Daily Archives

November 16, 2019

ଉଦ୍‌ଘାଟିତ ହେଲା ରାଜ୍ୟସ୍ତରୀୟ ଲୋକ ମହୋତ୍ସବ; ନଚେଇଲା ଲୋକନୃତ୍ୟ, ଜମିଲା ସମ୍ବଲପୁରୀ

କୋରାପୁଟ: ନାଚଗୀତର ଧୁମ୍‌ ଭିତରେ ଆଜି ଉଦ୍‌ଘାଟିତ ହୋଇଛି ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ। କୋରାପୁଟ ସରକାରୀ କଲେଜ ପଡିଆରେ ଏହାକୁ ଉଦ୍‌ଘାଟନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଉଦ୍‌ଘାଟନୀ ସନ୍ଧ୍ୟାରେ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟର ଚମତ୍କାର ସମନ୍ବୟ…
ଅଧିକ ଖବର ଦେଖନ୍ତୁ...

ଗୃହମନ୍ତ୍ରୀଙ୍କ ଅଚାନକ ସତ୍ୟବାଦୀ ଥାନା ପରିଦର୍ଶନ

ସାକ୍ଷୀଗୋପାଳ: ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶନିବାର ସନ୍ଧ୍ୟା ୭ଟାରେ ଅଚାନକ ସତ୍ୟବାଦୀ ଥାନା ପରିଦର୍ଶନ କରିଛନ୍ତି। ସେ ଆଇଆଇସି ଶକୁନ୍ତଳା ପତିଙ୍କଠାରୁ ଥାନାର କର୍ମଚାରୀ ସଂଖ୍ୟା, ଅପରାଧ ସଂଖ୍ୟା ହଆସ ନା ବୃଦ୍ଧି, ଅସୁବିଧା, ପେଟ୍ରୋଲିଂ, ରାତ୍ରୀକାଳୀନ ପେଟ୍ରୋଲିଂ,…
ଅଧିକ ଖବର ଦେଖନ୍ତୁ...

ଏହି ୪ଟି ଭଲ ଅଭ୍ୟାସକୁ ଆପଣାଇ ହୃଦ୍‌ଘାତକୁ ଦୂରରେ ରଖନ୍ତୁ

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ପାଇଁ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଠିକ୍‌ ସମୟରେ ଠିକ୍‌ ଖାଦ୍ୟ ନ ଖାଇବାରୁ ହୃଦ୍‌ଘାତ ଭଳି ସମସ୍ୟା ବି ଦେଖାଯାଉଛି । ଏହି ସମସ୍ୟାରୁ ବଞ୍ଚିବା ପାଇଁ ହେଲେ ଆପଣଙ୍କୁ ଖରାପ ଅଭ୍ୟାସକୁ ଦୂର କରି ଭଲ ଅଭ୍ୟାସ ଆପଣାଇବାକୁ ପଡ଼ିବ । ଆସନ୍ତୁ ଜାଣିବା…
ଅଧିକ ଖବର ଦେଖନ୍ତୁ...

ରିତିକଙ୍କ ଏହି ଫିଲ୍ମକୁ ୯ଥର ଥିଏଟର ଯାଇ ଦେଖିଥିଲେ ତାଙ୍କ ମା’

ମୁମ୍ବାଇ: କିଛି ମାସର ବ୍ୟବଧାନ ପରେ ଏବେ ବଲିଉଡକୁ ଫେରିଛନ୍ତି ରିତିକ୍ ରୋଶନ। ପ୍ରଥମେ ତାଙ୍କ ଅଭିନୀତ ଫିଲ୍ମ ସୁପର-୩୦ ବକ୍ସ ଅଫିସରେ ଧମାଲ କରିଥିବା ବେଳେ କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ୱାର୍ ଭଲ ବ୍ୟବସାୟ କରିଥିଲା। ଲଗାତାର ଦୁଇଟି ସୁପରହିଟ୍ ଫିଲ୍ବ ଦେବା ପରେ ଏବେ ପୁଣି ଥରେ…
ଅଧିକ ଖବର ଦେଖନ୍ତୁ...

୪ମାସର ଶିଶୁକୁ ଧରି ସୁରଟରୁ ମୁମ୍ବାଇ ଯାଉଥିଲେ ମହିଳା, ପହଞ୍ଚିବା ବେଳକୁ ଚାଲି ଯାଇଥିଲା ଶିଶୁର ଜୀବନ

ମୁମ୍ବାଇ: ସୁରଟରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ୍ ବିମାନରେ ଏକ ଦୁଃଖଦାୟକ ଘଟଣା ଘଟିଛି। ବିମାନ ମଧ୍ୟରେ ୪ମାସର ଶିଶୁର ମୃତ୍ୟୁ ହେବା ଖବର ବିମାନରେ ଉପସ୍ଥିତ ସମସ୍ତ ଯାତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସବୁଠାରୁ ବଡ଼ କଥା ହେଲା  ମା’କୁ ଶିଶୁର ମୃତ୍ୟୁ ହୋଇଥିବା ନେଇ ଟିକେ ବି ଜଣା ପଡ଼ି…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ଏବେ ବିଗ୍ ବସ୍ ଦେଖୁ ନାହାନ୍ତି ସିଜିନ୍-୪ର ବିଜେତା ଶ୍ବେତା ତିୱାରୀ

ମୁମ୍ବାଇ: ଛୋଟ ପରଦାରେ ଏବେ ଧମାଲ ମଚାଉଛି ବିଗ୍ ବସ୍ ସିଜିନ୍-୧୩। ଆରମ୍ଭ ହେବା ଦିନଠାରୁ ଏହା ବିବାଦରେ ରହିଥିବା ବେଳେ ସୋ’ର ପ୍ରଥମ ଫାଇନାଲ ପରେ ଏବେ ସୋ’ର ଟିଆରପି ବଢ଼ିଛି। ଲୋକେ ଏବେ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଦେଖିବାକୁ ପସନ୍ଦ କରୁଛନ୍ତି। ବିଗ୍ ବସ୍ ଘରେ ଘଟୁଥିବା ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଦୁଇ ବାଇକ୍ ଆରୋହୀଙ୍କ ଉପରକୁ ଡ଼େଇଁଲା ଚିତାବାଘ, ଭାଇରାଲ ଭିଡିଓରେ ଦେଖନ୍ତୁ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ ଚିତାବାଘ କିଭଳି ଦୁଇ ବାଇକ୍ ଆରୋହୀଙ୍କ ଉପରକୁ ଡ଼େଇଁ ପଡ଼ୁଛି, ତାହା ଦେଖିବାକୁ ମିଳିଛି। ଭିଡିଓରେ ନଜର ଆସୁଥିବା ‌ଦୃଶ୍ୟ ଦେଖି ଲୋକଙ୍କ ଛାତି ଥରି ଉଠୁଥିବା ବେଳେ ଅଳ୍ପକେ ଦୁଇ ଯୁବକ ବଞ୍ଚିଯାଉଥିବାର…
ଅଧିକ ଖବର ଦେଖନ୍ତୁ...

କୁମ୍ଭୀର ଟାଣି ନେଉଥିବା ବେଳେ ଜୀବନକୁ ବାଜି ଲଗାଇ ଭଉଣୀକୁ ବଞ୍ଚାଇଲା ଭାଇ

ନୂଆଦିଲ୍ଲୀ: ଜନୈକ୧୫ବର୍ଷୀୟ ବାଳକ କରିଥବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜ ଜୀବନକୁ ଖାତିର ନ କରି ନିଜ ଭଉଣୀକୁ ଯେଉଁ ଭଳି ଭାବେ ବାଳକଟି ମୃତ୍ୟୁ ମୁହଁରୁ ବଞ୍ଚାଇଛି, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୁମ୍ଭୀର ଆଗକୁ ଯିବା ପାଇଁ ଲୋକେ ଡ଼ରୁଥିବା ବେଳେ ୧୫ବର୍ଷୀୟ ବାଳକଟି…
ଅଧିକ ଖବର ଦେଖନ୍ତୁ...

ମୋଦୀ-ଶାହାଙ୍କ ନେତୃତ୍ବ ପାଇଁ ଅଯୋଧ୍ୟା ରାୟ ଆସି ପାରିଲା: ରାମଦେବ

ନୂଆଦିଲ୍ଲୀ: କିଛି ଦିନ ତଳେ ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ବିଗତ ଅନେକ ବର୍ଷ ଧରି ଅଯୋଧ୍ୟା ବିବାଦ ଲାଗି ରହିଥିବା ବେଳେ ଏବେ ଏହାର ସମାଧାନ ହେବାରୁ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଚଛି।  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସହ ମୁସଜିଦ୍ ପାଇଁ…
ଅଧିକ ଖବର ଦେଖନ୍ତୁ...

କେବିସିରେ କୁମ୍ଭର ଅର୍ଥ କହି ପାରିଲେ ନାହିଁ ତାପସୀ ପନ୍ନୁ, ‌ସୋନାକ୍ଷୀଙ୍କ ସହ ତୁଳନା କଲେ ଲୋକେ

ମୁମ୍ବାଇ: କେବିସି-୧୧ରେ ଶୁକ୍ରବାର କର୍ମବୀର ଅଧ୍ୟାୟରେ ସାମିଲ ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ। ତାଙ୍କ ସହ ହଟ୍ ସିଟରେ ବସିଥିଲେ ଓଡ଼ିଶାରେ ଥିବା କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ଦୁହେଁ ମୋଟ ୧୨ଲକ୍ଷ ୫୦ହଜାର ଟଙ୍କା ଜିତିବାରେ ସଫଳ ହୋଇଥିଲେ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...