକଜୁ୍ୟରିୟସ୍ କାର୍ ନିର୍ମାତା ମର୍ସିଡିଜ୍ ବେଞ୍ଜ୍ ବଜାରକୁ ଆଣିଛି ଏହାର ମଲ୍ଟି ପର୍ପଜ୍ ଭେଇକିଲ୍ ଭି-କ୍ଲାସ୍ ଇଲାଇଟ୍ । ପ୍ରିମିୟମ୍ ଅଟୋମୋବାଇଲ ସେଗମେଂଟରେ ନିଜର କାରଗୁଡିକୁ ଦିନକୁ ଦିନ ଆହୁରି ଅଧିକ ଲୋକପ୍ରିୟ କରିବା ନେଇ ସବୁବେଳେ ପ୍ରୟାସ ଜାରି ରଖିଥାଏ ମର୍ସିଡିଜ୍…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ଭୋଟରଙ୍କ ମନ ବଦଳାଇବାକୁ ବୟାନ ବଦଳାଇଲା ବ୍ରିଟେନ ଲେବର ପାର୍ଟି

ଲଣ୍ଡନ: କଥା ବଦଳାଇଲା ବ୍ରିଟେନ ଲେବର ପାର୍ଟି । ଜାମ୍ମୁକାଶ୍ମୀରରେ ଧାରା ୩୭୦ ହଟିବା ପ୍ରସଙ୍ଗକୁ ନେଇ ସ୍ପଷ୍ଟୀକରଣ ରଖିଛି ବ୍ରିଟେନ ଲେବର ପାର୍ଟି । ଲେବର ପାର୍ଟିର ମୁଖ୍ୟ ଇୟାନ ଲବେରୀ ଦଳ ପକ୍ଷରୁ ଏକ ପତ୍ର ଜାରି କରି ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି କାଶ୍ମୀର ପ୍ରସଙ୍ଗ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁକାଶ୍ମୀରରେ ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ତୁଷାରପାତ । ବରଫପାତର ମଜା ନେଉଛନ୍ତି ପର୍ଯ୍ୟଟକ । ଜାମ୍ମୁକାଶ୍ମୀର ପହଲଗାମ ଜିଲ୍ଲାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ଶୀତ ଆରମ୍ଭରୁ ତୁଷାରପାତ ମଜା ନେବାକୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିିଳିଛି । ପ୍ରକୃତିର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...

ଚୀନ ପରେ ଜାପାନରେ ଏବେ ଚାଲିବ ‘ଅନ୍ଧାଧୁନ’

ମୁମ୍ବାଇ: ଜାପାନରେ ରିଲିଜ ହେବ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ 'ଅନ୍ଧାଧୁନ' । ନଭେମ୍ବର ୧୫ରେ ଜାପାନର ୨୩ଟି ହଲରେ ରିଲିଜ ହେବ ଅନ୍ଧାଧୁନ । ଭାରତୀୟ ବଜାରରେ ବେଶ ଭଲ ବକ୍ସ ଅଫିସ କଲେକ୍ସନ କରିବା ପରେ ଏବେ ବିଦେଶରେ ଫିଲ୍ମକୁ ରିଲିଜ କରିବା ପାଇଁ ସ୍ଥିର କରିଛି ପ୍ରଯୋଜନା ସଂସ୍ଥା ।ଫିଲ୍ମରେ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ଝିଅର ବିବାହ ପାଇଁ ନିଜ ଉତ୍ସବ ତାରିଖ ଘୁଞ୍ଚାଇଲେ ମୁସଲିମ ସମ୍ପ୍ରଦାୟ

କୋଝିକୋଡ଼: ସମ୍ପର୍କର ମୂଲ୍ୟ କେତେ ଅମୁଲ୍ୟ ହୋଇପାରେ ତାହା କରି ଦେଖାଇଛନ୍ତି କେରଳ କୋଝିକୋଡ଼ର ମୁସଲିମ ସମ୍ପ୍ରଦାୟ | ମିଳିଥିବା ସୂଚନା ମୁତାବକ ଏହି ଅଂଚଳରେ ଥିବା ଜୁମା ମସଜିଦ ମହଲ କମିଟି ନିକଟରେ ଜଣେ ହିନ୍ଦୁ ଯୁବତୀଙ୍କର ବିବାହ ସ୍ଥିରୀକୃତ ହୋଇଥିଲା | ତାଙ୍କ ବିବାହ କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ଅଭଦ୍ରାମିର ସୀମା ଟପିଲେ ଛାତ୍ର, ଶିକ୍ଷୟତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଲେ

ରାୟବରେଲୀ: ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷକ-ଶିକ୍ଷୟତ୍ରୀ ନିର୍ଯାତନା ଦେଉଥିବାର ଖବର ଆପଣ ଅନେକ ଥର ପଢ଼ିଥିବେ | କିନ୍ତୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି | କାରଣ କିଛି ଛାତ୍ର ନିଜର ଔଦ୍ଧତ୍ୟ ଯୋଗୁଁ ଶିକ୍ଷୟତ୍ରୀଙ୍କୁ ମାଡ…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସରେ ୨୨ କିଲୋମିଟର ଗଲା ଜୀବନ୍ତ ହୃଦୟ

ଦିଲ୍ଲୀ: ଜଣଙ୍କର ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ଗୋଟିଏ ହୃତପିଣ୍ଡକୁ ଅପେକ୍ଷା କରିଥିଲେ | ୨୩ କିଲୋମିଟରର ରାସ୍ତା ଥିଲା ଓ ଏହାକୁ ୨୦ ମିନିଟରେ ଅତିକ୍ରମ କରିବାକୁ ଥିଲା | ଗୋଟିଏ ପଟେ ଦିଲ୍ଲୀ ରାସ୍ତାରେ ଭିଡ ଟ୍ରାଫିକ ଥିବାବେଳେ କିଭଳି ଏହି ହୃତପିଣ୍ଡ ପହଂଚିବ ତାହାକୁ ନେଇ ଚିନ୍ତାରେ…
ଅଧିକ ଖବର ଦେଖନ୍ତୁ...