Daily Archives

November 13, 2019

ବାତ୍ୟା ‘ବୁଲବୁଲ’ କ୍ଷୟକ୍ଷତି ଆକଳନ ନେଇ ଆସନ୍ତାକାଲି ଆସିବେ ୭ ଜଣିଆ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ବାତ୍ୟା ବୁଲ୍‌ବୁଲ୍‌ କ୍ଷୟକ୍ଷତି ଆକଳନ ନେଇ ଗୁରୁବାର ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସହେଲି ଘୋଷ ରୟଙ୍କ ନେତୃତବରେ ବନ୍ଦନା ସିଂଘଲ, ଦିନା ନାଥ, ଜଜ ମୋଦି, ଅମରୀଶ ପଲ୍‌ ସିଂ, ବୀରେନ୍ଦ୍ର ସିଂହ ଓ ସୁନୀଲ କୁମାର ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ବେଳେ ଧରାପଡ଼ିଲେ କନ୍‌ଷ୍ଟେବଳ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ନୟାପଲ୍ଲୀ ଥାନା ଅଂଚଳରେ ବୁଧବାର ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ବେଳେ ଜଣେ କନ୍‌ଷ୍ଟେବଳ ଜେ. ଭରିମଲ୍ଲ ଧରାପଡ଼ିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସ୍ପେଶାଲ ସ୍କାର୍ଡ ଅତର୍କିତ ଭାବେ ଚଢ଼ାଉ…
ଅଧିକ ଖବର ଦେଖନ୍ତୁ...

ବିଦେଶ ନ ଯାଇ ଭାରତର ଏହି ସ୍ଥାନରେ ଅତି ସାଧାରଣ ଭାବେ ବିବାହ ବାର୍ଷିକୀ ପାଳନ କରିବେ ଦୀପ୍-ବୀର, ସାଥୀରେ ରହିବ ପୂରା…

ମୁମ୍ବାଇ : ଗତ ବର୍ଷ ନଭେମ୍ବର ୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତ୍ରୀ ଦୀପିକା ପଦୁକୋନ୍ ଓ ଅଭିନେତା ରଣବୀର ସିଂହ। ଆସନ୍ତା ନଭେମ୍ବର ୧୪ରେ ଦୁହିଁଙ୍କ ବିବାହକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ଏହି ଦିନଟିକୁ ଖାସ୍ କରିବା ପାଇଁ ଖାସ୍ ଯୋଜନା କରିଛନ୍ତି ଦୁଇ କଳାକାର। ବିଦେଶ…
ଅଧିକ ଖବର ଦେଖନ୍ତୁ...

ରାଏବରେଲିରେ ଶିକ୍ଷୟତ୍ରୀଙ୍କୁ ଚେୟାରରେ ପିଟିଲା ଛାତ୍ର, ଭାଇରାଲ ହେଲା ଭିଡିଓ

ରାଏବରେଲି : ଏ ପର୍ଯ୍ୟନ୍ତ ଆପଣମାନେ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କୁ ଛାତ୍ର-ଛାତ୍ରୀଙ୍କୁ ମାଡ଼ ମାରୁଥିବାର ଖବର ଶୁଣିଥିଲେ । କିନ୍ତୁ ଉତ୍ତରପ୍ରଦେଶର ରାଏବରେଲିରେ ଏହାର ଠିକ୍ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ରାଏବରେଲି ଜିଲ୍ଲାରେ ଥିବା ଗାନ୍ଧୀ ସେବା ନିକେତନ ଆଶ୍ରମରେ ଏକ ଅଭାବନୀୟ ଘଟଣା…
ଅଧିକ ଖବର ଦେଖନ୍ତୁ...

ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା, ଫେରାର ସ୍ୱାମୀ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ତୁରୁଗୁଡିଗ୍ରାମରେ ମଦ ପିଇବାକୁ ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟାକରି ଫେରାର ଥିବା ସ୍ୱାମୀ ରବି ମାଣ୍ଡିଙ୍ଗାକୁ ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉକି ଶୁକ୍ରବାର ରାତିରେ ରବି ମାଣ୍ଡିଙ୍ଗା ମଦ ପିଇବାକୁ ନିଜ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନରେ ନୂଆ ବିଚାର ଆସିବ। ଅଫିସ କାମକୁ ମନଯୋଗ ସହକାରେ କରିବେ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୪। ବୃଷ: ଭାବିଥିବା କାମ ସହଜରେ ପୂରା ହୋଇଯିବ। ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩। ମିଥୁନ: କାମରେ ଉନ୍ନତି ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

ଟାଇମ ପତ୍ରିକା ଦ୍ୱାରା ପ୍ରକାଶିତ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଲେ ଦୌଡରାଣୀ ଦୁତୀ

ନୂଆଦିଲ୍ଲୀ : ବିଶ୍ୱ ପ୍ରସିଦ୍ଧ ଟାଇମ ପତ୍ରିକାରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଦୌଡରାଣୀ ଦୂତୀ ଚାନ୍ଦ । ତାଙ୍କୁ ବିଶ୍ୱର ୧୦୦ ପ୍ରଭାବଶାଳୀ ତାଲିକାରେ ସ୍ଥାନ ଦିଆଯାଇଛି । ପତ୍ରିକାରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି ଯେ ଦୁତୀ ଉଭୟ ପଡିଆରେ ଓ ପଡିଆ ବାହାରେ ଲଢୁଛନ୍ତି । ୨୦୨୦ ଟୋକିଓ…
ଅଧିକ ଖବର ଦେଖନ୍ତୁ...

ନ୍ୟୁୟର୍କ ମେଟ୍ରୋପଲିଟାନ ମ୍ୟୁଜିୟମ୍ ଅଫ୍ ଆର୍ଟ ବୋର୍ଡରେ ସାମିଲ ହେଲେ ନୀତା ଅମ୍ବାନି

ଭୁବନେଶ୍ୱର: ଭାରତର କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବାରୁ ଫିଲାନଥ୍ରୋପିଷ୍ଟ (ଦାତବ୍ୟ କର୍ମୀ), ଶିକ୍ଷାଦ୍ୟୋଗୀ ତଥା ମହିଳା ଉଦ୍ୟୋଗୀ ନୀତା ଅମ୍ବାନିଙ୍କୁ ନ୍ୟୁୟର୍କ ସ୍ଥିତ ମେଟ୍ରୋପଲିଟାନ୍  ମ୍ୟୁଜିୟମ୍ ଅଫ୍ ଆର୍ଟ (ଦି ମେଟ୍)ର…
ଅଧିକ ଖବର ଦେଖନ୍ତୁ...

ନିଜର ବିଶାଳ ହୃଦୟ ପାଇଁ ଚର୍ଚ୍ଚାରେ ସତ୍ୟବାଦୀ ବ୍ଲକ୍‌ର ପ୍ରତିମା, ଚାରିଆଡୁ ଛୁଟିଲା ପ୍ରଶଂସାର ସୁଅ

ପିପିଲି: ଦିଦି ହେବ ତ ଏମିତି! ପିପିଲିର ଏକ ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ପ୍ରତିମା ମହାରଣା କୁନି କୁନି ପିଲାଙ୍କ ପାଇଁ ତାଙ୍କର ‌ସ୍ନେହ-ଶ୍ରଦ୍ଧା ଦେଖାଇ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ଏମିତି କିଛି କାମ କରିଛନ୍ତି ଯାହାକୁ ନେଇ ପୂରା ଅଞ୍ଚଳରେ ପ୍ରତିମାଙ୍କୁ ନେଇ ଚର୍ଚ୍ଚା।…
ଅଧିକ ଖବର ଦେଖନ୍ତୁ...

ଭାରତରେ ପ୍ରିନ୍ସ ଚାର୍ଲସ୍ : ଦିଲ୍ଲୀରେ ମହିଳା ଚଳାଉଥିବା ଅଟୋ ରିକ୍ସାରେ ବସିଲେ, ଗୁରୁଦ୍ବାର ଲଙ୍ଗର ପାଇଁ ରୁଟି…

ନୂଆଦିଲ୍ଲୀ: ବ୍ରିଟେନ୍‌ ଯୁବରାଜ  ପ୍ରିନ୍ସ ଚାଲର୍ସ ବୁଧବାର ଦୁଇଦିନିଆ ଭାରତଗସ୍ତରେ ଆସିଛନ୍ତି। ଭାରତ ପହଞ୍ଚିବା ପରେ ପ୍ରଥମ ଦିନରେ ରାଜଧାନୀ ଦିଲ୍ଲୀରେ ବ୍ୟାଟେରୀ ଚାଳିତ ଅଟୋ ରିକ୍ସାରେ ବସି ପ୍ରିନ୍ସ ଚାଲର୍ସ ଯାତ୍ରା କରିଥିବା ଦେଖିବାକୁ ମିଳିଥିଲା। ତେବେ ସ୍ୱତନ୍ତ୍ର କଥାଟି ହେଉଛି…
ଅଧିକ ଖବର ଦେଖନ୍ତୁ...