Daily Archives

November 13, 2019

ଶାହାରୁଖ୍ ଖାନଙ୍କ ପାଇଁ ପ୍ରତି ବର୍ଷ ଜହ୍ନରେ ଜମି କିଣୁଛନ୍ତି ଅଷ୍ଟ୍ରେଲିଆର ଏହି ମହିଳା ପ୍ରଶଂସକ !

ମୁମ୍ବାଇ : ବଲିଉଡର ବାଦଶାହା ଭାବେ ପରିଚିତ ଅଭିନେତା ଶାହାରୁଖ୍ ଖାନଙ୍କ ପ୍ରଶଂସକଙ୍କ ସଂଖ୍ୟା କେତେ ତାହା ସମସ୍ତଙ୍କୁ ଜଣା। ଦେଶ ଓ ଦେଶ ବାହାରେ ମଧ୍ୟ ଲୋକେ ତାଙ୍କୁ ପସନ୍ଦ କରୁଥିବା ବେଳେ ଏବେ ବି ତାଙ୍କ କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ରହିଛି। ତାଙ୍କର ଗୋଟେ ଝଲକ ଦେଖିବା ପାଇଁ ଲୋକେ…
ଅଧିକ ଖବର ଦେଖନ୍ତୁ...

ଫେସବୁକ ଆଣିଲା ନୂଆ ସୁବିଧା: ଏବେ ହ୍ବାଟ୍ସଆପ୍, ଇନଷ୍ଟାଗ୍ରାମ୍ ଓ ମେସେଞ୍ଜର ଜରିଆରେ ଟଙ୍କା ନେଣଦେଣ କରି ପାରିବେ

ନୂଆଦିଲ୍ଲୀ : ଟଙ୍କା ନେଣଦେଣ ପାଇଁ ଫେସବୁକ ଏବେ ନିଜର ଏକ ପେମେଣ୍ଟ ସିଷ୍ଟମ ଆପ୍ ଲଞ୍ଚ କରିଛି। ଏହା ସାହାଯ୍ୟରେ ଲୋକେ ଫେସବୁକ୍, ହ୍ବାଟସଆପ୍, ଇନଷ୍ଟାଗ୍ରାମ୍ ଓ ମେସେଞ୍ଜର ଜରିଆରେ ଟଙ୍କା ପଠାଇ ପାରିବେ। ପେମେଣ୍ଟ ସିଷ୍ଟମର ନାଁ ଫେସବୁକ୍ ପେ ରଖାଯାଇଥିବା ବେଳେ  ଚଳିତ ସପ୍ତାହରେ…
ଅଧିକ ଖବର ଦେଖନ୍ତୁ...

ଆପଣ କରୁଥିବା ଏହି ଭୁଲ ହୋଇପାରେ କିଡନି ସମସ୍ୟାର କାରଣ

କିଡନି ମଣିଷ ଶରୀରରେ ରକ୍ତକୁ ସଫା କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରର ସବୁଠାରୁ ଗୁରୁତ୍ତ୍ୱପୁର୍ଣ୍ଣ ଅଙ୍ଗ ହୋଇଥାଏ । ପ୍ରତି ମଣିଷର ଶରୀରରେ ଦୁଇଟି କିଡନି ଥିବା ବେଳେ ଆଜିକାଲିର ବ୍ୟସ୍ତବହୁଳ ଜୀବନ ପାଇଁ ଲୋକମାନେ ନିଜ ଶରୀର ପ୍ରତି ଧ୍ୟାନ…
ଅଧିକ ଖବର ଦେଖନ୍ତୁ...

ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ଗଳା କାଟି ହତ୍ୟା କଲା ପଡ଼ୋଶୀ

ମୁମ୍ବାଇ : ମୁମ୍ବାଇରେ ଜଣେ ୨୨ବର୍ଷୀୟ ଯୁବକ ୧୯ବର୍ଷୀୟା ଯୁବତୀ ସହ ଶାରୀରିକ ସଂପର୍କ ରଖିବା ପାଇଁ ଉଦ୍ୟମ କରିବା ଓ ପରେ ବିଫଳ ହେବାରୁ ହତ୍ୟା କରିବା ଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତଜଣଙ୍କ ମିଛ କହି ପୀଡ଼ିତାଙ୍କ ଘରେ ପଶିବା ସହ ଦୁଷ୍କର୍ମର ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ଧମକ ଦେଇଥିବା ପାକ୍ ଅଭିନେତ୍ରୀଙ୍କ ସମର୍ଥନରେ ବାହାରିଲେ ଏହି ମଡେଲ, ସେୟାର କଲେ ନିଜର ନଗ୍ନ ଫଟୋ

ମୁମ୍ବାଇ : କିଛି ଦିନ ତଳେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧମକ ଦେଇ ଚର୍ଚ୍ଚାକୁ ଆସିଥିଲେ ପାକିସ୍ତାନର ପପ୍ କଣ୍ଠଶିଳ୍ପୀ ରବି ପୀରଜାଦା। ଦେହରେ ବୋମା ଗୁଡ଼ାଇ ଓ ସାପକୁ ଧରି ଫଟୋ ସେୟାର କରିବା ସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧମକ ଦେଇଥିଲେ। ଏହା ପରେ ପରେ ସୋସିଆଲ ମିଡିଆରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ମାଙ୍କଡ଼ କଲା ଅନଲାଇନ୍ ସପିଂ ! ମାଲିକାଣୀ ଯିବା ପରେ ଏଭଳି ଜିନିଷ ଅର୍ଡର କଲା ମାଙ୍କଡ଼, ଦେଖନ୍ତୁ ସେ ସମୟର ଦୃଶ୍ୟ

ନୂଆଦିଲ୍ଲୀ : ଚୀନର ଚାଙ୍ଗହୁରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟେକ୍ନୋଲୋଜି ବିଷୟରେ କୌଣସି ଜ୍ଞାନ ରଖୁ ନ ଥିବା ମାଙ୍କଡ଼ କିଭଳି ମାଲିକାଣୀର ଫୋନ ନେଇ ଅନଲାଇନ୍ ସପିଂ କଲା, ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ପ୍ରଥମେ ଫୋନକୁ ଅର୍ଡର କନଫର୍ମମେସନ ଆସିବାର…
ଅଧିକ ଖବର ଦେଖନ୍ତୁ...

ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ୬୦ ଶ୍ରମିକ ଅସୁସ୍ଥ

ବାଲେଶ୍ୱର: ଜାତୀୟ ରାଜପଥ-୧୬ ନିକଟସ୍ଥ ଖନ୍ତାପଡ଼ା ଥାନା ଅଂଚଳରେ ଏକ ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍‌ ନିର୍ଗତ ହେବାରୁ ୬୦ ଜଣ ଶ୍ରମିକ ଅସୁସ୍ଥ ଥିବା ସୂଚନା ମିଳିଛି। ସମସ୍ତଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଅଧିକ ଖବର ଦେଖନ୍ତୁ...

ସ୍ବପ୍ନର ଘର ତିଆରି କରିବା ପାଇଁ ୧୪୪କୋଟି ଦେଇ ୨,୦୦୦ସ୍କୋୟର ଫୁଟର ଜମି କିଣିଲେ ପ୍ରିୟଙ୍କା-ନିକ୍, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ : ଲସ୍ ଆଞ୍ଜେଲସ ପାଖରେ ଥିବା ଏନସିନୋରେ ପ୍ରିୟଙ୍କା ଓ ନିକ୍ ମିଶି ନିଜ ସ୍ବପ୍ନର ଘର ପାଇଁ ଜମି କିଣି ନେଇଥିବା ଜଣାପଡ଼ିଛି। ୧୪୪କୋଟି ଟଙ୍କା ଦେଇ ଦୁହେଁ ୨,୦୦୦ସ୍କୋୟର ଫୁଟର ଜମି କିଣିଥିବା ନେଇ ସୂଚନା ମିଳିଛି। କେବଳ ପ୍ରିୟଙ୍କା-ନିକ୍ ନୁହନ୍ତି, ନିକଙ୍କ ଭାଇ ‌ଜୋ ଜୋନସ ଓ…
ଅଧିକ ଖବର ଦେଖନ୍ତୁ...

ଯୁବ ଉଦ୍ୟୋଗୀ ସୃଷ୍ଟି ହେଲେ କ୍ଷୁଦ୍ର ଶିଳ୍ପ ସମୃଦ୍ଧ ହେବ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ବହୁ ଆଗକୁ ଗତି କରିଛି। ଆଗାମୀ ଦିନରେ ବହୁ କମ୍ପାନି ଓଡ଼ିଶାକୁ ଆସିବେ। ନୂଆ ଯୁବ ଉଦ୍ୟୋଗୀ ସୃଷ୍ଟି ହେଲେ କ୍ଷୁଦ୍ର ଶିଳ୍ପ ସମୃଦ୍ଧ ହେବ। ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ସିଆଇଆଇର ଏଣ୍ଟରପ୍ରାଇଜ୍‌ ଓଡ଼ିଶା-୨୦୧୯କୁ ଉଦ୍‌ଘାଟନ କରିବା ଅବସରରେ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ବିଏସ୍ଏଫ୍ କନେଷ୍ଟବଳଙ୍କ କାମ: ୧୧ଲକ୍ଷ ଟଙ୍କାର ଯୌତୁକକୁ ନାଁ କହି ଆଶୀର୍ବାଦ ଆକାରରେ ନେଲେ ୧୧ଟଙ୍କା ଓ…

ଜୟପୁର : ଘରେ ଝିଅ ଜନ୍ମ ନେଲେ ପରିବାର ଲୋକେ ତା’ର ବିବାହ ଦିନ ବିଷୟରେ ଭାବି ମୁଣ୍ଡ‌ରେ ହାତ ଦେଇଥାନ୍ତି। ବିବାହରେ ହେବାକୁ ଥିବା ଖର୍ଚ୍ଚ ଓ ଯୌତୁକ ଟଙ୍କା ଦେବାକୁ ପଡ଼ୁଥିବାରୁ ଅନେକ ଜନ୍ମ ‌ପରେ ହିଁ ଶିଶୁ କନ୍ୟାକୁ ହତ୍ୟା କରି ଦେଇଥାନ୍ତି। ପୂର୍ବ ପ୍ରଚଳିତ ଏହି ‌ଯୌତୁକ ପ୍ରଥା…
ଅଧିକ ଖବର ଦେଖନ୍ତୁ...