Daily Archives

November 14, 2019

ଘାଟୀରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ଡାକ୍ତର-ଆଇଟିଆଇ ଛାତ୍ର ଆହତ

ଲକ୍ଷ୍ମୀପୁର: ଘାଟୀରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଗୁରୁବାର ସକାଳ ୮ଟାରେ ଜଣେ ଡାକ୍ତର ଓ ଜଣେ ଆଇଟିଆଇ ଛାତ୍ର ଆହତ ହୋଇଛନ୍ତି। ଉଭୟଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱ୍ୟାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କୋରାପୁଟ ଜିଲ୍ଲା ଦାମନଯୋଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

ପୁଣି ବିଦାଦରେ ଏଆଇଏଡିଏମକେ: ଦଳର ପତାକା ସ୍ତମ୍ଭ‌ରେ ମାଡ଼ ହେବାରୁ ବଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ମହିଳାଙ୍କ ଉପରେ…

ଚେନ୍ନାଇ: କିଛି ଦିନ ତଳେ ରାସ୍ତା‌ରେ ଲାଗିଥିବା ଏଆଇଏଡିଏମକେର ହୋର୍ଡିଂ ପୋଷ୍ଟର ପାଇଁ ଜଣେ ୨୩ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ପୋଷ୍ଟରଟି ପବନରେ ଉଡ଼ି ଆସି ଛାତ୍ରୀଙ୍କ ମୁହଁରେ ପଡ଼ିବାରୁ ସେ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଯାଇଥିଲେ। ଯାହା ପରେ ତାଙ୍କ ଉପ‌ରେ ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ଜିମ୍‌ ଯିବାର ସଠିକ୍‌ ବୟସ କେତେ ଜାଣି ରଖନ୍ତୁ

ନିଜକୁ ଫିଟ୍‌ ରଖିବା ଏବଂ ନିଜ ଲୁକ୍‌କୁ ଭଲ କରିବା ପାଇଁ ଏବେ ଯୁବପିଢ଼ିଙ୍କୁ ଜିମ୍‌ ଯାଉଥିବାର ଦେଖାଯାଉଛି । ଜିମ୍‌ ଯିବାର କ୍ରେଜ୍‌ ୧୩-୧୪ବର୍ଷର ପିଲାମାନଙ୍କ ପାଖରେ ଅଧିକ ଦେଖିବାକୁ ମିଳୁଛି। ଯୁବତୀମାନେ ଜିରୋ ଫିଗର କରିବା ପାଇଁ ଜିମ୍‌ ଯାଉଥିବା ବେଳେ ଯୁବକମାନେ ସିକ୍ସ ପ୍ୟାକ୍‌ ଆବ୍‌ସ…
ଅଧିକ ଖବର ଦେଖନ୍ତୁ...

ଗର୍ଭରେ ଶିଶୁ କନ୍ୟା ଥିବା ଜାଣି ଗର୍ଭପାତ କରିବାକୁ କହିଲା ସ୍ବାମୀ, ସ୍ତ୍ରୀ ମନା କରିବାରୁ ଦେଲା ତିନ୍ ତଲାକ

ମୁଜାଫରନଗର: କନ୍ୟା ଭ୍ରୁଣ ହତ୍ୟାକୁ ରୋକିବା ପାଇଁ ସରକାର ଅନେକ ସଚେତନତା ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଏବେ ବି ଲୋକମାନଙ୍କ ଚିନ୍ତାଧାରା ବଦଳି ପାରି ନାହିଁ। ଯାହାର ଜ୍ବଳନ୍ତ ଉଦାହରଣ ମୁଜାଫରନଗରରେ ଦେଖିବାକୁ ମିଳିଛି। ସ୍ତ୍ରୀ ପେଟରେ କନ୍ୟା ସନ୍ତାନ ଥିବା ଜାଣି ସ୍ବାମୀ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ପରସ୍ପରକୁ ଡେଟ୍ କରୁଛନ୍ତି କ୍ୟାଟ୍ରିନା କୈଫ୍-ବିକି କୌଶଲ! ଏଭଳି ଫଟୋ ଭାଇରାଲ ହେବା ପରେ ଜୋର ଧରିଲା ଚର୍ଚ୍ଚା

ମୁମ୍ବାଇ: ଏଇ କିଛି ଦିନ ହେବ ବଲିଉଡ୍ ଅଭିନେତା ବିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ଦୁହେଁ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ତେବେ ପ୍ରତିକ୍ରିୟା ନ…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସରେ ଅଭାବନୀୟ ଘଟଣା: ନର୍ସଙ୍କୁ ଅସଦାଚରଣ କଲେ ଚିକିତ୍ସ‌ା ପାଇଁ ଯାଉଥିବା ଯୁବକ

ନୂଆଦିଲ୍ଲୀ: ଚିକିତ୍ସା ପାଇଁ ଡାକ୍ତରଖାନା ଯାଉଥିବା ଜଣେ ଯୁବକ ନର୍ସଙ୍କ ସହ ଅସଦାଚରଣ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୫ବର୍ଷୀୟା ନର୍ସ ନିଜର ପରିଚୟ ଦେଇ ଘଟଣା ବିଷୟରେ ଜଣାଇଛନ୍ତି। ନର୍ସ ଲିଜି ସ୍ମିଥଙ୍କ କହିବା ଅନୁଯାୟୀ, ଲଣ୍ଡନରେ ଜଣେ ଯୁବକ ଝଗଡ଼ା କରି ଆହତ ‌ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସିନେମା ପ୍ରତି ଥିବା ଅବଦାନ ପାଇଁ ଶ୍ରୀଦେବୀ ଓ ରେଖାଙ୍କୁ ମିଳିବ ଅକିନେନୀ ନାଗେଶ୍ବର ରାଓ ଆୱାର୍ଡ

ନୂଆଦିଲ୍ଲୀ : ସାଉଥସୁପରଷ୍ଟାର ନାଗାର୍ଜୁନ ଓ ତାଙ୍କ ପରିବାର ବିଗତ କିଛି ବର୍ଷ ହେଲାଣି ଅକିନେନୀ ନାଗେଶ୍ବର ରାଓ ଆୱାର୍ଡ(ଏଏନଆର) ଦେଇ ଆସୁଛନ୍ତି। ନାଜାର୍ଜୁନ ନିଜ ବାପା ନାଗେଶ୍ବର ରାଓଙ୍କ ସ୍ମୃତିରେ ଏହି  ପୁରସ୍କାର ଦେଉଥିବା ବେଳେ ୨୦୧୮ ଓ ୨୦୧୯ ପାଇଁ ସେ ଆଜି ଦୁଇଟି ନାଁ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଅଭିଯୁକ୍ତର ଖୁଲାସା : ଶାରୀରିକ ସଂପର୍କ ରଖୁଥିବା ବେଳେ ଯୁବତୀଙ୍କ ଏଭଳି ଅଜବ ଦାବି ପାଇଁ ଚାଲିଯାଇଥିଲା ଜୀବନ

ନୂଆଦିଲ୍ଲୀ: ଯେଉଁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ ଯୁବକକୁ ଦୋଷୀ ବୋଲି ଭାବି ଗିରଫ କରିଥିଲା, ଏବେ ସେହି ମାମଲାରେ ଏକ ନୂଆ ମୋଡ଼ ଆସିଛି। ଯୁବକଜଣଙ୍କ ଘଟଣାଦିନର ପୂରା କାହାଣୀକୁ ପୁଲିସକୁ ଜଣାଇବା ପରେ ପୁଲିସ ଆଶ୍ଚର୍ଯ୍ୟ ହୋଇ ଯାଇଛି। ହତ୍ୟା ଉଦ୍ଦେଶ୍ୟରେ ନୁହେଁ ବରଂ ଶାରୀରିକ…
ଅଧିକ ଖବର ଦେଖନ୍ତୁ...

କବାଟ ବନ୍ଦ ଘରୁ ବାହାରୁଛି ପ୍ରବଳ ଦୁର୍ଗନ୍ଧ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆସନ୍ତାକାଲି ଖୋଲାଯିବ ତାଲା

ସମ୍ବଲପୁର: ଟାଉନ୍‌ ଥାନା ମୁଦିପଡ଼ା ନିକଟସ୍ଥ ସ୍ପର୍ଶ ନର୍ସିଂହୋମ୍‌ ସମ୍ମୁଖ ବସ୍ତିର ଏକ ଘରୁ ଗୁରୁବାର ପ୍ରବଳ ଦୁର୍ଗନ୍ଧ ବାହାରୁଛି। ଘର ବାହାରୁ ତାଲା ଝୁଲାଯାଇଥିବା ବେଳେ ଭିତରୁ ଉତ୍କଟ ଦୁର୍ଗନ୍ଧ ବାହାରିବା ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଉକ୍ତ ଘରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ‘ମର୍ଦାନୀ-୨’ର ଲୋମଟାଙ୍କୁରା ଟ୍ରେଲର, ଲେଡି ଦବଙ୍ଗ ସାଜିଲେ ରାଣୀ

ମୁମ୍ବାଇ: ଅନେକ ଦିନର ଅପେକ୍ଷା ପରେ ଆଜି ବଲିଉଡ ଅଭିନେତ୍ରୀ ରାଣୀ ମୂଖାର୍ଜୀଙ୍କ ଫିଲ୍ମ 'ମର୍ଦାନୀ-୨'ର ଟ୍ରେଲର ସାମ୍ନାକୁ ଆସିଛି। ଟ୍ରେଲର ରିଲିଜର ୪ଘଣ୍ଟା ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିବା ବେଳେ  ଫିଲ୍ମର କାହାଣୀକୁ ସମସ୍ତେ ପସନ୍ଦ କରୁଥିବା ଦେଖାଯାଇଛି। ଫିଲ୍ମଟି…
ଅଧିକ ଖବର ଦେଖନ୍ତୁ...