Daily Archives

November 15, 2019

ବାବା ଜଳେଶ୍ୱର ମହାଦେବଙ୍କ ରତ୍ନମୂଦ ଓ ଚୂଳିକରଣ, ୧୦ ହଜାର ଭକ୍ତଙ୍କ ସମାଗମ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ପଥୁରୀ ଫଚାୟତ ଉଦାଳି ଗ୍ରାମରେ ବାବା ଜଳେଶ୍ୱର ମହାଦେବଙ୍କ ରତ୍ନମୂଦ ଓ ଚୂଳିକରଣ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାତା ମକୁରୁ ପୁଟୀ ଓ ଗ୍ରାମବାସୀଙ୍କ ସହଯୋଗରେ ଚୂଳିକରଣ ଅନୁଷ୍ଠିତ ହୋଇଯାଇଛି। ନୟାଗଡର ମନ୍ଦିର ଶିଳ୍ପୀ…
ଅଧିକ ଖବର ଦେଖନ୍ତୁ...

ଏବେଠାରୁ ପ୍ରଦୂଷଣ ଦିଲ୍ଲୀର ପ୍ରମୁଖ ପର୍ବ ! ଏଭଳି ଭାବେ ଦିଲ୍ଲୀ ପ୍ରଦୂଷଣକୁ ବର୍ଣ୍ଣନା କଲା ବାଳକ, ଭାଇରାଲ ହେଲା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଏବେ ସୀମା ଟପିଲାଣି। ପରିସ୍ଥିତି ଓ ଲୋକଙ୍କ ରହିବାକୁ ନେଇ ଏବେ ଭାରତ ଓ ଦିଲ୍ଲୀ ସରକାର ଚିନ୍ତାରେ। ତେବେ ପ୍ରଦୂଷଣକୁ ରୋକିବା ପାଇଁ କୌଣସି ସ୍ଥାୟୀ ବାଟ ସରକାର ଖୋଜି ପାଉ ନ ଥିବା ବେଳେ ସ୍କୁଲକୁ ବାରମ୍ବାର ଛୁଟି କରି ଦିିଆଯାଉଛି। ଏ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଜାମୁକୋଳିକୁ ଖାଇ ସାରିବା ପରେ ତା’ର ମଞ୍ଜିକୁ ଫିଙ୍ଗିବା ପରିବର୍ତ୍ତେ ଏଭଳି କରନ୍ତୁ ବ୍ୟବହାର, ଦୂର ହେବା ଅନେକ…

ଜାମୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଏହା ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର । କିନ୍ତୁ ଆପଣ ଜାଣିଛନ୍ତି କି? ଜାମୁକୋଳି ଭଳି ତା’ର ମଞ୍ଜି ମଧ୍ୟ ଶରୀର ପାଇଁ କେତେ ଲାଭଦାୟକ? ଭିଟାମିନ୍‌ ଏ ଏବଂ ସିରେ ଭରପୂର ଥିବା ଜାମୁକୋଳିର ମଞ୍ଜି…
ଅଧିକ ଖବର ଦେଖନ୍ତୁ...

ଚାକିରି ଦେବାକୁ ଡ଼ାକି ଦୁଷ୍କର୍ମ କଲେ ୫ଦୁର୍ବୃତ୍ତ

ନ‌ୋଏଡା: ଚକିରି ଖୋଜିବା ପାଇଁ ଜଣେ ଯୁବକଙ୍କ ସାହାଯ୍ୟ ନେବା ଯୁବତୀଙ୍କୁ ଭାରି ପଡ଼ିଛି। ଚାକିରି ନ ମିଳିବା ସହ ଦୁଷ୍କର୍ମର ଶିକାର ହୋଇଛନ୍ତି ଯୁବତୀ। ଭଲ ବନ୍ଧୁ ବୋଲି ଭାବି ବିଶ୍ବାସ କରୁଥିବା ଯୁବକ ହିଁ ତାଙ୍କ ଇଜ୍ଜତ ଲୁଟିନେବ, ତାହା ଯୁବତୀଙ୍କୁ ଜଣା ନଥିଲା। ଘଟଣାଟି ବୁଧବାର ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣର ଅଭିଯୋଗ ପରେ ଅନୁ ମଲିକଙ୍କ ପ୍ରତିକ୍ରିୟା; ମୁଁ ଦୁଇଟି ଝିଅର ବାପା, ଏସବୁ କରିବା ବିଷୟରେ ଚିନ୍ତା କରି…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ ନେଇ ଗତ ବର୍ଷଠାରୁ ବିବାଦ ଆରମ୍ଭ ହୋଇଛି। ତାଙ୍କ ଉପରେ ଏକାଧିକ ମହିଳା ଯୌନ ଅସଦାଚରଣର ଅଭିଯୋଗ ଆଣିବା ପରେ ତାଙ୍କୁ ରିୟାଲିଟି ସୋ’ ଇଣ୍ଡିଆନ ଆଇଡୋଲରୁ ବାହାର କରି ଦିଆଯାଇଥିଲା। ଏବେ ପୁଣି ଥରେ ସେ ସୋ’ ଜଜ୍ କରିବା…
ଅଧିକ ଖବର ଦେଖନ୍ତୁ...

ବର-କନ୍ୟାଙ୍କ ମଧ୍ୟରୁ କାହାର ଶାରୀରିକ ସମସ୍ୟା ନଥାଇ ମଧ୍ୟ ଏହି କାରଣରୁ ଡାକ୍ତରଖାନାରେ ବିବାହ କଲେ ଦମ୍ପତ୍ତି

ନୂଆଦିଲ୍ଲୀ: ଟେକ୍ସାସରେ ରହୁଥିବା ଦମ୍ପତ୍ତିଙ୍କ କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁହେଁ ଘରେ ବା କୌଣସି ବିବାହ ମଣ୍ଡପରେ ବିବାହ ନ କରି ଡାକ୍ତରଖାନରେ କ’ଣ ପାଇଁ ବିବାହ କଲେ, ସେ ପ୍ରଶ୍ନ ପ୍ରଥମେ ସମସ୍ତଙ୍କ ମନକୁ ଆସିଥିଲା। କିନ୍ତୁ ପ୍ରକୃତ କାରଣ ସାମ୍ନାକୁ ଆସିବା ପରେ ଏବେ ଦୁହିଁଙ୍କ…
ଅଧିକ ଖବର ଦେଖନ୍ତୁ...

ବୁର୍ଜ ଖଲିଫାକୁ ନିଜ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ୨କୋଟି ଟଙ୍କା ଦେଇଥିଲେ ଶାହାରୁଖ୍ ଖାନ୍!

ମୁମ୍ବାଇ: ଏବେ ଫିଲ୍ମଠାରୁ ଦୂରରେ ରହି ମଧ୍ୟ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ଶାହାରୁଖ୍ ଖାନ୍। କିଛି ଦିନ ତଳେ ତାଙ୍କର ଜନ୍ମଦିନ ଥିବା ବେଳେ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇବା ପାଇଁ କରିଥିବା କାମ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅଷ୍ଟ୍ରେଲିଆର ଜଣେ ପ୍ରଶଂସକ…
ଅଧିକ ଖବର ଦେଖନ୍ତୁ...

ଅନଲାଇନ୍ ରୋମାନ୍ସ ସ୍କାମର ଶିକାର ହେଲେ ୭୯ବର୍ଷିଅ ବୃଦ୍ଧ, ହରାଇଲେ ୧.୫କୋଟି ଟଙ୍କା

ମୁମ୍ବାଇ: ଦିନକୁ ଦିନ ଟେକ୍ନୋଲୋଜି ବଦଳିବା ସହ ସାତ ସମୁଦ୍ର ଦୂରରେ ବସିଥିବା ଲୋକ ସହ ସହଜରେ କଥା ହୋଇ ପାରୁଛନ୍ତି ଲୋକେ। ଏମିତି କି ଏବେ ଏଭଳି କିଛି ସୋସିଆଲ ନେଟୱାର୍କିଂ ସାଇଟ୍ ରହିଛି, ଯାହା ସାହାଯ୍ୟରେ ଲୋକେ ଅଜଣା ଲୋକ ସହ ସଂପର୍କ ସ୍ଥାପନ କରି ପାରୁଛନ୍ତି। ତେବେ ଯେତେ‌…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଫନି’ର ୭ ମାସ ପରେ ବି ଶତାଧିକ କ୍ଷତିଗ୍ରସ୍ତଙ୍କୁ ମିଳିନି ସହାୟତା, ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କଲେ ଲୋକେ

ଭୁବନେଶ୍ୱର: ବାତ୍ୟା ‘ଫନି’ ୭ ମାସ ଅତିକ୍ରାନ୍ତ କରି ସାରିଛି କିନ୍ତୁ ସହାୟତାକୁ ନେଇ ହିସାବ ଛିଣ୍ଡୁନି। ପୁରୀ ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକେ ଫନି ସହାୟତା ପାଇନଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଉଛନ୍ତି। ପୁରୀ ଜିଲ୍ଲାର ଶତାଧିକ ଲୋକ ଶୁକ୍ରବାର ଲୋକାୟୁକ୍ତଙ୍କ କାର୍ଯ୍ୟାଳୟକୁ…
ଅଧିକ ଖବର ଦେଖନ୍ତୁ...

ରାହୁଲ ବୋଷଙ୍କ ପରେ ଏବେ ସଂଗୀତ ନିର୍ଦ୍ଦେଶକ ଶେଖର: ୩ଟି ଅଣ୍ଡା ପାଇଁ ୧୬୭୨ଟଙ୍କା ଦେଇ ସେୟାର କଲେ ବିଲ୍

ଅହମଦାବାଦ୍: କିଛି ମାସ ତଳେ ବଲିଉଡ ଅଭିନେତା ରାହୁଲ ବୋଷ ଚଣ୍ଡିଗଡ଼ର ଏକ ପଞ୍ଚ ତାରକା ହୋଟେଲ ବିରୋଧରେ ସ୍ବର ଉଠାଇଥିଲେ। ଦୁଇଟି କଦଳୀ ପାଇଁ ହୋଟେଲଟି ୪୪୨ଟଙ୍କା ନେଇଥିବାରୁ ଏହାକୁ ଅତ୍ୟଧିକ ବୋଲି କହି ସୋସିଆଲ ମିଡିଆରେ ବିଲ୍ ସେୟାର କରିଥିଲେ ରାହୁଲ। ଯାହା ପରେ କ’ଣ ପାଇଁ ପଞ୍ଚ…
ଅଧିକ ଖବର ଦେଖନ୍ତୁ...